Latest Odisha News

BREAKING NEWS

Browsing Category

ଫିଚର

ବାଂଲାଦେଶକୁ ୭ ୱିକେଟରେ ହରାଇଲା ପାକିସ୍ତାନ

କୋଲକାତା: ଚଳିତ ବିଶ୍ୱକପ କ୍ରିକେଟରେ ମଙ୍ଗଳବାର ପାକିସ୍ତାନ ୭ ୱିକେଟରେ ବାଂଲାଦେଶକୁ ପରାସ୍ତ କରିଛି । ୨୦୫ ରନର ବିଜୟ ଲକ୍ଷ୍ୟକୁ ପାକିସ୍ତାନ ୩୨.୩ ଓଭରରେ ୩ ୱିକେଟ ହରାଇ ହାସଲ କରି ନେଇଥିଲା । ଦୁଇ ଓପନର ଅବଦୁଲ୍ଲ ଶଫିକ ଓ ଫକର ଜମାନ ପ୍ରଥମ ୱିକେଟରେ ୧୨୮ ରନ ଯୋଗ କରି ଦଳକୁ ସୁବିଧାଜନକ…

୨୦୨୪ ପାଇଁ ରଣନୀତି; ଓଡ଼ିଶା ପାଇଁ ‘କୋରଟିମ୍‌’ ଗଢ଼ିଲା ବିଜେପି

ଭୁବନେଶ୍ୱର: ପାଖେଇ ଆସୁଛି ନିର୍ବାଚନ। ଏଥିଲାଗି ପ୍ରସ୍ତୁତ ହେଉଛନ୍ତି ସମସ୍ତ ଦଳର ରାଜନେତା। ଆଗାମୀ ନିର୍ବାଚନ ୨୦୨୪ ପାଇଁ ଚାଲିଛି ରଣନୀତି। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ପାଇଁ ‘କୋରଟିମ୍‌’ ଗଢ଼ିଲା ବିଜେପି। ଘୋଷଣା ହେଲା ବିଜେପିର ସାମାଜିକ ଗଣମାଧ୍ୟମ ରାଜ୍ୟ ଟିମ। ଆଜି ବିଜେପି ରାଜ୍ୟ…

ଆସନ୍ତୁ ଜାଣିବା ରୋହିତ କାହିଁକି ସୋସିଆଲ ମିଡିଆରେ ଲେଖିଲେ ମୁମ୍ବାଇ ୟେ କ୍ୟା ହୋ ଗୟା..

ମୁମ୍ବାଇ: ଦିନିକିଆ ବିଶ୍ୱକପ କ୍ରିକେଟରେ ଭାରତ ତାର ପରବର୍ତୀ ମୁକାବିଲାରେ ଶ୍ରୀଲଙ୍କାକୁ ଭେଟିବ । ଏଥିପାଇଁ ଟିମ ଇଣ୍ଡିଆ ମୁମ୍ବାଇରେ ପଂହଚିଛନ୍ତି । ଅଧିନାୟକ ରୋହିତ ଶର୍ମା ବିମାନରେ ଆସୁଥିବା ବେଳେ ଏକ ଫଟୋ ଶେୟାର କରିଛନ୍ତି । ଏଥିରେ ସେ ମୁମ୍ବାଇର ବାୟୁ ପ୍ରଦୂଷଣ ନେଇ ଚିନ୍ତା ବ୍ୟକ୍ତ…

ବିଜେପି ପାଇଁ ଆଗରେ ପ୍ରଦୀପ !

ଭୁବନେଶ୍ୱର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଏବେ ପୁଣିଥରେ ଚର୍ଚ୍ଚାରେ। ଶାସକ ବିଜେଡିର ଶୀର୍ଷ ନେତୃତ୍ୱଙ୍କୁ ଲଗାତର ଟାର୍ଗେଟ କରୁଥିବା ପ୍ରଦୀପ ପାଣିଗ୍ରାହୀଙ୍କ ରାଜନୈତିକ ଭବିଷ୍ୟତକୁ ନେଇ କେବେଠୁ ଚର୍ଚ୍ଚା ହେଉଛି। ନିର୍ବାଚନ ପାଖେଇ ଆସୁଥିବା ବେଳେ ସେ କେଉଁ ଦଳରୁ ଲଢ଼ିବେ…

କବିତାଙ୍କ ଅକ୍ସଫୋର୍ଡ ଭବିଷ୍ୟବାଣୀ, ତେଲେଙ୍ଗାନାରେ ହ୍ୟାଟ୍ରିକ କରିବେ କେସିଆର!

ଭୁବନେଶ୍ୱର: ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ଏକ ବଡ଼ ଲଢେଇ ଦେଖିବାକୁ ମିଳୁଛି। ଯେବେଠୁ ରାଜ୍ୟ ପ୍ରତିଷ୍ଠା ହେଲାଣି ତା ଭିତରେ ଦୁଇଟି ନିର୍ବାଚନ ହୋଇଛି। ଉଭୟ ନିର୍ବାଚନରେ ଭାରତ ରାଷ୍ଟ୍ର ସମିତି ବିଜୟ ଲାଭ କରି ସରକାରରେ ରହିଛି। ଆଗାମୀ ନିର୍ବାଚନରେ ହ୍ୟାଟ୍ରିକ କରି ଦଳ ତୃତୀୟ ଥର…

ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ଇଲାୟାରାଜାଙ୍କ ବାୟୋପିକରେ ଅଭିନୟ କରିବେ ଧନୂଷ

