Latest Odisha News

BREAKING NEWS

Browsing Category

ଫିଚର

ମାନଚିତ୍ର ଦେଖାଇ ୟୁଏଇର ଉପ-ପ୍ରଧାନମନ୍ତ୍ରୀ କହିଲେ ‘ପାକ ଅଧିକୃତ କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ ’

ନୂଆଦିଲ୍ଲୀ:ପାକ ଅଧିକୃତ କାଶ୍ମୀର ଭାରତର ଅବିଚ୍ଛେଦ୍ୟ ଅଙ୍ଗ । ଏହା ସ୍ୱୀକାର କରିଛି ପାକିସ୍ତାନର ପୂର୍ବତନ ସହଯୋଗୀ ଦେଶ ସଂଯୁକ୍ତ ଆରବ ଏମିରେଟ୍ସ । ୟୁଏଇର ଉପ-ପ୍ରଧାନମନ୍ତ୍ରୀ ସୈଫ ବିନ୍ ଜାଏଦ ଅଲ ନାହାନ ଭାରତ-ମଧ୍ୟ ପୂର୍ବ-ୟୁରୋପ ଅର୍ଥନୈତିକ କରିଡରର ଏକ ଭିଡିଓ ସେୟାର କରିଛନ୍ତି…

ରାମଚରିତ ମାନସକୁ ପଟାସିୟମ ସାଇନାଇଡ କହିଲେ ବିହାର ଶିକ୍ଷାମନ୍ତ୍ରୀ: ବିଜେପି-ଜେଡିୟୁ ବର୍ଷିଲେ

ପାଟନା: ଧର୍ମ ପରେ ଏବେ ଧର୍ମଗ୍ରନ୍ଥ । ରାଜନୈତିକ ଦାଓପେଞ୍ଚ ଭିତରକୁ ଟଣା ହେଲା ଧର୍ମଗ୍ରନ୍ଥ । ପ୍ରଥମେ ତାମିଲାନଡୁ ମନ୍ତ୍ରୀ ସନାତନ ଧର୍ମକୁ ଡେଙ୍ଗୁ, ମେଲେରିଆ, କୋଭିଡ କହି ଏହାର ମୂଳୋତ୍ପାଟନ କରିବାକୁ ଖୋଲା ଚାଲେଞ୍ଜ ଦେଇଥିଲେ । ଏବେ ବିହାରର ଶିକ୍ଷାମନ୍ତ୍ରୀ ରାମଚରିତ ମାନସକୁ…

ପ୍ରଥମଥର ପାଇଁ ୩ ମହିଳା ହେବେ ମନ୍ଦିର ପୂଜାରୀ, ସହକାରୀ ପୁରୋହିତ ଭାବେ ପାଇବେ ନିଯୁକ୍ତି

ଚେନ୍ନାଇ: ଦେଶର ପ୍ରଥମଥର ପାଇଁ ମହିଳାମାନେ ସହକାରୀ ପୁରୋହିତ ଭାବେ ନିଯୁକ୍ତ ହେବେ। ଏକ ଐତିହାସିକ ଘଟଣାକ୍ରମରେ ତାମିଲନାଡୁର ୩ ମହିଳା ମନ୍ଦିର ପୂଜାରୀ ହେବାକୁ ଯାଉଛନ୍ତି। ସେମାନେ ହେଲେ କ୍ରିଷ୍ଣାଭେନୀ, ଏସ୍‌ ରମ୍ୟା ଏବଂ ଏନ୍‌ ରଞ୍ଜିତା। ଏହି ତିନି ମହିଳା ସଫଳତାର ସହ ପ୍ରଶିକ୍ଷଣ ସମାପ୍ତ…

ବର୍ଷା ଯୋଗୁ ନଦୀରେ ଫସିଗଲା ବସ: ଥିଲେ ୫୩ ଯାତ୍ରୀ

ହରିଦ୍ୱାର: ସାରା ଦେଶରେ ଲାଗି ରହିଛି ବର୍ଷାବିତ୍ପାତ । ପାହାଡ ଉପରେ ଲଗାତାର ବର୍ଷା ଯୋଗୁ ନଦୀମାନଙ୍କର ଜଳସ୍ତର ବଢିା ନଦୀ ଭିତରେ ଫସିଗଲା ଏକ ବସ । ବସରେ ୫୩ ଜଣ ଯାତ୍ରୀ ଥିବା ଜଣାଯାଇଛି  । ହରିଦ୍ୱାର-ବିଜନୌର ବର୍ଡରରେ ଭାରତ-ନେପାଳ ମୈତ୍ରୀ ବସ ଫସି ଯାଇଛି । ଖବର ପାଇ ସ୍ଥାନୀୟ…

ବେଆଇନ ବନ୍ଧୁକ କାରବାର ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ବାଇଡେନଙ୍କ ପୁଅ: ହୋଇପାରେ ୨୫ ବର୍ଷ ଜେଲ

ନ୍ୟୁୟର୍କ:ପୁଅକୁ ନେଇ ଫସିଯିବେ କି ରାଷ୍ଟ୍ରପତି ଜୋ ବାଇଡେନ ? ବଢିବାରେ ଲାଗିଛି ବାଇଡେନଙ୍କ ସମସ୍ୟା । ବାଇଡେନଙ୍କ ପୁଅ ହଣ୍ଟର ବାଇଡେନକୁ ନେଇ ଏବେ ଅଡ଼ୁଆରେ ପଡିଛନ୍ତି ବାଇଡେନ । ଜଣେ ଗନ ଡିଲରଙ୍କୁ ଧୋକା ଦେଇ ଗନ ବିକିବା ପାଇଁ ବାଧ୍ୟ କରିବା ଅପରାଧରେ ପୁଅ ହଣ୍ଟରଙ୍କ ବିରୋଧରେ ମାମଲା…

