Latest Odisha News

BREAKING NEWS

Browsing Category

ଫିଚର

୨୦୧୯ ବିଶ୍ୱକପ ସେମିରେ ହାରିବା ପରେ ଡ୍ରେସିଂ ରୁମରେ ଧୋନୀ, ପାଣ୍ଡ୍ୟା, ପନ୍ତ କାନ୍ଦିଥିଲେ

ଧର୍ମଶାଳା:୨୦୧୯ ବିଶ୍ୱକପ କ୍ରିକେଟ ସେମିଫାଇନାଲର ପରାଜୟକୁ ଏବେ ବି ଭାରତୀୟ ପ୍ରଶଂସକମାନେ ଭୁଲି ପାରି ନାହାନ୍ତି । ନ୍ୟୁଜିଲାଣ୍ଡ ନିକଟରୁ ପରାଜିତ ହୋଇ ଭାରତ ଟାଇଟଲ ଦୌଡରୁ ବାଦ ପଡିଥିଲା । ମ୍ୟାଚ ପରେ ଡ୍ରେସିଂ ରୁମରେ ମହେନ୍ଦ୍ର ସିଂ ଧୋନୀ, ହାର୍ଦ୍ଦିକ ପାଣ୍ଡ୍ୟା ଓ ରିଷଭ ପନ୍ତ ମନଦୁଃଖରେ…

ପଶ୍ଚିମବଙ୍ଗରେ କାର୍ ଦୁର୍ଘଟଣା; ୨ ଓଡ଼ିଆ ମୃତ, ୫ ଗୁରୁତର

ଭୁବନେଶ୍ୱର: ରବିବାର ପଶ୍ଚିମବଙ୍ଗରେ ଏକ ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଗୁରୁତର ହୋଇଛନ୍ତି। ଭଞ୍ଜନଗରରୁ ପଶ୍ଚିମବଙ୍ଗ ଯାଉଥିବା କାରଟି ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ସମସ୍ତେ ଓଡ଼ିଆ ବୋଲି ଜଣାପଡିଛି। ଖବର ଅନୁଯାୟୀ, ସମସ୍ତ ସାତ ଜଣ ବ୍ୟକ୍ତି ଗଞ୍ଜାମ…

୨୦୨୪ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ବୈଠକ ଓ ସଚେତନତା ପର୍ବ

ରାୟଗଡ଼ା: ଚଳିତ ୨୦୨୪ ପାଇଁ ସାଧାରଣ ନିର୍ବାଚନ ପୂର୍ବରୁ ପ୍ରସ୍ତୁତି ଏବଂ ସଚେତନତା ବୈଠକ ଅନୁଷ୍ଠିତ ହୋଇଛି। ଆଜି ଗୁଣୁପୁର ଉପଜିଲ୍ଲାପାଳଙ୍କ ସଦଭାବନା ଗୃହରେ ଏହି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଉକ୍ତ ବୈଠକରେ ଗୁଣୁପୁର ଉପଜିଲ୍ଲାପାଳ ଲଳିତ କହଁର ସଭାପତିତ୍ୱ କରିଥିଲେ। ଗୁଣୁପୁର ତହସିଲଦାର…

ମିଚେଲଙ୍କ ଶତକ,ସାମିଙ୍କୁ ୫ ୱିକେଟ: ଭାରତ ସମ୍ମୁଖରେ ୨୭୪ ରନର ଲକ୍ଷ୍ୟ

ଧର୍ମଶାଳା: ଦିନିକିଆ ବିଶ୍ୱକପ କ୍ରିକେଟର ରବିବାର ଅନୁଷ୍ଠିତ ମୁକାବିଲାରେ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ଡାରେଲ ମିଚେଲଙ୍କ ଶତକ ସହାୟତାରେ ଭାରତ ସମ୍ମୁଖରେ ୨୭୪ ରନର ବିଜୟ ଲକ୍ଷ୍ୟ ରଖିଛି । ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା…

ତେଲେଙ୍ଗାନାରେ ବିଜେପି ଜାରି କଲା ପ୍ରାର୍ଥୀଙ୍କ ତାଲିକା, ୩ ସାଂସଦଙ୍କୁ ମିଳିଲା ଟିକେଟ

ହାଇଦ୍ରାବାଦ: ଦେଶର ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ଘୋଷଣା ହେବା ପରେ ସମସ୍ତ ଦଳ ଏବେ ନିର୍ବାଚନୀ ପ୍ରସ୍ତୁତ ଚଳାଇଛି। ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ବିଜେପି ଆଜି ୫୨ ଜଣ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି। ଦଳ ରାଜ୍ୟର ୪ ଜଣ ସାଂସଦଙ୍କ ମଧ୍ୟରୁ ୩ ଜଣଙ୍କୁ…

ପ୍ରଥମ ଥର ବିଶ୍ୱକପରେ ସମସ୍ତ ଟିମ ଖାତା ଖୋଲିଲେ

ନୂଆଦିଲ୍ଲୀ: ଚଳିତ ଦିନିକିଆ ବିଶ୍ୱକପ କ୍ରିକେଟ ଧିରେ ଧିରେ ରୋମାଂଚକ ପର୍ଯ୍ୟାୟରେ ପଂହଚିବାରେ ଲାଗିଛି । ଇତି ମଧ୍ୟରେ ଅନେକଗୁଡିଏ ରେକର୍ଡ ମଧ୍ୟ ଭଙ୍ଗ ହୋଇ ସାରିଛି । ତେବେ ଦୀର୍ଘ ଦିନ ପରେ ଏକ ନିଆରା ରେକର୍ଡ ସୃଷ୍ଟି ହୋଇଛି । ଯାହାକି ଆଇସିସି ତାର ସୋସିଆଲ ମିଡିଆ ଆକାଂଉଟରେ ଶେୟାର କରିଛି…

