Latest Odisha News

BREAKING NEWS

Browsing Category

ଫିଚର

କର୍ଣ୍ଣାଟକ ୧୯ ବର୍ଷରୁ କମ ଟିମରେ ସୁଯୋଗ ପାଇଲେ ରାହୁଲ ଡ୍ରାଭିଡଙ୍କ ପୁଅ ସମିତ

ବାଙ୍ଗାଲୋର: ଭାରତୀୟ ଟିମ ଆସନ୍ତା ମାସରେ ରାହୁଲ ଡ୍ରାଭିଡଙ୍କ ପ୍ରଶିକ୍ଷଣରେ ଦିନିକିଆ ବିଶ୍ୱକପ କ୍ରିକେଟ ଖେଳିବାକୁ ଯାଉଛି । ଇତି ମଧ୍ୟରେ ଡ୍ରାଭିଡଙ୍କୁ ଗୌରବାନ୍ୱିତ କରିବା ଭଳି ଖବର ସମ୍ମୁଖକୁ ଆସିଛି । ଭାରତୀୟ କ୍ରିକେଟର ଦି ୱାଲ ଭାବେ ପରିଚିତ ଡ୍ରାଭିଡଙ୍କ ପୁଅ ସମିତ ୧୯ ବର୍ଷରୁ କମ…

ଆଇସିଏମଆରର ନୂତନ ଷ୍ଟଡିରେ ଖୁଲାସା: ପ୍ରଭାବହୀନ ହେଉଛି ଆଂଟିବାୟୋଟିକ

ମୁମ୍ବାଇ: ଆଇସିଏମଆରର ନୂତନ ଷ୍ଟଡିରେ ଏକ ଚିନ୍ତାଜନକ ତଥ୍ୟ ସମ୍ମୁଖକୁ ଆସିଛି । ନିମୋନିଆ ଓ ସେପ୍ସସିସ ପରି ରୋଗ ପାଇଁ ବ୍ୟବହାର କରାଯାଉଥିବା ଆଂଟିବାୟୋଟିକ ଏବେ ପ୍ରଭାବହୀନ ହେଉଛି । ଆଂଟିବାୟୋଟିକର ଭୂଲ ପ୍ରୟୋଗ ଏହାର ଏକ କାରଣ ଭାବେ ବିବେଚନା କରାଯାଉଛି । ଆଂଟିଭାଇରାଲ ଓ ଆଂଟିଫଂଗଲ ପ୍ରତି…

ଏସିଆନ ଗେମ୍ସ: ଭାରତର ପଦକ ସଂଖ୍ୟା ୫ରେ ପଂହଚିଲା, ମହିଳା କ୍ରିକେଟ ଫାଇନାଲରେ ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ଚୀନର ହାଙ୍ଗଝୋଉରେ ଏସିଆନ ଗେମ୍ସ ଆରମ୍ଭ ହୋଇଯାଇଛି । ଭାରତ ସମ୍ପୂର୍ଣ୍ଣ ଷ୍ଟାଇଲରେ ତାର ଅଭିଯାନ ଆରମ୍ଭ କରିଛି । ରିପୋର୍ଟ ହସ୍ତଗତ ହେଲା ବେଳକୁ ଟିମ ଇଣ୍ଡିଆ ୫ଟି ପଦକ ହାସଲ କରିବା ସହ ମହିଳା କ୍ରିକେଟ ଫାଇନାଲରେ ପ୍ରବେଶ କରି ଆଉ ଏକ ମେଡାଲ ନିଶ୍ଚିତ କରିଛି । ୧୦ ମିଟର ଏୟାର…

ଏସିଆନ ଗେମରେ ଭାରତର ଦମଦାର ଯାତ୍ରା: ପ୍ରଥମ ଦିନରେ ହାତେଇଲା ୨ ରୌପ୍ୟ ପଦକ

ନୂଆଦିଲ୍ଲୀ:ଏସିଆନ ଗେମରେ ଭାରତ ଆରମ୍ଭ କରିଛି ପଦକ ଯାତ୍ରା । ଦମଦାର ଆରମ୍ଭ କରିଛି ଭାରତ । ପ୍ରଥମ ଦିନରେ ହାତେଇଛି ୨ ପଦକ । ରୋଇଂ ଏବଂ ଏୟାର ରାଇଫଲରେ ୨ ରୌପ୍ୟ ପଦକ ପାଇବାର ସୌଭାଗ୍ୟ ଲାଗି କରିଛି ଭାରତ । ଅର୍ଜୁନ ଲାଲ ଜାଟ ଏବଂ ଅରବିନ୍ଦ ସିଂହ ଲାଇଟୱେଟ ପୁରୁଷ ଡବଲ୍ସ ସ୍କଲ୍ସରେ…

