Latest Odisha News

BREAKING NEWS

Browsing Category

ଫିଚର

ଓଡିଶା ପ୍ରସିଦ୍ଧ ମା ‘କାଳିଜାଈ’ ପୀଠ: ଜାଣନ୍ତୁ ଏହି ପୀଠର ମହିମା

ଖୋର୍ଦ୍ଧା: ଭାରତ ହେଉଛି ମନ୍ଦିରର ଭଣ୍ଡାର । ଏଠାରେ ରହିଛି ଅନେକ ଛୋଟ ବଡ ମନ୍ଦିର । କିଛି ମନ୍ଦିରର ରହିଛି କିଛି ଏପରି ଚମତ୍କାର ରହସ୍ୟ ଯାହା ଆଗରେ ସମସ୍ତେ ନତ ମସ୍ତକ। ସେଥିମଧ୍ୟରୁ ଓଡିଶାର ଅନ୍ୟତମ ଦେବୀ ପୀଠ ହେଉଛି ‘କାଳିଜାଈ’ ପୀଠ। ଖୋର୍ଦ୍ଧା ଜିଲ୍ଲା ବାଲୁଗାଁଠାରୁ ୧୮ କିଲୋମିଟର…

ଗୌହାଟି ହାଇକୋର୍ଟରେ ହେବ ମଣିପୁର ହିଂସା ମାମଲାର ଶୁଣାଣି, ସୁପ୍ରିମକୋର୍ଟଙ୍କ ଆଦେଶ

ଗୌହାଟି: ମଣିପୁରରେ ହୋଇଥିବା ହିଂସାକାଣ୍ଡର ପ୍ରଭାବ ସମଗ୍ର ରାଜ୍ୟରେ ଦେଖିବାକୁ ମିଳିଛି। ବିଭିନ୍ନ ସ୍ଥାନରେ ହୋଇଥିବା ହିଂସାକୁ ନେଇ ସୁପ୍ରିମକୋର୍ଟରେ ଅନେକ ପିଟିସନ ଦାୟର ମଧ୍ୟ ହୋଇଛି। ଯେଉଁଥିପାଇଁ ସୁପ୍ରିମକୋର୍ଟ ଶୁକ୍ରବାର ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ହିଂସା ସଂକ୍ରାନ୍ତ…

ପ୍ରଣବ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରି ଚିକିତ୍ସା ସହାୟତା ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ବିଶିଷ୍ଟ ଓଡ଼ିଆ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ ଅସୁସ୍ଥ । ଭୁବନେଶ୍ୱରର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ତାଙ୍କର ଆଶୁ ଆରୋଗ୍ୟ କାମନା କରି  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି । ଏଥିସହ ଏକ ଲକ୍ଷ ଟଙ୍କାର  ଚେକ ଚିକିତ୍ସା ସହାୟତା…

ପାଣ୍ଡିଆନଙ୍କ ଗସ୍ତକୁ ନେଇ ତେଜିଲା ଗଞ୍ଜାମ ରାଜନୀତି: ବିଜେପି ନେତାଙ୍କୁ ଉଠାଇ ନେଲା ପୋଲିସ,ପ୍ରଦୀପ ପାଣିଗ୍ରାହୀଙ୍କୁ…

ବ୍ରହ୍ମପୁର:୫ଟି ସଚିବଙ୍କ ୩ ଦିନିଆ ଗଞ୍ଜାମ ଗସ୍ତକୁ ନେଇ ରାଜ୍ୟ ରାଜନୀତି ପଡୁଛି ଉଠୁଛି । ୫ଟିଙ୍କ ଗସ୍ତକୁ ନେଇ ଜୋରଦାର ବିରୋଧ କରିଛନ୍ତି ଗୋପାଳ ପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ତାଙ୍କୁ ଦଳରୁ ବହିଷ୍କୃତ କରାଯାଇଥିଲେ ହେଁ ସେ ବିଧାୟକ ପଦବୀରେ ଅଛନ୍ତି । ତେଣୁ ସେ ସରକାରୀ…

ଅଧିକ କ୍ରିୟାଶୀଳ ହେବ ବିଏମସି; ଖୋଲିବ ୪୧୬ ନୂଆ ପଦବୀ

ଭୁବନେଶ୍ୱର:  ଭୁବନେଶ୍ବର ମହାନଗର ନିଗମ ବା ବିଏମସି ହେବ ଅଧିକ ଦକ୍ଷ ଓ କ୍ରିୟାଶୀଳ । ନିଗମରେ ନିଯୁକ୍ତି ପାଇବେ ଅଧିକ ବ୍ୟକ୍ତି ।  ଖୋଲିବ ୪୧୬ଟି ନୂତନ ପଦବୀ । ଏହି ପଦବୀକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।  ବିଏମସିରେ ଆାହୁରି ୪୧୬ ଜଣ ବ୍ୟକ୍ତି ନିଯୁକ୍ତି ପାଇବେ …

