Latest Odisha News

BREAKING NEWS

Browsing Category

ଫିଚର

ବଜ୍ରପାତରେ ଜଣେ ସ୍କୁଲ ଛାତ୍ରୀ ସମେତ ପରିବାରର ତିନି ମୃତ

ଧର୍ମଗଡ଼: ମଙ୍ଗଳବାର ଅପରାହ୍ନ ପାଞ୍ଚଟା ବେଳେ ହୋଇଥିବା ବଜ୍ରପାତରେ ଗୋଟିଏ ପରିବାରର ତିନି ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ସମସ୍ତେ ପର୍ଲା ପଞ୍ଚାୟତ ଚିତାମୁଣ୍ଡା ଗ୍ରାମର ଲିମଗୋଛିଆ ପରିବାର ବୋଲି ଜଣାପଡିଛି। ମୃତକଙ୍କ ମଧ୍ୟରେ ଜଣେ ନବମ ଶ୍ରେଣୀ ଝିଅ ଥିବା ସୂଚନା ମିଳିଛି। ସୁଚନା ଅନୁଯାୟୀ…

ଗବେଷଣାରେ ଖୁଲାସା: ବେଶୀ ଲୁଣ ଖାଉଛନ୍ତି ଭାରତୀୟ

ନୂଆଦିଲ୍ଲୀ: ଭାରତୀୟମାନେ ଅନ୍ୟ ଦେଶ ତୁଳନାରେ ବେଶୀ ଲୁଣ ଖାଇଥାନ୍ତି ବୋଲି ଏକ ଷ୍ଟଡିରେ ଜଣାପଡିଛି । ନେଚର ପୋର୍ଟଫୋଲିଓରେ ପ୍ରକାଶିତ ଷ୍ଟଡିରେ ଏହି ତଥ୍ୟ ପ୍ରକାଶ ପାଇଛି । ସାଧାରଣତଃ ଜଣେ ବ୍ୟକ୍ତିକୁ ଦିନକୁ ୫ ଗ୍ରାମ ଲୁଣ ଖାଇବା କଥା । ମାତ୍ର ଅଧିକାଂଶ ଭାରତୀୟ ପ୍ରତ୍ୟେକ ଦିନ ୮ଗ୍ରାମ…

ପାକିସ୍ତାନ କ୍ରିକେଟରେ କେନ୍ଦ୍ରୀୟ ଚୁକ୍ତି ନେଇ ଖେଳାଳି, ବୋର୍ଡ ମଧ୍ୟରେ ଘନେଇଲା ବିବାଦ

ନୂଆଦିଲ୍ଲୀ: ଆଇସିସି ଦିନିକିଆ ବିଶ୍ୱକପ କ୍ରିକେଟ ଖେଳିବା ପାଇଁ ପାକିସ୍ତାନ ଟିମକୁ ଭାରତୀୟ ଭିଜା ମିଳିସାରିଛି । ତେବେ ଏ ସବୁ ସତ୍ୱେ ପାକିସ୍ତାନ ଟିମର ଖେଳାଳିମାନେ ବିଶ୍ୱକପ ପ୍ରସ୍ତୁତି ଠିକ ଭାବେ କରି ପାରୁ ନାହାନ୍ତି । ପାକିସ୍ତାନ ମିଡିଆରେ ପ୍ରକାଶିତ ରିପୋର୍ଟ ଅନୁସାରେ ୧୯୯୨ ବିଶ୍ୱକପ…

କଲେଜିୟମ ସୁପାରିସକୁ ଅନୁମୋଦନରେ ବିଳମ୍ବ, କେନ୍ଦ୍ର ସରକାରଙ୍କ ଉପରେ ରାଗିଗଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କଲେଜିୟମ ଦ୍ୱାରା ସୁପାରିସ କରାଯାଇଥିବା ବିଚାରପତିଙ୍କ ନାମକୁ ମଞ୍ଜୁର କରିବାରେ କେନ୍ଦ୍ର ସରକାରଙ୍କ ବିଳମ୍ବକୁ ନେଇ ସୁପ୍ରିମକୋର୍ଟ ମଙ୍ଗଳବାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏପରି ବିଳମ୍ବତା ଓକିଲଙ୍କ ମନୋବଳ ଏବଂ ଦେଶରେ ନ୍ୟାୟର ମାନକୁ ପ୍ରଭାବିତ କରୁଛି ବୋଲି କୋର୍ଟ…

ଅଧ୍ୟାପକମାନେ କଲେଜରେ ୭ ଘଣ୍ଟା ରହିବେ, ଉଚ୍ଚଶିକ୍ଷା ବିଭାଗ ଉଚ୍ଚସ୍ତରୀୟ ବୈଠକରେ ସୁପାରିସ

ଭୁବନେଶ୍ୱର: ରାଜ୍ୟରେ ଉଚ୍ଚଶିକ୍ଷା ବ୍ୟବସ୍ଥା ଅଧିକ ଦୃଢ଼ ଓ ଶୃଙ୍ଖଳିତ ହେବ। ଏନେଇ ଚଳିତ ବର୍ଷ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। କଲେଜରେ ଅଧ୍ୟାପକମାନେ ୭ ଘଣ୍ଟା କାଳ ରହିବେ। ଅଧ୍ୟାପକଙ୍କ ଦୈନିକ ଉପସ୍ଥାନ ୭ ଘଣ୍ଟା ରଖିବାକୁ ସୁପାରିସ କଲା ଉଚ୍ଚଶିକ୍ଷା ବିଭାଗ। ସୂଚନା ଅନୁସାରେ…