ଆଜିଠୁ ପୁରୀରୁ ରାଉରକେଲା ଗଡ଼ିବ ଦ୍ବିତୀୟ ବନ୍ଦେ ଭାରତ ଏକ୍ପପ୍ରେସ

ପୁରୀ/ରାଉରକେଲା: ରାଜ୍ୟରେ ଗଡ଼ିବ୨ୟ ବନ୍ଦେ ଭାରତ । ଆଜିଠୁ ପୁରୀରୁ ରାଉରକେଲା ଯିବ ବନ୍ଦେ ଭାରତ ଏକ୍ସପ୍ରେସ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏହାକୁ ଭର୍ଚୁଆଲ ମୋଡରେ ଉଦଘାଟନ କରିବେ । ଏହି ଦ୍ୱିତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଶନିବାରକୁ ଛାଡ଼ି ସପ୍ତାହର ୬ ଦିନ ଚାଲିବ । ୮…

ମନରେଗା ଯୋଜନାରେ ବଡ଼ ଦୁର୍ନୀତି: କାର, କୋଠା ଥାଇ ବିଜେଡି ନେତା ଉଠାଇଛନ୍ତି ଲାଭ

ଯାଜପୁର: ଦଶରଥପୁରର ସ୍ଥାନୀୟ ବିଜେଡି ନେତା ପ୍ରଦୀପ କୁମାର ମହାନ୍ତି ଯାଜପୁର ଜିଲ୍ଲାରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ମାଧ୍ୟମରେ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଛି। ପ୍ରଦୀପ ମହାନ୍ତିଙ୍କର ନିଜସ୍ୱ ବିଳାସପୂର୍ଣ୍ଣ ଗାଡ଼ି ଓ ଦୁଇ ମହଲା…

ଏତେ ସହଜ ନୁହେଁ… ସାମିଙ୍କ ବୋଲିଂଙ୍କୁ ପ୍ରଶଂସା କଲେ ବ୍ୟାଟର ସୂର୍ଯ୍ୟକୁମାର ଯାଦବ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପେଶ ବୋଲର ମହମ୍ମଦ ସାମି ଅଷ୍ଟ୍ରେଲିଆ ବିପକ୍ଷରେ ୫ ଓ୍ୱିକେଟ୍ ଅକ୍ତିଆର କରିଥିବାରୁ ତାଙ୍କୁ ପ୍ରଶଂସା କରିଛନ୍ତି ବ୍ୟାଟର ସୂର୍ଯ୍ଯକୁମାର ଯାଦବ। ମୋହାଲିରେ ଶୁକ୍ରବାର ଖେଳାଯାଇଥିବା ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚର ଭାରତ ୫ ଓ୍ୱିକେଟ୍ ହରାଇ ବିଜୟ ହାସଲ…

ଚରମ ଅବହେଳା, ଠକେଇ ଅଭିଯୁକ୍ତକୁ ମିଳିଲା ଜାମିନ କିନ୍ତୁ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଛାଡିଲା ଝାରପଡା ଜେଲ

ଭୁବନେଶ୍ୱର: ଜଣଙ୍କୁ ମିଳିଲା ଜାମିନ କିନ୍ତୁ ଆଉ ଜଣଙ୍କୁ ଛାଡିଲା ଝାରପଡା ଜେଲ। ଶାସନ ବ୍ୟବସ୍ଥାକୁ ନେଇ ବାରମ୍ବାର ପ୍ରଶ୍ନ ଉଠୁଥିବା ବେଳେ ଝାରପଡା ଜେଲର ଏଭଳି ଖାମଖିଆଲ ନୀତି ସାମ୍ନାକୁ ଆସିଛି। ଯାହାକୁ ନେଇ ଏବେ ଜେଲ ପ୍ରଶାସନ କାଠଗଡ଼ାରେ। ଝାରପଡ଼ା ସ୍ୱତନ୍ତ୍ର ଜେଲ୍ କର୍ତ୍ତୃପକ୍ଷ ଏକ…

ମୁଖ୍ୟମନ୍ତ୍ରୀ ନବୀନଙ୍କୁ ପ୍ରଶଂସା କିନ୍ତୁ ଶାସନ ବ୍ୟବସ୍ଥାକୁ କେଞ୍ଚିଲେ ପ୍ରଭୁ ଚାଓ୍ୱଲା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଣେ ଲମ୍ବା ମଣିଷ କିନ୍ତୁ ଛୋଟ ଗାଡ଼ିରେ ଯିବା ଆସିବା କରନ୍ତି। ସେ କଥା କମ୍, କାମରେ ବିଶ୍ବାସ କରନ୍ତି। ସେ ସଭାରେ ହାତ ହଲାଇ ଦେଲେ ଲୋକଙ୍କ ଭୋଟ ବର୍ଷା ହୁଏ। ଜାତୀୟ ଇଂରାଜୀ ଗଣମାଧ୍ୟମ ଦ ନ୍ୟୁ ଇଣ୍ଡିଆନ୍ ଏକ୍ସପ୍ରେସର 'ଓଡ଼ିଶା ଲିଟେରାରୀ…