Latest Odisha News

BREAKING NEWS

Browsing Category

ଫିଚର

ସୁଧୁରୁଛି ଦେଶର ଆର୍ଥିକ ସ୍ଥିତି, ଦୀର୍ଘ ଛଅ ଦଶନ୍ଧି ମଧ୍ୟରେ ବ୍ୟାଙ୍କରେ ବଢିଛି ଜମାରାଶି ସଂଖ୍ୟା

ନୂଆଦିଲ୍ଲୀ: ଦେଶର ବ୍ୟାଙ୍କଗୁଡ଼ିକର ଆର୍ଥିକ ସ୍ୱାସ୍ଥ୍ୟ କ୍ରମାଗତ ଭାବେ ମଜବୁତ ହେବାରେ ଲାଗିଛି। ତଥ୍ୟ ଦର୍ଶାଉଛି ଯେ ୧୯୫୧ ରୁ ୨୦୧୪ ମସିହା ଅର୍ଥାତ୍ ଦୀର୍ଘ ଛଅ ଦଶନ୍ଧି ମଧ୍ୟରେ ବ୍ୟାଙ୍କଗୁଡିକରେ ୧୪୨ ଲକ୍ଷ କୋଟି ଟଙ୍କା ମୋଟ ଜମା ଏବଂ ଋଣ ରାଶିରେ ରହିଛି। କିନ୍ତୁ ୨୦୧୪ ରୁ ୨୦୨୩ ମଧ୍ୟରେ…

ହାର୍ଦ୍ଦିକଙ୍କ ଆଘାତ ଟିମ ଇଣ୍ଡିଆର ସନ୍ତୁଳନ ବିଗାଡି ଦେବନି ତ ?

ନୂଆଦିଲ୍ଲୀ: ଘରୋଇ ପରିବେଶରେ ଭାରତ ଚଳିତ ବିଶ୍ୱକପରେ ଏ ପର୍ଯ୍ୟନ୍ତ ଚମତ୍କାର ପ୍ରଦର୍ଶନ କରି ୪ଟି ମ୍ୟାଚରେ କ୍ରମାଗତ ବିଜୟ ହାସଲ କରିଛି । ତେବେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଆଘାତ ସମସ୍ୟା ଏବେ ଟିମକୁ ଚିନ୍ତାରେ ପକାଇଛି । ବିକଳ୍ପ ଖେଳାଳି ମିଳିବା ଅସୁବିଧା ନ ଥିଲେ ମଧ୍ୟ ଟିମ ସନ୍ତୁଳନ ଓ…

ଛତିଶଗଡ ବିଧାନସଭା ନିର୍ବାଚନ: କଂଗ୍ରେସର ଷ୍ଟାର କ୍ୟାମ୍ପେନର ତାଲିକାରେ ୩ ଓଡ଼ିଆ 

ରାୟପୁର:ଛତିଶଗଡରେ କଂଗ୍ରେସର ଷ୍ଟାର କ୍ୟାମ୍ପେନର ତାଲିକାରେ ଅଛନ୍ତି ୩ ଓଡ଼ିଆ  । ସମସ୍ତ ତାରକା ପ୍ରଚାରକଙ୍କ ତାଲିକା ଆଜି ଦଳ ପକ୍ଷରୁ ପ୍ରକାଶ ପାଇଛି । ଏହି ତାଲିକାରେ ୪୦ ଜଣ ତାରକା ପ୍ରଚାର ରହିଛନ୍ତି । ପାଖେଇ ଆସୁଛି ଛତିଶଗଡ ବିଧାନସଭା ନିର୍ବାଚନ । ପ୍ରଚାର ଜୋରଦାର ଚାଲିଛି ।…

ନରମୁଛି କି ହମାସ ! ୨ ଆମେରିକୀୟ ବନ୍ଧକଙ୍କୁ ଛାଡିଲା, ଅନ୍ୟମାନଙ୍କୁ ବି ଛାଡି ଦେବ ବୋଲି ଦେଲା ସୂଚନା

ନୂଆଦିଲ୍ଲୀ: ନରମୁଛି କି ହମାସ ? ବଦଳୁଛି କି ମନୋଭାବ ? ଇତିମଧ୍ୟରେ ବିତିଗଲାଣି ୧୪ ଦିନ । ହଠାତ ଗତକାଲି ବିଳମ୍ବିତ ରାତିରେ ଆମେରିକାର ୨ ବନ୍ଧକଙ୍କୁ ହମାସ ଛାଡିବା ପରେ ଏମିତି କିଛି ପ୍ରଶ୍ନ ଉଠିଛି। ହମାସ ଆତଙ୍କୀ  ଇସ୍ରାଏଲ ସମେତ ଅନେକ ଦେଶର ୨୦୦ରୁ ଅଧିକ ଲୋକଙ୍କୁ ବନ୍ଧକ ରଖିଛନ୍ତି ।…

ପାଇଖାନା ଟାଙ୍କି ସଫାବେଳେ ମୃତ୍ୟୁ ଘଟିଲେ ମୃତକଙ୍କ ପରିବାରକୁ ସରକାର ଦେବେ ୩୦ ଲକ୍ଷ: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ:ପାଇଖାନା ଟାଙ୍କି ବା ନର୍ଦ୍ଦମା ସଫା କଲାବେଳେ ଅଣନିଃଶ୍ୱାସୀ ହୋଇ ଅନେକ ଲୋକଙ୍କର ମୃତ୍ୟୁ ହେଉଥିବା ନଜିର ରହିଛି । ଏହି ଘଟଣାରେ ଚିନ୍ତା ପ୍ରକଟ କରିଛନ୍ତି ସୁପ୍ରିମ କୋର୍ଟ । ଏ ନେଇ ସରକାରଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ପାଇଖାନା…