ବାର୍‌ରେ ମଦ୍ୟପାନ କରିବା ହେବ ମହଙ୍ଗା, ମଦ ଉପରେ ଭାଟ ବୃଦ୍ଧି କରିବାକୁ ସରକାରଙ୍କ ନିଷ୍ପତ୍ତି

ମୁମ୍ବାଇ: ବାରରେ ମଦ୍ୟପାନ କରିବା ହେବ ମହଙ୍ଗା। କାରଣ ୧ ନଭେମ୍ବରଠାରୁ ମହାରାଷ୍ଟ୍ରରେ ବାର, ଲାଉଞ୍ଜ ଏବଂ କାଫେରେ ଦିଆଯାଉଥିବା ମଦ ମୂଲ୍ୟ ବୃଦ୍ଧି ପାଇବ। ଏସି ବାର୍, ଲାଉଞ୍ଜ ଏବଂ କାଫେଗୁଡିକର ଆରାମଦାୟକ ସୋଫା ଏବଂ ଚେୟାରରେ ବସି ମଦ୍ୟପାନ କରିବାକୁ ଭଲ ପାଉଥିବା ଲୋକଙ୍କୁ ବର୍ତ୍ତମାନ…

ମହାଦେବ ବେଟିଂ ଆପ ସ୍କାମ: ୧୯୭ ପୃଷ୍ଠାର ଚାର୍ଜସିଟ୍ ଦାଖଲ, ତାଲିକାରେ ୧୪ ଅଭିଯୁକ୍ତ ଅନ୍ତର୍ଭୁକ୍ତ

ନୂଆଦିଲ୍ଲୀ: ମହାଦେବ ବେଟିଂ ଆପ୍ ସ୍କାମ୍ ମାମଲାରେ ଇଡି ପ୍ରଥମ ଚାର୍ଜସିଟ୍ ଦାଖଲ କରିସାରିଛି। ଅନୁସନ୍ଧାନକାରୀ ସଂସ୍ଥା ୫ ହଜାର କୋଟି ଟଙ୍କାର ମନି ଲଣ୍ଡ୍ରିଂ କେସରେ ଦୁବାଇରୁ ଅନଲାଇନ ବେଟିଂ ଆପ ମାଧ୍ୟମରେ ସୌରଭ ଚନ୍ଦାକର ଓ ତାଙ୍କ ବିଜନେସ ପାର୍ଟନର ରବି ଉପ୍ପଲଙ୍କ ସମେତ ୧୪ ଜଣଙ୍କ…

ପଢ଼ିବା ପାଇଁ ଆଗ୍ରହୀ ନହେଲେ ଲେଖିବା ସମ୍ଭବ ନୁହେଁ : ଲିପିକା ମିଶ୍ର

ଓଡ଼ିଆ ସାହିତ୍ୟର ଜଣେ ସମ୍ବେଦନଶୀଳ ଓ ପ୍ରାଣବନ୍ତ ପ୍ରତିଭା ଲିପିକା ମିଶ୍ର । ଗଳ୍ପ, କବିତା, ନାଟକ ରଚନା ଓ ଅନୁସୃଜନ ସହ ସେ ସାଉଣ୍ଟିଛନ୍ତି ବିପୁଳ ପାଠକୀୟତା । ତାଙ୍କ ସର୍ଜନା କ୍ଷେତ୍ରର ପରିସୀମା ମପା ଯାଇ ପାରେନା । ଅଧ୍ୟାପିକା ଭାବରେ ଛାତ୍ର ଛାତ୍ରୀଙ୍କ ଯେତିକି ପ୍ରିୟ ଜଣେ ସାଙ୍ଗଠିକା…

ଅଜବ ପରମ୍ପରା, ଭଗବାନଙ୍କୁ ଅର୍ପଣ କରାଯାଏ ମଦ: ଜିଲ୍ଲା ପ୍ରଶାସନ ବି କରୁଛି ଅନୁସରଣ…

ଉଜୈନ୍ : ରାଜା ବିକ୍ରମଦିତ୍ୟଙ୍କ ସମୟରେ ଆରମ୍ଭ ହୋଇଥିବା ଏହି ପରମ୍ପରାକୁ ଆଜି ମଧ୍ୟ ଜିଲ୍ଲା ପ୍ରଶାସନ ଅନୁସରଣ କରୁଛି। ବିଶ୍ବାସ କରାଯାଏ,  ଯେ ମହାମାୟା ଏବଂ ଦେବୀ ମହାଲୟା ମନ୍ଦିରରେ ମାତା ଦେବୀଙ୍କୁ ମଦ ଅର୍ପଣ କରି ସହରରେ ମହାମାରୀ ବିସ୍ତାରକୁ ଏଡାଯାଇପାରିବ। ପ୍ରାୟ ୨୭ କିଲୋମିଟର…