Latest Odisha News

BREAKING NEWS

Browsing Category

ଫିଚର

SC/ST ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର: ଏଣିକି ଉଚ୍ଚଶିକ୍ଷାର ସବୁ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର

ଭୁବନେଶ୍ୱର: SC\ST ଛାତ୍ରଛାତ୍ରୀଙ୍କ ଉଚ୍ଚଶିକ୍ଷାର ସବୁ ଖର୍ଚ୍ଚ ବହନ କରିବେ ରାଜ୍ୟ ସରକାର । ମାଗଣାରେ ମେଡିକାଲ ଓ ଇଞ୍ଜିନିୟରିଂ ପଢିପାରିବେ SC\ST ଛାତ୍ରଛାତ୍ରୀ । ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନାରେ ସମସ୍ତ ଟଙ୍କା ଖର୍ଚ୍ଚ ହେବ । ଏହି ଯୋଜନା ମେଧାବୀ…

ସ୍କାମ ଆଲର୍ଟ: ନକଲି ଇ-ଚାଲାଣ ସ୍କାମ ପ୍ରତି ସାବଧାନ ରହିବାକୁ ରାଜ୍ୟ ସରକାରଙ୍କ ପରାମର୍ଶ

ଭୁବନେଶ୍ୱର: ସାଇବର ଠକଙ୍କ ନୂଆ ତରିକା। ନକଲି ଇ-ଚାଲାଣ ସ୍କାମରେ କରୁଛନ୍ତି ଠକେଇ। ଏନେଇ ଓଡିଶା ସରକାର ଏକ ଆଡଭାଇଜରୀ ଜରି କରିଛନ୍ତି। ଇ-ଚାଲାଣ ସ୍କାମ ପ୍ରତି ସାବଧାନ ରହିବାକୁ ସରକାର ପରାମର୍ଶ ଦେଇଛନ୍ତି। ଏନେଇ ସୋସିଆଲ ମିଡିଆ ଏକ୍ସରେ ରାଜ୍ୟ ବୈଦ୍ୟୁତିକ ଏବଂ ସୂଚନା ପ୍ରଯୁକ୍ତି ବିଭାଗ…

୨୦୨୫ ଗଣତନ୍ତ୍ର ଦିବସରେ ରିଲିଜ ହେବ ୱାର ୨

ମୁମ୍ବାଇ: ହ୍ରିତିକ ରୋଶନ ଓ ଜୁନିୟର ଏନଟିଆର ଅଭିନୀତ ୱାର ୨ର ରିଲିଜ ତାରିଖ ମେକର୍ସଙ୍କ ପକ୍ଷରୁ ଘୋଷଣା କରାଯାଇଛି । ବଲିଉଡ ହଙ୍ଗାମାରେ ପ୍ରକାଶିତ ଖବର ଅନୁସାରେ ୨୦୨୫ ଗଣତନ୍ତ୍ର ଦିବସରେ ଫିଲ୍ମ ରିଲିଜ ହେବ ବୋଲି ସ୍ଥିର ହୋଇଛି । ଏହି ସମୟରେ ୱିକେଣ୍ଡ ପଡୁଥିବାରୁ ଏହା ଫିଲ୍ମକୁ ଫାଇଦାରେ…

ଅପରାହ୍ନ ୫ଟା ୪୦ ଯାଏ ଏହି ସବୁ ଜିଲ୍ଲା ପାଇଁ ରହିଛି ସତର୍କ ସୂଚନା:

ଭୁବନେଶ୍ୱର: ଭାରତୀୟ୍ର ପାଣିପାଗ ବିଭାଗ (ଆଇଏମଡି) ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ୪ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣି ଜାରିକରିଛି । ଶୁକ୍ରବାର ଅପରାହ୍ନ ୫ଟା ୪୦ ପର୍ଯ୍ୟନ୍ତ ଏହି ସବୁ ଅଞ୍ଚଳରେ ହାଲୁକାରୁ ମଧ୍ୟମ  ଧରଣର ବର୍ଷା, ଘଡଘଡି ଏବଂ ବିଜୁଳି ମାରିବାର ସମ୍ଭାବନା ରହିଛି ।…

ଅଟୋ-ଟ୍ରକ ମୁହାଁମୁହିଁ ଧକ୍କା; ୮ ମାସର ଶିଶୁ ସମେତ ୨ ମୃତ, ୪ ଗୁରୁତର

କଟକ: ଅଟୋ-ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା। ଏଥିରେ ୮ ମାସର ଶିଶୁ ସମେତ ୨ ମୃତ୍ୟୁ ଘଟିଥିବା ବେଳେ ୪ ଗୁରୁତର ହୋଇଛନ୍ତି। ଏହି ଘଟଣା ଘଟିଛି ଆଜି ସକାଳେ କଟକ ଜିଲ୍ଲା ତିଗିରିଆ ଥାନା ଖୁଣ୍ଟୁଣୀ ନରସିଂହପୁର ଠାରେ। ଘଟଣାସ୍ଥଳରୁ ସମସ୍ତ ମୃତାହତଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି…

