Latest Odisha News

BREAKING NEWS

Browsing Category

ଫିଚର

ଅପ୍ରେଲ ୫ ରୁ ୧୬ ତାରିଖ ପର୍ଯ୍ୟନ୍ତ ବିଶାଳ ଆର୍ମି ନିଯୁକ୍ତି ମେଳା

ଭୁବନେଶ୍ୱର: ଅପ୍ରେଲ ୫ ରୁ ୧୬ ତାରିଖ ପର୍ଯ୍ୟନ୍ତ ପାରାଦୀପ ସ୍ଥିତ ଗୋପବନ୍ଧୁ ଷ୍ଟାଡିୟମରେ ବିଶାଳ ଆର୍ମି ନିଯୁକ୍ତି ମେଳା ଆୟୋଜିତ ହେବ । କଟକ, ମୟୁରଭଞ୍ଜ, କେନ୍ଦ୍ରାପଡା, ଜଗତସିଂହପୁର, ନୟାଗଡ଼, ବାଲେଶ୍ଵର, ଖୋର୍ଦ୍ଧା, ଯାଜପୁର, ପୁରୀ ଓ ଭଦ୍ରକ ଆଦି ୧୦ ଟି ଜିଲ୍ଲାର ଇଛୁକ ପାର୍ଥିମାନେ…

ସୁପ୍ରିମକୋର୍ଟଙ୍କ ରାୟ: ସେନାରେ ମହିଳାଙ୍କୁ ମିଳିବ ସ୍ଥାୟୀ କମାଣ୍ଡ ପୋଷ୍ଟ

ନୂଆଦିଲ୍ଲୀ: ଏଣିକି ସେନାରେ ମହିଳାଙ୍କୁ ମିଳିବ ସ୍ଥାୟୀ କମାଣ୍ଡ ପୋଷ୍ଟ ବା ସ୍ଥାୟୀ ପଦପଦବୀ । ଏନେଇ ଆଜି ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ କାଏମ ରଖିଛନ୍ତି ସୁପ୍ରିମକୋର୍ଟ । ସ୍ଥାୟୀ କମାଣ୍ଡ ପୋଷ୍ଟ ପାଇବାରୁ ବଂଚିତ ଥିବା ମହିଳା…

ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ‘ଇଭୋଲ୍‌ଭ’ ୬ଷ୍ଠ ସଂସ୍କରଣ ଆରମ୍ଭ

ଭୁବନେଶ୍ୱର: ନିଜର କ୍ଷୁଦ୍ର, ମଧ୍ୟମ ଓ ଓ ଅତିକ୍ଷୁଦ୍ର (ଏମଏସ୍‌ଏମଇ) ଗ୍ରାହକଙ୍କ ପାଇଁ ଦେଶର ତୃତୀୟ ବୃହତ୍ତମ ଘରୋଇ ବ୍ୟାଙ୍କ ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ‘ଇଭୋଲ୍‌ଭ’ ୬ଷ୍ଠ ସଂସ୍କରଣ  ଅନୁଷ୍ଠିତ ହୋଇଯାଇଛି । ଏମଏସ୍‌ଏମଇ ଗ୍ରାହକଙ୍କ ମଧ୍ୟରେ ଜ୍ଞାନ ଆଦାନପ୍ରଦାନ ନିମନ୍ତେ ଏହା ଏକ ବାର୍ଷିକ…

ଲଣ୍ଡନ ଫ୍ୟାଶନ ୱିକରେ ଭାରତୀୟ ସଂସ୍କୃତିର ଝଲକ

ନୂଆଦିଲ୍ଲୀ: ବିଦେଶରେ ସବୁବେଳେ ଭାରତୀୟ ସଂସ୍କୃତିକୁ ବହୁତ ପସନ୍ଦ କରାଯାଏ । ଲଣ୍ଡନର ଫ୍ୟାଶନ ଶୋ’ରେ ଏମିତି କିଛି ଦେଖିବାକୁ ମିଳିଛି । ବିଦେଶୀ ମଡେଲ ର‌୍ୟାମ୍ପରେ ଭାରତୀୟ ପରିଧାନ ‘ଶାଢ଼ୀ’ ପିନ୍ଧି ଚାଲୁଥିବାର ନଜର ଆସିଛନ୍ତି । ଲଣ୍ଡନରେ ଭାରତୀୟ ଉଚ୍ଚ ଆୟୋଗ ଏକ ଫ୍ୟାଶନ ଶୋ’ର ଆୟୋଜନ…

ଓଡିଶା ଖଣି ଆବଣ୍ଟନ ପ୍ରକ୍ରିୟା: ଜଗତ ଜନନୀକୁ ମିଳିଲା ଜୁରୁରୀ ଖଣି

ନୂଆଦିଲ୍ଲୀ: ଓଡିଶା ଖଣି ନିଲାମରେ ଜଗତ ଜନନୀ ପ୍ରା. ଲି.କୁ ଜରୁରୀ ଲୁହାପଥର ଖଣି ବ୍ଲକ୍ ମିଳିଛି । ଏହି କମ୍ପାନୀ ଓଡିଶା ସରକାରଙ୍କୁ ୧୨୬.୨୩ ପ୍ରତିଶତ ବିକ୍ରିମୂଲ୍ୟ ଦେବାର ନିଷ୍ପତ୍ତି ଗ୍ରହଣ କରି ଉକ୍ତ ଖଣିକୁ ହସ୍ତଗତ କରିପାରିଛି । କେନ୍ଦୁଝରରେ ଥିବା ଏହି ଖଣିରେ ଆନୁମାନିକ…

