Latest Odisha News

BREAKING NEWS

Browsing Category

ଫିଚର

ବାଇକରେ ଲିଫ୍ଚ ଦେବା ବାହାନାରେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ, କାମୁକ ଅଭିଯୁକ୍ତ ଗିରଫ

ବାରିପଦା : ମୟୂରଭଞ୍ଜ ଜିଲ୍ଲାରେ ଜଣେ ବିବାହିତା ମହିଳାଙ୍କୁ ଲିଫ୍ଟ ଦେବାକୁ କହି ଦୁଷ୍କର୍ମ କରିବା ଅଭିଯୋଗରେ ପୁଲିସ ଜଣେ ଯୁବକକୁ ଗିରଫ କରିଛି। ରୂପ୍ସା ପୁଲିସ ସୀମା ଅନ୍ତର୍ଗତ ଏକ ଗାଁର 35 ବର୍ଷୀୟ ମହିଳା ଶୁକ୍ରବାର ସନ୍ଧ୍ୟାରେ ଡାକ୍ତରଖାନା ଯିବା ପାଇଁ ନିକଟସ୍ଥ ଷ୍ଟପେଜରେ ବସ୍ ଧରିବା…

ସୋରରେ ପୁଣିଥରେ ପର୍ଶୁରାମ ଧଡାଙ୍କୁ ବିଧାୟକ ନକରାଇବାକୁ ମନ୍ଦିରରେ ଶପଥ ନେଲେ ଦଳୀୟ କର୍ମୀ

ସୋର: ବାଲେଶ୍ୱର ଜିଲ୍ଲାରେ ଶାସକ ବିଜୁ ଜନତା ଦଳ ଏକ ବିଭାଜିତ ଘର ଭଳି ମନେ ହେଉଥିବା ବେଳେ ସୋରରେ ଦଳର ଦୁଇ ଗୋଷ୍ଠୀ ଅଲଗା ଅଲଗା ଜନସମ୍ପର୍କ ପଦଯାତ୍ରାର ନେତୃତ୍ୱ ନେଉଛନ୍ତି। ସୋର ବିଧାୟକ ପର୍ଶୁରାମ ଧଡାଙ୍କ ନେତୃତ୍ୱକୁ ଚ୍ୟାଲେଞ୍ଜ କରି ଜିଲ୍ଲା ବିଜେଡି ଉପସଭାପତି ଅଶୋକ କୁମାର ନାୟକଙ୍କ…

ଭୁଲ ଇଞ୍ଜେକସନ୍ ଯୋଗୁଁ ୬ ବର୍ଷର ଶିଶୁ କନ୍ୟା ମୃତ୍ୟୁ ଘଟଣାରେ ମାମଲା ରୁଜୁ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ପୁରୀ: ଭୁଲ୍ ଇଞ୍ଜେକସନ୍ ଦେବା ଯୋଗୁଁ ଜଣେ ୬ ବର୍ଷର ଶିଶୁ କନ୍ୟା ପ୍ରାଣ ହରାଇଥିବା ପୁରୀ ଜିଲ୍ଲାରେ ଚିକିତ୍ସା ଅବହେଳାର ଏକ ମାମଲା ସାମ୍ନାକୁ ଆସିଛି। ଘଟଣାଟି ୨୦୨୨ ମସିହା ଅକ୍ଟୋବର ମାସରେ ଘଟିଥିଲା, କିନ୍ତୁ ନାବାଳିକାଙ୍କ ବାପାଙ୍କ ଅଭିଯୋଗ ଉପରେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ…

‘ମନ୍ତ୍ରୀ ପଦ ହରାଇବା ପରେ ଏବେର ସମ୍ବଲପୁର ବିଜେଡି ସଭାପତି ବିଜେପି ଟିକେଟ୍ ମାଗୁଥିଲେ’

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟିର ବିଧାୟକ ତଥା ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଦାବି କରିଛନ୍ତି ଯେ ରେଢାଖୋଲ ବିଜେଡି ବିଧାୟକ ତଥା ସମ୍ବଲପୁର ବିଜେଡି ସଭାପତି ରୋହିତ ପୂଜାରୀ ବିଜେପି ଟିକେଟରେ ସମାନ ଆସନରୁ ନିର୍ବାଚନ ଲଢ଼ିବାକୁ ଇଚ୍ଛା ପ୍ରକାଶ କରିଥିଲେ। ସମ୍ବଲପୁରରେ ଆୟୋଜିତ…

ବିଶ୍ୱକପ କ୍ରିକେଟରେ ବଡ ବିପର୍ଯ୍ୟୟ

ନୂଆଦିଲ୍ଲୀ: ଚଳିତ ବିଶ୍ୱକପ କ୍ରିକେଟରେ ରବିବାର ଇଂଲଣ୍ଡକୁ ହରାଇ ଆଫଗାନିସ୍ତାନ ବିପର୍ଯ୍ୟୟ ସୃଷ୍ଟି କରିଛି । ବିଶ୍ୱ ଚାମ୍ପିୟନକୁ ଏତେ ସହଜରେ ଆଫଗାନିସ୍ତାନ ହରାଇ ଦେବ ତାହା କେହି କେବେ ଭାବି ନ ଥିଲେ । ଏହି ବିଜୟ ଆଫଗାନିସ୍ତାନ କ୍ରିକେଟକୁ ନୂଆ ଦିଗ ଦେବ ବୋଲି ଆଶା କରାଯାଉଛି । ଅବଶ୍ୟ…

