Latest Odisha News

BREAKING NEWS

Browsing Category

ଫିଚର

ଅନୁଭବଙ୍କ ଭାଇଙ୍କ ଜମିକୁ କବଜାକୁ ନେଲା ବ୍ୟାଙ୍କ, ଲୋକେ ଆଣିଲେ ଜାମି ଜାଲିଆତି ଅଭିଯୋଗ

କଟକ: ସ୍ଥାନୀୟ ଲୋକଙ୍କ ପ୍ରବଳ ହଟ୍ଟଗୋଳ ଓ ବିରୋଧ ପରେ ଶୁକ୍ରବାର ଅର୍ବାନ କୋଅପରେଟିଭ ବ୍ୟାଙ୍କର ଅଧିକାରୀମାନେ କଟକର ସେଲଟକ ଛକ ଅଞ୍ଚଳରେ ଥିବା ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କ ଭାଇ ଅନୁପ୍ରାସ ମହାନ୍ତିଙ୍କ ଏକ ଜମିକୁ ଋଣ ଖିଲାପ ନେଇ ନିଜ କବଜାକୁ ନେଇଛନ୍ତି। ସ୍ଥାନୀୟ ବାସିନ୍ଦା ଏବଂ…

ରାଜଧାନୀରେ ଅପରେସନ ହ୍ଵାଇଟ ସ୍ପାଇଡର: ବେଆଇନ ବ୍ରାଉନସୁଗାର ବିକ୍ରି ଅଭିଯୋଗରେ ୨ ଗରିଫ

ଭୁବନେଶ୍ୱର: ରାଜଧାନୀରେ ଥମିବାରେ ନାଁ ଧରୁନି ବେଆଇନ ଧଳା ଜହର ବେପାର। ଆଜି ଶହୀଦ ନଗର ଥାନା ଅନ୍ତର୍ଗତ ଶାନ୍ତିପଲ୍ଲୀ ବସ୍ତି ନିକଟରେ ପୋଲିସ ଅତର୍କିତ ଚଢଉ କରିଥିଲା। ସାଧାରଣ ଲୋକଙ୍କୁ ବେଆଇନ ବ୍ରାଉନସୁଗାର ବିକ୍ରି କରିବା ଅଭିଯୋଗରେ ୨ ଜଣଙ୍କୁ କାବୁ କରିବାରେ ସକ୍ଷମ ହେଲା ପୋଲିସ।…

ଛାତ୍ରୀଙ୍କୁ ନିର୍ଯାତନା ଅଭିଯୋଗ, ନିଲମ୍ବିତ ହେଲେ ସମ୍ବଲପୁର ବିଶ୍ବବିଦ୍ଯାଳୟର ସହକାରୀ ପ୍ରଫେସର

ସମ୍ବଲପୁର: ଓଡ଼ିଆ ବିଭାଗର ସହକାରୀ ପ୍ରଫେସର ଶୁକମୁନି ମେହେରଙ୍କ ବିରୋଧରେ ଜଣେ ଛାତ୍ରୀ ମାନସିକ ଓ ଶାରୀରିକ ନିର୍ଯାତନା ଅଭିଯୋଗ ଆଣିବା ପରେ ସମ୍ବଲପୁର ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ତାଙ୍କୁ ନିଲମ୍ବିତ କରିଛନ୍ତି। ନାମ ପ୍ରକାଶ କରିନଥିବା ଛାତ୍ରୀ ଜଣକ ଗୁରୁବାର ବିଶ୍ୱବିଦ୍ୟାଳୟ ପ୍ରଶାସନ…

ଦିଲ୍ଲୀରେ ପହଞ୍ଚିଲେ ବାଇଡେନ: ଆଜି ମୋଦିଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ପହଞ୍ଚିଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ଜି-୨୦ ସମ୍ମିଳନୀରେ ଭାଗ ନେବେ । ଜୋ ବାଇଡେନଙ୍କର ଏହା ପ୍ରଥମ ଭାରତ ଗସ୍ତ । ବାଇଡେନ ଭାରତକୁ ୩ଦିନିଆ ଗସ୍ତରେ ଆସିଛନ୍ତି ।  କେନ୍ଦ୍ର ମନ୍ତ୍ରୀ ଜେନରାଲ ବିକେ ସିଂହ ବାଇଡେନଙ୍କୁ ଏୟାରପୋର୍ଟରୁ ରିସିଭ କରିଥିଲେ…

ଭାରତକୁ ଫେରିବ ଛତ୍ରପତି ଶିବାଜୀଙ୍କ ଐତିହାସିକ ବାଘନଖ

ନୂଆଦିଲ୍ଲୀ: ଛତ୍ରପତି ଶିବାଜୀଙ୍କ ଐତିହାସିକ ବାଘନଖ ଶେଷରେ ଭାରତ ଫେରିବ । ବ୍ରିଟେନ ଏହାକୁ ଫେରାଇବା ପାଇଁ ରାଜି ହୋଇଛି । ୧୬୫୯ରେ ବୀଜାପୁର ସୁଲତାନର ସେନାପତି ଅଫଜଲ ଖାଁଙ୍କୁ ମାରିବା ପାଇଁ ଶିବାଜୀ ଏହାକୁ ବ୍ୟବହାର କରିଥିଲେ । ମହାରାଷ୍ଟ୍ର ସଂସ୍କୃତି ମନ୍ତ୍ରୀ ସୁଧୀର ମୁନଙ୍ଗଟିୱାର…