ଉତର କୋରିଆରେ ସନ୍ଦିଗ୍ଧ କରୋନା ରୋଗୀଙ୍କୁ ଗୁଳି କରି ହତ୍ୟା

ପ୍ୟୋନ୍‌ଗ୍ୟାଙ୍ଗ:ଉତର କୋରିଆ ସରକାରଙ୍କ କରୋନା ନେଇ କଠୋର ନିଷ୍ପତିକୁ ବିଭିନ୍ନ ମହଲରେ ତୀବ୍ର ନିନ୍ଦା କରାଯାଉଛି । ଏକଚ୍ଛତ୍ରବାଦ ନୃଶଂସ ଶାସକ କିମ ଜୋଙ୍ଗ କରୋନା ଆକ୍ରାନ୍ତଙ୍କ ପାଇଁ ଏଠାରେ ସ୍ଥାନ ନାହିଁ ବୋଲି କହିଛନ୍ତି । ସରକାର ଚୀନରୁ ଫେରିଥିବା ନିଜର ଜଣେ ଅଧିକାରୀଙ୍କୁ ଏଥିନେଇ…

ବିବାହ କରିବା ଆଗରୁ ନିଜ ପାର୍ଟନରଙ୍କୁ ପଚାରିବାକୁ ଭୁଲନ୍ତୁ ନାହିଁ ଏହିସବୁ ପ୍ରଶ୍ନ…

ଭୁବନେଶ୍ୱର: ଜୀବନର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମାନଙ୍କ ମଧ୍ୟରୁ ବିବାହ ଅନ୍ୟତମ। ଆପଣ ଯଦି ବୈବାହିକ ଜୀବନ ଆରମ୍ଭ କରିବା ପାଇଁ ଯାଉଛନ୍ତି ତେବେ ଆମର ଏହି ଲେଖାଟି ଆପଣଙ୍କ ପାଇଁ ହିଁ ଉଦିଷ୍ଟ । ବିବାହ କରିବା ଆଗରୁ ଯଦି ପରସ୍ପର, ପରସ୍ପର ସମ୍ପର୍କରେ ସମ୍ପୂର୍ଣ୍ଣ ଭାବେ ଅବଗତ ରହିବା…

କରୋନା ଭାଇରସ: ଉହାନରୁ ଫେରିଥିବା ୪୦୬ ଭାରତୀୟଙ୍କ ରିପୋର୍ଟ ନେଗେଟିଭ୍‌

ନୂଆଦିଲ୍ଲୀ: ଚୀନର କରୋନା ବ୍ୟାପିଥିବା ସହର ଉହାନରୁ ଭାରତ ଫେରିଥିବା ୪୦୬ ଜଣଙ୍କ ରିପୋର୍ଟ ନେଗେଟିଭ୍ ଆସିଛି । ଉହାନରୁ ଭାରତ ଫେରିବା ପରେ ସମସ୍ତଙ୍କୁ ଆଇଟିବିପିର ଏକ ସ୍ୱତନ୍ତ୍ର କେନ୍ଦ୍ରରେ ରଖାଯାଇଥିଲା । ସ୍ୱାସ୍ଥ୍ୟ ପରୀକ୍ଷା ଓ ଯାଂଚ ପରେ ସମସ୍ତ ଭାରତୀୟ କରୋନା ମୁକ୍ତ ବୋଲି…

ଅଦିନିଆ ରଥଯାତ୍ରା ପ୍ରସଙ୍ଗ: ଇସ୍କନ ବିରୋଧରେ ହେବ ଆଇନଗତ କାର୍ଯ୍ୟାନୁଷ୍ଠାନ

ପୁରୀ: ଅଦିନରେ ରଥଯାତ୍ରା ଆୟୋଜିତ କରାଯାଉଥିବା ଯୋଗୁଁ ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ପକ୍ଷରୁ ଇସ୍କନ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଚେତାବନୀ ଦିଆଯାଇଛି । ନିକଟ ଅତୀତରେ ମୁମ୍ବାଇ ଠାରେ ଇସ୍କନ ପକ୍ଷରୁ ରଥଯାତ୍ରା ଆୟୋଜିତ କରାଯାଇଥିଲା । ଯାହାକୁ ନେଇ…

ରାଜ୍ୟ କ୍ୟାବିନେଟ୍ ବୈଠକରେ ୫ଟି ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟରେ ସୋମବାର ଦିନ ଅନୁଷ୍ଠିତ ହୋଇଥିବା ବୈଠକରେ ପ୍ରାୟ ୫ଟି ବିଲ୍ ଉପରେ କ୍ୟାବିନେଟ ମୋହର ବାଜିଛି । ଏଥିମଧ୍ୟରେ ପଛୁଆ ବର୍ଗର ସାମାଜିକ-ଆର୍ଥୀକ ବିକାଶ ସମ୍ବନ୍ଧୀୟ ଏକ ପ୍ରସ୍ତାବ ମଧ୍ୟ ରହିଛି । ଏହି ବୈଠକଟି ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ନବୀନ…