ପୁଣି ଥରେ ଶ୍ରୀମନ୍ଦିରରେ ଆରମ୍ଭ ହେବ ପାରମାଣିକ ଦର୍ଶନ, ପବିତ୍ର ସ୍ଥାନଗୁଡ଼ିକୁ ଦେଖିଲେ ତୀର୍ଥଯାତ୍ରୀଙ୍କୁ ଦେବାକୁ…

ପୁରୀ: ଜଗା ଦର୍ଶନ ପାଇଁ ଟଙ୍କା ଗଣିବେ ଭକ୍ତ । ଶ୍ରୀମନ୍ଦିରରେ ପୁଣି ଥରେ ଆରମ୍ଭ ହେବ ପାରମାଣିକ ଦର୍ଶନ । ବିଭିନ୍ନ ନିଯୋଗ ସହ ଆଲୋଚନା ପରେ ଏସଓପି ଜାରି କରିବ ଶ୍ରୀମନ୍ଦିର ପ୍ରଶାସନ । ଗତକାଲି ବସିଥିବା ଶ୍ରୀମନ୍ଦିର ଅର୍ଥ ସବକମିଟି ବୈଠକରେ ଏନେଇ ନିଷ୍ପତ୍ତି ହୋଇଛି । ଶ୍ରୀମନ୍ଦିର…

ଇଣ୍ଡିଆ ବୈଠକର ଦ୍ୱିତୀୟ ଦିନ: କପିଲ ଶିବଲଙ୍କୁ ଦେଖି ହଜିଗଲା ମେଣ୍ଟର ରଙ୍ଗ

ମୁମ୍ବାଇ: ୨ୟ ଦିନରେ ହଜିଗଲା କି ଇଣ୍ଡିଆର ରଙ୍ଗ ? କମିଗଲା କି ଜୋଶ ? କପିଲ ଶିବଲଙ୍କୁ ବୈଠକରେ ଦେଖି ଶୁଖିଗଲା କଂଗ୍ରେସ ନେତାଙ୍କ ମୁହଁ ।  ମୁମ୍ବାଇରେ ଚାଲିଛି ବିରୋଧୀ ମେଣ୍ଟ ଇଣ୍ଡିଆର ଦ୍ୱିତୀୟ ଦିନର ବୈଠକ । ଦ୍ୱିତୀୟ ଦିନର ବୈଠକରେ ସାମିଲ ହୋଇଥିଲେ ରାଜ୍ୟସଭା ସାଂସଦ କପିଲ ଶିବଲ…

ବାଙ୍କୀ କଚେରି ପଡ଼ିଆରେ ହାଇଡ୍ରାମା, ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ଉନ୍ମତ୍ତ କାଣ୍ଡ

ବାଙ୍କୀ: ଖଣ୍ଡା ବୁଲାଇ ପୋଲିସକୁ ଆକ୍ରମଣ । ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ଉନ୍ମତ୍ତକାଣ୍ଡ। ହାତରେ ଖଣ୍ଡା, ହାତୁଡି ଧରି ରାସ୍ତାରେ ବୁଲୁଛନ୍ତି । ଲୋକଙ୍କୁ ଭୟଭୀତ କରୁଛନ୍ତି । କଟକ ଜିଲ୍ଲା ବାଙ୍କୀ ବଜାରରେ ଆତଙ୍କରାଜ ଚଳାଇଛନ୍ତି ଅବସରପ୍ରାପ୍ତ ସେନା କର୍ମଚାରୀ । ତାଙ୍କ ନାଁ ସରୋଜ ଦାସ…

ବିଧାୟକଙ୍କ ଅଫିସ ପରିସରରୁ ମିଳିଲା ବୋମା

ତାଳଚେର: ବିଧାୟକଙ୍କ କ୍ୟାମ୍ପରୁ ମିଳିଲା ବୋମା । ତାଳଚେର ବିଜେଡି ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ଅଫିସ ପରିସରରୁ ବୋମା ଜବତ ହୋଇଛି । ଏ ବୋମା କିଏ ଆଣିଲା ଏବଂ କାହିଁକି ଆଣିଲା ତାହା ଜଣା ପଡିନାହିଁ । ତେବେ ବେମା ମିଳିବା ପରେ କ୍ୟାମ୍ପରେ ହଇଚଇ ପଡି ଯାଇଛି । ପୋଲିସ ଘଟଣାସ୍ଥଳରେ…

ଡବଲ ମର୍ଡର ମାମଲାରେ ପୂର୍ବତନ ସାଂସଦ ପ୍ରଭୁନାଥ ସିଂଙ୍କୁ ଆଜୀବନ କାରାଦଣ୍ଡ

ପାଟନା: ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଆରଜେଡି ନେତା ତଥା ଦଳର ପୂର୍ବତନ ସାଂସଦ ପ୍ରଭୁନାଥ ସିଂଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଭୋଟ ପାଇଁ ହତ୍ୟା ମାମଲାରେ ଏପରି ଦଣ୍ଡିତ କରିବା ବିହାରରେ ପ୍ରଥମ ଦଣ୍ଡ। ପ୍ରଭୁନାଥ ସିଂଙ୍କୁ ତଳ କୋର୍ଟରୁ ନେଇ ହାଇକୋର୍ଟ ପର୍ଯ୍ୟନ୍ତ ଆଶ୍ୱସ୍ତି…