Latest Odisha News

BREAKING NEWS

Browsing Category

ଫିଚର

ବିଜେପିକୁ ହରାଇବାକୁ ସଜାଇ ହେଉଛି ମୁମ୍ବାଇ!

ଭୁବନେଶ୍ୱର: ବିରୋଧୀ ମେଣ୍ଟ ଇଣ୍ଡିଆର ତୃତୀୟ ବୈଠକ ପାଇଁ ସଜେଇ ହେଉଛି ମୁମ୍ବାଇ। ମୁମ୍ବାଇରେ ରାସ୍ତାଘାଟ ସବୁଆଡେ ଇଣ୍ଡିଆ ଲେଖା ଥିବା ପୋଷ୍ଟର ବ୍ୟାନରରେ ଛାଇ ହୋଇଯାଇଥିବା ଦେଖିବାକୁ ମିଳିଛି। ଏପରିକି ବୈଠକକୁ ନେଇ ଭିଡିଓ ଟିଜର ମଧ୍ୟ ଜାରି କରାଯାଇଛି। ସାମାଜିକ ଗଣମାଧ୍ୟମରେ ମଧ୍ୟ…

ଏମିତି ମନ୍ଦିର, ଯେଉଁଠିି ଭଗବାନଙ୍କୁ ଦର୍ଶନ କଲେ ମହିଳା ହୁଅନ୍ତି ବିଧବା

ହରିୟାଣା: ମହାଭାରତର ଯୁଦ୍ଧ ହେଉ କିମ୍ବା ଭଗବାନ କୃଷ୍ଣଙ୍କ ଦ୍ୱାରା ଅର୍ଜୁନଙ୍କୁ ଦିଆଯାଇଥିବା ଗୀତା ଜ୍ଞାନ ହେଉ । କୁରୁକ୍ଷେତ୍ରରେ ନିଜସ୍ୱ ଧାର୍ମିକ ଏବଂ ଏ୍ୟୌତିହାସିକ ଗୁରୁତ୍ୱ ରହିଛି । ଏହି ପବିତ୍ର ଭୂମିରେ ଅନେକ ଧାର୍ମିକ ସ୍ଥାନ ଅଛି, ଯେଉଁଥିରେ ଭକ୍ତମାନଙ୍କର ବିଶ୍ୱାସ ଯୋଡ଼ି ହୋଇଛି ।…

ମଲ୍ଲିକାର୍ଜ୍ଜୁନ ଖଡଗେ ହୋଇପାରନ୍ତି ‘ଇଣ୍ଡିଆ’ର ସଂଯୋଜକ

ନୂଆଦିଲ୍ଲୀ: ବିରୋଧୀ ମେଣ୍ଟ ଇଣ୍ଡିଆର ସଂଯୋଜକ ପଦକୁ ନେଇ ଚର୍ଚ୍ଚା ଚାଲିଥିବାବେଳେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖଡଗେଙ୍କୁ ଏହି ଦାୟିତ୍ୱ ଦିଆଯିବା ନେଇ ଚର୍ଚ୍ଚା ହେଉଛି । ମୁମ୍ବାଇରେ ହେବାକୁ ଥିବା ଆସନ୍ତା ମିଟିଂରେ ତାଙ୍କ ନାମ ଘୋଷଣା କରାଯିବ । ଏକଥା ମଧ୍ୟ…

ରାକ୍ଷୀ ପୂର୍ଣ୍ଣିମାର ତାରିଖକୁ ନେଇ ବଢିଲା ଦ୍ଵନ୍ଦ, ଶ୍ରୀମନ୍ଦିରରେ କେଉଁ ଦିନ ପାଳନ ହେବ ରକ୍ଷା ବନ୍ଧନ

ପୁରୀ: ଆସନ୍ତାକାଲି ରାକ୍ଷୀ ପୂର୍ଣ୍ଣିମା । ପ୍ରସ୍ତୁତ ଚାଲିଛି ମହାପ୍ରଭୁଙ୍କ ପାଇଁ ବିଶ୍ୱର ସର୍ବବୃହତ ରାକ୍ଷୀ । ଶ୍ରୀମନ୍ଦିର ପାଟରା ବିଶୋୟୀ ସେବକଙ୍କ ଦ୍ୱାରା ପ୍ରସ୍ତୁତ ଏହି ସ୍ୱତନ୍ତ୍ର ରାକ୍ଷୀ ଓ ଗୁଆମାଳ ଅଲିଅଳି ଭଉଣୀ ମା ସୁଭଦ୍ରା ବଡଭାଇ ବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କୁ ପିନ୍ଧାଇବେ।…

