Latest Odisha News

BREAKING NEWS

Browsing Category

ଫିଚର

ଚୋରା ଚାଲାଣ ବେଳେ ଅଟୋରୁ ୨୧୬୦ ବୋତଲ କଫ୍‌ ସିରପ୍ ଜବତ, ୨ ଗିରଫ

ବରଗଡ଼: ବେଆଇନ କଫ୍ ସିରପ୍ ବା କାଶ ଔଷଧ ରାକେଟକୁ ଠାବ କରି ଦୁଇ ଜଣଙ୍କୁ ଗିରଫ କଲା ବରଗଡ଼ ପୋଲିସ। ରବିବାର ବରଗଡ଼ ଜିଲ୍ଲାରେ ପୋଲିସ ଦ୍ୱାରା କରାଯାଇଥିବା ଏକ ସ୍ୱତନ୍ତ୍ର ଅପରେସନ ସମୟରେ ବିପୁଳ ପରିମାଣର କଫ୍ ସିରପ୍ ଜବତ କରାଯାଇଛି। ବରଗଡର କୃଷକ ବଜାର ନିକଟରେ ଥିବା ଏକ ଅଟୋ ରିକ୍ସାରୁ…

ଅବକାରୀ ବିଭାଗ ଟାର୍ଗେଟରେ ଡ୍ୟାନ୍ସ ବାର୍: ରାଜଧାନୀର ୫ଟି ଡ୍ୟାନ୍ସ ବାରକୁ କାରଣ ଦର୍ଶାଅ ନୋଟିସ

ଭୁବନେଶ୍ୱର: ରାଜଧାନୀର ୫ଟି ଡ୍ୟାନ୍ସ ବାରକୁ ଅବକାରୀ ବିଭାଗ ପକ୍ଷରୁ କାରଣ ଦର୍ଶାଅ ନୋଟିସ। ନିୟମ ଉଲଙ୍ଘନ କରି ଟଙ୍କା ଉଡାଉଥିବା ନେଇ ପ୍ରମାଣ ପାଇବା ପରେ ଅବକାରୀ ବିଭାଗ ପକ୍ଷରୁ ରବିବାର କଟକ ରୋଡରେ ଥିବା ୫ଟି ଡ୍ୟାନ୍ସ ବାରକୁ କାରଣ ଦର୍ଶାଅ ନୋଟିସ ଜାରି କରିଛି। କଟକ ରୋଡରେ ଥିବା…

କୋହଲିଙ୍କ ଜର୍ସି ଉପହାର ନେଇ ବାବରଙ୍କ ଉପରେ ରାଗିଗଲେ ଆକ୍ରମ

ଅହମ୍ମଦାବାଦ: ଚଳିତ ବିଶ୍ୱକପ କ୍ରିକେଟରେ ପାକିସ୍ତାନ ଚିରାଚରିତ ଢ଼ଙ୍ଗରେ ପୁନର୍ବାର ଭାରତ ନିକଟରୁ ପରାଜିତ ହୋଇଛି । ଏହି ମ୍ୟାଚର ସମାପ୍ତି ପରେ ପାକିସ୍ତାନ ଅଧିନାୟକ ବାବର ଆଜମଙ୍କୁ ବିରାଟ କୋହଲି ୨ଟି ଟିମ ଇଣ୍ଡିଆ ଜର୍ସି ପ୍ରଦାନ କରୁଥିବା ଦେଖିବାକୁ ମିଳିଥିଲା । ଏହି ଘଟଣା ନେଇ…

ଏଥର ଜନ୍ମଦିନ ପାଳିବେନି ମୁଖ୍ୟମନ୍ତ୍ରୀ, ଶୁଭେଚ୍ଛା ଜଣାଇବାକୁ ନବୀନ ନିବାସ ନଆସିବାକୁ ଅନୁରୋଧ

ଭୁବନେଶ୍ୱର: ସୋମବାର ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ। ତେବେ ଚଳିତ ବର୍ଷ ଜନ୍ମଦିନ ପାଳିବେନି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗତ ମାସରେ ବଡ଼ ଭଉଣୀ ଗୀତା ମେହେଟ୍ଟାଙ୍କ ବିୟୋଗ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଏ ବର୍ଷ ଜନ୍ମ ଦିବସ ପାଳନ କରିବେ ନାହିଁ।…

ଗାଜା ଉପରେ ଆକ୍ରମଣ କରିବାକୁ ଇସ୍ରାଏଲ ପ୍ରସ୍ତୁତ, ୩ ଘଂଟା ମଧ୍ୟରେ ସ୍ଥାନ ଛାଡିବା ପାଇଁ ଲୋକଙ୍କୁ ଦିଆଗଲା ନିର୍ଦ୍ଦେଶ

ନୂଆଦିଲ୍ଲୀ: ଗାଜା ଉପରେ ଆକ୍ରମଣ କରିବା ପାଇଁ ଇସ୍ରାଏଲ ସମସ୍ତ ପ୍ରସ୍ତୁତି ଶେଷ କରି ଦେଇଛି । ୩ ଘଂଟା ମଧ୍ୟରେ ଗାଜା ଛାଡି ଚାଲିଯିବା ପାଇଁ ଇସ୍ରାଏଲ ପକ୍ଷରୁ ଡେଡଲାଇନ ଦିଆଯାଇଛି । ଟ୍ୟାଙ୍କ ଏବଂ ସୈନ୍ୟମାନେ ଧିରେ ଧିରେ ଗାଜା ଅଭିମୁଖେ ଗସ୍ତ କରିବା ଆରମ୍ଭ କରିଛନ୍ତି । ଇସ୍ରାଏଲ ସୀମା…

