Latest Odisha News

BREAKING NEWS

Browsing Category

ଫିଚର

ଏନସିଇଆରଟିକୁ ଡିମଡ୍ ଟୁ ବି ୟୁନିଭର୍ସିଟିର ମାନ୍ୟତା: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ନୂଆଦିଲ୍ଲୀଠାରେ ଜାତୀୟ ଶିକ୍ଷା ଅନୁସନ୍ଧାନ ଏବଂ ପ୍ରଶିକ୍ଷଣ ପରିଷଦ (ଏନସିଇଆରଟି)ର ୬୩ତମ ପ୍ରତିଷ୍ଠା ଦିବସରେ ଯୋଗଦେଇ ଏନସିଇଆରଟିକୁ ନୂଆ ଉଚ୍ଚତାକୁ ନେବା ଦିଗରେ ଏକ ବଡ ଘୋଷଣା…

ପତ୍ର ସୂଚନା କାର୍ଯ୍ୟାଳୟର ପ୍ରମୁଖ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେଲେ ମନୀଷ ଦେଶାଇ

ନୂଆଦିଲ୍ଲୀ: ପତ୍ର ସୂଚନା କାର୍ଯ୍ୟାଳୟର ପ୍ରମୁଖ ମହାନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେଲେ ମନୀଷ ଦେଶାଇ। ମନୀଷ ଦେଶାଇ ହେଉଛନ୍ତି ୧୯୮୯ ବ୍ୟାଚ୍‌ର ଭାରତୀୟ ସୂଚନା ସେବା ଅଧିକାରୀ। ଏହା ପୂର୍ବରୁ ଶ୍ରୀ ଦେଶାଇ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋର ପ୍ରମୁଖ ମହାନିର୍ଦ୍ଦେଶକ ଭାବରେ କାର୍ଯ୍ୟ…

ଏମିତି ରେଳ ଷ୍ଟେସନ, ଯେଉଁଠି ନାହିଁ ୧ ନମ୍ବର ପ୍ଲାଟଫର୍ମ , କାରଣ କାହାକୁ ଜଣାନାହିଁ

ବିହାର: ଭାରତୀୟ ରେଳ ବିଶ୍ୱରେ ପ୍ରସିଦ୍ଧ । ଏହା ହେଉଛି ବିଶ୍ୱ ଏବଂ ଏସିଆର ଚତୁର୍ଥ ବୃହତ୍ତମ ରେଳ ନେଟୱାର୍କ । ଏଥି ସହିତ, ଏହିପରି ଅନେକ କାହାଣୀ ରେଳପଥ ସହିତ ମଧ୍ୟ ଜଡିତ, ଯାହାକି ଲୋକଙ୍କୁ ବିସ୍ମିତ କରେ । ଏହିପରି ଗୋଟିଏ ଘଟଣା ବିହାରର ବେଗୁସରାଇରେ ମଧ୍ୟ ଅଛି, ଯାହାର କାରଣ ଏପର୍ଯ୍ୟନ୍ତ…

ରେଲୱେ ବୋର୍ଡ଼ର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କଲେ ଜୟା ବର୍ମା ସିହ୍ନା

ନୂଆଦିଲ୍ଲୀ: ଜୟା ବର୍ମା ସିହ୍ନା ଆଜି ରେଳ ଭବନରେ ରେଲୱେ ବୋର୍ଡ଼ (ରେଳ ମନ୍ତ୍ରଣାଳୟ) ର ନୂଆ ଅଧ୍ୟକ୍ଷ ଏବଂ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ (ସିଇଓ) ଭାବରେ ଦାୟୀତ୍ବ ଗ୍ରହଣ କରିଛନ୍ତି। ଭାରତୀୟ ରେଳର ଏହି ଶୀର୍ଷ ପଦରେ ନିଯୁକ୍ତ ହୋଇଥିବା ସେ ପ୍ରଥମ ମହିଳା ଅଟନ୍ତି। କ୍ୟାବିନେଟର ନିଯୁକ୍ତି…

କର୍ଣ୍ଣାଟକରେ ବିଜେପିକୁ ଭାଙ୍ଗୁଛି କଂଗ୍ରେସ !

ଭୁବନେଶ୍ୱର: କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବଡ଼ ପରାଜୟ ପରେ ବିଜେପି ଏବେ ଆଗାମୀ ଲୋକସଭା ନିର୍ବାଚନ ଉପରେ ଫୋକସ କରୁଛି। କର୍ଣ୍ଣାଟକର ୨୮ ଟି ଲୋକସଭା ସିଟ ମଧ୍ୟରୁ ବିଜେପି ୨୫ ଟି ସିଟ ଏକାକୀ ଜିତିଥିଲା। ତେଣୁ ଏଥର ବିଧାନସଭା ନିର୍ବାଚନ ଝଟକା ପରେ ମଧ୍ୟ ଦଳ କିଭଳି ଲୋକସଭା…