ମାଡ୍ରାସ: ବାହୂବଳୀ, କେଜିଏଫ, ପୁଷ୍ପା ପରି ଫିଲ୍ମ ପରେ ସାଉଥ ଷ୍ଟାରଙ୍କ ଲୋକପ୍ରିୟତା ହିନ୍ଦୀ ଭାଷାଭାଷୀ ଅଂଚଳରେ ଯଥେଷ୍ଟ ବୃଦ୍ଧି ଘଟିଛି । ତେବେ ଏହି ଫିଲ୍ମ ପୂର୍ବରୁ ସୁପରଷ୍ଟାର ଧନୂଷ କିନ୍ତୁ ବଲିଉଡରେ ଲୋକପ୍ରିୟ ହୋଇ ପଡିଥିଲେ । ସେ ଏବେ ଏକ ବିଗ ବଜେଟ ପ୍ୟାନ ଇଣ୍ଡିଆ ଫିଲ୍ମରେ ଅଭିନୟ…

ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ: ମା’ ମୃତ, ବାପା ଓ ଝିଅ ଗୁରୁତର

ରାୟଗଡା: ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ଘଟି ଜଣେ ମୃତ, ଦୁଇ ଗୁରୁତର । ଏଭଳି ଦୁଃଖଦ ଘଟଣା ଘଟିଛି ଗୁଣୁପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଥିବା ଅସ୍ଥାୟୀ କଲୋନୀରେ । ମୃତକ ହେଲେ ୫୦ ବର୍ଷିୟ ମହିଳା ପ୍ରଭାତୀ ସିନାପାଲି ଅନ୍ୟ ଦୁଇ ଜଣ ହେଲେ ବାପା ସୂର୍ଯ୍ୟ ସିନାପାଲି ଏବଂ ତାଙ୍କ ୫…

ଅଳିଆ ଗଦାରୁ ନବଜାତ ଶିଶୁ ପୁତ୍ର ଉଦ୍ଧାର, ଚିକିତ୍ସା ପରେ ସୁସ୍ଥ ଅଛି ଶିଶୁ

ସୁବର୍ଣ୍ଣପୁର: ପୁଣି ଅଲଡ଼ା ହେଲା ଶିଶୁ। ଅଳିଆ ଗଦାରୁ ନବଜାତ ଶିଶୁ ପୁତ୍ର ଉଦ୍ଧାର। ଉଲୁଣ୍ଡା ଥାନା ଅନ୍ତର୍ଗତ ମାଟିଖାଇ ଗାଁ ନିକଟ ଏକ ଅଳିଆ ଗଦାରୁ ନବଜାତ ଶିଶୁ ପୁତ୍ର ଉଦ୍ଧାର କରାଯାଇଛି। ସୂଚନା ଅନୁସାରେ ମାଟିଖାଇ ଗାଁ ମୁଣ୍ଡକୁ ଗୁପ୍ତେଶ୍ୱର ଝଙ୍କାର ଫୁଲ ତୋଳିବାକୁ ଯାଇଥିଲେ। ଫୁଲ…

ଆବାସ ମସ୍ତାନଙ୍କ ଆକ୍ସନ ଥ୍ରୀଲରରେ ଅଭିନୟ କରିବେ ସନୀ ଦେଓଲ

ମୁମ୍ବାଇ: ଗଦର ୨ର ଅଦ୍ଭୁତପୂର୍ବ ସଫଳତା ପରେ ସନୀ ଦେଓଲଙ୍କ ନିକଟରେ ଫିଲ୍ମର ଲମ୍ବା ଲାଇନ ଲାଗିଛି । ଏହି ଫିଲ୍ମରେ ତାଙ୍କ ପ୍ରଦର୍ଶନକୁ ଭୂୟସୀ ପ୍ରଶଂସା କରାଯାଉଛି । ରାଜକୁମାର ସନ୍ତୋଷୀଙ୍କ ଲାହୋର ୧୯୪୭ ଫିଲ୍ମର ଶୁଟିଂ ଶେଷ ହେବା ପରେ ସନୀ ଆବାସ ମସ୍ତାନଙ୍କ ଫିଲ୍ମରେ ଅଭିନୟ କରିବେ । ଏହା…

ଆସନ୍ତାକାଲିଠାରୁ ଆରମ୍ଭ ହେବ ଇକୋ-ରିଟ୍ରିଟ୍‌, ଦେଓମାଳି ସମେତ ୩ଟି ସ୍ଥାନରେ ଜମିବ ପର୍ଯ୍ୟଟକଙ୍କ ଭିଡ଼

କୋରାପୁଟ: ନଭେମ୍ବର ପହିଲାରୁ ଆରମ୍ଭ ହେବ ‘ଇକୋ ରିଟ୍ରିଟ୍‌‌-୨୦୨୩-୨୪’। ଚଳିତ ଥର ୩ ମାସ ଧରି ୭ଟି ଜାଗାରେ ଏହା ଅନୁଷ୍ଠିତ ହେବ। କୋରାପୁଟ, କୋଣାର୍କ, ସାତକୋଶିଆ, ଭିତରକନିକା, ଦାରିଙ୍ଗବାଡ଼ି, ହୀରାକୁଦ ଓ ପାଟୀ ସୋନାପୁର ବେଳାଭୂମିରେ ପର୍ଯ୍ୟଟକ ନିଆରା ଅନୁଭୂତି ସାଉଁଟିବେ। ପ୍ରଥମ…