ଇସ୍ରୋର ଆଉ ଏକ କୀର୍ତ୍ତିମାନ: ଗଗନାୟନ ମିଶନର ପ୍ରଥମ ଟେଷ୍ଟ ଫ୍ଲାଇଟ ସଫଳ, ସମୁଦ୍ରରେ ଲାଣ୍ଡିଂ କଲା କ୍ରୁ କ୍ୟାପ୍ସୁଲ

ନୂଆଦିଲ୍ଲୀ: ସବୁ ବାଧାବିଘ୍ନ ସତ୍ତ୍ୱେ ସଫଳ ହେଲା ଭାରତର ଗଗନାୟନ ମିଶନ। ଇସ୍ରୋ ଗଗନାୟନ ମିଶନର ପ୍ରଥମ ଟେଷ୍ଟ ଫ୍ଲାଇଟ କ୍ରୁ ମଡ୍ୟୁଲର  ସଫଳତାର ସହ ଲଞ୍ଚ କରି ଇତିହାସ ସୃଷ୍ଟି କରିଛି । ପ୍ରଥମେ ଇ୍ରସୋ ସକାଳ ୮ଟା ୪୫ରେ ଏହାର ଟ୍ରାଏଲ କରିଥିଲା । ହେଲେ ପରୀକ୍ଷଣ ୫ ସେକେଣ୍ଡ ପୂର୍ବରୁ…

ଜନବିରୋଧୀ କାର୍ଯ୍ୟ ପାଇଁ ସାଂସଦ ପିନାକୀ ମିଶ୍ରଙ୍କୁ ତୁରନ୍ତ ବହିଷ୍କାର କରନ୍ତୁ ମୁଖ୍ୟମନ୍ତ୍ରୀ-ବିଜେପି

ଭୁବନେଶ୍ୱର: ବହୁଚର୍ଚ୍ଚିତ ‘ପ୍ରଶ୍ନ ପାଇଁ ଟଙ୍କା’ ସ୍କାଣ୍ଡାଲରେ ପୁରୀ ସାଂସଦ ଶ୍ରୀ ପିନାକି ମିଶ୍ରଙ୍କ ସଂପୃକ୍ତି ଅଛି ।  ସିବିଆଇ ଅଦାଲତ ଏବଂ ସଂସଦର ଏଥିକ୍ସ କମିଟି ପାଖରେ ଦାଖଲ ହୋଇଥିବା ୨ଟି ସତ୍ୟପାଠରୁ ଏକଥା ସ୍ପଷ୍ଟ ହୋଇଛି  । ତା ଛଡା ପିନାକୀ ମିଶ୍ର ଓ ପ୍ରଶ୍ନ ପଚାରିବା ପାଇଁ ଟଙ୍କା…

୨୭ ବର୍ଷ ପରେ ମିଳିଲା ନ୍ୟାୟ: ଟ୍ରିପଲ ମର୍ଡର ଘଟଣାରେ ତିନି ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ

ଭୁବନେଶ୍ୱର:୨୭ ବର୍ଷ ପରେ ମିଳିଲା ନ୍ୟାୟ । ଭୁବନେଶ୍ୱର ଟ୍ରିପଲ ମର୍ଡର ଘଟଣାରେ ତିନି ଜଣ ଅଭିଯୁକ୍ତଙ୍କୁ କୋର୍ଟ ଆଜି ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି । ଅତିରିକ୍ତି ଜିଲ୍ଲା ଜଜ୍ କୋର୍ଟ ଭୁବନେଶ୍ୱର ଶୁକ୍ରବାର ଏହି ରାୟ ଶୁଣାଇଛନ୍ତି । ଆଜକୁ ୨୭ ବର୍ଷ ତଳେ ହୋଇଥିବା ଘଟଣାର ସମସ୍ତ…

ମାର୍ଶ, ୱାର୍ଣ୍ଣରଙ୍କ ବିସ୍ଫୋରକ ଶତକ: ଅଷ୍ଟ୍ରେଲିଆ ନିକଟରୁ ୬୨ ରନରେ ପରାସ୍ତ ହେଲା ପାକିସ୍ତାନ

ବାଙ୍ଗାଲୋର: ଚଳିତ ବିଶ୍ୱକପ କ୍ରିକେଟରେ ଶୁକ୍ରବାର ମିଚେଲ ମାର୍ଶ ଓ ଡେଭିଡ ୱାର୍ଣ୍ଣରଙ୍କ ବିସ୍ଫୋରକ ଶତକ ପରେ ବୋଲରମାନଙ୍କ ଶୃଙ୍ଖଳିତ ବୋଲିଂ ଯୋଗୁ ଅଷ୍ଟ୍ରେଲିଆ ୬୨ ରନରେ ପାକିସ୍ତାନକୁ ପରାସ୍ତ କରିଛି । ଅଷ୍ଟ୍ରେଲିଆ ପ୍ରଦତ ୩୬୮ ରନର ବିଜୟ ଲକ୍ଷ୍ୟକୁ ପିଛା କରି ପାକିସ୍ତାନ ୪୫.୩ ଓଭରରେ…