Latest Odisha News

BREAKING NEWS

Browsing Category

ଫିଚର

ଓଡିଶା ମ୍ୟାଟ୍ରିକ ପରୀକ୍ଷା: ଢେଙ୍କାନାଳ ସ୍କୁଲରେ ୧୪୪ ଧାରା ଲାଗୁ

ଢେଙ୍କାନାଳ: ମ୍ୟାଟ୍ରିକ୍ ପରୀକ୍ଷାରେ କପି ରୋକିବାକୁ ଯାଇ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ପରଜଙ୍ଗ ଥାନା ଅନ୍ତର୍ଗତ ବିରିବୋଲେଇ ଜନତା ସରକାରୀ ହାଇସ୍କୁଲରେ ୧୪୪ ଧାରା ଲଗାଯାଇଛି । ପ୍ରାପ୍ତ ସୂଚନାନୁଯାୟୀ, ଗତ ଶନିବାର ଦିନ ବିଦ୍ୟାଳୟରେ ଇଂରାଜୀ ପରୀକ୍ଷା ସମୟରେ କିଛି ଅଭିଭାବକ…

ନିର୍ଭୟା ମାମଲା: ଫାଶୀ ଟାଳିବା ପାଇଁ ଏହି ଯୋଜନା କରିଥିଲା ଦୋଷୀ ବିନୟ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ନିର୍ଭୟା ଗଣ ଦୁଷ୍କର୍ମ ମାମଲାରେ ଦୋଷୀଙ୍କୁ ଫାଶୀରେ ଚଢ଼ାଇବା ପାଇଁ ତୃତୀୟ ଡେଥ୍‌ ୱାରେଣ୍ଟ୍‌ ମାର୍ଚ ୩ରେ କାର୍ଯ୍ୟକାରୀ ହେବା ନେଇ ଦିଲ୍ଲୀ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଫାଶୀରୁ ଖସି ଯିବା ପାଇଁ ଆଇନଗତ ବିଭିନ୍ନ ବିକଳ୍ପ ଆପଣାଇ ସାରିଛନ୍ତି ସମସ୍ତ ଦୋଷୀ…

ଦୁଇ ଦିନିଆ ଭାରତ ଗସ୍ତରେ ଡୋନାଲ ଟ୍ରମ୍ପ: ସାଥିରେ ଆସୁଛନ୍ତି ଝିଅ, ଜ୍ବାଇଁ ଓ ପତ୍ନୀ

ଅହମଦାବାଦ୍: ୨ ଦିନିଆ ଗସ୍ତରେ ଭାରତ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ପତ୍ନୀ ମେଲାନିଆ, ଝିଅ ଇଭାଙ୍କା ଓ ଜ୍ୱାଇଁ ଜେରେଡ କୁଶନରଙ୍କ ସହ ସୋମବାର ଟ୍ରମ୍ପ ଗୁଜୁରାଟର ଅହମଦାବାଦସ୍ଥିତ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରିିବେ। ଭାରତ…

ପ୍ରଥମ ଟେଷ୍ଟରେ ନ୍ୟୁଜିଲାଣ୍ଡଠୁ ୧୦ ୱିକେଟରେ ହାରିଲା ଭାରତ

ୱେଲିଂଟନ: ନ୍ୟୁଜିଲାଣ୍ଡର ୱେଲିଂଟନଠାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଅନୁଷ୍ଠିତ ହୋଇଥିବା ୧ମ ଟେଷ୍ଟରେ ଭାରତ କିୱିଦଳଠାରୁ ଶୋଚନୀୟ ଭାବେ ପରାସ୍ତ ହୋଇଛି । ନ୍ୟୁଜିଲାଣ୍ଡ ଏହି ଟେଷ୍ଟକୁ ୧୦ ୱିକେଟରେ ଜିତି ୨ଟିକିଆ ମ୍ୟାଚ ବିଶିଷ୍ଟ ଶୃଙ୍ଖଳାରେ ୧-୦ରେ ଅଗ୍ରଣୀ ହାସଲ କରିଛି ।ୱେଲିଂଟନ:…

କରୋନା ଭାଇରସ୍‌: ୨୪ ଘଣ୍ଟାରେ ୧୫୦ ମୃତ

ବେଜିଂ: ଧୀରେ ଧୀରେ କାୟା ବିସ୍ତାର କରୁଥିବା ମାରାତ୍ମକ ‘କରୋନା’ ଭାଇରସ ପ୍ରଭାବରେ ଚୀନରେ ମୃତ୍ୟୁ ସଂଖ୍ୟା ୨୪୦୦ରେ ପହଞ୍ଚିଛି । ଏଥିସହିତ ୭୭,୧୫୦ରୁ ଅଧିକ ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି । ଜାତୀୟ ଗଣମାଧ୍ୟମର ସୂଚନାନୁଯାୟୀ କରୋନା ଭାଇରସ୍ ପ୍ରଭାବରେ ପାଖାପାଖି ୭୭,୧୫୦ ଜଣ…

