Latest Odisha News

BREAKING NEWS

Browsing Category

ଫିଚର

ଇସ୍ରାଏଲରେ ୟୁକେ ପ୍ରଧାନମନ୍ତ୍ରୀ ଋଷି ସୁନକ: କହିଲେ, ଆତଙ୍କବାଦ ବିରୋଧରେ ଆମେ ଇସ୍ରାଏଲ ସହ ଅଛୁ

ନୂଆଦିଲ୍ଲୀ: ଇସ୍ରାଏଲ-ହମାସ ଯୁଦ୍ଧସ୍ଥିତି ମଧ୍ୟରେ ଇସ୍ରାଏଲକୁ ଛୁଟିଛନ୍ତି ବିଶ୍ୱର ବଡ ବଡ ନେତା । ଗତକାଲି ଅର୍ଥାତ ବୁଧବାର ଜୋ ବାଇଡେନଙ୍କ ପରେ ଆଜି ୟୁକେ ପ୍ରଧାନମନ୍ତ୍ରୀ ଋଷି ସୁନକ ପହଞ୍ଚିଛନ୍ତି ଇସ୍ରାଏଲରେ । ଦୁଇଦିନିଆ ଇସ୍ରାଏଲ ଗସ୍ତରେ ଆସିଛନ୍ତି ଋଷି ସୁନକ କାହିଁକି…

ବସ ଧର୍ମଘଟ ନେଇ ଚାଲିଥିବା ମାଲିକ ସଂଘ-ସିଏମ୍‌ଓ ବୈଠକ ଶେଷ: ବାହାରି ପାରିଲାନି ଚୂଡାନ୍ତ ନିଷ୍ପତ୍ତି

କଟକ: ବସ ଧର୍ମଘଟ ନେଇ ମାଲିକ ସଂଘ-ସିଏମ୍‌ଓ  ମଧ୍ୟରେ ଚାଲିଥିବା ବୈଠକ ଶେଷ ହୋଇଛି । ହେଲେ ବୈଠକରେ କୌଣସି ନିଷ୍କର୍ସ ବାହାରି ପାରିନି । ଆସନ୍ତାକାଲି ବସ ଧର୍ମଘଟ ହେବ କି ନାହିଁ ସେ ନେଇ କୌଣସି ଚୂଡାନ୍ତ ନିଷ୍ପତି ନିଆଯାଇ ପାରିନାହିଁ । ବୈଠକ ପରେ ସୂଚନା ଦେଇ ଘରୋଇ ବସ ମାଲିକ…

ସିଂଘମ ଏଗେନରେ ଟାଇଗରଙ୍କ ଏଂଟ୍ରି, ଫାଷ୍ଟ ଲୁକ ଜାରୀ

ମୁମ୍ବାଇ: ରୋହିତ ଶେଟ୍ଟୀଙ୍କ ବହୂ ପ୍ରତିକ୍ଷୀତ ସିଂଘମ ଏଗେନରେ ଟାଇଗର ଶ୍ରଫଙ୍କ ଏଂଟ୍ରି ହୋଇଛି । ମେକର୍ସଙ୍କ ପକ୍ଷରୁ ଏହାରୁ ଫାଷ୍ଟ ଲୁକ ଜାରୀ କରାଯାଇଛି । କପ ୟୁନିଭର୍ସର ଏହି ଫିଲ୍ମରେ ଅଜୟ ଦେବଗାନ, ରଣବୀର ସିଂ, ଅକ୍ଷୟ କୁମାର ଅଭିନୟ କରୁଛନ୍ତି । କିଛି ଦିନ ତଳେ ଦୀପିକା ପାଦୁକୋନଙ୍କ…

ତେଲେଙ୍ଗାନା ବିଧାନସଭା ନିର୍ବାଚନ ପୂର୍ବରୁ ଟ୍ରକ ଭିତରୁ ମିଳିଲା ୭୫୦ କୋଟି କ୍ୟାସ: ଯାଞ୍ଚ ପରେ ଛାଡିଦେଲା ପୋଲିସ

ହାଇଦ୍ରାବାଦ:ତେଲେଙ୍ଗାନା ବିଧାନସଭା ତାରିଖ ଘୋଷଣା ହେବା ପରେ ଏଠାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି ।   ବେଆଇନ କାର୍ଯ୍ୟ ଉପରେ ପୋଲିସର ରହିଛି କଡା ନଜର  । ମଙ୍ଗଳବାର ଗଡବାଲ ଏନଏଚରେ ମୁତୟନ ଥିବା ପୋଲିସ କର୍ମୀ ରାତି ସାଢେ ୧୦ଟାରେ ଏକ ଟ୍ରକକୁ ଦେଖିଲେ । ଏହି ଟ୍ରକକୁ ଅଟକାଇ…

ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ : ଭିଜିପାରେ ଦଶହରା !