ବାପା ହେବା ପରେ ଟିମ ସହିତ ଯୋଗ ଦେଲେ ବୁମରାହ

କଲମ୍ବୋ: ଭାରତୀୟ କ୍ରିକେଟ ଟିମର ଷ୍ଟାର ବୋଲର ଯଶପ୍ରୀତ ବୁମରାହ ବାପା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଚଳିତ ଏସିଆ କପ କ୍ରିକେଟରେ ସେ ନେପାଳ ବିପକ୍ଷ ମ୍ୟାଚରେ ନ ଖେଳି ଭାରତ ପ୍ରତ୍ୟାବର୍ତନ କରିଥିଲେ । ତାଙ୍କ ପତ୍ନୀ ପୁତ୍ର ସନ୍ତାନ ଜନ୍ମ ଦେବା ପରେ ବୁମରାହ ଏବେ ଦଳ ସହିତ ଯୋଗଦେବା…

ରାଜସ୍ଥାନ ଯିବେ ପ୍ରିୟଙ୍କା, ସେପଟେ ଆଶାୟୀଙ୍କ ସହ ଲଢୁଛି ବିଜେପି!

ଭୁବନେଶ୍ୱର: ନିର୍ବାଚନ ତାରିଖ ଘୋଷଣା ହୋଇ ନ ଥିଲେ ମଧ୍ୟ ଆସନ୍ନ ନିର୍ବାଚନକୁ ଆଖି ଆଗରେ ରଖି ପ୍ରମୁଖ ରାଜନୈତିକ ଦଳର ଆଗଧାଡ଼ିର ନେତାମାନେ ଜୋରଦାର ପ୍ରଚାର ଆରମ୍ଭ କରିଦେଇଛନ୍ତି। ଏହି କ୍ରମରେ ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଆସନ୍ତା ୧୦…

ଡ୍ରଗ୍ସ ସିଣ୍ଡିକେଟ ଉପରେ ନିର୍ମିତ ଫିଲ୍ମରେ ଅଭିନୟ କରିବେ ୟଶ

ମାଡ୍ରାସ: କେଜିଏଫ ଫେମ ୟଶ ତାଙ୍କର ଆଗାମୀ ଫିଲ୍ମ ନେଇ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଗୋଆର ଡ୍ରଗ୍ସ ସିଣ୍ଡିକେଟ ଉପରେ ଏହି ଫିଲ୍ମ ଆଧାରିତ । ଏହା ଏକ ପିରିୟଡ କ୍ରାଇମ ଡ୍ରାମା । ୬୦ ଦଶକରେ ରୁଷିଆ ଓ ଭାରତର ଡ୍ରଗ୍ସ ମାଫିଆଙ୍କ ରାଜୁତି ଏଥିରେ ଦର୍ଶାଯିବ । ୟଶଙ୍କୁ କାହାଣୀ ବେଶ ପସନ୍ଦ…

କାହାର ହେବ ରାଷ୍ଟ୍ରପତିଙ୍କ ରାଇରଙ୍ଗପୁର!

ଭୁବନେଶ୍ୱର: ଆସନ୍ନ ନିର୍ବାଚନକୁ ଆଖି ଆଗରେ ରଖି ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଆଶାୟୀ ପ୍ରାର୍ଥୀ ମାନେ ତତ୍ପର ହୋଇଉଠିଲେଣି। ରାଜ୍ୟର ପ୍ରମୁଖ ରାଜନୈତିକ ଦଳ ମଧ୍ୟ ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଭିନ୍ନ ଭିନ୍ନ ଅଙ୍କାକଷା ଆରମ୍ଭ କରିଛନ୍ତି। କିନ୍ତୁ ଏସବୁ ଭିତରେ ରାଜ୍ୟର ଏମିତି କିଛି…

ବାହାରିଲା ମାଁ ଶୁରେଶ୍ଵରୀଙ୍କ ନୁଆଁଖାଇ ଲଗ୍ନ

ସୋନପୁର: ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ସେପ୍ଟେମ୍ବର ୨୦ ତାରିଖରେ ପାଳନ ହେବ। ଗତକାଲି ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଇଙ୍କର ନୁଆଁଖାଇ ଲଗ୍ନ ବାହାରିଥିବା ବେଳେ ଆଜି ସୁବର୍ଣ୍ଣପୁରର ଇଷ୍ଟଦେବୀ ମା’ ଶୁରେଶ୍ଵରୀଙ୍କର ନୁଆଁଖାଇ ଲଗ୍ନ ବାହାରିଛି । ସୋନପୁର ଗଡଜାତ…