ଭୁବନେଶ୍ୱର ଏମ୍ସରେ ଖୋଲିବାକୁ ଯାଉଛି ତିନି ନୂଆ ବିଭାଗ

ଭୁବନେଶ୍ୱର: ରୋଗୀ ସେବା ବୃଦ୍ଧିକୁ ଦେଖି ଏବଂ ଚାହିଦାକୁ ଦେଖି ଏମ୍ସ-ଭୁବନେଶ୍ୱରରେ ୩ଟି ନୂଆ ବିଭାଗ ଖୋଲିବାକୁ ଯାଉଛି। ମଙ୍ଗଳବାର ଏହାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଆଶୁତୋଷ ବିଶ୍ୱାସ ଏହି ସୂଚନା ଦେଇଛନ୍ତି। ମୁଞ୍ଜର ହୋଇଥିବା ନୂଆ ବିଭାଗଗୁଡ଼ିକ ହେଲା ଇନଫେକସନ ଡିଜିଜ,…

ଏଥର ସୋର ଦେଖିବ ନୂଆ ମୁହଁ !

ଭୁବନେଶ୍ୱର: ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ବାଲେଶ୍ଵର ଜିଲ୍ଲାର ନିର୍ବାଚନମଣ୍ଡଳୀଗୁଡିକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି କ୍ରମରେ ସୋର ନିର୍ବାଚନ ମଣ୍ଡଳୀରେ ୨୦୨୪ ର ଚିତ୍ର କଣ ହେବ ତାକୁ ନେଇ ଭିନ୍ନ ଭିନ୍ନ ଆକଳନ ଆରମ୍ଭ ହୋଇଛି। ୨୦୧୯ ନିର୍ବାଚନରେ ବିଜେଡିର ପର୍ଶୁରାମ ଧଡ଼ା ୫୪…

ହୃଦଘାତର ଶିକାର ହୋଇ ହସ୍ପିଟାଲରେ ଭର୍ତ୍ତି ହେଲେ ବିଜେପି ନେତା ଶାହନଓ୍ବାଜ ହୁସେନ

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ଶାହନଓ୍ୱାଜ ହୁସେନଙ୍କୁ ମଙ୍ଗଳବାର ହୃଦଘାତ ହୋଇଥିବାରୁ ତାଙ୍କୁ ମୁମ୍ବାଇର ଲୀଲାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବିହାରର ଏହି 54 ବର୍ଷୀୟ ନେତା ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ଭାବେ ମଧ୍ୟ କାମ କରିଛନ୍ତି। ଶାହନଓ୍ୱାଜ…

ଶର୍ମିଳାଙ୍କ ହାତ ଧରୁନାହାନ୍ତି ରାହୁଲ, ଆଉ ବିଳମ୍ବ ହେଲେ ଦୁରେଇଯିବେ !

ଭୁବନେଶ୍ୱର: ବିଧାନସଭା ନିର୍ବାଚନ ଯେତିକି ପାଖେଇ ଆସୁଛି ତେଲେଙ୍ଗାନା ରାଜନୀତି ସେତିକି ସରଗରମ ହେଉଛି। ଦେଶର ପ୍ରମୁଖ ଚାରୋଟି ରାଜ୍ୟର ନିର୍ବାଚନ ଉପରେ ରାଜନୈତିକ ଦଳଗୁଡିକର ନଜର ରହିଥିବା ବେଳେ ତେଲେଙ୍ଗାନା ଦଖଲ ପାଇଁ କଂଗ୍ରେସ ଉଦ୍ୟମକୁ ଜୋରଦାର କରୁଛି। ଲଗାତର ଶାସନ କ୍ଷମତାରେ ଥିବା…

୪୦ ବର୍ଷୀୟ ବ୍ୟକ୍ତଙ୍କ ପେଟରୁ ବାହାରିଲା ଇୟରଫୋନ, ଲକେଟ …ଆହୁରି ଅନେକ କିଛି

ମୋଗା: ପଞ୍ଜାବର ମୋଗା ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସମ୍ମୁଖକୁ ଆସିଛି । ଏଠାରେ ଜଣେ ବ୍ୟକ୍ତି ପେଟରେ ଯନ୍ତ୍ରଣା ହେଉଥିବା ନେଇ ଡାକ୍ତରଖାନାରେ ଭର୍ତି ହୋଇଥିଲେ । ପ୍ରାରମ୍ଭିକ ଚିକିତ୍ସାରେ ସେ ସୁସ୍ଥ ନ ହେବାରୁ ତାଙ୍କର ସ୍କାନ କରାଯାଇଥିଲା । ସ୍କାନ ରିପୋର୍ଟ ଦେଖି ଡାକ୍ତର…