Latest Odisha News

BREAKING NEWS

Browsing Category

ଫିଚର

ସ୍ବାସ୍ଥ୍ୟ ପାଇଁ କେତେ ଉପକାରୀ କଞ୍ଚା ଅମୃତଭଣ୍ଡା, ଆସନ୍ତୁ ଜାଣିବା…

ଭୁବନେଶ୍ୱର: କଞ୍ଚା ଅମୃତଭଣ୍ଡା ଆମ ଶରୀର ପାଇଁ ଖୁବ୍ ହିତକାରୀ। ଏଥିରେ ଭିଟାମିନ୍ ଏ,ସି ଓ ଇ ଭରପୂର ମାତ୍ରାରେ ଥାଏ। ଏହା ଆମ ଶରୀରର ରୋଗ ପ୍ରତିଷେଧକ ଶକ୍ତିକୁ ମଜଭୁତ୍ କରିଥାଏ। ଲିଭରକୁ ସୁସ୍ଥ ରଖିବାରେ କଞ୍ଚା ଅମୃତଭଣ୍ଡା ଭୂମିକା ଅତୀବ ଗୁରୁତ୍ୱପୂର୍ଣ୍ଣ। ଜଣ୍ଡିସ୍ ହେଲେ ଲିଭର୍ ଦୁର୍ବଳ…

୭୨ବର୍ଷ ପରେ ପାକିସ୍ତାନରେ ଖୋଲିଲା ସର୍ବ ପୁରାତନ ହିନ୍ଦୁ ମନ୍ଦିର : ଏବେ ବି ଅକ୍ଷୁର୍ଣ୍ଣ ରହିଛି କଳାନୌପଣ୍ୟ

ନୂଆଦିଲ୍ଲୀ : ଭାରତ-ପାକିସ୍ତାନ ବିଭାଜନର ଯନ୍ତ୍ରଣା କେବେବି ଭୁଲି ହେବନି  । ଏଥିରେ ବହୁ ସଂଖ୍ୟକ ଲୋକ ପ୍ରାଣ ହରାଇଥିଲେ  । ବହୁ ସମ୍ପତ୍ତି ନଷ୍ଟ ହୋଇଥିବାବେଳେ  ପାକିସ୍ତାନରେ ଥିବା ବହୁ ହିନ୍ଦୁ ମନ୍ଦିର ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା । ବିଭାଜନ ପରେ ପାକିସ୍ତାନର ଅନେକ ହିନ୍ଦୁ ମନ୍ଦିର…

ପୂର୍ବବର୍ଷ ଅକ୍ଚୋବର ତୁଳନାରେ ଚଳିତଥର ଅଧିକ ଗରମ ଅନୁଭୂମ ହେଉଛି କି?

ଭୁବନେଶ୍ବର/ନୂଆଦିଲ୍ଲୀ: ଉଭୟ ଦିନ ବେଳା କେମିତି ଅନୁଭବ କରୁଛନ୍ତି ଆପଣ? ତିନି ମାସ ପରେ ମୌସୁମୀ ପ୍ରତ୍ୟାବର୍ତ୍ତନର ସମୟ ସହିତ ବାତ୍ୟାର ମାସ କୁହାଯାଉଥିବା ଅକ୍ଟୋବରରେ ଯେଉଁଭଳି ତାତି ଏବଂ ଗୁଳୁଗୁଳି ରହିଛି କ'ଣ ଭାବୁଛନ୍ତି? ପୂର୍ବବର୍ଷ ତୁଳନାରେ ଚଳିତଥର ଅକ୍ଚୋବର ମାସରେ ଅଧିକ ଗରମ…

ପତ୍ନୀ ହତ୍ୟାକାରୀ ସ୍ୱାମୀ: ପ୍ରଥମ ପତ୍ନୀ ପରେ ଏବେ ୨ୟ ପତ୍ନୀଙ୍କୁ ପିଟି ପିଟି ହତ୍ୟା କଲେ

ଜୟପୁର: ପତ୍ନୀ ହତ୍ୟାକାରୀ ସ୍ୱାମୀ । ସେ ଜଣେ ପେଷାଦାର ପତ୍ନୀ ହତ୍ୟାକାରୀ ।  ଜଣେ ନୁହେଁ ଦୁଇଦୁଇ ଜଣ ପତ୍ନୀଙ୍କୁ ହତ୍ୟା କଲେଣି । ପ୍ରଥମ ପତ୍ନୀଙ୍କୁ ହତ୍ୟା କରିବା ପରେ ଧରାପଡିଥିଲେ । ୧୫ ବର୍ଷ ଜେଲ ଦଣ୍ଡ ବି ଭୋଗିଥିଲେ । ଜେଲରୁ ଫେରିବା ପରେ ୨ୟ ପତ୍ନୀଙ୍କୁ ହତ୍ୟା କରିଛନ୍ତି । ସେ…

ବାଲ୍ୟ ବିବାହକୁ ନେଇ ଜାତିସଂଘ ମହାସଚିବଙ୍କ ବଡ଼ ବୟାନ, ଟ୍ରେଣ୍ଡ ଅନୁଯାୟୀ ରୋକିବାକୁ ୩୦୦ ବର୍ଷ ଲାଗିବ

