Latest Odisha News

BREAKING NEWS

Browsing Category

ଫିଚର

ଆଇଟିଟିଏଫ ୱାର୍ଲ୍ଡ ଟୁର ହଙ୍ଗେରୀ ଓପନ: ଶରଥ-ସାଥିୟାଁ ଯୋଡିଙ୍କୁ ରୌପ୍ୟ

ବୁଡାପେଷ୍ଟ: ଭାରତୀୟ ଟେବୁଲଟେନିସ ପୁରୁଷ ଡବଲ୍ସ ଯୋଡ଼ି ଅଚନ୍ତା ଶରତ କମଲ୍ ଓ ଜି. ସାଥୀୟାନ୍ ଆଇଟିଟିଏଫ୍ ୱାର୍ଲ୍ଡ ଟୁର୍ ହଙ୍ଗେରୀ ଓପନରେ ରୌପ୍ୟ ପଦକ ହାସଲ କରିଛନ୍ତି। ଫାଇନାଲରେ ସେମାନେ ଜର୍ମାନୀ ଯୋଡ଼ି ବେନେଡିକ୍ଟ ଡୁଡା ଓ ପ୍ୟାଟ୍ରିକ୍ ଫ୍ରାଞ୍ଜିସ୍କାଙ୍କ ନିକଟରୁ  ୫-୧୧, ୯-୧୧, ୧୧-୮,…

୨୦୧୬ ଡବଲ ମର୍ଡର: ସିବିଆଇ ତଦନ୍ତ ଦାବି କଲେ ଅନୁପ ସାଏଙ୍କ ପରିବାର

ଝାରସୁଗୁଡା: ୨୦୧୬ ମସିହାରେ କଳ୍ପନା ଦାସ ଓ ତାଙ୍କ ନାବାଳିକା ଝିଅର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଅନୁପ ସାଏଙ୍କ ପରିବାର ସଦସ୍ୟ ସିବିଆଇ ତଦନ୍ତ ଦାବି କରିଛନ୍ତି । ପୂର୍ବତନ ବିଧାୟକ ଅନୁପ ସାଏଙ୍କ ମାଆ, ପତ୍ନୀ, ଝିଅ, ବଡ ଭାଇ, ଭାଉଜ ଓ ଭଣଜା ଶନିବାର ଦିନ ସନ୍ଧ୍ୟାରୁ ଜିଲ୍ଲାପାଳ ଅଫିସ…

ଭାରତ ସରକାରକୁ ନକଲି ଆଧାର କାର୍ଡ ସମର୍ପଣ କରିବାକୁ ପ୍ରସ୍ତୁତ ରୋହିଂଗ୍ୟା ଶରଣାର୍ଥୀ ! ଜାଣନ୍ତୁ କାହିଁକି

ତେଲେଙ୍ଗାନା: ସାରା ଦେଶରେ ଏନଆରସି ଓ ସିଏଏକୁ ନେଇ ଆନ୍ଦୋଳନ ହେଉଛି । ଦିଲ୍ଲୀର ଶାହିନ ବାଗ ଆନ୍ଦୋଳନ ପୁରା ଦେଶର ବିରୋଧ ପ୍ରଦର୍ଶନର କେନ୍ଦ୍ର ଥିଲା । ଏବେ ଶାହିନ ବାଗ ପରେ ପୁଣି ଜାଫରାବାଦରେ ଆନ୍ଦୋଳନ ଉଗ୍ର ରୂପ ନେଇଛି । କିନ୍ତୁ ଏହା ମଧ୍ୟରେ ତେଲେଙ୍ଗାନାର ପାଖାପାଖି ୧୨୭ଜଣ ରୋହିଂଗ୍ୟା…

ସିଏଏ ବିରୋଧରେ ମୌଜପୁରରେ ପଥର ମାଡ; ପୋଲିସର ଲୁହବୁହା ଗ୍ୟାସ ପ୍ରୟୋଗ

ନୂଆଦିଲ୍ଲୀ: ଦିଲ୍ଲୀରେ ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ଆନ୍ଦୋଳନ ଉଗ୍ର ରୂପ ନେଇଛି । ସିଏଏ ବିରୋଧରେ ଶାହିନ ବାଗ ପରେ ଜାଫରାବାଦରେ ବିରୋଧ ପ୍ରଦର୍ଶନ ଆରମ୍ଭ ହୋଇଯାଇଛି । ଅନ୍ୟପଟେ ଜାଫରାବାଦ ପ୍ରଦର୍ଶନର ପାଲଟା ଜବାବରେ ବିଜେପି ନେତା କପିଲ ମିଶ୍ରା ଓ ତାଙ୍କ ସମର୍ଥକ ରାସ୍ତାକୁ…

ଗ୍ୟାଙ୍ଗଷ୍ଟର ରବି ପୂଜାରୀ ଦକ୍ଷିଣ ଆଫ୍ରିକାରେ ଗିରଫ

ନୂଆଦିଲ୍ଲୀ: ୧୫ ବର୍ଷ ଧରି ଫେରାର ଥିବା ଗ୍ୟାଙ୍ଗଷ୍ଟାର ରବି ପୂଜାରୀ ଶେଷରେ ଧରାପଡିଛନ୍ତି । ଦକ୍ଷିଣ ଆଫ୍ରିକାରେ ସେ ଗିରଫ ହୋଇଛନ୍ତି । ଏଥିପାଇଁ ଗଠନ କରାଯାଇଥିବା ଟିମରେ କର୍ଣ୍ଣାଟକର ଜଣେ ବରିÂ ଆଇପିଏସ ଅଧିକାରୀ ରହିଛନ୍ତି । ତାଙ୍କ ନାମରେ ଅନେକ କେସ୍ ରହିଛି । ସୋମବାର ବିଳମ୍ବିତ…

କରୋନା ଭାଇରସରୁ ଝିଅକୁ ରକ୍ଷା କରିବା ପାଇଁ ମାଆର ଅଭିନବ ପ୍ରୟାସ

ଉହାନ: ଚୀନର ହୁବଇ ପ୍ରାନ୍ତର ଏକ ଗାଁରେ ୭ ବର୍ଷର ବି ମେନଗୀ ନାମକ ଝିଅର ମାଆ ତାଙ୍କ ପାଇଁ ଏକ ପଲିଥିନର ଟେଣ୍ଟ ତିଆରି କରିଛନ୍ତି । ଯେଉଁଥିରୁ ସେ କରୋନା ଭାଇରସର ସଂକ୍ରମଣରୁ ବଂଚିପାରିବେ ଓ ଅନଲାଇନରେ କ୍ଲାସ କରିପାରିବେ । ଘର ଭିତରେ ଇଣ୍ଟରନେଟ୍ କନେକ୍ସନ ଦୁର୍ବଳ ଥିବାରୁ ମନେଗୀ ଘର…

କରୋନା ଭୂତାଣୁ: ସିଙ୍ଗାପୁର ନ ଯିବାକୁ ନାଗରିକଙ୍କୁ ପରାମର୍ଶ

ନୂଆଦିଲ୍ଲୀ: ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି ମାରାତ୍ମକ ଭୂତାଣୁ କରୋନା । ଏହାକୁ ନଜରରେ ରଖି କେନ୍ଦ୍ର ସରକାର ସିଙ୍ଗାପୁର ନଯିବାକୁ ନାଗରିକଙ୍କୁ ପରାମର୍ଶ ଦେଇଛନ୍ତି । ନିହାତି ଜରୁରୀ କାମ ନଥିଲେ ଭାରତୀୟ ସିଙ୍ଗାପୁର ନଯିବା ପାଇଁ ପରାମର୍ଶ ଦିଆଯାଇଛି । ସୋମବାରଠୁ ନେପାଳ,…

ବେଙ୍ଗଲ ୪୪୩ ରନରେ ଅଗ୍ରଣୀ, ଓଡିଶାର ସେମିରେ ପ୍ରବେଶ ଆଶା କ୍ଷୀଣ

କଟକ: ରଣଜୀ କ୍ୱାର୍ଟର ଫାଇନାଲରେ ଓଡିଶାର ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରହିଛି । ବ୍ୟାଟ୍ସମ୍ୟାନଙ୍କ ପରେ ବୋଲରମାନେ ମଧ୍ୟ ବେଙ୍ଗଲ ବ୍ୟାଟ୍ସମ୍ୟାନଙ୍କୁ ଅଟକାଇବାରେ ସଫଳ ହୋଇପାରି ନାହାନ୍ତି । ୪ର୍ଥ ଦିବସ ଖେଳ ଶେଷ ବେଳକୁ ବେଙ୍ଗଲ ଦ୍ୱିତୀୟ ଇନିଂସରେ ୭ ଉଇକେଟ ବିନିମୟରେ ୩୬୧ ରନ କରି ଓଭରାଲ…

‘ଭୁଲଭୁଲେୟା-୨’ରେ ପୁଣି ରାଜପାଲ

ମୁମ୍ବାଇ: ଚର୍ଚ୍ଚାରେ ଅପକମିଂ ଫିଲ୍ମ ‘ଭୁଲଭୁଲେୟା-୨’ । ନିଦେ୍ର୍ଧଶକ ତଥା ଲେଖକ ଅନୀସ ବଜ୍‌ମୀଙ୍କ ଏହି ଫିଲ୍ମର ଲିଡ୍ ରୋଲରେ କାର୍ତ୍ତିକ ଆରୟନ୍ ନଜର ଆସିବେ । ତାଙ୍କ ସହ କମେଡିଆନ୍ ରାଜପାଲ ଯାଦବ ମଧ୍ୟ ନଜର ଆସିବେ । ଫିଲ୍ମ ‘ଭୁଲ୍ଭୁଲେୟା’ରେ ରାଜପାଲ ନିଜ କମେଡିରେ ଲୋକଙ୍କୁ ଖୁବ୍…

ଟ୍ରମ୍ପଙ୍କ ଭାରତ ଗସ୍ତ ପୂର୍ବରୁ ମୋଦୀ ଦେଲେ ସ୍ୱାଗତ ସନ୍ଦେଶ

ନୂଆଦିଲ୍ଲୀ: ଆସନ୍ତାକାଲି ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ସେ ଦୁଇ ଦିନ ଭାରତରେ ରହିବେ । ତେବେ ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍ କରି ତାଙ୍କୁ ସ୍ୱାଗତ ସନ୍ଦେଶ ଦେଇଛନ୍ତି । ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ଏକ ଭିଡିଓ ପୋଷ୍ଟ…