Latest Odisha News

BREAKING NEWS

Browsing Category

ଫିଚର

ନିପା ଭାଇରସ୍ ସଂକ୍ରମଣ ଯୋଗୁଁ ଦୁଇ ଜଣଙ୍କର ‘ଅସ୍ୱାଭାବିକ’ ମୃତ୍ୟୁ!

ଥିରୁଅନନ୍ତପୁରମ: ନିପା ଭାଇରସ୍ ସଂକ୍ରମଣ ଯୋଗୁଁ ଦୁଇ ଜଣଙ୍କର 'ଅସ୍ୱାଭାବିକ' ମୃତ୍ୟୁ ଘଟିଥିବା ସନ୍ଦେହ କରି କେରଳ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୋମବାର କୋଝିକୋଡ଼ ଜିଲ୍ଲାରେ ସ୍ବାସ୍ଥ୍ୟ ଆଲର୍ଟ ଜାରି କରାଯାଇଛି। ସୋମବାର ରାତିରେ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ବୀଣା ଜର୍ଜ ଏକ ଉଚ୍ଚସ୍ତରୀୟ ବୈଠକ…

ଦୋଷୀ ସାବ୍ୟସ୍ତ ରାଜନେତାଙ୍କ ପାଇଁ ଅଯୋଗ୍ୟତା ଅବଧିର ସମୀକ୍ଷାକୁ ପ୍ରାଥମିକତା ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଜଘନ୍ୟ ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇଥିବା ରାଜନେତାଙ୍କ ପାଇଁ ନିର୍ବାଚନ ଲଢ଼ିବାକୁ ଅଯୋଗ୍ୟ ଘୋଷଣାର ୬ ବର୍ଷର ଅବଧି ଯଥେଷ୍ଟ ଅଛି କି ନାହିଁ ତାହା ନିଷ୍ପତ୍ତି ନେବା ଉପରେ ଗୁରୁତ୍ୱ ଦିଆଯିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ସେହିପରି ଫୌଜଦାରୀ ମାମଲାରେ ସାଂସଦ ଓ ବିଧାୟକଙ୍କ…

୨୦୨୪ ପାଇଁ ତିନି ଦଳର ସମରସଜ୍ଜା, ଜାଣନ୍ତୁ ତିନି ଦଳ କେମିତି ଭୋଟ୍ ଭିକ୍ଷା କରିବେ

ଭୁବନେଶ୍ୱର: ୨୦୨୪ ନିର୍ବାଚନ ପାଇଁ ଓଡ଼ିଶାର ପ୍ରମୁଖ ରାଜନୈତିକ ଦଳ ଗୁଡ଼ିକ ପ୍ରସ୍ତୁତି ଆରମ୍ଭ କରିଦେଇଥିବା ବେଳେ ଶାସକ ବିଜୁ ଜନତା ଦଳ ପକ୍ଷରୁ ଏହାର ନେତା ଓ କର୍ମୀଙ୍କ ପାଇଁ ଏକ ବିଶାଳ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ସେହିପରି ବିଜେପି ପକ୍ଷରୁ କଣ୍ଟ୍ରୋଲ ରୁମ୍ ଓ ଓ୍ୱାର ରୁମ୍…

ଶିକ୍ଷକ: ଏପଟେ ନିଯୁକ୍ତି, ସେପଟେ ପ୍ରତିବାଦ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ କୋଡିଏ ହଜାର ନୂତନ ଶିକ୍ଷକ ନିଯୁକ୍ତି ବିଜ୍ଞପ୍ତିକୁ ବିରୋଧ କରି ସାରା ଓଡ଼ିଶାରେ ପ୍ରାଥମିକ ଶିକ୍ଷକମାନେ ଆନ୍ଦୋଳନ ଆରମ୍ଭ କରିଛନ୍ତି। ପୂର୍ବ ଫର୍ମାଟ ଅନୁଯାୟୀ ପେନସନ ଓ କେନ୍ଦ୍ରୀୟ ଦରମା ଅନୁସାରେ ଦରମା ଦାବିରେ ଶିକ୍ଷକମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି।…

ନାଟ ମଣ୍ଡପର ମରାମତି ପାଇଁ ଏଏସଆଇକୁ ନିର୍ଦ୍ଦେଶ ଦେବାକୁ ହାଇକୋର୍ଟରେ ଆବେଦନ

କଟକ: ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ନାଟ ମଣ୍ଡପର ତୁରନ୍ତ ମରାମତି ପାଇଁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ)କୁ ନିର୍ଦ୍ଦେଶ ଦେବାକୁ ଓଡ଼ିଶା ହାଇକୋର୍ଟରେ ଏକ ମାମଲା ଦାୟର ହୋଇଛି। ୨୦୧୬ରେ ଶ୍ରୀମନ୍ଦିର ମରାମତି ଓ ସଂରକ୍ଷଣ ପାଇଁ ଜନସ୍ୱାର୍ଥ ମାମଲା ଦାୟର କରିଥିବା ଅଭିଶେକ…

