Latest Odisha News

BREAKING NEWS

Browsing Category

ଫିଚର

ହାରିବା ଡର ! ମୋଦିଙ୍କ ସହ ମଞ୍ଚରେ ବସିବାକୁ ମନାକଲେ ମିଜୋରାମ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମିଜୋରାମ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିର ଅଡୁଆ ବଢିଛି। ମିଜୋରାମ ମୁଖ୍ୟମନ୍ତ୍ରୀ ତଥା ଶାସକ ଏମଏନଏଫ ନେତା ଜୋରମଥାଙ୍ଗା ପ୍ରଧାନମନ୍ତ୍ରୀ ନରେନ୍ଦ୍ରଙ୍କ ସହ ଗୋଟିଏ ମଞ୍ଚରେ ବସିବେ ନାହିଁ ବୋଲି ଖୋଲାଖୋଲି କହିଛନ୍ତି। ଏପରିକି ସବୁଠୁ ଭଲ ହେବ କି ପ୍ରଧାନମନ୍ତ୍ରୀ ମୋଦି…

ସ୍ବାମୀ ଆଗରେ ସ୍ତ୍ରୀକୁ ଦୁଷ୍କର୍ମ: ଦୁଇ ଅଭିଯୁକ୍ତ ଅଟକ

ଢେଙ୍କାନାଳ: ଭୁବନ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ସ୍ୱାମୀଙ୍କୁ ମାଡ଼ ମାରିବା ସହ ତାଙ୍କ ସ୍ତ୍ରୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଯାଜପୁର ଜିଲ୍ଲା କାଳିଆପାଣି ଅଞ୍ଚଳରୁ ଆସିଥିବା ଏହି ଦୁଇ ଜଣ…

ପୁଟିନ ଫିଟ୍ ଆଣ୍ଡ ଫାଇନ୍, ଅସୁସ୍ଥ ଖବର ଗୁଜବ କହିଲା କ୍ରେମଲିନ୍

ମସ୍କୋ: ରବିବାର ସନ୍ଧ୍ୟାରେ ପୁଟିନଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ନେଇ ଏକ ରୁଷୀୟ ଟେଲିଗ୍ରାମ୍ ଚ୍ୟାନେଲରେ ଖବର ପ୍ରକାଶିତ ପରେ ଏହାକୁ ଗୁଜବ ସୃଷ୍ଟି ବୋଲି କ୍ରେମଲିନ ପକ୍ଷରୁ କୁହାଯାଇଛି। କ୍ରେମଲିନ ମୁଖପାତ୍ର ଦିମିତ୍ରି ପେସ୍କୋଭ କହିଛନ୍ତି ଯେ ପୁଟିନ ଫିଟ୍ ଆଣ୍ଡ ଫାଇନ୍ ଅଛନ୍ତି।…

ପଦମପୁରରେ ପୁଣିଥରେ ବର୍ଷା, ପ୍ରଦୀପ ହେବେ ମୁହାଁମୁହିଁ !

ଭୁବନେଶ୍ୱର: ନିର୍ବାଚନ ଯେତିକି ନିକଟତର ହେଉଛି ରାଜ୍ୟର ବିଭିନ୍ନ ନିର୍ବାଚନମଣ୍ଡଳୀରେ ରାଜନୀତି ସେତିକି ଚଳଚଂଚଳ ହେଉଛି। ପ୍ରମୁଖ ଦଳ ହେଉ କିମ୍ବା ନିର୍ବାଚିତ ପ୍ରତିନିଧି କିମ୍ବା ଆଶାୟୀ ସମସ୍ତେ ଆକ୍ଟିଭ ହୋଇପଡିଛନ୍ତି। ପାଞ୍ଚ ବର୍ଷର ପରିଶ୍ରମ ଓ ପ୍ରତୀକ୍ଷା ପରେ ସୁଯୋଗ ଆସିଛି। ତେଣୁ…

ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ; ଥାନା ଘେରାଉ, ୫ ଗୁରୁତର

ବଲାଙ୍ଗୀର: ବଙ୍ଗୋମୁଣ୍ଡାରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିବା ସୂଚନା ମିଳିଛି। ଶତାଧିକ ଆଦିବାସୀ ବଙ୍ଗୋମୁଣ୍ଡା ଥାନା ଘେରାଉ କରିଛନ୍ତି। ସୂଚନାନୁସାରେ, ବାଙ୍ଗୋମୁଣ୍ଡା ଗାଁର ଲୋକମାନେ ଦୁଇ ଦିନ ପୂର୍ବରୁ ଛତ୍ର ଯାତ୍ରାରେ ଭାଗ ନେଇଥିଲେ। ଏହି ଉତ୍ସବରେ ଆଦିବାସୀ ସମେତ ପଡୋଶୀ ଗାଁର…

ଡି କକ୍‌, କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ବାଂଲାଦେଶ ସମ୍ମୁଖରେ ୩୮୩ ରନର ଲକ୍ଷ୍ୟ ରଖିଲା ଦକ୍ଷିଣ ଆଫ୍ରିକା

