Latest Odisha News

BREAKING NEWS

Browsing Category

ଫିଚର

ଭୋପାଳ ଗସ୍ତରେ ପ୍ରଧାନମନ୍ତ୍ରୀ: ରୋଡ୍ ସୋ ସହ ଜାମ୍ବୋରୀ ଗ୍ରାଉଣ୍ଡରେ ୧୦ ଲକ୍ଷ କର୍ମୀଙ୍କୁ ଦେବେ ବିଜୟର…

ଭୋପାଳ : ଆଜି ଭୋପାଳ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  । ଏଥିଲାଗି କଡା ସୁରକ୍ଷା ବଳୟ ମଧ୍ୟରେ ରହିଛି ପୁରା ସହର । ସକାଳ ୧୦ଟା ୫୫ ରେ ଭୋପାଳ ବିମାନବନ୍ଦରରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ପରେ ସେ ବିମାନ ବନ୍ଦରରୁ ସିଧାସଳଖ ହେଲିକପ୍ଟର ଯୋଗେ ଜାମ୍ବୋରୀ…

ମହାରାଷ୍ଟ୍ର ନାସିକରେ ମର୍ମନ୍ତୁଦ ଦୁର୍ଘଟଣା: ରାସ୍ତାରେ ଚାଲିକି ଯାଉଥିବାବେଳେ ଧକ୍କା ଦେଲା କାର୍, ୩ ମୃତ, ୨ ଗୁରୁତର

ମୁମ୍ବାଇ: ମହାରାଷ୍ଟ୍ର ନାସିକ ଜିଲ୍ଲାର କଲ୍ୟାଣ ନାସିକ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଆଜି ସକାଳୁ ୫ ଜଣ ବ୍ୟକ୍ତି ରାସ୍ତାରେ ଚାଲିକି ଯାଉଥିବାବେଳେ ଦ୍ରୁତ ଗତିରେ ଯାଉଥିବା ଏକ କାର୍ ସେମାନଙ୍କୁ ଧକ୍କା ଦେଇଛି  । ଫଳରେ ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ…

ଜମ୍ମୁ କଶ୍ମୀରରେ ୫ ଜଣ ‘ହାଇବ୍ରିଡ୍’ ଆତଙ୍କବାଦୀ ଗିରଫ

ଶ୍ରୀନଗର: ଭାରତୀୟ ସୁରକ୍ଷା ବାହିନୀ ରବିବାର ଜମ୍ମୁ-କଶ୍ମୀରରେ ୫ ଜଣ 'ହାଇବ୍ରିଡ୍' ଆତଙ୍କବାଦୀଙ୍କୁ ଗିରଫ କରିବା ସହ ୨ଟି ଆତଙ୍କବାଦୀ ମଡ୍ୟୁଲର ପର୍ଦ୍ଦାଫାଶ କରିବା ସହ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଜବତ କରିଛି। ଆଦିଲ ହୁସେନ ବନି, ସୁହେଲ ଅହମ୍ମଦ ଡାର, ଐତମାଦ ଅହମ୍ମଦ ଲାବେ, ମେହରାଜ…

ଇନ୍ଦୋରରେ ଭ୍ରମଣକାରୀ ଦଳକୁ ୯୯ ରନରେ ହରାଇଲା ଭାରତ

ନୂଆଦିଲ୍ଲୀ: ରବିବାର ଇନ୍ଦୋରର ହୋଲକର କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ଭାରତ ୯୯ ରନ୍ (ଡିଏଲଏସ ମେଥଡ)ରେ ଅଷ୍ଟ୍ରେଲିଆକୁ ପରାସ୍ତ କରି ଗୋଟିଏ ମ୍ୟାଚ୍ ବାକି ଥାଇ ୨-୦ରେ ଶୃଙ୍ଖଳା ହାତେଇ ନେଇଛି। ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇ ୫ ଓ୍ୱିକେଟ୍ ହରାଇ…

ରାଜଧାନୀରେ ଅଘଟଣ, ପୋଖରୀରେ ବୁଡି ୨ ଛାତ୍ର ମୃତ

ଭୁବନେଶ୍ୱର: ପୋଖରୀପୁଟରେ ଅଘଟଣ। ପୋଖରୀରେ ବୁଡ଼ିଗଲେ ଦଶମ ଶ୍ରେଣୀର ଦୁଇ ଜଣ ଛାତ୍ର। ପୋଖରୀରେ ଗାଧୋଉଥିବା ବେଳେ ସେଥିରୁ ଦୁଇ ଜଣ ବୁଡିଯାଇଥିବା ସୂଚନା ମିଳିଛି। ସେମାନଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି। ମୃତ…