ଭୁବନେଶ୍ବର: ସୃଷ୍ଟି ହେଲା ଘୂର୍ଣ୍ଣିବଳୟ । ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଘୂର୍ଣ୍ଣିବଳୟଟି କାଳକ୍ରମେ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ  । ଉତ୍ତର ପଶ୍ଚିମ ଦିଗକୁ ଗତି କରି ଲଘୁଚାପର ରୂପ ନେବାର ସମ୍ଭାବନା ରହିଛି । ୨୦ ତାରିଖ ସୁଦ୍ଧା ଏହା ଲଘୁଚାପର ରୂପ…

ସତ୍ୟେନ୍ଦ୍ର ଜୈନଙ୍କ ଅନ୍ତରୀଣ ଜାମିନ ଅବଧି ନଭେମ୍ବର ୬ ଯାଏ ବଢାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆପ ସରକାରର  ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ସରକାର ନଭେମ୍ବର ୬ ତାରିଖ ଯାଏ ବଢାଇଛନ୍ତି । ସୁପ୍ରିମକୋର୍ଟ ମେଡିକାଲ ଆଧାରରେ ସତ୍ୟେନ୍ଦ୍ର ଜୈନଙ୍କର ଏହି ଜାମିନ ଅବଧି ବୃଦ୍ଧି କରିଛନ୍ତି । ଏବେ ସୁପ୍ରିମ କୋର୍ଟରେ ସତ୍ୟେନ୍ଦ୍ର ଜୈନଙ୍କ…

ଇସ୍ରାଏଲ ଆକ୍ରମଣରେ ଟଳିଲେ ହମାସର ଏକମାତ୍ର ମହିଳା ନେତ୍ରୀ

ଗାଜା: ଇସ୍ରାଏଲ ଓ ହମାସ ଯୁଦ୍ଧ ୧୩ ଦିନରେ ପଂହଚିଛି । ଗୁରୁବାର ପ୍ରକାଶିତ ରିପୋର୍ଟ ଅନୁସାରେ ଇସ୍ରାଏଲ ଆକ୍ରମଣରେ ହମାସର ଏକମାତ୍ର ମହିଳା ନେତ୍ରୀ ଜାମିଲା ଅଶ ଶାନ୍ତିଙ୍କ ମୃତ୍ୟୁ ଘଟିଛି । ହମାସ ପକ୍ଷରୁ ଏ ନେଇ ପୃଷ୍ଟି କରାଯାଇ ନାହିଁ । ହମାସର କୋ ଫାଉଣ୍ଡର ଅବଦେଲ ଅଜୀଜ ଅଲ ରାନ୍ତିଙ୍କ…

ବନ୍ଧୁକ ମୁନରେ ଲୁଟ୍ : ପେଟ୍ରୋଲ ପମ୍ପରେ ଫାଙ୍କା ଗୁଳିଚାଳନା କରି ଲୁଟିନେଲେ ୫ଲକ୍ଷ ଟଙ୍କା

କେନ୍ଦୁଝର : ବନ୍ଧୁକ ମୁନରେ ଲୁଟ୍  । ଆସିଲେ , ପେଟ୍ରୋଲ ପମ୍ପରେ ୫ ରାଉଣ୍ଡ ଫାଙ୍କା ଗୁଳି ଚାଳନା କଲେ , ଆଉ ଆଖି ପିଛୁଳାକେ ୫ ଲକ୍ଷ ଟଙ୍କା ଲୁଟି ନେଲେ  । ଏମିତି କିଛି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ନୟାକୋଟ ଥାନା ଫୁଲଝର ପେଟ୍ରୋଲ ପମ୍ପରେ  । କେବଳ ଟଙ୍କା ଲୁଟିନାହାନ୍ତି,  …

ଖେଳୁ ଖେଳୁ ପାଣି ଡେକ୍ଚିରେ ପଡିଗଲା କୁନି ଝିଅ, ଚାଲିଗଲା ଜୀବନ

ରେଢ଼ାଖୋଲ:ଗୋଟିଏ ମୁହୂର୍ତ୍ତର ଅସାବଧାନତା କେତେ ବଡ ବିପର୍ଯ୍ୟୟ ଆଣିପାରେ ! ସାରା ଘରେ ଶୋକର ଲହରୀ । ସମସ୍ତେ କାନ୍ଦୁଛନ୍ତି । କାହିଁକି ଏମିତି ହେଲା ? ହୁଏତ ଟିକିଏ ପୂର୍ବରୁ ଝିଅକୁ ଖୋଜିଥିଲେ ଏପରି ବିପଦ ଆସି ନ ଥାନ୍ତା  । ହେଲେ ଏ ଥିଲା ସମୟର ଖେଳ । ପରିବାର ଲୋକଙ୍କ ସାମ୍ନାରେ…

କୋଟିପତି ଜେଇ ପ୍ରସନ୍ନ କୁମାର ପାଣିଙ୍କୁ ବାନ୍ଧିଲା ଭିଜିଲାନ୍ସ

ଅନୁଗୁଳ: ପାଲଲହଡା ବିଇଓ ଅଫିସର ଜେଇ ଗିରଫ  । ଜେଇ ପ୍ରସନ୍ନ କୁମାର ପାଣି ଭିଜିଲାନ୍ସ ବିଭାଗ ଗିରଫ କରିଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପ୍ରସନ୍ନଙ୍କୁ ଗିରଫ କରାଯାଇଛି । ଗତକାଲି ତାଙ୍କ ବାସଭବନରେ ଭିଜିଲାନ୍ସ ଟିମ୍ ଚଢାଉ କରିଥିଲା ।  ଫଳରେ ବିପୁଳ ପରିମାଣର ସମ୍ପତ୍ତି ଠାବ…