ନୂଆଦିଲ୍ଲୀ: ବୁଧବାର ଅନ୍ତର୍ଜାତୀୟ ବାଳିକା ଦିବସ ଥିଲା। ଏହି ଅବସରରେ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍ କଡ଼ା ଚେତାବନୀ ଦେଇ କହିଛନ୍ତି, ସାରା ବିଶ୍ୱ ବାଲ୍ୟ ବିବାହକୁ ନେଇ ଫେଲ୍ ମାରୁଛି। ସେ କହିଛନ୍ତି ଯେ, ବର୍ତ୍ତମାନର ଟ୍ରେଣ୍ଡ ଯେଉଁଭଳି ଆଗକୁ ବଢ଼ୁଛି, ବାଲ୍ୟ ବିବାହର ଅନ୍ତ ହେବାକୁ…

କୁମାର ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ: କେତେବେଳେ ପାକତ୍ୟାଗ ଓ ଦେବନୀତି ନିଷେଧ, ଜାଣନ୍ତୁ ପୂରା ବିବରଣୀ

ପୁରୀ:କୁମାର ପୂର୍ଣ୍ଣିମାରେ ପଡିବ ଚନ୍ଦ୍ରଗହଣ । ତେଣୁ ଅକ୍ଟୋବର ୨୮ ତାରିଖରେ ଚନ୍ଦ୍ରଗ୍ରହଣ ଯୋଗୁ ଶ୍ରୀମନ୍ଦିରରେ ହେବ ସ୍ୱତନ୍ତ୍ର ପୂଜାନୀତି । ଏହି ଚନ୍ଦ୍ରଗ୍ରହଣ ଏକମାତ୍ର ରାହୁଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ ହେବ । ଗ୍ରହଣର ଅବଧି ୧ ଘଣ୍ଟା ୧୯ ମିନିଟ ୭ ସେକେଣ୍ଡ ।  ଗ୍ରହଣ ସ୍ପର୍ଶ…

ଭୁଲ ଅସ୍ତ୍ରୋପଚାର ଯୋଗୁଁ ଛଅ ବରିଷ୍ଠ ନାଗରିକ ହରାଇଲେ ଦୃଷ୍ଟିଶକ୍ତି !

ଭଦ୍ରକ: ଏକ ଘରୋଇ ଚକ୍ଷୁ ଚିକିତ୍ସାଳୟରେ ତ୍ରୁଟିପୂର୍ଣ୍ଣ ମୋତିଆବିନ୍ଦୁ ଅସ୍ତ୍ରୋପଚାର ଅଭିଯୋଗରେ ଭଦ୍ରକ ଜିଲ୍ଲାର ୬ ଜଣ ବରିଷ୍ଠ ନାଗରିକ ଦୃଷ୍ଟିଶକ୍ତି ହରାଇ ବସିଛନ୍ତି। ସେପ୍ଟେମ୍ବର ୨୮ ରୁ ୩୦ ମଧ୍ୟରେ ଏହି ଅସ୍ତ୍ରୋପଚାର କରାଯାଇଥିଲା ଏବଂ ପରେ ରୋଗୀଙ୍କ ଦୃଷ୍ଟିଶକ୍ତିରେ ଉନ୍ନତି ହେବା…

ବ୍ରହ୍ମପୁର ଗୋଷାଣୀନୂଆଗାଁ ନୀଳକଣ୍ଠ ନଗରରେ ମହିଳାଙ୍କୁ ହତ୍ୟା

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଗୋଷାଣୀନୂଆଗାଁ ଥାନା ଅନ୍ତର୍ଗତ ନୀଳକଣ୍ଠ ନଗରରେ ବୁଧବାର ସନ୍ଧ୍ୟାରେ ଶିଶୁ ମଙ୍ଗଳ କମିଟିର ସଦସ୍ୟା ସୌଦାମିନୀ ରଥଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ସୌଦାମିନୀ ରଥ ଅନେକ ଏନଜିଓ ସହ ଜଡିତ ଥିଲେ ଏବଂ ଏଡସ୍ ଆକ୍ରାନ୍ତଙ୍କ…

ବକ୍ସର ଟ୍ରେନ ଦୁର୍ଘଟଣା: ଶେଷ ହେଲା ଉଦ୍ଧାର କାର୍ଯ୍ୟ, ୪ ମୃତ, ଶତାଧିକ ଆହତ

ନୂଆଦିଲ୍ଲୀ: ବିହାରର ବକ୍ସର ରଘୁନାଥପୁର  ଷ୍ଟେସନ ନିକଟରେ ନର୍ଥ ଇଷ୍ଟ ଟ୍ରେନ ଭୟଙ୍କର ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ଟ୍ରେନର ସମସ୍ତ ବଗି ଲାଇନଚ୍ୟୁତ ହୋଇଯାଇଛି ।ବଗି ଗୁଡିକ ସମ୍ପୂର୍ଣ୍ଣ ଭାବେ ଓଲଟି ରାସ୍ତା ଉପରେ ପଡିଛି । ଘଟଣାରେ ୪ ଜଣଙ୍କର ମୃତ୍ୟୁ ଘଟିଛି । ଶତାଧିକ ଆହତ ହୋଇଛନ୍ତି…

ନଭେମ୍ବରରେ ରାଜ୍ୟ ସରକାର ଇଣ୍ଟରନେସନାଲ କନଭେନସନ୍ ଅନ୍ ମିଲେଟର ଆୟୋଜନ କରିବେ

ଭୁବନେଶ୍ୱର: ରାଜ୍ୟ ସରକାର ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଆଗାମୀ ଦଶନ୍ଧି ପାଇଁ ବାଜରା ଚାଷର ରୋଡମ୍ୟାପ୍ ପ୍ରସ୍ତୁତ କରିବା ଦିଗରେ ନେତୃତ୍ୱ ନେବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର କହିଛନ୍ତି। ଆସନ୍ତା ନଭେମ୍ବର ୧୦ ଓ ୧୧ ତାରିଖରେ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ…