Latest Odisha News

BREAKING NEWS

Browsing Category

ଫିଚର

କନିଆ ବଜାର: ଯେଉଁଠି ବିକ୍ରି ହୁଅନ୍ତି କନିଆ, ଟଙ୍କା ଦେଇ କିଣନ୍ତି ଲୋକେ

ବୁଲଗେରିଆ: ଆପଣ ଅନେକ ପ୍ରକାରର ବଜାର ଦେଖିଥିବେ ନିଶ୍ଚୟ । ପନିପରିବା, ଫଳମୂଳ ହେଉ ବା ପୋଷାକ ସବୁ ବଜାର ଅଲଗା ଅଲଗା ହୋଇଥାଏ । କିନ୍ତୁ ଆପଣ କେବେ କନିଆ ବଜାର ଦେଖିଛନ୍ତି କି? ଆପଣ ଏବେ ଭାବୁଥିବେ ଯେ, ଏ ସମୟରେ ମହିଳାମାନଙ୍କୁ ବିକ୍ରୟ କରିବାକୁ ଅନୁମତି ଦିଆଯାଇଛି କି? କିନ୍ତୁ…

ଚଳିତ ବର୍ଷ ଡିସେମ୍ବର କିମ୍ବା ଜାନୁଆରୀରେ ହୋଇପାରେ ଲୋକସଭା ନିର୍ବାଚନ: ମମତା

କୋଲକାତା: ଭାରତୀୟ ଜନତା ପାର୍ଟି ସରକାର ଡିସେମ୍ବର କିମ୍ବା ଜାନୁଆରୀରେ ଲୋକସଭା ନିର୍ବାଚନ କରିପାରେ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏଭଳି କିଛି ଦାବି କରିଛନ୍ତି। ପ୍ରଚାର ପାଇଁ ସମସ୍ତ ହେଲିକପ୍ଟରକୁ ଗେରୁଆ ଦଳ ଦ୍ୱାରା ବୁକ୍ କରାଯାଇଛି ବୋଲି କହିବା ପରେ ନିର୍ବାଚନ ନେଇ…

ସହରାଞ୍ଚଳ ଗରୀବ ବସ୍ତି ବାସିନ୍ଦାଙ୍କ ସହ ରାଜନୀତି ନକରି ସମସ୍ତଙ୍କୁ ପଟ୍ଟା ଦିଅନ୍ତୁ ସରକାର: ମନମୋହନ

ଭୁବନେଶ୍ୱର: ନିର୍ବାଚନକୁ ଦୃଷ୍ଟିରେ ରଖି ଶାସକ ଦଳକୁ ଲଗାତାର ଘେରୁଛନ୍ତି ବିରୋଧୀ ଦଳ। ବର୍ତ୍ତମାନ ଜାଗା ମିଶନକୁ ନେଇ ବିଜେଡିକୁ ଟାର୍ଗେଟ କରିଛି ବିଜେପି। ନିର୍ବାଚନ ପୂର୍ବରୁ ବସ୍ତି ବାସିନ୍ଦାଙ୍କୁ ନକଲି ଲ୍ୟାଣ୍ଡ ରେକର୍ଡ ସାର୍ଟିଫିକେଟ ବାଣ୍ଟୁଛନ୍ତି ବୋଲି ବିଜେପି ଅଭିଯୋଗ କରିଛି।…

ଶତ୍ରୁ ରାଷ୍ଟ୍ରରେ ମହଙ୍ଗା ବିଜୁଳି ଦରକୁ ଜୋରଦାର ବିରୋଧ, କାମଚଳା ପ୍ରଧାନମନ୍ତ୍ରୀଙ୍କ ବଢ଼ିଲା ଚିନ୍ତା

ଇସଲାମାବାଦ: ପ୍ରାୟ ବର୍ଷକ ମଧ୍ୟରେ, ପାକିସ୍ତାନର ହାରାହାରି ବିଦ୍ୟୁତ ଶୁଳ୍କ ୭୬% ବୃଦ୍ଧି ପାଇଛି କାରଣ ଆଇଏମଏଫ ସହିତ ଏହାର ପ୍ରତିବଦ୍ଧତାର ଏକ ଅଂଶ ଭାବରେ ନିୟମିତ ସମାଯୋଜନକୁ ପାଳନ କରିଛି। ଅଗଷ୍ଟରେ ହୋଇଥିବା ଡଲାର ତୁଳନାରେ ଟଙ୍କା ମୂଲ୍ୟର ପ୍ରାୟ ୫% ହ୍ରାସକୁ ପ୍ରତିହତ କରିବା ପାଇଁ…

ଚନ୍ଦ୍ରପୃଷ୍ଠର ଏକ ଗଭୀର ଗାତ ନିକଟରେ ପହଁଚିଥିଲା ରୋଭର, ଇସ୍ରୋ ଜାରି କଲା ଫଟୋ

ନୂଆଦିଲ୍ଲୀ: ଭାରତର ଚନ୍ଦ୍ରଯାନ-3 ଦ୍ୱାରା ପଠାଯାଇଥିବା ବିକ୍ରମ ଲ୍ୟାଣ୍ଡର୍ ଚନ୍ଦ୍ରରେ ଅବତରଣ କରିବା ପରେ ରୋଭର ପ୍ରଜ୍ଞାନ ଦକ୍ଷିଣ ମେରୁରେ ବୁଲୁଛି। ରୋଭର ଏହି ସମୟରେ ଚନ୍ଦ୍ର ପୃଷ୍ଠରୁ ନମୁନା ସଂଗ୍ରହ କରୁଛି। ବିକ୍ରମ ଲାଣ୍ଡର ମଧ୍ୟ ନିଜ କ୍ୟାମେରାରୁ ରୋଭରର ଗତିବିଧିର ଚିତ୍ର ପଠାଉଛନ୍ତି।…

ଓମଲେଟ୍ ଫେଷ୍ଟିଭାଲ: ଏଠାରେ ୧୫ ହଜାର ଅଣ୍ଡାରେ ପ୍ରସ୍ତୁତ ହୁଏ ଗୋଟେ ବିରାଟକାୟ ଓମଲେଟ୍‌

ଫ୍ରାନ୍ସ: ଛୋଟ ହୁଅନ୍ତୁ ବା ବଡ଼ ସମସ୍ତେ ଅଣ୍ଡା ଓମଲେଟ୍ ଖାଇବାକୁ ଭଲ ପାଇ ଥାଆନ୍ତି । ଗୋଟେ କି ଦୁଇଟି ଅଣ୍ଡାରେ ପ୍ରସ୍ତୁତ ଓମଲେଟକୁ ସମସ୍ତେ ଖାଇଥାନ୍ତି । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ,ଏମିତି ଏକ ଓମଲେଟ୍ ଫେଷ୍ଟିଭାଲ ଅଛି, ଯେଉଁଠାରେ ୧୫ ହଜାର ଅଣ୍ଡାରେ ପ୍ରସ୍ତୁତ ହୁଏ ଗୋଟେ…

ପ୍ରତିମା, ସବିତା ମୋଦୀଙ୍କୁ ରାକ୍ଷୀ ବାନ୍ଧିବାକୁ ଦିଲ୍ଲୀ ଯିବେ

କଟକ: ପ୍ରତିମା ବେହେରା ଓ ସବିତା ଦାସ ଏବେ ଉତ୍ସାହିତ। ରାକ୍ଷୀ ତିଆରି କରି ବ୍ୟବସାୟ କରନ୍ତି। ତାଙ୍କ ରାକ୍ଷୀର ଅନେକ ଗ୍ରାହକ ରହିଛନ୍ତି। କିନ୍ତୁ ଏବେ ତାଙ୍କ ଦ୍ବାରା ପ୍ରସ୍ତୁତ ରାକ୍ଷୀ ବନ୍ଧା ହେବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହାତରେ। ଯିଏକି ଏବେ ବିଶ୍ବର ସବୁଠୁ ଲୋକପ୍ରିୟ ଏବଂ…

ବିଜେଡି ନେତା ଓ କର୍ମୀ ଗୁଣ୍ଡାଗର୍ଦ୍ଦିର କେଉଁ ସୀମାକୁ ଯାଇପାରନ୍ତି, ଓଡ଼ିଶା ଦେଖିଛି: ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ୱର: ସରଗରମ ହୋଇ ଉଠିଛି ରାଜ୍ୟ ରାଜନୀତି। ଏବେ ସୋସିଆଲ ମିଡିଆରେ ଚାଲିଛି ବାକ୍ ଯୁଦ୍ଧ। ବିଜେଡ଼ି ପ୍ରବକ୍ତା ସସ୍ମିତ ପାତ୍ରଙ୍କ ଟ୍ୱିଟର ପ୍ରତିକ୍ରିୟା ରଖିଛି ବିଜେପି। ବରିଷ୍ଠ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ ଟ୍ୱିଟ୍ କରି ସସ୍ମିତ ପାତ୍ରଙ୍କୁ ଦେଇଛନ୍ତି ଉତ୍ତର। ସେ କହିଛନ୍ତି,…

ଲାଇଭ ଟେଲିକାଷ୍ଟରେ ଆଙ୍କରଙ୍କୁ ପ୍ରପୋଜ କଲେ ରିପୋର୍ଟର

ୱାଶିଂଟନ: ପ୍ରେମର କିଛି ସୀମା, ସରହଦ ନାହିଁ । କେଉଁଠି ,କେତେବେଳେ ଓ କେଉଁଭଳି ପରିସ୍ଥିତିରେ ପ୍ରେମ ହୋଇଯାଏ, ତାହା ସମସ୍ତଙ୍କୁ ଅଜଣା । ଆଧୁନିକ ସମାଜରେ ପ୍ରେମମାନିଆ ଏବେ ଖୁବ୍ ଚର୍ଚ୍ଚାରେ । ଅର୍ଥାତ୍ ଏବର ଯୁବପିଢି ନିଜର ପ୍ରେମ ଜାହିର ପାଇଁ କିଛି ବି କରିପାରନ୍ତି । ଏମିତି ଏକ ଘଟଣା…

ଜି-୨୦ ପାଇଁ ପୁଟିନ ନିଜେ ନଆସି ବୈଦେଶିକ ମନ୍ତ୍ରୀଙ୍କୁ ପଠାଇବେ

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଟେଲିଫୋନରେ କଥା ହୋଇଛନ୍ତି। ଏହି ଫୋନ୍ କଲ୍ ସମୟରେ ରାଷ୍ଟ୍ରପତି ପୁଟିନ ପୁଣିଥରେ ଭାରତୀୟ ମହାକାଶ ଅଭିଯାନ ଚନ୍ଦ୍ରଯାନ-୩କୁ ଏହାର ଦକ୍ଷିଣ ମେରୁ ନିକଟରେ ସଫଳତାର ସହ ଅବତରଣ କରିଥିବାରୁ…