ଏସିଆନ ଗେମ୍ସ: ୧୩ ବର୍ଷ ପରେ ଫୁଟବଲ ପ୍ରି କ୍ୱାର୍ଟରରେ ପ୍ରବେଶ କଲା ଭାରତ

ହାଙ୍ଗଝୋଉ: ଭାରତୀୟ ଫୁଟବଲ ଟିମ ୧୩ ବର୍ଷ ପରେ ଏସିଆନ ଗେମ୍ସର ପ୍ରିକ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି । ରବିବାର ଭାରତ ଚମତ୍କାର ପ୍ରଦର୍ଶନ କରି ମ୍ୟାନମାର ସହ ମ୍ୟାଚ ୧-୧ରେ ଡ୍ର ରଖିଥିଲା । ୨୩ତମ ଦଳର ଷ୍ଟାର ଖେଳାଳି ସୁନୀଲ ଛେତ୍ରୀ ଭାରତ ପକ୍ଷରୁ ଏକମାତ୍ର ଗୋଲଟି ସ୍କୋର କରିଥିଲେ ।…

ଇନ୍ଦୋରରେ ଆୟୋଜନ ହେବ ‘ଇଣ୍ଡିଆ ସ୍ମାର୍ଟ ସିଟିଜ୍ କନକ୍ଲେଭ୍ ୨୦୨୩’

ନୂଆଦିଲ୍ଲୀ: ଇଣ୍ଡିଆ ସ୍ମାର୍ଟ ସିଟିଜ୍ ପୁରସ୍କାର ପ୍ରତିଯୋଗିତା (ଆଇଏସଏସି) ୨୦୨୨ ବିଜେତାମାନଙ୍କୁ ସମ୍ମାନିତ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। କେନ୍ଦ୍ରୀୟ ଆବାସ ଓ ସହରୀ ବ୍ୟାପାର ମନ୍ତ୍ରଣାଳୟ, ଭାରତ ସରକାର ୨୬-୨୭ ସେପ୍ଟେମ୍ବର ୨୦୨୩ ରେ ବ୍ରିଲିଆଣ୍ଟ କନଭେନ୍ସନ ସେଣ୍ଟର, ଇନ୍ଦୋର…

ନାଗସାପ ଗିଳିଲା ୧୨ ଫୁଟର ଅହିରାଜ

ମୟୂରଭଞ୍ଜ: ଜଣେ ବ୍ୟକ୍ତିଙ୍କ ଘରୁ ୧୨ ଫୁଟର ବିଶାଳ ଅହିରାଜ ସାପକୁ ଉଦ୍ଧାର କରିଛନ୍ତି ସ୍ନେକ ଲାଇଫ୍ ଲାଇନର ସଦସ୍ୟ। ଉଦଳା ବନାଞ୍ଚଳ ଅଧିନ ବଡଖମଣ ଗ୍ରାମର ହମବିର ମୁର୍ମୁଙ୍କ ଘର ଭିତରେ ଏକ ଅହିରାଜ ସାପ ପଶିଥିବା ପରିବାର ଲୋକେ ଦେଖିବାକୁ ପାଇଥିଲେ। ଅହିରାଜ ସାପଟି ଘର ଭିତରେ ଚାଳ ନିକଟରେ ଏକ…

ଗଦର ୨ ପରେ ସନୀଙ୍କ ସହ ଫିଲ୍ମ କରିବା ପାଇଁ ନାମୀ ନିର୍ଦ୍ଦେଶକଙ୍କ ଲମ୍ବା ଲାଇନ

ମୁମ୍ବାଇ: ଗଦର ୨ର ସଫଳତା ପରେ ସନୀ ଦେଓଲ ଏବେ ପରିବାର ସହ ଆମେରିକାରେ ଛୁଟି କାଟୁଛନ୍ତି । ରିପୋର୍ଟ ମୁତାବକ ସନୀଙ୍କ ସହ କାମ କରିବା ପାଇଁ ନାମୀ ଦାମୀ ନିର୍ଦ୍ଦେଶକଙ୍କ ଲମ୍ବା ଲାଇନ ଲାଗିଛି । ୬୫ ବର୍ଷ ବୟସରେ ସନୀ ବଲିଉଡ ଇତିହାସର ତୃତୀୟ ସର୍ବାଧିକ ଆୟ କରିଥିବା ଫିଲ୍ମ ଭେଟି ଦେଇଛନ୍ତି ।…

ଓଡ଼ିଶାରେ ‘ଟୁରିଷ୍ଟ ଗାଇଡ଼ କ୍ଲବ’ର ଗଠନ

ଭୁବନେଶ୍ୱର: ସେପ୍ଟେମ୍ବର ୨୪ ରବିବାର ଭୁବନେଶ୍ୱର ଖଣ୍ଡଗିରିଠାରେ ଓଡ଼ିଶାର କୋଣ ଅନୁକୋଣରେ କାର୍ଯ୍ୟରତ ଥିବା ଜାତୀୟସ୍ତରୀୟ ଟୁରିଷ୍ଟ ଗାଇଡ଼, ରିଜିଅନାଲ୍ ସ୍ତରୀୟ, ରାଜ୍ୟ ସ୍ତରୀୟ, ଇକୋ ଟୁରିଷ୍ଟ ଗାଇଡ଼, କୋଣାର୍କ, ନନ୍ଦନକାନନ, ଶିମିଳିପାଳ, ଦେବ୍ରିଗଡ଼ର ଟୁରିଷ୍ଟ ଗାଇଡ଼ମାନେ ସଂଗଠିତ ହୋଇ…