Latest Odisha News

BREAKING NEWS

Browsing Category

ଫିଚର

ସବୁଜ ରଙ୍ଗର ଅଣ୍ଡା: ଓଜନ ୫୦୦ ଗ୍ରାମରୁ ଏକ କିଲୋଗ୍ରାମ

ଭୁବନେଶ୍ୱର: ସାଧାରଣତଃ ପ୍ରୋଟିନ ଓ କ୍ୟାଲସିୟମର ଆବଶ୍ୟକତା ପୂରା କରିବା ପାଇଁ ଲୋକମାନେ ବିଭିନ୍ନ ପ୍ରକାର ଖାଦ୍ୟ ଖାଇଥାନ୍ତି। ମଣିଷର ଖାଦ୍ୟ ତାଲିକାରେ ରହିଥିବା ଅନେକ    ପ୍ରକାର କ୍ୟାଲସିୟମ ଓ ପ୍ରୋଟିନ ଯୁକ୍ତ ଖାଦ୍ୟ ଭିତରୁ ଅଣ୍ଡା ଅନ୍ୟତମ। ସାଧାରଣତଃ ଜଣେ ବ୍ୟକ୍ତି ସର୍ବାଧିକ ୪ ରୁ ୫…

ଇସ୍ରୋ ବୈଜ୍ଞାନିକଙ୍କୁ ନିବେଦନ, ମୋଦୀଙ୍କୁ ସୂର୍ଯ୍ୟାଲୋକରେ ପହଁଚାଅ: ଲାଲୁ

ମୁମ୍ବାଇ: ଦୀର୍ଘ ସମୟ ପରେ ଲାଲୁ ଯାଦବ ଏକ ସର୍ବସାଧାରଣ ସଭାରେ ସମ୍ବୋଧିତ କରୁଥିବା ଦେଖିବାକୁ ମିଳିଛି। ମୁମ୍ବାଇରେ ଆୟୋଜିତ ଇଣ୍ଡିଆ ମେଣ୍ଟ ବୈଠକରେ ଉଦବୋଧନ ଦେଉଥିବା ବେଳେ ସେ ତାଙ୍କ ବିରୋଧୀଙ୍କୁ ସମାଲୋଚନା କରିଛନ୍ତି। ଲାଲୁ ଯାଦବ ମଞ୍ଚରେ ବସିଥିବା ସମସ୍ତ ନେତାଙ୍କୁ ଶୁଭେଚ୍ଛା…

ଇଣ୍ଡିଆ ମେଣ୍ଟ ବିରୋଧୀ ଏକାଠି ହେଲେ ବିଜେପି ଜିତିବା ଅସମ୍ଭବ: ରାହୁଲ

ମୁମ୍ବାଇ: ମୁମ୍ବାଇରେ ଅନୁଷ୍ଠିତ ଇଣ୍ଡିଆ ମେଣ୍ଟ ବୈଠକରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମୋଦି ସରକାରଙ୍କ ଉପରେ ବର୍ଷିଛନ୍ତି। ସେ ତାଙ୍କ ଅଭିଭାଷଣରେ ବିରୋଧୀ ଦଳଗୁଡ଼ିକ ମଧ୍ୟରେ ଏକତା ଉପରେ ଗୁରୁତ୍ୱାରୋପ କରି ବିଭିନ୍ନ ପ୍ରମୁଖ ବିଷୟ ଉପରେ ଆଲୋକପାତ କରିଛନ୍ତି। ମେଣ୍ଟ ମଧ୍ୟରେ ଆସନ…

ଦିଲ୍ଲୀର ପୂର୍ବତନ ସ୍ଵାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ଆଶ୍ଵସ୍ତି, ବଢିଲା ମଧ୍ୟବର୍ତ୍ତିକାଳୀନ ଜାମିନ ଅବଧି

ନୂଆଦିଲ୍ଲୀ: ଅର୍ଥ ହେରଫେର ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟରେ ଥିବା ଦିଲ୍ଲୀର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ସୁପ୍ରିମକୋର୍ଟଙ୍କଠାରୁ ଏକ ବଡ଼ ଆଶ୍ୱସ୍ତି ପାଇଛନ୍ତି। ତାଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ୧୨ ସେପ୍ଟେମ୍ବର ଯାଏ ସୁପ୍ରିମକୋର୍ଟ ମଧ୍ୟବର୍ତ୍ତୀକାଳୀନ…

‘ଇଣ୍ଡିଆ ମେଣ୍ଟ ସଶକ୍ତ ହେଉଥିବା ଦେଖି ଆତ୍ମବିଶ୍ୱାସ ହରାଇଲେଣି ସରକାର’

ମୁମ୍ବାଇ: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଶୁକ୍ରବାର କହିଛନ୍ତି ଯେ ବିରୋଧୀ ମେଣ୍ଟ ମଜବୁତ ହେବା ଦ୍ୱାରା ସରକାର 'ନର୍ଭସ୍' ହୋଇଯାଉଛନ୍ତି। ଅର୍ଥାତ୍ ଡରିଗଲେଣି ବା ଭୟଭୀତ ହୋଇଗଲେଣି। ବିରୋଧୀ ଇଣ୍ଡିଆ ମେଣ୍ଟର ସହଯୋଗୀମାନେ ପ୍ରତିଶୋଧମୂଳକ ରାଜନୀତି ପାଇଁ ପ୍ରସ୍ତୁତ ରହିବା…

‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’, କ’ଣ କହୁଛି ସମ୍ବିଧାନ?