ଛତିଶଗଡ଼ର ବୃହତ ଓଡ଼ିଆ ସମାଜର ସଭାପତି ହେଲେ ପୁରନ୍ଦର ମିଶ୍ର

ରାୟପୁର; ଛତିଶଗଡ଼ସ୍ଥିତ ବୃହତ ଓଡ଼ିଆ ସମାଜର ସଭାପତି ରୂପେ ବିଶିଷ୍ଟ ସମାଜସେବୀ ପୁରନ୍ଦର ମିଶ୍ର ନିର୍ବାଚିତ ହୋଇଛନ୍ତି। ଏହି ବୃହତ ସମାଜ ଅଧୀନରେ ପ୍ରଦେଶର ୩୫ ଲକ୍ଷ ଓଡ଼ିଆ ନିବାସୀଙ୍କୁ ପ୍ରତିନିଧିତ୍ଵ କରୁଥିବା ୨୪ଟି ସମାଜକୁ ସାମିଲ କରାଯାଇଛି । ଏମାନେ ହେଲେ ବ୍ରାହ୍ମଣ, କୋଲତା, ସୌରାଂ,…

ମମତାଙ୍କ ପରେ ନୀତିଶଙ୍କ ବଡ ବୟାନ: ୭/୮ ମାସ ପରେ ହୋଇପାରେ ସାଧାରଣ ନିର୍ବାଚନ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନକୁ ନେଇ ବଡ ବୟାନ ଦେଲେ ନୀତିଶ କୁମାର । ନୀତିଶ କହିଛନ୍ତି, ନିର୍ଦ୍ଧାରିତ ସମୟ ପୂର୍ବାରୁ ନିର୍ବାଚନ କରାଇ ପାରନ୍ତି । ନୀତିଶଙ୍କ ପୂର୍ବରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବନାର୍ଜୀ ମଧ୍ୟ ସମାନ କଥା କହିଥିଲେ । ଡିସେମ୍ବର କିମ୍ବା ଜାନୁଆରୀରେ ନିର୍ବାଚନ…

ଶିମିଳିପାଳରେ ବଦଳୁଛି ମହାବଳ ବାଘଙ୍କ ରଙ୍ଗ, ବିଶେଷଜ୍ଞ ବି ଜାଣି ହେଉଛନ୍ତି ତାଜୁବ

ବାରିପଦା: ଶିମିଳିପାଳ ଅଭୟାରଣ୍ୟ ପାଇଁ ମାଡ଼ି ଆସିଛି ବିପଦ। କାରଣ ଅଭୟାରଣ୍ୟ ଭିତରେ ଥିବା ମହାବଳ ବାଘଙ୍କ ରଙ୍ଗ ବଦଳିବାରେ ଲାଗିଛି । ଅନ୍ୟ ପ୍ରଜାତି ବାଘଙ୍କ ସହ ସଙ୍ଗମ ହେବା ଫଳରେ ମହାବଳ ବାଘଙ୍କ ଜିନ୍‌ରେ ପରିବର୍ତ୍ତନ ଘଟୁଛି । ଦିନକୁ ଦିନ ମହାବାଳ ବାଘ ସବୁ ଅଧିକ କଳା ଦେଖାଯାଉଛନ୍ତି ।…

ମୁକ୍ତି ମିଳିବାର କେଇ ମିନିଟ ପରେ ପୁଣି ଗିରଫ ହେଲେ ଇମ୍ରାନ ଖାନ୍

ଇସଲାମବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ସମସ୍ୟା ବଢିଚାଲିଛି । ତୋଷଖାନା ମାମଲା ଉପରେ ତାଙ୍କୁ ଆଜି ଆଶ୍ୱସ୍ତି ମିଳିବାର ମାତ୍ର କେଇ ମିନିଟ ପରେ ଇମ୍ରାନଙ୍କୁ ପୁଣି ଆଉ ଏକ ମାମଲାରେ ଗିରଫ କରାଯାଇଛି । ଇମ୍ରାନଙ୍କୁ ସିକ୍ରେଟ ଲେଟର ଚୋରି (ସାଇଫର ଗେଟ ସ୍କାଣ୍ଡାଲ)…

ଦେଶରେ ବିକ୍ରି ହେଲା ଟମାଟୋର ସର୍ବନିମ୍ନ ମୁଲ୍ୟ: କେଜି ମାତ୍ର ୧୪ ଟଙ୍କା

ଭୁବନେଶ୍ଵର: ଗୋଟିଏ ନିଷ୍ପତ୍ତି ଆଉ ଦେଶରେ ବଦଳିଗଲା ଟମାଟର ଦାମ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ସବସିଡିରେ ଟମାଟର ଯୋଗାଇବା ପରେ ଏବେ ଦେଶରେ ଟମାଟର ଦାମ ନିୟନ୍ତ୍ରଣକୁ ଆସୁଛି । ଅର୍ଥାତ୍ ୧୫ ଦିନ ପୂର୍ବ ତୁଳନାରେ ଏବେ ଟମାଟର ଦର ଏକ ପ୍ରକାର ୮୦% ହ୍ରାସ ପାଇଛି । କିଛି…