Latest Odisha News

BREAKING NEWS

Browsing Category

ଫିଚର

ବ୍ରାଜିଲରେ ହେବ ୨୦୨୪ ଜି-୨୦ ସମ୍ମିଳନୀ, ନଭେମ୍ବର ଶେଷ ଆଡ଼କୁ ଭର୍ଚ୍ଚୁଆଲ ଅଧିବେଶନ ପାଇଁ ମୋଦୀଙ୍କ ପ୍ରସ୍ତାବ

ନୂଆଦିଲ୍ଲୀ: ଆଜି ଜି-୨୦ ସମ୍ମିଳନୀର ଦ୍ୱିତୀୟ ଦିନ ତଥା ଅନ୍ତିମ ଦିନ। ଜି -୨୦ ସଦସ୍ୟ ଦେଶଗୁଡ଼ିକର ପ୍ରତିନିଧି ଏବଂ ମୁଖ୍ୟମାନେ ଏହି ସମ୍ମିଳନୀର ତୃତୀୟ ଅଧିବେଶନରେ ଅଂଶଗ୍ରହଣ କରିଛନ୍ତି, ଯାହାର ନାମ ‘ୱାନ୍‌ ଫ୍ୟୁଚର’। ଦିଲ୍ଲୀରେ ଅନୁଷ୍ଠିତ ୨ ଦିନିଆ ଜି -୨୦ ଶିଖର ସମ୍ମିଳନୀ ସଫଳତା…

ଭୁଲ ପାର୍ଶ୍ୱରେ ଗାଡି ଚଳାଇବା ବିପଦଜନକ, ଦୁର୍ଘଟଣା ଏଡାଇବାକୁ ଓଡ଼ିଶା ପୋଲିସର ସଚେତନତା

ଭୁବନେଶ୍ୱର: ସାରା ରାଜ୍ୟରେ ସଡ଼କ ସୁରକ୍ଷା ନିୟମ କଡାକଡି ଲାଗୁ ହୋଇଛି। ଏଥିଯୋଗୁଁ ସଡ଼କ ଦୁର୍ଘଟଣା ଏବଂ ମୃତ୍ୟୁହାର ମଧ୍ୟ ହ୍ରାସ ପାଇଛି। ରାଜ୍ୟରେ ସଡକ ଦୁର୍ଘଟଣା ଏଡାଇବାକୁ ପୋଲିସ ଓ ପରିବହନ ବିଭାଗ ପକ୍ଷରୁ ଅନେକ ପ୍ରକାରର କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କୁ ଟ୍ରାଫିକ ନିୟମ ସମ୍ପର୍କରେ…

ପୂର୍ବ ଏସିଆର ଲୋକମାନେ କମ ଶୁଅନ୍ତି

ନୂଆଦିଲ୍ଲୀ: ନିକଟରେ କରାଯାଇଥିବା ଏକ ଅଧ୍ୟୟନରେ ସ୍ପଷ୍ଟ ହୋଇଛି ଯେ, ପୂର୍ବ ଏସିଆର ଲୋକମାନେ ୟୁରୋପ ଏବଂ ଅନ୍ୟ ଦେଶ ତୁଳନାରେ କମ ଶୁଅନ୍ତି । ତେବେ ଏହି ରିପୋର୍ଟରେ ନିଦର ଗଣବତା ନେଇ କୌଣସି ତଥ୍ୟ ପ୍ରକାଶ ପାଇ ନାହିଁ । ୩୫ ଦେଶର ଲୋକଙ୍କ ନିଦ ଉପରେ ନ୍ୟାଶନାଲ ୟୁନିଭରସିଟି ଅଫ ସିଙ୍ଗାପୁର ଓ…

ଶରୀର ପାଇଁ ବରଦାନ ରୂପା କଡ଼ା : ପିନ୍ଧିକି ଦେଖନ୍ତୁ ମିଳିବ ଫାଇଦା….

ଭୁବନେଶ୍ବର: ଆଜିକାଲି ହାତରେ କଡ଼ା ପିନ୍ଧିବା ଏକ ଫ୍ୟାସନ ପାଲଟିଛି  ।  ଆମ ଭିତରୁ ଅନେକ ଅଛନ୍ତି  । ଯେଉଁମାନେ ଅଷ୍ଟଧାତୁରେ ତିଆରି ବ୍ରେସଲେଟ୍ କିମ୍ବା କଡ଼ା ପିନ୍ଧିଥାନ୍ତି। କିଛି ଲୋକ କଡ଼ାକୁ କେବଳ ଫ୍ୟାସନ୍ ଭାବରେ ପିନ୍ଧୁଥିବାବେଳେ କିଛି ଲୋକ ଜ୍ୟୋତିଷଙ୍କ ପରାମର୍ଶ ପରେ ଏହାକୁ…

ୟୁଏସ ଓପନ ଟେନିସ: ଆମେରିକାର କୋକୋ ଜିତିଲେ ମହିଳା ସିଙ୍ଗଲ୍ସ ଟାଇଟଲ

ୱାଶିଂଟନ: ଆମେରିକାର ଯୁବ ଟେନିସ ଖେଳାଳି କୋକୋ ଗଫ ୟୁଏସ ଓପନ ମହିଳା ସିଙ୍ଗଲ୍ସ ଟାଇଟଲ ହାସଲ କରିଛନ୍ତି । ୧୯ ବର୍ଷୀୟା ଗଫ ଫାଇନାଲରେ ବେଲାରୁଷର ଏରିନା ସେବଲେଙ୍କାଙ୍କୁ ୨-୬, ୬-୩ ଓ ୬-୨ ସେଟରେ ପରାସ୍ତ କରିଥିଲେ । ୨୦୧୭ ପରେ ପ୍ରଥମ ଆମେରିକୀୟ ଖେଳାଳି ଭାବେ ଗଫ ଟାଇଟଲ ହାସଲ କରିଛନ୍ତି ।…