ଭାରତ ପରେ ଆମେରିକାରେ ଉଦ୍‌ଘାଟନ ହେଲା ଡ. ଭୀମରାଓ ଆମ୍ବେଦକରଙ୍କ ସବୁଠାରୁ ବଡ଼ ପ୍ରତିମୂର୍ତ୍ତି

ୱାଶିଂଟନ୍‌: ଆମେରିକାର ମେରିଲ୍ୟାଣ୍ଡ ସହରରେ ଭାରତୀୟ ସମ୍ବିଧାନର ଜନକ ଡ. ଭୀମରାଓ ଆମ୍ବେଦକରଙ୍କ ସବୁଠାରୁ ବଡ ପ୍ରତିମୂର୍ତ୍ତି ଆନୁଷ୍ଠାନିକ ଭାବେ ଉନ୍ମୋଚିତ ହୋଇଛି। ଶନିବାର ଏହି ୧୯ ଫୁଟ ଉଚ୍ଚ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଛି। ଏହାର ନାମ “ଷ୍ଟାଚ୍ୟୁ ଅଫ୍ ଇକ୍ୱାଲିଟି” ରଖାଯାଇଛି।…

କିଏ କହିଲେ ବୁମରାହଙ୍କ ବୋଲିଂ କବଳରୁ ଯଦି ବଂଚିବାକୁ ଚାହୁଁଛ ମୋ ପରି ଅବସର ନେଇ ଯାଅ

ନୂଆଦିଲ୍ଲୀ: ଚଳିତ ଦିନିକିଆ ବିଶ୍ୱକପ କ୍ରିକେଟରେ ଭାରତ ତାର ଅପରାଜେୟ ଧାରା ବଜାୟ ରଖି ପାକିସ୍ତାନକୁ ୮ମ ଥର ପାଇଁ ପରାସ୍ତ କରିଛି । ଏହି ମ୍ୟାଚରେ ଯଶପ୍ରୀତ ବୁମରାହଙ୍କ ପ୍ରଦର୍ଶନ ବେଶ ପ୍ରଶଂସନୀୟ ଥିଲା । ପାକିସ୍ତାନ ବିପକ୍ଷ ମ୍ୟାଚରେ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ଏକ ମଜାଦାର ବୟାନ…

ଅନନ୍ତ କିଶୋର ବେହେରାଙ୍କୁ ଏଜି ଅଫିସରେ ଶେଷ ଶ୍ରଦ୍ଧାଞ୍ଜଳି, ଟ୍ୱିଟ କରି ଶୋକବ୍ୟକ୍ତ କଲେ ଲେଖାଶ୍ରୀ

ଭୁବନେଶ୍ୱର: ଆକାଉଣ୍ଟ ଜେନେରାଲ ପ୍ରିନସିପାଲ ଅନନ୍ତ କିଶୋର ବେହେରାଙ୍କୁ ଏଜି ଅଫିସରେ ଶେଷ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ଭାରତୀୟ ଅଡିଟ ଓ ଆକାଉଣ୍ଟସ ସେବାର ବରିଷ୍ଠ ଅଧିକାରୀ ତଥା ଓଡ଼ିଶାର ପ୍ରଧାନ ମହାଲେଖାକାର (ଲେଖା ଓ ହକଦାରୀ ) ଅନନ୍ତ କିଶୋର ବେହେରାଙ୍କର ଶନିବାର ରାତିରେ ସ୍ଥାନୀୟ ଅଖିଳ…

ଖୁଚୁରା ବ୍ୟବସାୟୀମାନଙ୍କୁ ମିଳିବ ସୁପର ପାୱାର ରିଟେଲର ମାନ୍ୟତା, ଅର୍ଥନୀତିରେ ରିଟେଲରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର: ପାର୍ବଣ ଋତୁର ଶୁଭ ଅବସରରେ ଭୁବନେଶ୍ୱର ଠାରେ ଦକ୍ଷତା ବିକାଶ ମନ୍ତ୍ରାଳୟ ଅଧିନରେ କୋକା-କୋଲା ଇଣ୍ଡିଆ ଓ ଜାତୀୟ ଦକ୍ଷତା ବିକାଶ ନିଗମର ମିଳିତ ସହଯୋଗରେ ଖୁଚୁରା ବ୍ୟବସାୟୀ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ସୋଆ ବିଶ୍ୱବିଦ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ର ଦକ୍ଷତା…

ଡେରାସ ଜମି ଦୁର୍ନୀତି ମାମଲା: ସାଂସଦ ଅପରାଜିତାଙ୍କ ନେତୃତ୍ୱରେ ବିଶାଳ ଜନ ଆନ୍ଦୋଳନ

ଭୁବନେଶ୍ୱର: ପୁଣି ତେଜିଲା ଡେରାସ ଜମି ଦୁର୍ନୀତି ବିରୋଧରେ ଜନ ଆନ୍ଦୋଳନ। ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ନେତୃତ୍ୱରେ ଏକାଠି ହୋଇଛନ୍ତି ସ୍ଥାନୀୟ ଅଞ୍ଚଳର ହଜାର ହଜାର ଲୋକ। ଭୁବନେଶ୍ୱର ଉପକଣ୍ଠ ଡେରାସରେ ଚାଲିଛି ବିଶାଳ ଜନ ଆନ୍ଦୋଳନ। ଡେରାସ ଚାଷୀଙ୍କ ଜମି ଦୁର୍ନୀତି ପ୍ରସଙ୍ଗରେ ଚାଷୀଙ୍କ ସହ…