Latest Odisha News
Browsing Category

ଫିଚର

ଅକ୍ଟୋବର ୨୯ରୁ ଭୁବନେଶ୍ବର-ଗୌହାଟୀକୁ ବିମାନ ସେବା: ଇଣ୍ଡିଗୋ ଏୟାର ଲାଇନ୍ସ ପକ୍ଷରୁ ଦୈନିକ ଚଳାଚଳ

ଭୁବନେଶ୍ବର: ଅକ୍ଟୋବର ୨୯ ତାରିଖରୁ ଭୁବନେଶ୍ବର-ଗୌହାଟୀକୁ ବିମାନ ସେବା ଆରମ୍ଭ ହେବାକୁ ଯାଉଛି । ଇଣ୍ଡିଗୋ ଏୟାର ଲାଇନ୍ସ ପକ୍ଷରୁ ଭୁବନେଶ୍ବରରୁ ଦୈନିକ ଗୌହାଟିକୁ ବିମାନ ଚଳାଚଳ କରିବ  । ପ୍ରତିଦିନ ୧ଟା ୨୫ରେ ଭୁବନେଶ୍ବରରୁ ଛାଡି ୨ଟା ୫୫ ରେ ଗୌହାଟୀରେ ପହଞ୍ଚିବ  । ସେହିପରି ୩ଟା…

ବଙ୍ଗୋପସାଗରରେ ଆସୁଛି ଆଉ ଏକ ଲଘୁଚାପ : ଭିଜିବ ଦଶହରା, ରାବଣ ପୋଡି

ଭୁବନେଶ୍ବର: ବଙ୍ଗୋପସାଗରରେ ଆସୁଛି ଆଉ ଏକ ଲଘୁଚାପ  । ୨୦ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ଆଇଏମଡି ପକ୍ଷରୁ ସୂଚନା ମିଳିଛି ।  ସେପଟେ ଆଗକୁ ଆସୁଛି ପାର୍ବଣ । ଧରାପୃଷ୍ଠକୁ ଅବତରଣ କରିବେ ଜଗତଜନନୀ ମାଆ ଦୁର୍ଗା । କିନ୍ତୁ ଏଥର ଦଶହରାକୁ ଫିକା କରିପାରେ ଲଘୁଚାପ ବର୍ଷା ।…

ସାବୁନ ଫ୍ୟାକ୍ଟ୍ରିରେ ବିସ୍ଫୋରଣ: ୪ ମୃତ

ମେରଟ: ଉତ୍ତରପ୍ରଦେଶ ମେରଟରେ ଥିବା ଏକ ସାବୁନ ଫ୍ୟାକ୍ଟ୍ରିରେ ମଙ୍ଗଳବାର ସକାଳ ପ୍ରାୟ ୭ଟାରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏହାର କିଛି ସମୟ ପରେ ଅର୍ଥାତ ୮ଟା ୪୮ ମିନିଟରେ ପୁଣି ଦ୍ୱିତୀୟ ଥର ବିସ୍ଫୋରଣ ହୋଇଥିଲା । ଲଗାତାର ବିସ୍ଫୋରଣରେ ପୁରା ଘର ଧ୍ୱଂସ ହୋଇ ଯାଇଛି । ବିସ୍ଫୋରଣରେ…

ସୁନ୍ଦର ପିଚାଇଙ୍କ ସହ ମୋଦିଙ୍କ ଚର୍ଚ୍ଚା, ଭାରତରେ ବୈଦ୍ୟୁତିକ ଉତ୍ପାଦନ ଇକୋସିଷ୍ଟମର ବିସ୍ତାରରେ ଭାଗ ନେବ ଗୁଗୁଲ

ନୂଆଦିଲ୍ଲୀ: ଡିଜିଟାଲ ମାଧ୍ୟମରେ ଗୁଗୁଲ ଏବଂ ଆଲଫାବେଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ସୁନ୍ଦର ପିଚାଇଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭାରତରେ ବୈଦ୍ୟୁତିକ ଉତ୍ପାଦନ ଇକୋସିଷ୍ଟମର ବିସ୍ତାରରେ ଭାଗ ନେବାକୁ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରର ଗୁଗୁଲର ଯୋଜନା…

ସମଲିଙ୍ଗୀ ବିବାହକୁ ସୁପ୍ରିମକୋର୍ଟ ଝଟକା:ମାନ୍ୟତା ଦେବାକୁ ମନା କରିଦେଲେ ସିଜେଆଇ

ନୂଆଦିଲ୍ଲୀ:ସମଲିଙ୍ଗୀ ବିବାହକୁ ସୁପ୍ରିମ ଝଟକା । ସୁପ୍ରିମକୋର୍ଟ ସମଲିଙ୍ଗୀ ବିବାହକୁ ମାନ୍ୟତା ଦେବା ପାଇଁ ସିଧାସଳଖ ମନା କରି ଦେଇଛନ୍ତି । ସିଜେଆଇ କହିଛନ୍ତି, ଏହା ସଂସଦ ଅଧିକାର କ୍ଷେତ୍ର ଅନ୍ତର୍ଭୁକ୍ତ । ତେବେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ସମଲିଙ୍ଗୀ ବିବାହ ସମ୍ପର୍କରେ ଉଚିତ…