ଯବାନ ପୋଷାକରେ ଶେଷ ବିଦାୟ ଦେଲା କୁନିପୁଅ, କହିଲା ‘ବାପା..ତୁମ ବାହାଦୁରୀକୁ ସଲାମ…’

ନୂଆଦିଲ୍ଲୀ: ବୀର ଯବାନ ଅମର ରହେ…ଭାରତ ମାତା କି ଜୟ ଧ୍ୱନିରେ କମ୍ପୁଥିଲା ଗଗନ ପବନ । ପରିବାର ଆଉ ଆତ୍ମୀୟ ସ୍ୱଜନଙ୍କ କାନ୍ଦରେ ଥରି ଯାଉଥିଲା ହୃଦୟ । ଏ ଭିଡ ଭିତରେ କୁନି ପୁଅ ଦେଖୁଥିଲା ବାପାଙ୍କୁ  । ଭାବୁଥିଲା ବାପା ତାର କେଡେ ସାହାସୀ । କୁନି କୁନି ହାତରେ ସେନା ପୋଷାକ ପିନ୍ଧି…

ରେଷ୍ଟୁରାଣ୍ଟରେ ଖାଦ୍ୟକୁ ନେଇ ଚାଞ୍ଚଲ୍ୟ, ଚିକେନ୍ ଥାଳିରୁ ବାହାରିଲା ମଲା ମୂଷା

ମୁମ୍ବାଇ: ମୁମ୍ବାଇର ଏକ ପ୍ରସିଦ୍ଧ ହୋଟେଲରେ ଖାଦ୍ୟକୁ ନେଇ ଚାଞ୍ଚଲ୍ୟ। ଏଠାରେ ଜଣେ ଗ୍ରାହକ ଖାଇବା ପାଇଁ ଆମିଷ ଅର୍ଡର କରିଥିଲେ। କିନ୍ତୁ ତାଙ୍କ ଖାଇବା ଥାଳିରେ ଏକ ମୃତ ମୂଷା ମିଳିଲା। ଏହି ଘଟଣା ପରେ ଏଫଡିଏ ଅଧିକାରୀମାନେ ଉକ୍ତ ହୋଟେଲ ଏବଂ ରେଷ୍ଟୁରାଣ୍ଟ ଉପରେ ଚଢାଉ କରିଛନ୍ତି। ବିଭିନ୍ନ…

ଚିନ୍ତା ବଢାଇଲା ସ୍କ୍ରବ ଟାଇଫସ୍‌: ଜ୍ୱର ହେଲେ ତୁରନ୍ତ ପରୀକ୍ଷା କରାଇବାକୁ ଜନସ୍ବାସ୍ଥ୍ୟ ବିଭାଗର ପରାମର୍ଶ

ଭୁବନେଶ୍ୱର: ଡେଙ୍ଗ ପରେ ଏବେ ରାଜ୍ୟରେ ବଢିଲା ସ୍କ୍ରବ ଟାଇଫସ ଚିନ୍ତା । ବରଗଡ ଏବଂ ସୁନ୍ଦରଗଡରେ ୬ ଜଣଙ୍କର ଏହି ସ୍କ୍ରବ ଟାଇଫସରେ ମୃତ୍ୟୁ ଘଟିବା ପରେ ସ୍ୱାସ୍ଥ୍ୟ ବିଭାଗ ସଚେତନ ହୋଇଛି । ସବୁ ଜିଲ୍ଲାକୁ ଏ ନେଇ ସତର୍କ କରାଯାଇଛି । ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଏହାର କିପରି ଟେଷ୍ଟ କରାଯିବ…

୪୮ ଘଣ୍ଟା ଧରି ଚାଲିଛି ଏନକାଉଣ୍ଟର: ଘଞ୍ଚ ଜଙ୍ଗଲରେ ଲୁଚିଛନ୍ତି ଆତଙ୍କୀ, ଜଣେ ଯବାନ ନିଖୋଜ

ଶ୍ରୀନଗର: ଜମ୍ମୁ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଆତଙ୍କବାଦୀଙ୍କ ସହ ୪୮ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଛି ଏନକାଉଣ୍ଟର । ଘଞ୍ଚ ଜଙ୍ଗଲରେ ଲୁଚି ରହଛନ୍ତି ଆତଙ୍କୀ । ଏପଟେ ସେନାର ଜଣେ ଯବାନ ନିଖୋଜ ହୋଇ ଯାଇଛନ୍ତି । ଅନ୍ୟ ୨ ଜଣ ଆହତ ହୋଇଛନ୍ତି । ମଙ୍ଗଳ ବାର ରାତିରେ ସେନା ଏବଂ ପୋଲିସ…

ପୁଣି ସେବାୟତଙ୍କ ମଧ୍ୟରେ ବିବାଦ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତି ବିଭ୍ରାଟ

ପୁରୀ: ଶ୍ରୀମନ୍ଦିରରେ ସେବାୟତମାନଙ୍କ ମଧ୍ୟରେ ବିବାଦ ତୁଟିବାର ନାଁ ନେଉନାହିଁ । ପ୍ରତ୍ୟକ ଥର ସେବାୟତମାନଙ୍କ ମଧ୍ୟରେ ବିବାଦ କାରଣରୁ ବନ୍ଦ ରହୁଛି ଶ୍ରୀଜିଉଙ୍କ ନୀତିକାନ୍ତି । ଏହାରି ଭିତରେ ଆଜି ପୁଣି ସେବାୟତଙ୍କ ମଧ୍ୟରେ ବିବାଦ କାରଣରୁ ବନ୍ଦ ରହିଛି ମହାପ୍ରଭୁଙ୍କ ନୀତିକାନ୍ତି । ସେବାରୁ…