ୱାଙ୍ଖେଡ: ଦିନିକିଆ ବିଶ୍ୱକପ କ୍ରିକେଟରେ ମଙ୍ଗଳବାର କ୍ୱିଂଟନ ଡିକକଙ୍କ ବିସ୍ଫୋରକ ଶତକ ଏବଂ ହେନରିକ କ୍ଲାସେନଙ୍କ ଆକର୍ଷଣୀୟ ଅର୍ଦ୍ଧଶତକ ସହାୟତାରେ ଦକ୍ଷିଣ ଆଫ୍ରିକା ୩୮୩ ରନର ବିଜୟ ଲକ୍ଷ୍ୟ ବାଂଲାଦେଶ ସମ୍ମୁଖରେ ରଖିଛି । ଡି କକ ୧୪୦ ବଲରେ ୧୫ ଚୌକା ଓ ୭ ଛକା ସହାୟତାରେ ୧୭୪ ରନ କରିଥିବା…

ହମାସ ଆତଙ୍କବାଦୀଙ୍କ ହାତରେ କେମିକାଲ ଅସ୍ତ୍ର !

ତେଲ ଅଭୀବ: ହମାସ ଓ ଇସ୍ରାଏଲ ସେନା ମଧ୍ୟରେ ଲଢ଼େଇ ଥମିବାର ନାମ ଧରୁନି । ଇସ୍ରାଏଲ ରାଷ୍ଟ୍ରପତି ଇସହାକ ହର୍ଜୋଗଙ୍କ ଏକ ବୟାନ ଚାଂଚଲ୍ୟ ସୃଷ୍ଟି କରିଛି । ସେ କହିଛନ୍ତି ହମାସ ଆତଙ୍କବାଦୀଙ୍କ ଆତରେ କେମିକାଲ ଅସ୍ତ୍ର ରହିଛି । ଆତଙ୍କବାଦୀଙ୍କଠାରୁ ମିଳିଥିବା ଏକ ମ୍ୟାନୁଆଲରେ ଏ ସମ୍ପର୍କରେ…

ପୋଖରୀରେ ବୁଡ଼ି ମାଆ-ଝିଅ ମୃତ

ନୟାଗଡ଼: ଦଶପଲ୍ଲା ଥାନା ଘୋଳାହାଣ୍ଡି ଗାଁରେ ଅଭାବନୀୟ ଘଟଣା। ପୋଖରୀରେ ଗାଧୋଇବା ବେଳେ ଅସାବଧାନତା ଯୋଗୁଁ ମା’ ଓ ଝିଅ ମୃତ। ଅପରାହ୍ନ ସମୟରେ ମା’ ଝିଅ ଗାଧେଇବାକୁ ପୋଖରୀକୁ ଯାଇଥିଲେ। ହେଲେ ଅସାବଧାନତା ଯୋଗୁଁ ପ୍ରଥମେ ଝିଅ ଓ ପରେ ମାଆ ପୋଖରୀରେ ବୁଡ଼ିଗଲେ। ମୃତକ ମା’ ରୀନା ପ୍ରଧାନ(୩୦…

ଭସାଣି ପାଇଁ ରାଜଧାନୀରେ କଟକଣା: କେଉଁ ରୁଟରେ ଗଡ଼ିବ ଗାଡ଼ି ଜାଣନ୍ତୁ

ଭୁବନେଶ୍ୱର:  ସରିଯିବ ଉତ୍ସବର ମାହେଲା । ମେଲାଣି ନେବ ମା’ । ଆସନ୍ତାକାଲି ଭସାଣି ।  ପୁଣି ଗୋଟିଏ ବର୍ଷର ଅପେକ୍ଷା ।  ଆସନ୍ତାକାଲି ଭସାଣି ପାଇଁ ପ୍ରସ୍ତୁତ ହେଉଛି  କମିଶନରେଟ ପୋଲିସ । ସେଥିପାଇଁ   ଆଜିଠାରୁ ଗାଇଡଲାଇନ ଜାରି କରାଯାଇଛି । କେତେବେଳେ ଭସାଣି,  କେଉଁ ରାସ୍ତାରେ ଗଡିବ…

ଦାନ ମାଝୀ ଘଟଣାର ପୁନରାବୃତ୍ତି; କାନ୍ଧରେ ୮ କି.ମି ଶବ ବୋହିଲେ ପରିବାର

ନବରଙ୍ଗପୁର: ଆଜି ସମଗ୍ର ଦେଶରେ ଦଶହରାର ମାହୋଲ ଦେଖାଯାଇଥିବା ବେଳେ ନବରଙ୍ଗପୁର ଜିଲ୍ଲାରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା। ନବରଙ୍ଗପୁର ଶରଧାପୁର ଗ୍ରାମରେ ଦାନ ମାଝୀ ଘଟଣାର ପୁନରାବୃତ୍ତି। ଶବ ଦାହ ଗାଡ଼ି ନମିଳିବାରୁ କାନ୍ଧରେ ୮ କି.ମି ଶବ ବୋହିଲେ ପରିବାର ଲୋକ। ସୂଚନା ଅନୁସାରେ…