ବନ୍ଧୁ ପାଇଁ ସାଜିଲେ ହେଲମେଟ୍ ମ୍ୟାନ୍ : ମାଗଣାରେ ବାଣ୍ଟିଲେଣି ୬୦ ହଜାର ହେଲମେଟ୍

ଭୁବନେଶ୍ବର: ଦିନେ ଏକ ସଡକ ଦୁର୍ଘଟଣାରେ ନିଜ ବନ୍ଧୁକୁ ହରାଇଥିଲେ ଆଉ ଏବେ ଲୋକଙ୍କ ପାଇଁ ସାଜିଛନ୍ତି ହେଲମେଟ୍ ମ୍ୟାନ୍  । ଲୋକଙ୍କୁ ଦେଉଛନ୍ତି ସଡକ ସୁରକ୍ଷାର ବାର୍ତ୍ତା । ହଁ ଆଜ୍ଞା ଆମେ କହୁଛୁ ଉତ୍ତର ପ୍ରଦେଶ ଗ୍ରେଟର ନୋଏଡାର ରାଘବେନ୍ଦ୍ର କୁମାରଙ୍କ କଥା  । ଭୁବନେଶ୍ବର-କଟକ – ପୁରୀ…

ହମାସ-ଇସ୍ରାଏଲ ଯୁଦ୍ଧ : ରୁଷ ଆଣିଥିବା ପ୍ରସ୍ତାବକୁ ଖାରଜ କଲା ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ

ମସ୍କୋ: ଗାଜା ହିଂସା ଉପରେ ରୁଷିଆ ଆଣିଥିବା ପ୍ରସ୍ତାବକୁ ଆଜି ସଂଯୁକ୍ତ ରାଷ୍ଟ୍ରର ସୁରକ୍ଷା ପରିଷଦ ଖାରଜ କରିଦେଇଛି । ଗାଜା ଉପରେ ଇସ୍ରାଏଲ ଆକ୍ରମଣ ଯୋଗୁ ସାଧାରଣ ନାଗରିକ ହିଂସାର ଶୀକାର ହେଉଛନ୍ତି । ଏହି ଯୁଦ୍ଧକୁ ବିରାମ ଦେବା ପାଇଁ ରୁଷ ଶାନ୍ତି ପ୍ରସ୍ତାବ ଆଣିଥିଲା । ତେବେ ଏହି…

ଟିକେଟ ପାଇ ନ ଥିବା ଅସନ୍ତୁଷ୍ଟ ନେତାଙ୍କୁ କମଳନାଥଙ୍କ ଜବାବ: ‘ଦିଗବିଜୟ ସିଂହ ଏବଂ ଜୟବର୍ଦ୍ଧନଙ୍କ ପୋଷାକ ଫାଡନ୍ତୁ’

ଭୋପାଳ: ମଧ୍ୟପ୍ରଦେଶରେ କଂଗ୍ରେସର ପ୍ରାର୍ଥୀ ତାଲିକା ଘୋଷଣା ହେବା ପରେ ଆରମ୍ଭ ହୋଇଯାଇଛି ବାକଯୁଦ୍ଧ । କଂଗ୍ରେସର ଅନ୍ତର୍କନ୍ଦଳ ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି । କଂଗ୍ରେସର ଏହି ଅନ୍ତର୍କନ୍ଦଳର ଭରପୁର ଫାଇଦା ଉଠାଉଛି ବିଜେପି  । କଂଗ୍ରେସର ଦଳୀୟ ଅସନ୍ତୋଷ ନିଆଁରେ ଘିଅ ଢାଳୁଛି…

ସୟେଦ ମୁସ୍ତାକ ଅଲୀ ଟ୍ରଫି: ୪ ବଲରେ ୩ ୱିକେଟ ନେଇ କମାଲ କଲେ ଅର୍ଜୁନ ତେନ୍ଦୁଲକର

ରାଂଚୀ: ଅର୍ଜୁନ ତେନ୍ଦୁଲକର ଚଳିତ ସୟେଦ ମୁସ୍ତାକ ଅଲୀ ଟି୨୦ କ୍ରିକେଟ ଟୁର୍ଣ୍ଣାମେଂଟରେ କମାଲ କରିଛନ୍ତି । ଗୋଆ ପକ୍ଷରୁ ଖେଳୁଥିବା ଅର୍ଜୁନ ଆନ୍ଧ୍ରପ୍ରଦେଶ ବିପକ୍ଷରେ ୪ଟି ବଲରେ ୩ଟି ୱିକେଟ ଅକ୍ତିଆର କରି ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି । ସୂଚନାଯୋଗ୍ୟ, ଅର୍ଜୁନ ମାଷ୍ଟର ବ୍ଲାଷ୍ଟର ଭାବେ…

ସରକାରଙ୍କ ନିର୍ବାଚନୀ ଥୋପ: ଏଇ ରାଜ୍ୟରେ ମିଳିବ ବର୍ଷକୁ ୨ ମାଗଣା ସିଲିଣ୍ଡର

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟବାସୀଙ୍କୁ ଦୀପାବଳିରେ ଏକ ବଡ ଉପହାର ଦେବେ । ସରକାରୀ ସ୍ତରରେ ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଗଲାଣି । ଭାରତୀୟ ଜନତାପାର୍ଟି ବିଧାନସଭା ନିର୍ବାଚନ ସମୟରେ ନିଜ ଘୋଷଣାପତ୍ରରେ ମହିଳାଙ୍କ ପାଇଁ ପ୍ରତିବର୍ଷ ୨ଟି ମାଗଣା…