Latest Odisha News

BREAKING NEWS

Browsing Category

ଫିଚର

ଉଟିରେ ରାହୁଲଙ୍କ ଚକୋଲେଟ୍ କାରଖାନା ପରିଦର୍ଶନ, କୁନି ଝିଅଠାରୁ ନେଲେ ଅଟୋଗ୍ରାଫ୍‌

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ କିଛି ଦିନ ପୂର୍ବରୁ ତାମିଲନାଡୁର ନୀଳଗିରି ଗସ୍ତରେ ଯାଇଥିଲେ। ଏହି ସମୟରେ ସେ ଉଟିରେ ଥିବା ଏକ ଚକୋଲେଟ୍ କାରଖାନା ପରିଦର୍ଶନ କରିଥିଲେ। ତେବେ ଏହାର ଏକ ଭିଡିଓ ସେ ନିଜ ଏକ୍ସ ହ୍ୟାଣ୍ଡଲରେ ସେୟାର କରିଛନ୍ତି ଯାହାକୁ ନେଇ ଏବେ ଚର୍ଚ୍ଚା ଚାଲିଛି।…

ସାହିତ୍ୟର ସୂକ୍ଷ୍ମ ସୁଖ ଆହରଣଠୁ ବଳି ବଡ଼ ଅନୁଭବ ନାହିଁ : ବାଦଲ ମହାନ୍ତି

ଲେଖକ ହୁଅନ୍ତୁ ବା କବି ଅବା ଆଲୋଚକ, ଯେକୌଣସି ପୁସ୍ତକ ପ୍ରକାଶନ ପଛରେ ପ୍ରକାଶକଙ୍କର ସବୁଠାରୁ ବଡ଼ ଦାୟିତ୍ୱ ରହିଥାଏ। ପ୍ରକାଶକ ହିଁ ପୁସ୍ତକ ଆଉ ଲେଖକର ମଧ୍ୟରେ ଯୋଗସୂତ୍ରର ଦାୟିତ୍ୱ ନିର୍ବାହ କରିଥାନ୍ତି। ତେବେ ପ୍ରକାଶକ ଯଦି ଜଣେ ଲେଖକ ହୋଇଥାନ୍ତି ତେବେ ତାହା ମଣିକାଞ୍ଚନର ସଂଯୋଗ ବୋଲି…

ନକ୍ସଲଗଡରୁ ଇସ୍ରୋ: ଚର୍ଚ୍ଚାରେ ମାଲକାନଗିରିର ଯୁବ ବୈଜ୍ଞାନିକ ଜୟନ୍ତ

ମାଲକାନଗିରି: ଉପାନ୍ତ ଅଞ୍ଚଳରୁ ଇସ୍ରୋ ବୈଜ୍ଞାନିକ। ଚନ୍ଦ୍ରଯାନ ୩ ପ୍ରକଳ୍ପରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି ମାଲକାନଗିରିର ଯୁବ ବୈଜ୍ଞାନିକ ଜୟନ୍ତ କୁମାର ହାଲଦାର । ଜୟନ୍ତ କେରଳ ତିରୁଅନନ୍ତପୁରମ ସ୍ଥିତ ବିକ୍ରମ ସାରାଭାଇ ସ୍ପେଶ ସେଣ୍ଟରରେ ମେକାନିଜମ୍ ବିଭାଗରେ ବରିଷ୍ଠ…

ସୌମ୍ୟଙ୍କୁ ଅନୁଭବ ପଟ୍ଟନାୟକଙ୍କ ଚ୍ୟାଲେଞ୍ଜ: କହିଲେ, ୧୨ ଘଣ୍ଟା ମଧ୍ୟରେ ପ୍ରମାଣ ଦେଲେ ଛାଡିଦେବି ରାଜନୀତି

ଭୁବନେଶ୍ୱର: ବିଜେଡି ବିଧାୟକ ସୌମ୍ୟ ପଟ୍ଟନାୟକଙ୍କ ସମ୍ପାଦକୀୟକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଉଠିଛି। କିଛିଦିନର ବ୍ୟବଧାନ ପରେ ପୁଣି ଥରେ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ବିଧାୟକ ତଥା ସମ୍ବାଦ ସଂପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ। ରାଜ୍ୟର ପ୍ରମୁଖ ଗଣମାଧ୍ୟମଠାରୁ ଆରମ୍ଭ କରି…

ଫ୍ଲୋରିଡାରେ ଗୁଳିକାଣ୍ଡ; ୩ କୃଷ୍ଣକାୟ ଲୋକ ମୃତ

ୱାଶିଂଟନ: ଆମେରିକାରେ ଗଣ ଗୁଳିକାଣ୍ଡ ଘଟଣା ଦିନକୁ ଦିନ ବଢି ଚାଲିଛି । ଏବେ ଫ୍ଲୋରିଡାର ଜ୍ୟାକ୍ସନବିଲେରେ ପୁଣିଥରେ ଆତତାୟୀର ଆଖିବୁଜା ଗୁଳିମାଡରେ ୩ ଜଣଙ୍କ ଜୀବନ ଯାଇଛି । ଜଣେ ବନ୍ଧୁକଧାରୀ କୃଷ୍ଣକାୟ ଲୋକଙ୍କୁ ଟାର୍ଗେଟ କରି ଗୋଟିଏ ଡଲାର ଜେନେରାଲ ଷ୍ଟୋରରେ ପଶି ଏହି ଗୁଳିମାଡ କରିଛି ।…