ଜାରି ହେଲା ଓଡ଼ିଶା ଆପାର୍ଟମେଣ୍ଟ ଆଇନ ୨୦୨୩ ଚିଠା ନିୟମ, ଜନତାଙ୍କଠାରୁ ପରାମର୍ଶ ଲୋଡିଲେ ରାଜ୍ୟ ସରକାର

ଭୁବନେଶ୍ୱର: ଜାରି ହେଲା ଓଡ଼ିଶା ଆପାର୍ଟମେଣ୍ଟ (ମାଲିକାନା ଓ ପରିଚାଳନା) ଚିଠା ନିୟମ । ଆପାର୍ଟମେଣ୍ଟ (ମାଲିକାନା ଏବଂ ପରିଚାଳନା) ବିଲ୍, ୨୦୨୩ରେ ରାଜ୍ୟ ସରକାର ଜନତାଙ୍କଠାରୁ ପରାମର୍ଶ ଲୋଡିଛନ୍ତି। ଓଡ଼ିଶା ଆପାର୍ଟମେଣ୍ଟ ଆଇନ ୨୦୨୩ ଚିଠା ନିୟମ ନେଇ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ…

ନିର୍ବାଚନ ଲଢିବେନି ନରସିଂହ ମିଶ୍ର, ସାନପୁଅ ସମରେନ୍ଦ୍ର ହେବେ କଂଗ୍ରେସ ପ୍ରାର୍ଥୀ

ଭୁବନେଶ୍ୱର: ପାଖେଇ ଆସୁଛି ୨୦୨୪ ନିର୍ବାଚନ। ନିର୍ବାଚନକୁ ନେଇ ଏବେ ସମସ୍ତ ଦଳ ଉପଯୁକ୍ତ ପ୍ରାର୍ଥୀ ଖୋଜିବାରେ ଲାଗି ପଡିଛନ୍ତି। ଏହାରି ଭିତରେ ରାଜ୍ୟ ରାଜନୀତିର ଟାଣୁଆ ନେତା ତଥା ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ୨୦୨୪ ନିର୍ବାଚନ ଲଢ଼ିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ବୟସ ଅଧିକ…

ବିଶ୍ୱ ଚାମ୍ପିୟନକୁ ହରାଇଲା ଆଫଗାନିସ୍ତାନ

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପ କ୍ରିକେଟରେ ଆଫଗାନିସ୍ତାନ ଟିମ ନିଜ ନାମ ସ୍ୱର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ କରିଛି । ଏଠାରେ ଅନୁଷ୍ଠିତ ଇଂଲଣ୍ଡ ବିପକ୍ଷ ମୁକାବିଲାକୁ ୬୯ ରନରେ ଜିତି ଆଫଗାନିସ୍ତାନ ଟିମ ବିଶ୍ୱକପରେ ୨ୟ ବିଜୟ ହାସଲ କରିଛି । ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ଟିମ ୨୮୪ ରନ…

ସଞ୍ଜୟ କୁମାର ଦାସବର୍ମାଙ୍କ ନେତୃତ୍ୱରେ ଜନସମ୍ପର୍କ ପଦଯାତ୍ରା, ଏକ ସମୃଦ୍ଧ ଓ ପ୍ରଗତିଶୀଳ କୃଷ୍ଣପ୍ରସାଦ ଗଠନର ସଂକଳ୍ପ

ପୁରୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳ ରାଜ୍ୟ ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ସଞ୍ଜୟ କୁମାର ଦାସବର୍ମାଙ୍କ ନେତୃତ୍ୱରେ ଆଜି ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ କୃଷ୍ଣପ୍ରସାଦ ବ୍ଲକ ୯ନଂ ଜୋନରେ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ…

ହମାସର ଟନେଲ ନେଟୱର୍କକୁ ଭେଦ କରିପାରିବ ତ ଇସ୍ରାଏଲ

ନୂଆଦିଲ୍ଲୀ: ନିଶ୍ଚିତ ଭାବେ ଏଥର ଇସ୍ରାଏଲ ଓ ହମାସ ଯୁଦ୍ଧ ଭୟଙ୍କର ରୂପ ଧାରଣ କରିବ । ଗାଜାର ଉତରରେ ଇସ୍ରାଏଲ ସେନା ପ୍ରବେଶ କରିବା ପାଇଁ ପ୍ରସ୍ତୁତ । ତେବେ ଏହାର ମୁକାବିଲା ପାଇଁ ହମାସ ପ୍ରସ୍ତୁତ ଅଛି ତ ? ରିପୋର୍ଟ ମୁତାବକ ଇସ୍ରାଏଲର ଅତ୍ୟାଧୂନିକ ଟେକ୍ନୋଲୋଜିର ମୁକାବିଲା ହମାସ…