ନୂଆଦିଲ୍ଲୀ: ଦେଶରେ ଏକକାଳୀନ ଲୋକସଭା ଓ ବିଧାନସଭା ନିର୍ବାଚନ କରିବା ନେଇ କେନ୍ଦ୍ର ସରକାର ବିଚାର କରୁଛନ୍ତି। ଏପରିକି ଚଳିତ ମାସ ଶେଷ ଭାଗରେ ଅନୁଷ୍ଠିତ ହେବାକୁ ଥିବା ସଂସଦର ସ୍ୱତନ୍ତ୍ର ଅଧିବେଶନରେ "ଗୋଟିଏ ଦେଶ, ଗୋଟିଏ ନିର୍ବାଚନ" ବିଲ୍ ଆଗତ କରିପାରନ୍ତି। ଏପରି ଏକ ନିର୍ବାଚନ ପାଇଁ…

ପଦାରେ ପଡିଲା ବିଜେଡିର ଗୋଷ୍ଠି କନ୍ଦଳ: ମହେଶ୍ୱର ଓ ଶୁଭାଶିଷ ଗୋଷ୍ଠି ମୁହାଁମୁହିଁ

ପୁରୀ : ବିଜୁ ଜନତା ଦଳ ପକ୍ଷରୁ ଏକ କର୍ମୀ ସମ୍ମିଳନୀ ଚାଲିଥିବା ବେଳେ ବିଜୁ ଜନତା ଦଳର ଦୁଇ ଗୋଷ୍ଟିର ସମର୍ଥକଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିବା ସୂଚନା ମିଳିଛି । ମିଳୁଥିବା ସୂଚନା ଅନୁଯାୟୀ, ପୁରୀ ପୈାରସଂସ୍ଥା ଅନ୍ତର୍ଗତ ୨୧ ନମ୍ବର ୱାର୍ଡର କିଛି ବିଜେଡି କର୍ମୀ ଓ ସମର୍ଥକଙ୍କୁ ନେଇ…

ବିରୋଧୀ ଇଣ୍ଡିଆ ମେଣ୍ଟ ‘ଜୁଡ଼େଗା ଭାରତ, ଜିତେଗା ଭାରତ’ ନାରାରେ ଏକାଠି ଲଢ଼ିବ ନିର୍ବାଚନ

ନୂଆଦିଲ୍ଲୀ: ଇଣ୍ଡିଆ (ଇଣ୍ଡିଆନ୍ ନ୍ୟାସନାଲ୍ ଡେଭଲପମେଣ୍ଟାଲ୍ ଇନ୍କ୍ଲୁସିଭ୍ ଆଲାଏନ୍ସ) ବ୍ୟାନରରେ ଏକାଠି ହୋଇଥିବା ବିରୋଧୀ ଦଳଗୁଡ଼ିକ ଶୁକ୍ରବାର ୨୦୨୪ ଲୋକସଭା ନିର୍ବାଚନ ପାଇଁ ୧୪ ଜଣିଆ ସମନ୍ୱୟ କମିଟି ଘୋଷଣା କରିଛନ୍ତି। ପ୍ୟାନେଲରେ ଥିବା ୧୪ ଜଣ ସଦସ୍ୟ ୧୩ଟି ଭିନ୍ନ ଭିନ୍ନ ଦଳର ହୋଇଥିବା…

SC/ST ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର: ଏଣିକି ଉଚ୍ଚଶିକ୍ଷାର ସବୁ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର

ଭୁବନେଶ୍ୱର: SC\ST ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷାର ସବୁ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର । ମାଗଣାରେ ମେଡିକାଲ ଓ ଇଞ୍ଜିନିୟରିଂ ପଢିପାରିବେ SC\ST ଛାତ୍ରଛାତ୍ରୀ । ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନାରେ ସମସ୍ତ ଟଙ୍କା ଖର୍ଚ୍ଚ ହେବ । ଏହି ଯୋଜନା ମେଧାବୀ…

ସ୍କାମ ଆଲର୍ଟ: ନକଲି ଇ-ଚାଲାଣ ସ୍କାମ ପ୍ରତି ସାବଧାନ ରହିବାକୁ ରାଜ୍ୟ ସରକାରଙ୍କ ପରାମର୍ଶ

ଭୁବନେଶ୍ୱର: ସାଇବର ଠକଙ୍କ ନୂଆ ତରିକା। ନକଲି ଇ-ଚାଲାଣ ସ୍କାମରେ କରୁଛନ୍ତି ଠକେଇ। ଏନେଇ ଓଡିଶା ସରକାର ଏକ ଆଡଭାଇଜରୀ ଜରି କରିଛନ୍ତି। ଇ-ଚାଲାଣ ସ୍କାମ ପ୍ରତି ସାବଧାନ ରହିବାକୁ ସରକାର ପରାମର୍ଶ ଦେଇଛନ୍ତି। ଏନେଇ ସୋସିଆଲ ମିଡିଆ ଏକ୍ସରେ ରାଜ୍ୟ ବୈଦ୍ୟୁତିକ ଏବଂ ସୂଚନା ପ୍ରଯୁକ୍ତି ବିଭାଗ…