Latest Odisha News

BREAKING NEWS

Browsing Category

ଫିଚର

ଭାରତର ଏକ ଅଜବ୍ ଗାଁ’, ଯେଉଁଠି ବିବାହ ପରେ ଝିଅକୁ ବିଧବା ବେଶରେ ବିଦା କରାଯାଏ

ନୂଆଦିଲ୍ଲୀ: ଦୁନିଆର ସବୁ ଝିଅ ନିଜ ବିବାହ ସମୟରେ ସବୁଠୁ ସୁନ୍ଦର ଦେଖାଯିବା ପାଇଁ ଇଚ୍ଛା କରିଥାନ୍ତି । ତାଙ୍କର ସୁନ୍ଦରତାକୁ ନେଇ ଅନେକ ଲୋକ ପ୍ରଶଂସା ମଧ୍ୟ କରିଥା'ନ୍ତି । ବିଶ୍ବର ପ୍ରତ୍ୟେକ ସ୍ଥାନରେ ବିବାହର ରୀତିନୀତି  ଭିନ୍ନ  ଧରଣର ହୋଇଥାଏ ଓ ଯୁଗ ଯୁଗରୁ ରହିଆସିଥିବା ସେହି…

ବାରମ୍ବାର ପରାଜୟକୁ ପାସୋରି ଦେଉଛନ୍ତି ମନମୋହନ: ବିଜେଡି

ଭୁବନେଶ୍ୱର: ଆଗାମୀ ନିର୍ବାଚନକୁ ଲକ୍ଷରେ ରଖି ରାଜ୍ୟ ରାଜନୀତି ବର୍ତ୍ତମାନ ସରଗରମ ରହିଛି। ଶାସକ ଓ ବିପୋରିତ ଦଳ ଉଭୟ ଉଭୟଙ୍କୁ କରୁଛନ୍ତି ଟାର୍ଗେଟ। ଏହାରି ଭିତରେ ବିଜେଡି ମୁଖପାତ୍ର ଲେନିନ୍‍ ମହାନ୍ତି ବିଜେପିକୁ ପରାଜୟ ସମ୍ପର୍କରେ ମନେ ପକାଇ ଦେଇଛନ୍ତି। ଲେନିନ୍‍ ମହାନ୍ତି କହିଛନ୍ତି,…

ଖାଦ୍ୟ ସାମଗ୍ରୀରେ ପୋଷାକ ତିଆରି କରି ପିନ୍ଧନ୍ତି ଯୁବତୀ

ଥାଇଲାଣ୍ଡ: ସାଧାରଣତଃ ଭିନ୍ନ ଭିନ୍ନ ଷ୍ଟାଇଲର ଡ଼୍ରେସ ପିନ୍ଧିବା ପ୍ରତ୍ୟେକ ନାରୀଙ୍କ ସଉକ ହୋଇଥାଏ । ଆଉ କିଛି ଯୁବତୀ ସେଲିବ୍ରିଟିମାନେ କେମିତି ଡ଼ିଜାଇନର ଡ଼୍ରେସ ପିନ୍ଧୁଛନ୍ତି ସେଥପ୍ରତି ନଜର ରଖିବା ସହ ସେପରି ପିନ୍ଧିଥାନ୍ତି ମଧ୍ୟ । ହେଲେ ଥାଇଲାଣ୍ଡରେ ଏମିତି ଜଣେ ଯୁବତୀ ଅଛନ୍ତି, ଯିଏ…

ପ୍ରିଗୋଜିନଙ୍କ ମୃତ୍ୟୁ, ପାଞ୍ଚ ଦିନ ପରେ କାହିଁକି ସ୍ପଷ୍ଟ କଲା ପୁଟିନ ପ୍ରଶାସନ?

ମସ୍କୋ: ଅଗଷ୍ଟ ୨୩ରେ ହୋଇଥିବା ବିମାନ ଦୁର୍ଘଟଣାରେ ଓ୍ୱାଗନର ସେନାର ମୁଖ୍ୟ ୟେଭଗେନି ପ୍ରିଗୋଜିନଙ୍କ ମୃତ୍ୟୁ ହୋଇଥିବା ରୁଷର ତଦନ୍ତକାରୀ କମିଟି ରବିବାର ସ୍ପଷ୍ଟ କରିଛି। ବିମାନ ଦୁର୍ଘଟଣା ପରେ ମିଳିଥିବା କିଛି ମୃତ ଦେହର ଡିଏନଏ ପରୀକ୍ଷା ହୋଇଥିଲା ଏହାପରେ ପ୍ରିଗୋଜିନଙ୍କ ମୃତ୍ୟୁ…

ଆଇଆଇପିଏ ଏବଂ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର: ଭାରତୀୟ ଲୋକ ପ୍ରଶାସନ ସଂସ୍ଥାନ (ଆଇଆଇପିଏ), ନୂଆଦିଲ୍ଲୀ ଏବଂ ଓଡ଼ିଶା ସରକାରଙ୍କ ଗୋପବନ୍ଧୁପ୍ରଶାସନିକ ଏକାଡେମୀ (ଜିଏଏ) ମଧ୍ୟରେ ଏକ ବୁଝାମଣାପତ୍ର ଶୁକ୍ରବାର ସ୍ୱାକ୍ଷରିତ ହୋଇଯାଇଛି। ଏହି ଦପଇ ଅନୁଷ୍ଠାନ ମଧ୍ୟରେ ଏକ ସହଯୋଗୀ ଢାଞ୍ଚା ପ୍ରତିଷ୍ଠା କରିବା ପାଇଁ ଜିଏଏର…