ଏସିଆନ ଗେମ୍ସ ହକି ପାଇଁ ଘୋଷିତ ହେଲା ଭାରତୀୟ ଦଳ: ଦୀପଗ୍ରେସ, ଅମିତଙ୍କ ଉପରେ ଗୁରୁ ଦାୟିତ୍ୱ

ଭୁବନେଶ୍ୱର:ଚୀନର ହାଙ୍ଗଝୋଉରେ ହେବାକୁ ଥିବା ଏସିଆନ ଗେମ୍ସ ପାଇଁ ଭାରତର ପୁରୁଷ ଓ ମହିଳା ହକି ଦଳ ଘୋଷଣା କରାଯାଇଛି । ମହିଳା ଟିମରେ ଓଡିଶାର ଦୀପ ଗ୍ରେସ ଏକ୍କାଙ୍କୁ ଉପଅଧିନାୟିକା କରାଯାଇଥିବା ବେଳେ ପୁରୁଷରେ ଅମିତ ରୋହିଦାସ ରକ୍ଷାପନ୍ଥୀ ଦାୟିତ୍ୱ ପ୍ରଦାନ କରାଯାଇଛି । ଟୋକିଓ…

ମିଳିଲା ଗ୍ରୀନ ସିଗନାଲ, ଏଥର ରାହୁଲଙ୍କ ହାତ ଧରିବେ ଶର୍ମିଳା !

ଭୁବନେଶ୍ୱର: ତେଲେଙ୍ଗାନା ବିଧାନସଭା ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ବିଭିନ୍ନ ରାଜନୈତିକ ଦଳ ନିଜ ନିଜର ସମୀକରଣକୁ ରୂପ ଦେବାରେ ଲାଗି ପଡିଛନ୍ତି। ତେଲେଙ୍ଗାନା ଶାସକ ଦଳ ବିଆରଏସ ନିଜର ପ୍ରାର୍ଥୀ ଘୋଷଣା କରି ସାରିଥିବା ବେଳେ କଂଗ୍ରେସ ଓ ବିଜେପି ଏ ଯାଏ ପ୍ରାର୍ଥୀ ଘୋଷଣା କରିନାହାନ୍ତି।…

ଭାରତ ସରକାରଙ୍କ ତରଫରୁ ଭିନ୍ନକ୍ଷମଙ୍କ ପାଇଁ ନିଯୁକ୍ତି ମେଳା

ଭୁବନେଶ୍ୱର: ଭିନ୍ନକ୍ଷମମାନଙ୍କ ପାଇଁ ନ୍ୟାସନାଲ୍ କ୍ୟାରିଅର୍ ସର୍ଭିସ୍ ସେଣ୍ଟର (NCSCDA), ଭୁବନେଶ୍ୱର, ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ, ଭାରତ ସରକାର ଆସନ୍ତା ସେପ୍ଟେମ୍ବର ମାସ ୬ ତାରିଖ ୨୦୨୩ ରେ ଜୋମାଟୋ ଏବଂ ନିଓ ମିସନ ସହଯୋଗରେ ଏକ ନିଯୁକ୍ତି ମେଳାର ଆୟୋଜନ କରିବାକୁ ଯାଉଛି। ଏହି…

ସାଇ ଇଣ୍ଟରନ୍ୟାସନାଲ ରେସିଡେନ୍ସିଆଲ ସ୍କୁଲକୁ ‘ଲିଡିଂ ରେସିଡେନ୍ସିଆଲ ସ୍କୁଲ ଅଫ ଇଣ୍ଡିଆ’ ସମ୍ମାନ

ଭୁବନେଶ୍ୱର: ସମ୍ମାନଜନକ ବିଡବ୍ଲ୍ୟୁ ଟପ୍ ଏଜୁକେସନ୍ ବ୍ରାଣ୍ଡ୍ସ ସମିଟ୍ ଆଣ୍ଡ୍ ଆଓ୍ୱାର୍ଡସ ୨୦୨୩ରେ ସାଇ ଇଣ୍ଟରନ୍ୟାସନାଲ୍ ରେସିଡେନ୍ସିଆଲ ସ୍କୁଲ୍ (ଏସ୍ଆଇଆରସ)କୁ 'ଲିଡିଂ ରେସିଡେନ୍ସିଆଲ ସ୍କୁଲ୍ ଅଫ୍ ଇଣ୍ଡିଆ' ଉପାଧି ପ୍ରଦାନ କରାଯାଇଛି। ୨୦୨୩ ମସିହା ଅଗଷ୍ଟ ୨୯ ତାରିଖରେ ଦିଲ୍ଲୀରେ ଆୟୋଜିତ…

ପ୍ରଥମ ମହିଳା ଭାବେ ୨ ଦେଶ ପକ୍ଷରୁ ଆନ୍ତର୍ଜାତୀୟ ମ୍ୟାଚ ଖେଳି ଇତିହାସ ରଚିଲେ ମାହିକା

ନୂଆଦିଲ୍ଲୀ: ୧୨ ବର୍ଷ ବୟସରେ ଆନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିଥିବା ମାହିକା ଗୌର ନିଜ ନାମରେ ଆଉ ଏକ କୀର୍ତିମାନ ଯୋଡିଛନ୍ତି । ସେ ପ୍ରଥମ ମହିଳା ଖେଳାଳି ଭାବେ ୨ଟି ଦେଶ ପକ୍ଷରୁ ଆନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି । ସେ ପ୍ରଥମେ ୟୁଏଇ ପକ୍ଷରୁ ଖେଳିବା ପରେ ଏବେ ଇଂଲଣ୍ଡ ତରଫରୁ…