ବିଜେଡି ସରକାର ପ୍ରତ୍ୟକ୍ଷ ଭାବେ ଓଡିଆ ମାରଣ ନୀତି ଆପଣାଇଛନ୍ତି: ବିଜୟ ପଟ୍ଟନାୟକ

ଭୁବନେଶ୍ୱର: ରାଜ୍ୟରେ ବିଜେଡି ସରକାର ପ୍ରତ୍ୟକ୍ଷ ଭାବେ ଓଡିଆ ମାରଣ ନୀତିର ଶାସନ ଚଳାଇଛନ୍ତି । ରାଜ୍ୟରେ ଯୁବ ଉଦ୍ୟୋଗୀ ମାନଙ୍କୁ ଅଗ୍ରାଧିକାର ଦେବା ପରିବର୍ତ୍ତେ ବାହାର ରାଜ୍ୟର ଉଦ୍ୟୋଗୀ ମାନଙ୍କୁ ଗୁରୁତ୍ୱ ଦେଉଛନ୍ତି ପ୍ରେସମିଟ୍ କରି ଏଭଳି କହିଛନ୍ତି କଂଗ୍ରେସ ନେତା ବିଜୟ ପଟ୍ଟନାୟକ।…

ବିଧାୟକଙ୍କ ଉପରକୁ ଆକ୍ରମଣ ଅଭିଯୋଗ, ପୋଲିସର ନିଷ୍କ୍ରିୟତାକୁ ନେଇ ଘେରିଲେ ବିରୋଧୀ

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲା ଲାଞ୍ଜିପଲ୍ଲୀ ଫ୍ଲାଏଓଭର ନିକଟରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଗାଡ଼ି ଉପରକୁ ବିଜେଡି କର୍ମୀମାନେ ଅଣ୍ଡା ଓ ପଥର ମାଡ଼ କରିଥିବା ଅଭିଯୋଗ ହୋଇଛି। ୭ ବର୍ଷ ତଳେ ଘଟିଥିବା ଏକ ଘଟଣାକୁ ଉଲ୍ଲେଖ କରି ପୋଲିସ କଂଗ୍ରେସ କର୍ମୀଙ୍କ ଉପରେ ୩୦୭ ଧାରା ଲଗାଇ…

ମହିଳାଙ୍କ ମୃତ୍ୟୁ: ଯୌତୁକ ନିର୍ଯାତନା ଅଭିଯୋଗରେ ସ୍ୱାମୀ ସମେତ ତିନି ଗିରଫ

କଟକ: ଯୌତୁକ ପାଇଁ ମହିଳାଙ୍କୁ ହତ୍ୟା ଅଭିଯୋଗ। ଶଙ୍କରପୁର ଅଞ୍ଚଳରେ ଜଣେ ବିବାହିତା ମହିଳାଙ୍କ ମୃତ୍ୟୁ ଘଟଣାରେ ବାପ ଘର ଲୋକଙ୍କ ଏତଲା ଆଧାରରେ ପୋଲିସ ତଦନ୍ତ କରି ତିନି ଜଣଙ୍କୁ ଗିରଫ କରିଛି। ମୃତ ମହିଳାଙ୍କ ନାଁ ସୋନାଲିକା ଦାସ। ବାଦାମବାଡି ପୋଲିସ ଦ୍ୱାରା ଗିରଫ ହୋଇଥିବା ବ୍ୟକ୍ତିମାନେ…

ନକଲି ନୋଟ୍ କାରବାର: ବାଲେଶ୍ୱରରୁ ଜଣେ ମହିଳାଙ୍କ ସମେତ ଦୁଇ ଗିରଫ

ବାଲେଶ୍ୱର: ନକଲି ନୋଟ୍ କାରବାର କରୁଥିବା ଅଭିଯୋଗରେ ଶନିବାର ଜଣେ ମହିଳାଙ୍କ ସମେତ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଯୁବକ ଜଣକ ନୀଳଗିରି ଥାନା ଅନ୍ତର୍ଗତ ସାନ୍ତରାଗଡିଆ ନୂଆପାଟଣା ଗ୍ରାମର ପୂର୍ଣ୍ଣଚନ୍ଦ୍ର ନାୟକ (୬୦) ଏବଂ ମହିଳା ଜଣକ ଖଇରା ଅଞ୍ଚଳର ସାହାରପୁର ଗ୍ରାମର ବୀଣାପାଣି ମୁଖୀ (୫୦)…

ସପ୍ତାହକ ମଧ୍ୟରେ ଦ୍ବିତୀୟ ରେଡ୍, ୮୩୮୦ ବୋତଲ କୋରେକ୍ସ କଫ ସିରପ୍ ଜବତ ସହ ତିନି ଗିରଫ

ବରଗଡ଼: ତିନି ଜଣଙ୍କୁ ଗିରଫ କରିବା ସହ ଶନିବାର ଦିନ ପୋଲିସ ବରଗଡ଼ ଟାଉନ୍ ଥାନା ପୁଲିସ ଏକ ସ୍ୱତନ୍ତ୍ର ଅଭିଯାନରେ ୮୩୮୦ ବୋତଲ କୋରେକ୍ସ କଫ ସିରପ୍ ଜବତ କରିଛି। ଏହି ରାକେଟର ପର୍ଦ୍ଦାଫାସ ସେତେବେଳେ ହୋଇଥିଲା, ଯେତେବେଳେ ପୁଲିସର ଏକ ଟିମ୍ ଅଭିଯୁକ୍ତଙ୍କ ଘରେ ଚଢ଼ଉ କରିଥିଲା। ବରଗଡ଼ ଏସପି…