Latest Odisha News

BREAKING NEWS

Browsing Category

ଫିଚର

ଟ୍ୟାନିଂ ଦୂର ପାଇଁ ସର୍ବୋତ୍ତମ କଫି , ଜାଣନ୍ତୁ ଏହାକୁ ପ୍ରସ୍ତୁତ କରିବା ପ୍ରଣାଳୀ…

ନୂଆଦିଲ୍ଲୀ : ସବୁବେଳେ ଖରାରେ ଯିବା ଆସିବା କରିବା ଯୋଗୁଁ ସୂର୍ଯ୍ୟକିରଣ ସଂସ୍ପର୍ଶରେ ଆସିବା କାରଣରୁ ଆମ ଚେହେରାରେ ଟ୍ୟାନିଂ ହୋଇଥାଏ । ଏହା ଆମ ତ୍ୱଚାର ବାହାର ପରସ୍ତକୁ କ୍ଷତି ପହଞ୍ଚାଇଥାଏ । ଏହା ଦ୍ୱାରା ତ୍ୱଚାର ରଙ୍ଗ ମଧ୍ୟ କମିଯାଏ । ତେବେ ସ୍କିନ ଟ୍ୟାନିଂ କମ୍‌ କରିବା ପାଇଁ…

ଶିମିଳିପାଳରେ ଚାଲିଛି ବାଘ ଗଣନା : ଖଞ୍ଜାଯାଇଛି ୪୫୦ରୁ ଉର୍ଦ୍ଧ୍ବ ଟ୍ରାପ୍ କ୍ୟାମେରା

ବାରିପଦା : ଶିମିଳିପାଳ ଅଭୟାରଣ୍ୟରେ ବାଘ ଗଣନା । ୩ଟି ପର୍ଯ୍ୟାୟରେ ବାଘ ଗଣନା କାର୍ଯ୍ୟ ଚାଲିଛି  । ଏଥିଲାଗି ୭୦୦ କର୍ମଚାରୀ ନିୟୋଜିତ ହୋଇଛନ୍ତି । ଶିମିଳିପାଳର ଉତ୍ତର ଦକ୍ଷିଣ ସମେତ ବିଭିନ୍ନ ବନଖଣ୍ଡରେ ଗଣନା ଜାରି ରହିଛି । ରାଇରଙ୍ଗପୁର, କରଞ୍ଜିଆ ଓ ବାରିପଦା ବନଖଣ୍ଡରେ ଗଣନା…

ବାଇଡେନଙ୍କ ଗସ୍ତ ପୂର୍ବରୁ ଗାଜା ହସ୍ପିଟାଲରେ ରକେଟ୍ ମାଡ : ୫୦୦ରୁ ଉର୍ଦ୍ଧ୍ବ ମୃତ

ନୂଆଦିଲ୍ଲୀ : ବାଇଡେନଙ୍କ ଇସ୍ରାଏଲ ଗସ୍ତ ପୂର୍ବରୁ ବଡ ଖବର ସାମ୍ନାକୁ ଆସିଛି । ଗାଜା ହସ୍ପିଟାଲ ଉପରେ ରକେଟ୍ ମାଡ ହୋଇଛି । ଫଳରେ ୫୦୦ ରୁ ଉର୍ଦ୍ଧ୍ବ ଲୋକଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଏବଂ ଶିଶୁ ଥିବା ଜଣାପଡିଛି । ଇସ୍ରାଏଲ ପକ୍ଷରୁ ରକେଟ୍ ମାଡ ହୋଇଥିବା…

ସୈତାନ ସାଜିଲା ମାଆ : ୪ବର୍ଷର ଝିଅକୁ ମାରି ଜଙ୍ଗଲରେ ପୋତି ଦେଲା !

ବାଲିଗୁଡା : ବାଲିଗୁଡା ସାରଙ୍ଗଡ ଥାନା ଗୁଟିଙ୍ଗିଆ ଗାଁରେ ଅଭାବନୀୟ ଘଟଣା ଘଟିଛି  । ଏକ ୪ ବର୍ଷର ଝିଅକୁ ତାର ମାଆ ହତ୍ୟା କରିଥିବା ଅଭିଯୋଗ ହୋଇଛି  । ଜଙ୍ଗଲରୁ ମୃତଦେହ ଜବତ ସହ ମାଆକୁ ଅଟକ ରଖିଲା ପୋଲିସ । ପାରିବାରିକ କଳହରୁ  ମହିଳା ଜଣଙ୍କ ତାଙ୍କ ସ୍ବାମୀଙ୍କ ଠାରୁ ଅଲଗା ରହୁଥିଲେ ।…

ଟଙ୍କା ନଫେରାଇବାରୁ ପ୍ରିୟବ୍ରତ ଅପହରଣର ଶିକାର !