ମହିଳା କଳାକାରଙ୍କୁ ଅଶ୍ଳୀଳ ଭିଡିଓ କଲ କରି କଳାକାର ଗିରଫ

କଟକ: ଓଡ଼ିଆ ଚଳଚ୍ଚିତ୍ର ଓ ଟେଲିଭିଜନ ଇଣ୍ଡଷ୍ଟ୍ରିର କିଛି ମହିଳା କଳାକାରଙ୍କୁ ଅଶ୍ଳୀଳ ଭିଡିଓ କଲ୍ କରିବା ଅଭିଯୋଗରେ ରବିବାର କଟକରେ ଜଣେ ଯୁବକଙ୍କୁ ପୁଲିସ ଗିରଫ କରିଛି। ମିଥୁନ ଭୋଇ ନାମକ ଏହି ଅଭିଯୁକ୍ତ ଜଣକ ଇଣ୍ଡଷ୍ଟ୍ରିରେ ସହଯୋଗୀ କଳାକାର ଭାବେ ଖଳ ଚରିତ୍ରରେ ଅଭିନୟ କରନ୍ତି।…

ପୂର୍ବତନ ହକି ଖେଳାଳି ପ୍ରବୋଧ ତିର୍କି ଲଢିବେ ନିର୍ବାଚନ

ଭୁବନେଶ୍ୱର: ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ପ୍ରବୋଧ ତିର୍କୀ କଂଗ୍ରେସରେ ଯୋଗଦେବା ନେଇ ଚର୍ଚ୍ଚା ଜୋର ଧରିଛି। ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାର ତଳସରା ନିର୍ବାଚନ ମଣ୍ଡଳୀରୁ ରାଜ୍ୟର ଆଗାମୀ ବିଧାନସଭା ନିର୍ବାଚନ ଲଢିବାକୁ ପୂର୍ବତନ ହକି ତାରକା ଆଗ୍ରହୀ ଥିବା ଚର୍ଚ୍ଚା ହେଉଛି।…

ଏମିତି ଚାକରାଣୀ, ଯିଏ ମାସକୁ ମାତ୍ର ୮ ଦିନ କାମ କରନ୍ତି, ପାଆନ୍ତି ମୋଟା ଅଙ୍କର ଦରମା

ନ୍ୟୁୟର୍କ: ଭାରତରେ ଚାକରାଣୀଙ୍କ ଜୀବନ ଅତ୍ୟନ୍ତ କଷ୍ଟକର । ଅନ୍ୟମାନଙ୍କ ଘରେ କାମ କରି ଯାହା ରୋଜଗାର କରନ୍ତି ସେଥିରେ ସେମାନେ ପରିବାର ଚଳାଇଥାନ୍ତି । ବଡ଼ ବଡ଼ ସହରଗୁଡ଼ିକରେ ସେମାନଙ୍କୁ ଭଲ ଦରମା ମିଳିଥାଏ । ହେଲେ ଛୋଟ ଛୋଟ ସହରଗୁଡ଼ିକରେ ଯେତିକି ଦରମା ପାଆନ୍ତି ସେଥିରେ ଚଳିବା ସେମାନଙ୍କ…

ରାଜଧାନୀର ସାଂସଦ ହୋଇ ନିଜକୁ ଅସୁରକ୍ଷିତ ମଣୁଛି: ଅପରାଜିତା

ଭୁବନେଶ୍ୱର: ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ନିଜ ନିର୍ବାଚନମଣ୍ଡଳୀକୁ ଗସ୍ତ କରିବା ବେଳେ ବାରମ୍ବାର ବିରୋଧର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି। ଏହାକୁ ନେଇ ରବିବାର ସାଂସଦ ଅପରାଜିତା କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଓଡିଶା ସରକାର ତାଙ୍କ ସୁରକ୍ଷା ପାଇଁ…

୨୦୨୪ ପରେ ରାହୁଲ ଗାନ୍ଧୀ ହେବେ ପ୍ରଧାନମନ୍ତ୍ରୀ: ରସିଦ ଅଲଭି

ନୂଆଦିଲ୍ଲୀ: ପାଖେଇ ଆସୁଛି ଲୋକସଭା ନିର୍ବାଚନ। ଏନେଇ ସମସ୍ତ ରାଜନୈତିକ ଦଳର ଚାଲିଛି ଜୋରଦାର ପ୍ରସ୍ତୁତି। ବିଜେପିକୁ ଚ୍ୟାଲେଞ୍ଜ କରି ୨୬ ବିରୋଧୀ ଦଳ ‘ଇଣ୍ଡିଆ’ ନାମରେ ମେଣ୍ଟ କରି ସାରିଲେଣି। ଏବେ ପର୍ଯ୍ୟନ୍ତ ଏହି ମହାମେଣ୍ଟର ନେତାଙ୍କ ନାମ ବି ଘୋଷଣା କରାଯାଇ ନାହିଁ। ହେଲେ ଏହାରି ଭିତରେ…