ପାଣ୍ଡିଆନଙ୍କ ସଭାରେ ଯୋଗ ଦେବା ପାଇଁ ଯାଉଥିଲେ ଛାତ୍ରୀ; ବସ ଧକ୍କାରେ ଡାକ୍ତରଖାନାରେ

ଗଞ୍ଜାମ: ଫାଇଭ ଟି ସଚିବଙ୍କ ଗସ୍ତକୁ ନେଇ ଗଞ୍ଜାମ ଜିଲ୍ଲାରେ ବିରୋଧର ନିଆଁ ଜଳୁଛି । ଏହି ସମୟରେ ସଚିବଙ୍କ କାର୍ଯ୍ୟକ୍ରମକୁ ଯାଉଥିବା ଜଣେ ଛାତ୍ରୀ ଦୁର୍ଘଟଣାର ଶିକାର ହୋଇଛନ୍ତି । ଏହାକୁ ନେଇ ବିରୋଧୀମାନେ ଆହୁରି ତାତିଛନ୍ତି । ଛାତ୍ରୀଜଣକ ସଚିବଙ୍କ କାର୍ଯ୍ୟରେ ଯୋଗ ଦେବା ପାଇଁ ସାଇକେଲ…

ହସପିଟାଲରେ ନାହାଁନ୍ତି ମହିଳା ଏସଆଇ: ବିଷପାନ ପରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ

ବଲାଙ୍ଗିର: ବିଷ ପିଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା  ପୁଲିସ ଏସଆଇ ନିଖୋଜ ହୋଇଯାଇଛନ୍ତି ।  ହସ୍ପିଟାଲରୁ କୁଆଡେ ନିଖୋଜ ହାଇଯାଇଥିବା ଜଣାଯାଇଛି । ସେ ହସ୍ପିଟାଲରେ ନ ଥିବା  ବଲାଙ୍ଗୀର ମେଡିକାଲ କଲେଜ ସୁପରିଟେଣ୍ଡେଂଟ୍ ସଚଳା ବାଗ କହିଛନ୍ତି । ପୋଲିସ ଏସଆଇ କାଜଲ ବାଗ ଦୁଇ ଦିନ…

ଆତ୍ମସମର୍ପଣର ୨୦ ମିନିଟ ପରେ ମୁକୁଳିଲେ ଆମେରିକା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ; ଜେଲରେ ଦେଲେ ମଗ୍ ସଟ୍

ନୂଆଦିଲ୍ଲୀ: ଆତ୍ମସମର୍ପଣ କରିବାର ମାତ୍ର ୨୦ ମିନିଟ ପରେ ଜେଲରୁ ମୁକୁଳିଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଗୁରୁବାର ଜର୍ଜିଆ ଆଣ୍ଟଲାଣ୍ଟ ଜେଲରେ ଆତ୍ମସମର୍ପଣ କରିଥିଲେ । ହେଲେ ୨୦ ମିନିଟ ପରେ ୨ ଲକ୍ଷ ଡଲାର ମୁଚାଲିକାରେ ସେ ଜେଲରୁ ବାହାରିଛନ୍ତି । ନିର୍ବାଚନ ଫଳାଫଳ…

କୁବେର ଡିଏଫଓ: ରଖିଥିଲେ ମାଳମାଳ ପ୍ଲଟ, ଏକାଧିକ କୋଠା

ଭୁବନେଶ୍ୱର: କୋଟିପତିଡିଏଫଓଙ୍କ ବାହାରିଲା ଅଚଳାଚଳ ସମ୍ପତ୍ତି । ସମ୍ପତ୍ତି ଦେଖି ଭିଜିଲାନ୍ସ  ଅଫିସର ବି ଟେରା । ଯେତେ ଖୋଜୁଥିଲେ ସେତେ ବାହାରୁଥିଲା । ମାଳ ମାଳ ପ୍ଲଟ ଓ ଫ୍ଲାଟ । ରାୟଗଡା  ଡିଏଫଓ ବିଜୟ କୁମାର ପରିଡାଙ୍କର କଟକ, ପୁରୀ, ଭୁବନେଶ୍ବର ଓ ଯାଜପୁର ପ୍ରମୁଖ ସ୍ଥାନରେ ରହିଛି…

ଭାରତର ଚନ୍ଦ୍ରଯାନ ସଫଳତାରେ ଜଳୁଛି ବ୍ରିଟେନ: ଟୁଇଟରରେ ଲାଗିଲା ବାକ୍ ଯୁଦ୍ଧ

ନୂଆଦିଲ୍ଲୀ: ଭାରତର ଚନ୍ଦ୍ରଯାନ-୩ ସଫଳତାର ସହ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରାଇବା ପରେ ଅନେକ ଦେଶରୁ ଶୁଭେଚ୍ଛାର ସୁଅ ଛୁଟିଛି । ଅନ୍ୟପକ୍ଷେ ଭାରତର ଏହି ସଫଳତାରେ ଅନେକ ଦେଶ ଇର୍ଷାରେ ଜଳୁଛନ୍ତି ମଧ୍ୟ । ଚନ୍ଦ୍ରଯାନର ସଫଳତା ପରେ ବ୍ରିଟେନ ଅସୂୟା ମନୋଭାବ ଏବେ ପଦାକୁ ଆସିଛି ।ଏହାକୁ…