ସାହିତ୍ୟ ଦ୍ଵାରା ସୁସ୍ଥ ସମାଜଟିଏ ଗଢ଼ି ଉଠୁ : ସଞ୍ଜିତା ପ୍ରଧାନ

ଓଡ଼ିଆ ସାହିତ୍ୟର ଗଳ୍ପ ଓ କବିତା ବିଭାଗରେ ତାଙ୍କ ଲେଖନୀ ଖୁବ ଚଳ-ଚଞ୍ଚଳ । ଓଡ଼ିଶାର ଅନେକ ପତ୍ର-ପତ୍ରିକାରେ ତାଙ୍କ ସାହିତ୍ୟ କୃତି ପ୍ରକାଶିତ । ସାହିତ୍ୟ ସର୍ଜନା ଦିଗରେ ସେ ବାଲ୍ୟକାଳରୁ ସମର୍ପିତ । ଓଡ଼ିଆ ସାହିତ୍ୟ ଜଗତର ‘ନବ ପ୍ରତିଭା’ ସଞ୍ଜିତା ପ୍ରଧାନଙ୍କ ସହ ‘ସ୍ୱଳ୍ପ ଆଳାପ’…

କୋଇଲା ବୋଝେଇ ମାଲବାହୀ ଟ୍ରେନର ବଗିରେ ଅଗ୍ନିକାଣ୍ଡ

ବାଲେଶ୍ୱର: ଜିଲ୍ଲାରେ ଶନିବାର ସନ୍ଧ୍ୟାରେ ଏକ ମାଲବାହୀ ଟ୍ରେନରେ ନିଆଁ ଲାଗିଯିବାରୁ ଅଳ୍ପକେ ବର୍ତ୍ତି ଯାଇଛି। କୋଇଲା ବୋଝେଇ ଏକ ମାଲବାହୀ ଟ୍ରେନ୍ କଟକ ଜିଲ୍ଲା ନେରଗୁଣ୍ଡିରୁ ପଶ୍ଚିମବଙ୍ଗର ଦୁର୍ଗାପୁର ଅଭିମୁଖେ ଯାଉଥିଲା। ମାର୍କୋଣା ଷ୍ଟେସନରେ କିଛି ରେଳ କର୍ମଚାରୀ ଏହାର ବଗିରେ ନିଆଁ…

ପାରାଦୀପରେ ସମୁଦ୍ରରେ ତେଲିଆ ପଦାର୍ଥ ଭାସୁଥିବା ଦେଖି ଲୋକେ ଆତଙ୍କିତ

ପାରାଦୀପ: ଶନିବାର ସମୁଦ୍ର ପାଣିରେ ଏକ ତେଲିଆ ପଦାର୍ଥ ଭାସୁଥିବା ଖବର ପାଇ ଓଡ଼ିଶାର ବନ୍ଦର ସହର ପାରାଦୀପରେ ଭୟର ବାତାବରଣ ଖେଳିଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଜଗତସିଂହପୁର ଜିଲ୍ଲାର ସହରର ମତ୍ସ୍ୟଜୀବୀ ଓ ସ୍ଥାନୀୟ ଲୋକେ ସମୁଦ୍ର ପାଣି ଅଧିକ ଝାଉଁଳି ପଡ଼ିଥିବା ଓ ସେଥିରେ ସବୁଜ ରଙ୍ଗର…

କଲେଜ ଛାତ ଉପରେ ଛାତ୍ରୀଙ୍କ ରିଲସ ସୁଟିଂ ନିଶା ଦେଖି କାର୍ଯ୍ୟାନୁଷ୍ଠାନ ଚେତାବନୀ ଦେଲେ ପ୍ରିନ୍ସପାଲ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଏକ ସରକାରୀ କଲେଜର ଦୁଇ ଜଣ ଛାତ୍ରୀ କଲେଜ ଛାତ ଉପରେ ରିଲ୍ ସୁଟିଂ କରୁଥିବାର ଦୃଶ୍ୟ ଭାଇରାଲ୍ ହେବା ପରେ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କୁ କଡ଼ା କାର୍ଯ୍ଯାନୁଷ୍ଠାନ ପାଇଁ ଚେତାବନୀ ଦେଇଛନ୍ତି। ବ୍ରହ୍ମପୁରର ଶଶିଭୂଷଣ ରଥ ସରକାରୀ ମହିଳା ମହାବିଦ୍ୟାଳୟରେ ପ୍ଲସ୍…

ନକଲି ସାର୍ଟିଫିକେଟ ମାମଲାରେ ଗଞ୍ଜାମରେ ଆଉ ଜଣେ ମହିଳା ଶିକ୍ଷୟତ୍ରୀ ନିଲମ୍ବିତ

ବ୍ରହ୍ମପୁର: ଆଉ ଜଣେ ନକଲି ସାର୍ଟିଫିକେଟ୍ ମାମଲାରେ ନିଲମ୍ବିତ। ଗଞ୍ଜାମ ଜିଲ୍ଲାରେ ଜଣେ ଠିକା କନିଷ୍ଠ ଶିକ୍ଷକଙ୍କୁ ଏହି ମାମଲାରେ ଚାକିରିରୁ ନିଲମ୍ବିତ କରାଯାଇଛି। ସୂଚନା ଅନୁଯାୟୀ, ଜିଲ୍ଲାର ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ କଙ୍କୋରଡ଼ାଠାରେ ଥିବା ଏନବି ବିଦ୍ୟାପୀଠରେ ୨୦୧୨ ମସିହାରେ ଠିକା…