ଜାଣନ୍ତୁ, ରାଜ୍ୟର କେଉଁସବୁ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ଆଶଙ୍କା

ଭୁବନେଶ୍ୱର: ରାଜ୍ୟର ପ୍ରାୟ ୫ଟି ସ୍ଥାନରେ ବଜ୍ରପାତ ସହ ବର୍ଷା ଆଶଙ୍କା ରହିଥିବା ନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୋମବାର ଦିନ ପୂର୍ବାନୁମାନ କରାଯାଇଛି । ପାଣିପାଗ କେନ୍ଦ୍ରର ସଦ୍ୟ ରିପୋର୍ଟ ଅନୁଯାୟୀ ଆଜି ଦିନ ୧୨ଟା ୩୦ମି. ପର୍ଯ୍ୟନ୍ତ ରାଜ୍ୟର ପ୍ରାୟ ଏହି…

ଜାଣନ୍ତୁ, କେମିତି କଟିବ ଆଜି ଦିନ…

ରାଶି ଫଳ ତା ୨୪-୦୨-୨୦୨୦ ସୋମବାର ଆଜି ଦିନର ମହତ୍ତ୍ୱ ଆଜି ହେଉଛି ୨୦୨୦ ମସିହା ଫେବୃୟାରୀ  ତା୨୪ ରିଖ  ସୋମବାର କୁମ୍ଭ ୧୨ ଦିନ ଫାଲଗୁନ ଶୁକ୍ଳ ପକ୍ଷ  ପ୍ରତିପଦା ତିଥି  ଶତଭିଷା  ନକ୍ଷତ୍ର କୁମ୍ଭ ଚନ୍ଦ୍ର  ଘାତ ବାର-:  ମିଥୁନ  ରାଶିର   ଘାତ ଚନ୍ଦ୍ର: ମିଥୁନ ଓ ମୀନ ରାଶିର  ଆଜି:…

ରେସଲିଂରେ ସାକ୍ଷୀଙ୍କୁ ରୌପ୍ୟ, ଭିନେଶଙ୍କୁ ବ୍ରୋଞ୍ଜ

ନୂଆଦିଲ୍ଲୀ: ଏସିଆନ୍ ରେସଲିଂ ଚାମ୍ପିୟନଶିପରେ ଭାରତୀୟ ରେସଲରଙ୍କ ପ୍ରଭାବୀ ପ୍ରଦର୍ଶନ ଜାରି ରହିଛି । ସାକ୍ଷୀ ମଲ୍ଲୀକ(୬୫କିଗ୍ରା) ଓ ଭିନେଶ ଫୋଗଟ(୫୩ କିଗ୍ରା) ମହିଳା ରେସଲିଂରେ ଯଥାକ୍ରମେ ରୌପ୍ୟ ଓ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ୭୨ କିଗ୍ରା ବିଭାଗରେ ଗୁରୁଶରନ କୌର ବ୍ରୋଞ୍ଜ ପଦକ…

ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଗସ୍ତ ଓ କାର୍ଯ୍ୟସୂଚୀ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ଭାରତ ଗସ୍ତରେ ଆସୁଛନ୍ତି । ତାଙ୍କ ସହ ପତ୍ନୀ ମେଲାନିୟା, ଝିଅ ଇବାଂକା ଏବଂ ଜ୍ୟୋଇଁ ଜେରେଡ କୁଶ୍ନର ଆସିବେ । ଏକ ସ୍ୱତନ୍ତ୍ର ପ୍ରତିନିଧିମଣ୍ଡଳ ମଧ୍ୟ ତାଙ୍କ ସହିତ ଆସିବେ । ଆସନ୍ତୁ ଜାଣିବା କ’ଣ ରହିଛି ଟ୍ରମ୍ପଙ୍କ…

ପିପିଲି: ଦନ୍ତା ହାତୀ ଆକ୍ରମଣରେ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି

ପିପିଲି: ପୁରୀର ପିପିଲି ଅଂଚଳରେ ଦନ୍ତା ହାତୀ ଆକ୍ରମଣରେ ଅନେକ ଧନଜୀବନ କ୍ଷତି ଘଟିଛି । ପୂର୍ବରୁ ୩ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଏବେ ଅଜୟ କୁମାର ନାୟକ(୪୫)ଙ୍କ ଜୀବନ ନେଇଛି ଦନ୍ତା ହାତୀ । ଏହା ସହିତ ଦନ୍ତା ହାତୀ ଆକ୍ରମଣରେ ମୃତ୍ୟୁ ସଂଖ୍ୟା ୪ରେ ପହଂଚିଛି । ଆହୁରି ୫ଜଣଙ୍କୁ ଗୁରୁତର…