Latest Odisha News

BREAKING NEWS

Browsing Category

ଫିଚର

ଗୋରୁପଲଙ୍କ ଉପରେ ଚଢିଗଲା ଟ୍ରକ; ୧୧ ମୃତ

କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବାରିହାପୁର ଗାଁ ନିକଟରେ ଗୋରୁପଲଙ୍କ ଉପରେ ଚଢି ଯାଇଛି ଏକ ଟ୍ରକ । ଫଳରେ ୧୧ ଗୋରୁଙ୍କର ମୃତ୍ୟୁ ଘଟିଛି । ୨   ଗୁରୁତର ହୋଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ଘଟିଥିଲା ଏହି ଦୁର୍ଘଟଣା ।  ଗାଈ ପଲ ରାସ୍ତା   ୫୩ ନମ୍ବର ଜାତୀୟ…

ସୁପ୍ରିମକୋର୍ଟକୁ ବି ଛାଡିଲେନି ସାଇବର ଅପରାଧୀ, ନକଲି ଓ୍ବେବସାଇଟ୍ ଜାଣିବା ପରେ କୋର୍ଟ ଦେଲେ ଚେତାବନୀ

ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ନ୍ୟାୟଳୟ ନାଁରେ ନକଲି ଓ୍ବେବସାଇଟ୍। ଯାହାକୁ ଦେଖି କୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି କରୁଥିବା କହି ଏହି ନକଲି ଓ୍ବେବସାଇଟକୁ ନେଇ ସୁପ୍ରିମକୋର୍ଟ ଚେତାବନୀ ଦେଇଛନ୍ତି। ନକଲି ସାଇଟ୍ ସୁପ୍ରିମକୋର୍ଟର ସରକାରୀ ଓ୍ୱେବସାଇଟର…

ଉଦଘାଟନ ହେଲା ଉତ୍କେଲା ବିମାନ ବନ୍ଦର, କଳାହାଣ୍ତିରୁ ଆରମ୍ଭ ହେଲା ବିମାନ ସେବା

କଳାହାଣ୍ଡି: କଳାହାଣ୍ଡି ବିକାଶରେ ଯୋଡି ହେଲା ନୂଆ ଫର୍ଦ୍ଦ । ମାତ୍ର ୧ ଘଣ୍ଟା ୧୦ ମିନିଟରେ ଭୁବନେଶ୍ବରରୁ ପହଞ୍ଚିବେ କଳାହାଣ୍ଡିରେ । ଉତ୍କେଲା-ଭୁବନେଶ୍ୱର ମଧ୍ୟରେ ବିମାନ ଚଳାଚଳ ଆରମ୍ଭ ହୋଇଛି । କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଭର୍ଚୁଆଲରେ ବିମାନ…

ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଯୁବକଙ୍କୁ ମାରି ଗଛରେ ଝୁଲାଇ ଦେଲେ

ମାଲକାନଗିରି: କୋରୁକୋଣ୍ଡା ଅଞ୍ଚଳରେ ଜଣେ ମହିଳାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିବା ଜଣେ ବ୍ୟକ୍ତିଙ୍କୁ ଉତ୍ତ୍ୟକ୍ତ ସମ୍ପର୍କୀୟମାନେ ନିସ୍ତୁକ ମାଡ଼ ମାରିବା ସହ ହତ୍ୟା କରିବା ପରେ ତାଙ୍କୁ ଓଲଟା ଏକ ଗଛରେ ଝୁଲାଇ ଦେଇଛନ୍ତି। ପୀଡ଼ିତଙ୍କ ନାଁ ଦେବ ମାଡକାମି। ମିଳିଥିବା ସୂଚନା ଅନୁଯାୟୀ,…

ଆଜି ‘ଇଣ୍ଡିଆ’ର ତୃତୀୟ ବୈଠକ: ଘୋଷଣା ହୋଇପାରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ

ନୂଆଦିଲ୍ଲୀ: ଆଜି ବିରୋଧୀ ମେଣ୍ଟ ଇଣ୍ଡିଆାର ତୃତୀୟ ବୈଠକ ମୁମ୍ବାଇରେ ଆରମ୍ଭ ହୋଇଯାଇଛି । ୨୦୨୪ ଲେକା ସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ବୈଠକ ବେଶ ଗୁରୁତ୍ୱପୂର୍ଣ୍ଣ । ୨୮ ଦଳ, ୬୨ ନେତା । ତାଭିତରୁ କିଏ ହେବ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ? ଏ ନେଇ ଆଜି ଦଳ ପକ୍ଷରୁ  ଘୋଷଣା …