ଭୁବନେଶ୍ୱର: ପଇସା ଧାରରେ ନେଇ ନଫେରାଇବାରୁ ଅପହରଣର ଶିକାର ହୋଇଛନ୍ତି ପ୍ରିୟବ୍ରତ ସାହୁ। ଏବେ ଏଭଳି ଏକ ସୂଚନା ମିଳିଛି, ଯିଏକି ସଂଧ୍ୟାରେ ଭୁବନେଶ୍ବର ସ୍ଥିତ ରଶୁଲଗଡ ଅଞ୍ଚଳରେ ଥିବା ଏସପ୍ଲାନେଡ ସପିଂ ମଲ ନିକଟରୁ ଅପହରଣର ଶିକାର ହୋଇଥିବା ସହିଦ ନଗର ଥାନାରେ ତାଙ୍କ ସାଙ୍ଗ ଲୋକନାଥ…

ଖାକିରେ ଦାଗ, ଦୁଷ୍କର୍ମ ଅଭିଯୋଗରେ ଜାମଦା ଥାନାର ଦୁଇ ପୋଲିସ କର୍ମଚାରୀ ଗିରଫ

ଭୁବନେଶ୍ୱର: ମୟୂରଭଞ୍ଜ ଜିଲ୍ଲାର ଜାମଦା ପୋଲିସ ଏବେ ଚର୍ଚ୍ଚାରେ। ଦୁଇ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଦୁଇ ପୋଲିସ କର୍ମଚାରୀ ଗିରଫ ହେବା ଘଟଣା ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଯାହା ଖାକି ପୋଷାକରେ ଦାଗ ଲଗାଇଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ଜାମଦା ଥାନାର ଏଏସ୍ଆଇ ଆନନ୍ଦ…

କୋର୍ଟ ପରିସରରୁ କଏଦୀ ଚମ୍ପଟ, ପୋଲିସ ଜଳକା!

ଭୁବନେଶ୍ୱର: ମଙ୍ଗଳବାର ଭୁବନେଶ୍ୱର କୋର୍ଟ ପରିସରରୁ ଜଣେ ଅଭିଯୁକ୍ତ ପୋଲିସ ହେପାଜତରୁ ଖସି ପଳାଇବା ପରେ ପୋଲିସର ଏକ ବଡ ସୁରକ୍ଷା ତ୍ରୁଟି ସାମ୍ନାକୁ ଆସିଛି। ଫେରାର କଏଦୀ ପ୍ରଶାନ୍ତ କୁମାର ଘଡେଇର ନାଁରେ ଭୁବନେଶ୍ୱର ଓ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି।…

ବାଦାମପାହାଡ଼, ରାଇରଙ୍ଗପୁର ଅଞ୍ଚଳକୁ ପ୍ରଥମ ଏକ୍ସପ୍ରେସ ଟ୍ରେନ, ଦକ୍ଷିଣ ପୂର୍ବ ରେଳପଥକୁ ୪ଟି ନୂଆ ଟ୍ରେନ

ଭୁବନେଶ୍ୱର: ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଦ୍ୱାରା ଦକ୍ଷିଣ ପୂର୍ବ ରେଳପଥ ପାଇଁ ୪ ଟି ନୂତନ ଟ୍ରେନ୍ ଏହି ପାର୍ବଣ ଋତୁରେ ଉପହାର ଦିଆଯାଇଅଛି ଯେଉଁଥିରେ ଟାଟା ଠାରୁ ରାଇରଙ୍ଗପୁର /ବାଦାମପାହାଡ଼ ଅଞ୍ଚଳକୁ ପ୍ରଥମ ମେଲ ଏକ୍ସପ୍ରେସ ଟ୍ରେନ ଅନ୍ତର୍ଭୁକ୍ତ । ଏହି ଅଞ୍ଚଳରେ ଟ୍ରେନ ଚଳାଚଳ…

ଶ୍ୱେତ କୁମାର ଦାଶଙ୍କ କ୍ଷୁଦ୍ର ଚଳଚ୍ଚିତ୍ର ‘ଦ ହିଲିଂ ଟଚ୍’ କୁ ସ୍ୱତନ୍ତ୍ର ସୂଚିତ ଶ୍ରେଣୀରେ ଜାତୀୟ ପୁରସ୍କାର

ଭୁବନେଶ୍ୱର: ଦିଲ୍ଲୀର ବିଜ୍ଞାନ ଭବନରେ ୬୯ତମ ଜାତୀୟ ଚଳଚିତ୍ର ପୁରଷ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଛି। ଶ୍ରେଷ୍ଠ କ୍ଷୁଦ୍ର ଚଳଚ୍ଚିତ୍ରର ସ୍ବତନ୍ତ୍ର ସୂଚିତ (ନନ୍ ଫିଚର ସ୍ପେଶାଲ ମେନସନ) ଶ୍ରେଣୀରେ ଓଡିଆ ସିନେମା ‘ଦ ହିଲିଂ ଟଚ୍’କୁ ଜାତୀୟ ପୁରସ୍କାର ମିଳିଛି। ଏହି ସମ୍ମାନ ମାନ୍ୟତାର…

ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ଅଭିଯାନ-୨୦୨୪, ସଚେତନତା ଲକ୍ଷ୍ୟରେ ‘ପଥ ଉତ୍ସବ’

ଭୁବନେଶ୍ୱର: ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ଅଭିଯାନ-୨୦୨୪ । ଚଳିତ ମାସ ୨୭ ରୁ ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଅଭିଯାନ । ସଚେତନତା ସୃଷ୍ଟି ଲକ୍ଷ୍ୟରେ ଆସନ୍ତା ୨୮ ତାରିଖରେ ଅନୁଷ୍ଠିତ ହେବ ‘ପଥ ଉତ୍ସବ’ । ଏ ସଂକ୍ରାନ୍ତରେ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ…