Latest Odisha News

BREAKING NEWS

Browsing Category

ଫିଚର

ଇସ୍ତଫା ନୁହେଁ, ଲୋକଙ୍କୁ ଭୁଆଁ ବୁଲେଇ ୪ ହଜାର କୋଟି ହଡପ କରିବାର ଏହା ଏକ ଷଡଯନ୍ତ୍ର-କଂଗ୍ରେସ

ଭୁବନେଶ୍ୱର:5ଟି ସଚିବ ଭିକେ ପାଣ୍ଡିଆନ ପଦରୁ ଇସ୍ତଫା ଦେଇଛନ୍ତି । ଇସ୍ତଫାର ଦିନକ ପରେ ତାଙ୍କୁ ମିଳିଛି କ୍ୟାବିନେଟ ପାହ୍ୟା ।  ୫ଟି ଅଧ୍ୟକ୍ଷ ପଦ ସହ ନବୀନ ଓଡ଼ିଶାର ଅଧ୍ୟକ୍ଷ ପଦ ବି ଦିଆଯାଇଛି । ସେ ମୁଖ୍ୟମନ୍ତ୍ରୀଙ୍କ ସହ କାମ କରିବେ । ହଠାତ ଓଡ଼ିଶା ରାଜନୀତିରେ ଏପରି ଆଶ୍ଚର୍ଯ୍ୟଜନକ …

ଭାରସାମ୍ୟ ହରାଇ ଗଛକୁ ପିଟିଲା ଅଟୋ; ଜଣେ ମୃତ, ୧୦ ଆହତ

ସମ୍ବଲପୁର: ବିଜୟା ଦଶମୀରେ ଅଘଟଣ। ସମ୍ବଲପୁର ଜିଲ୍ଲା ଧମା ଥାନା ଗ୍ରୀଣ୍ଡଲାପାଲିଠାରେ ମର୍ମନ୍ତୁଦ ସଡ଼ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଅଟୋ ଗଛକୁ ଧକ୍କା ଦେଇ ଓଲଟିପଡିଲା। ଫଳରେ ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ ଆହତ ହୋଇଥିବା ସୂଚନା ରହିଛି। ମୃତକ ଓ ଆହତମାନେ…

ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା ‘ହାମୁନ’: ଜାଣନ୍ତୁ କେତେ ରହିବ ପବନର ବେଗ ?

ଭୁବନେଶ୍ୱର:ଭୟଙ୍କର ବାତ୍ୟା ରୂପ ନେଇଥିବା ହମୁନ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଘନୀଭୂତ ହୋଇ ମଙ୍ଗଳବାର ସକାଳେ ଅତି ଭୟଙ୍କର ବାତ୍ୟାରୂପ ନେଇଛି । ଆସନ୍ତା କିଛି ଘଣ୍ଟା ପର୍ଯ୍ୟନ୍ତ ଏହାର ପ୍ରଭାବ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ମିଡଡେ ବୁଲେଟିଂରେ ସୂଚନା ଦିଆଯାଇଛି ।…

ଓଡ଼ିଆ ଫିଲ୍ମ ‘ରାମ’କୁ ସମ୍ବଲପୁରରେ ବିରୋଧ ଘଟଣା; ମନୋଜ ମିଶ୍ରଙ୍କୁ ଦୁଇ ବର୍ଷ ପାଇଁ ବ୍ୟାନ

ଭୁବନେଶ୍ୱର: ଦଶହରା ଉପଲକ୍ଷେ ବିଭିନ୍ନ ପ୍ରେକ୍ଷାଳୟରେ ଚଳଚ୍ଚିତ୍ର ମୁକ୍ତିଲାଭ କରିଛି। ଅନ୍ୟପଟେ ଓଡ଼ିଆ ଚଳଚ୍ଚିତ୍ର 'ରାମ' କୁ ନେଇ ଦେଖାଦେଇଛି ବିଭିନ୍ନ ପ୍ରକାର ବିବାଦ। ଫିଲ୍ମ ରାମକୁ ସମ୍ବଲପୁରରେ ରିଲିଜ କରାଇନଦେବା ଅଭିଯୋଗ ହୋଇଛି। ଗତ ୨୦ ତାରିଖରେ ଫିଲ୍ମଟି ସାରା ଓଡିଶାରେ ରିଲିଜ…

କାର ଓ ବସ୍ ମୁହାଁମୁହିଁ ଧକ୍କା; ଦୁର୍ଘଟଣାରେ ୭ ମୃତ, ଅନେକ ଆହତ

ଚେନ୍ନାଇ: ତାମିଲନାଡୁର ତିରୁବନାମଲାଇ ଜିଲ୍ଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏକ କାର ଓ ବସର ଧକ୍କା ହେବା ଫଳରେ ଦୁର୍ଘଟଣା ହୋଇଛି। ଏହି ଘଟଣାରେ ଅନେକ ଆହତ ହୋଇଥିବା ବେଳେ ୭ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଆସାମର ପାଞ୍ଚ ଜଣ ଶ୍ରମିକ ଥିବା ଜଣାପଡିଛି। ଦୁର୍ଘଟଣାଗ୍ରସ୍ତ…

ଆତଙ୍କୀ ଗଡ଼ ଧ୍ୱଂସ କରିବାକୁ ଇସ୍ରାଏଲର ବଡ଼ ଅପରେସନ୍, ଗତ ୨୪ ଘଣ୍ଟାରେ ଗାଜାର ୪୦୦ ସ୍ଥାନରେ ବୋମାମାଡ଼

ନୂଆଦିଲ୍ଲୀ: ଇସ୍ରାଏଲ ଏବଂ ପାଲେଷ୍ଟାଇନ ମଧ୍ୟରେ ଲାଗିଥିବା ଯୁଦ୍ଧ ଏବେ ଭୟଙ୍କର ସ୍ଥିତିରେ। ଆତଙ୍କୀ ଗଡ଼କୁ ସମୂଳେ ଧ୍ବଂସ କରିବାକୁ ଇସ୍ରାଏଲର ବଡ଼ ଅପରେସନ୍। ହମାସକୁ ସମ୍ପୂର୍ଣ୍ଣ ନିପାତ କରିବାକୁ ଇସ୍ରାଏଲର ଲଗାତାର ପ୍ରୟାସ ଜାରି ରହିଛି। ଗତ ୨୪ ଘଣ୍ଟାରେ ଗାଜାର ୪୦୦ ସ୍ଥାନରେ ବୋମାମାଡ଼…

ଦଶହରା ଛୁଟିରେ ଘରକୁ ଫେରୁଥିଲେ ଦମ୍ପତି, ସ୍ୱାମୀଙ୍କୁ ପିଟି ସ୍ତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

ଢେଙ୍କାନାଳ: ଦଶହରା ଛୁଟି ହେଲା କାଳ। ସ୍ୱାମୀଙ୍କ ଆଗରେ ସ୍ତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ। ଏପରି ଅଭାବନୀୟ ଘଟଣା ଘଟିଛି ଭୁବନ ଥାନା ଅନ୍ତର୍ଗତ ବାରୁଆଁ ଗ୍ରାମରେ। ସୂଚନା ଅନୁସାରେ ସନ୍ଧ୍ୟା ସମୟରେ ପୀଡ଼ିତା ଜଣକ ସ୍ୱାମୀଙ୍କ ସହ ବାଇକ ଯୋଗେ ଦଶହରା ଛୁଟିରେ ଘରକୁ ଫେରୁଥିଲେ। ଏହି ସମୟରେ…

ତାୱାଙ୍ଗରେ ଯବାନଙ୍କ ସହ ବିଜୟାଦଶମୀ ପାଳିଲେ ରାଜନାଥ

ଇଟାନଗର: ଆଜି ପବିତ୍ର ବିଜୟାଦଶମୀ। ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଅରୁଣାଚଳ ପ୍ରଦେଶର ତାୱାଙ୍ଗରେ ଶସ୍ତ୍ର ପୂଜା କରିବା ସହ ବିଜୟାଦଶମୀ ପାଳନ କରିଛନ୍ତି। ଏହାସହ ତାୱାଙ୍ଗର ଚୀନ୍ ସୀମାରେ ଥିବା ଯୁଦ୍ଧ ସ୍ମାରକୀରେ ସହିଦ ହରାଇଥିବା ସୈନିକମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ…

୫୫୦ କିମି ରାସ୍ତା ଦୌଡି ଦୌଡି ପୁରୀରେ ପହଞ୍ଚିଲେ ଅନୀଲ; କାଳିଆ ଦର୍ଶନ କରି କୃତକୃତ୍ୟ ହେଲେ

ପୁରୀ: ଡାକୁଥିଲା ଜଗା । ଏଡାଇ ପାରିଲେନି କାଳିଆର ଆମନ୍ତ୍ରଣ । ତେଣୁ  ଝାରସୁଗୁଡାରୁ ଆସିଲେ ପୁରୀ ପୁଣି ଦୌଡ ଦୌଡି  ।  କାଳିଆ ଦର୍ଶନ କରି ଭକ୍ତିରେ ବିଭୋର ହୋଇପଡିଛନ୍ତି ଅନିଲ ଗୁପ୍ତା । ଦୀର୍ଘ ୫୫୦ କିଲୋମିଟର ରାସ୍ତା ଚାଲି ଚାଲି ଆସିବାର କ୍ଳାନ୍ତି ଯେମିତି ତାଙ୍କର ଗୋଟିଏ…

ପାଣ୍ଡିଆନଙ୍କୁ କ୍ୟାବିନେଟ ପାହ୍ୟା ଦେବା କ୍ଷତି ଭରଣା ଉଦ୍ୟମ ବୋଲି କହିଲା କଂଗ୍ରେସ, ବିଜେପି କହିଲା-ଏଣିକି ଲଢେଇ…

ଭୁବନେଶ୍ୱର:‘ଆଶ୍ଚର୍ଯ୍ୟଚକିତ ନୁହେଁ, ମୁଁ ଏହା ପୂର୍ବରୁ ଅନୁମାନ କରୁଥିଲି ।’ ୫ଟି ସଚିବ ଭିକେ ପାଣ୍ଡିଆନ ୫ଟି ଅଧ୍ୟକ୍ଷ ଦାୟିତ୍ୱ ନେବା ପରେ ପ୍ରତିକ୍ରିୟା ରଖି ଏକଥା କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଗତକାଲି ରାତିରେ ସ୍ୱେଚ୍ଛାକୃତ ଅବସର ନେଇଥିଲେ ୫ଟି ସଚିବ…