କୁଲଦୀପ ଯାଦବଙ୍କ ୫ଟି ୱିକେଟ୍, ଭାରତ ପାକିସ୍ତାନକୁ ୨୨୮ ରନରେ କଲା ପରାସ୍ତ

କଲମ୍ବୋ: ଏସିଆ କପ୍ ୨୦୨୩ର ସୁପର ୪ ମ୍ୟାଚରେ ଭାରତ ପାକିସ୍ତାନକୁ ୨୨୮ ରନରେ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ଦଳ ପକ୍ଷରୁ ବ୍ୟାଟିଂରେ ଶ୍ରେଷ୍ଠ ପ୍ରଦର୍ଶନ ପରେ କୁଲଦୀପ ଯାଦବ ପାଞ୍ଚ ୱିକେଟ୍ ନେଇ ପାକିସ୍ତାନକୁ ଜବରଦସ୍ତ ଝଟକା ଦେଇଛନ୍ତି। ପାକିସ୍ତାନ ବିପକ୍ଷରେ କୁଲଦୀପ ଯାଦବ ପ୍ରଥମେ ଶାଦବ…

ଷ୍ଟାର୍ଟଅପ୍ ଯାତ୍ରା ଏବଂ ଷ୍ଟାର୍ଟଅପ୍ ଏକ୍ସପ୍ରେସ୍ ୨୦୨୩ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ତୃଣମୂଳସ୍ତରରେ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ କରିବା ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉଦ୍ୟୋଗୀତାକୁ ପ୍ରୋତ୍ସାହିତ କରିବା ପାଇଁ ସୋମବାର ଷ୍ଟାର୍ଟଅପ୍ ଯାତ୍ରା ଏବଂ ଷ୍ଟାର୍ଟଅପ୍ ଏକ୍ସପ୍ରେସ୍ ୨୦୨୩ ନାମକ ଦୁଇଟି ପଦକ୍ଷେପ ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ଏହି କାର୍ଯ୍ୟକ୍ରମରେ…

କଲମ୍ବୋ: କୋହଲି, କେ.ଏଲଙ୍କ ଭାଗିଦାରୀ କଲା ବଡ଼ ରେକର୍ଡ

କଲମ୍ବୋ: ସୋମବାର ଏସିଆ କପ୍ ସୁପର-୪ ମୁକାବିଲାରେ ବିରାଟ କୋହଲି (ଅପରାଜିତ ୧୨୨) ଓ ଲୋକେଶ ରାହୁଲ (ଅପରାଜିତ ୧୧୧)ଙ୍କ ଧୂଆଁଧାର ଶତକ ବଳରେ ପାକିସ୍ତାନ ବୋଲରକୁ ବଡ ଝଟକା ସାବ୍ୟସ୍ତ ହୋଇଛି। କୋହଲି ଓ ରାହୁଲଙ୍କ ଅପରାଜିତ ୨୩୩ ରନ୍ ବଳରେ ଭାରତ ବାକି ଦିନରେ ୨୫.୫ ଓଭରରେ କୌଣସି ଓ୍ୱିକେଟ ନ…

ପୁରୀ ଜିଲ୍ଲା ଯୋଜନା ବୋର୍ଡର ବାର୍ଷିକ ବଜେଟ ଅନୁମୋଦିତ

ପୁରୀ: ପୁରୀ ଜିଲ୍ଲା ଯୋଜନା ବୋର୍ଡର ବାର୍ଷିକ ବଜେଟ ଅନୁମୋଦନ ଲାଭ କରିଛି। ୨୦୨୨-୨୩ ବର୍ଷ ପାଇଁ ୧୩୦୦ କୋଟି ଏବଂ ୨୦୨୩-୨୪ ବର୍ଷ ପାଇଁ ୧୫୦୦ କୋଟିର ବ୍ୟୟବରାଦ କରାଯାଇଛି। ଏହା ସହିତ ୨୦୧୮ରୁ ୨୦୨୧ ପର୍ଯ୍ୟନ୍ତ କରୋନା ମହାମାରୀ ଥିବାରୁ ସେହି ଚାରିବର୍ଷର ବଜେଟ ମଧ୍ୟ ଆଜି ଅନୁମୋଦନ ଲାଭ…