ସ୍ତ୍ରୀକୁ ଧରମ ଭାଇର ଖରାପ ବ୍ୟବହାର ସହିନପାରି ଭିଣୋଇ କଲା ହତ୍ୟା

ମୁମ୍ବାଇ: ପତ୍ନୀର ଧରମ ଭାଇକୁ ହତ୍ୟା। ପତ୍ନୀ ସହ ଖରାପ ବ୍ୟବହାର କରୁଥିବାରୁ ପୂର୍ବରୁ ଚେତାଇ ଆସୁଥିଲେ କିନ୍ତୁ ଏହାପରେ ବି ସୀମା ଲଂଘିଥିଲା ସମସ୍ତ ହରକତ। ଏହାପରେ ଭିଣୋଇ ଜଣଙ୍କ ହତ୍ୟା କରିଥିବା ସ୍ବୀକାର କରିଛି। ଏମିତିକି ଅଭିଯୁକ୍ତ ଧାରୁଆ ଅସ୍ତ୍ରରେ ହତ୍ୟା କରିବା ପରେ ସଂପୃକ୍ତ…

ଆଜି ଦୁଇ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧିବେ ଭଉଣୀ ସୁଭଦ୍ରା; ଶ୍ରୀମନ୍ଦିରରେ ପାଳିତ ହେବ ବଳଭଦ୍ର ଜନ୍ମ

ପୁରୀ:  ଶ୍ରୀମନ୍ଦିରରେ ଆଜି ପାଳିତ ହେଉଛି ପବିତ୍ର ଗହ୍ମା ପୂର୍ଣ୍ଣିମା ।  ଶ୍ରୀବଳଭଦ୍ରଙ୍କ ଜନ୍ମଦିନ। ଆଜି ମଧ୍ୟ  ଦୁଇ ଭାଇ ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କ ହାତରେ ରାକ୍ଷୀ ବାନ୍ଧିବେ ଗେହ୍ଲି ଭଉଣୀ ସୁଭଦ୍ରା । କାଲି ବିଭିନ୍ନ ସ୍ଥାନରେ ରକ୍ଷାବନ୍ଧନ ଉତ୍ସବ ପାଳିତ ହୋଇଥିଲେ ହେଁ ଆଜି…

ସେପ୍ଟେମ୍ବର ୫ରେ କଂଗ୍ରେସରେ ମିଶ୍ରଣ ପର୍ବ, ଯୋଗଦେବେ ନେତା ଓ ଅବସରପ୍ରାପ୍ତ ବାବୁ

ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ପକ୍ଷରୁ ସେପ୍ଟେମ୍ବର ୫ ତାରିଖରେ ଏକ 'ମିଶ୍ରଣ ପର୍ବ' ଆୟୋଜନ କରାଯିବାର କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କୁ ସାମିଲ କରାଯିବାର ଯୋଜନା ରହିଛି। ଯେଉଁଥିରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ,…

ଆଖି ଝଲସିଲା ପରି ପିଆନୋ ଆକୃତିର ଗ୍ଲାସ ବିଲ୍ଡିଂ

ଚୀନ: ବିଶ୍ୱରେ ଏମି୍‌ତି କିଛି ସୁଦୃଶ୍ୟ ଅଟ୍ଟାଳିକା ନିର୍ମାଣ କରାଯାଇଛି, ଯାହାର ସୂକ୍ଷ୍ମ କାରିଗରି ବିଶ୍ୱବାସୀଙ୍କୁ ଚମକୃତ କରି ଆସୁଛି । ଚୀନର ହୁଇନାନ୍ ସହରର ଶାନନ ଜିଲାରେ ରହିଛି ଆଖି ଝଲସିଲା ପରି ପିଆନୋ ଆକୃତିର ଏକ ଗ୍ଲାସ ବିଲ୍ଡିଂ । ଯାହାକୁ ଦେଖିବାକୁ ପ୍ରତ୍ୟେକ ଦିନ ହଜାର ହଜାର…