Latest Odisha News

BREAKING NEWS

Browsing Category

ଫିଚର

ଆଗୁଆ ନିର୍ବାଚନ କରିବା ଯୋଜନାରେ ନାହାଁନ୍ତି ସରକାର: କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ସରକାର ଆଗୁଆ ସାଧାରଣ ନିର୍ବାଚନ ଯୋଜନାରେ ନାହାଁନ୍ତି। ଆଗୁଆ ନିର୍ବାଚନ ନେଇ ଯେଉଁ ଚର୍ଚ୍ଚା ହେଉଛି ତାକୁ ଖାରଜ କରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ କାର୍ଯ୍ୟକାଳର ଶେଷ ଦିନ ଯାଏ ଭାରତର ନାଗରିକଙ୍କ ସେବା କରିବା ପାଇଁ ପ୍ରତିଶ୍ରୁତିବଦ୍ଧ।…

ରାହୁଲ ଗାନ୍ଧୀ ଓ ପ୍ରିୟଙ୍କାଙ୍କ ସମ୍ପର୍କ ସାଧାରଣ ଭାଇ-ଭଉଣୀଙ୍କ ସମ୍ପର୍କ ଭଳି ନୁହେଁ: ବିଜେପି

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି) ଦ୍ୱାରା ପ୍ରକାଶିତ ଏକ ଭିଡିଓକୁ ନେଇ ଉତ୍ତେଜନା ଦେଖାଦେଇଛି। ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ସମ୍ପର୍କକୁ ନେଇ ପ୍ରଶ୍ନ କରିଛି ବିଜେପି। ବିଜେପି କହିଛି ଯେ ସେମାନଙ୍କ ରାହୁଲ…

ବୁମରାହ ଏସିଆ କପ ଅଧାରୁ ମୁମ୍ବାଇ ଫେରିଲେ

ନୂଆଦିଲ୍ଲୀ: ଭାରତର ପେସ ବୋଲର ଯଶପ୍ରୀତ ବୁମରାହ ଚଳିତ ଏସିଆ କପ କ୍ରିକେଟ ଅଧାରୁ ମୁମ୍ବାଇ ଫେରିଛନ୍ତି । ସେ ନେପାଳ ବିପକ୍ଷ ମ୍ୟାଚରେ ଖେଳିବେ ନାହିଁ । ବ୍ୟକ୍ତିଗତ କାରଣ ଯୋଗୁ ସେ ମୁମ୍ବାଇ ଯାଇଥିବା କୁହାଯାଇଛି । ବୁମରାହ ସୁପର୪ ବେଳକୁ ପୁନର୍ବାର ଟିମ ସହିତ ଯୋଗ ଦେବେ । ସୁପର୪ର ପ୍ରଥମ…

ଆସନ୍ତାମାସରୁ କାର୍ଯ୍ୟକ୍ଷମ ହେବ ବରମୁଣ୍ଡା ନୂଆ ବସଷ୍ଟାଣ୍ଡ!

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଥିବା ବରମୁଣ୍ଡା ଆନ୍ତଃରାଜ୍ୟ ବସ୍ ଟର୍ମିନାଲ ଅକ୍ଟୋବରରେ ଆରମ୍ଭ ହେବାକୁ ଯାଉଛି। ଏହି ଟର୍ମିନାଲ ଏବେ ନିର୍ମାଣାଧୀନ ଥିବା ବେଳେ ୯୦%ରୁ ଅଧିକ କାମ ଶେଷ ହୋଇଛି। ଆଇଏସବିଟି ରାଜ୍ୟର ସର୍ବବୃହତ ବସ୍ ଟର୍ମିନାଲ ହେବ, ଯେଉଁଥିରେ ୫୦୦ରୁ ଅଧିକ ବସ୍ ରହିବା ସହ…

ମାଆଙ୍କୁ ଭାର କରି ୧୬୦ କିଲୋମିଟର ତୀର୍ଥ ଯାତ୍ରାରେ ନେଲେ ଦୁଇ ପୁଅ

ବିହାର: ରାମାୟଣର ଏକ ଚର୍ଚ୍ଚିତ ଚରିତ୍ର ଶ୍ରବଣ କୁମାର, ଯିଏ ନିଜ ଦୃଷ୍ଟିହୀନ ବାପାମାଆଙ୍କୁ ଭାରରେ ବସାଇ ତୀର୍ଥ ଯାତ୍ରା କରାଇଥିଲେ । ବର୍ତ୍ତମାନ ସମୟରେଏଭଳି ବି ଚରିତ୍ର ଅଛନ୍ତି,ଯିଏ ନିଜ ବାପାମାଆଙ୍କ ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ । ଏମିତି ଚରିତ୍ର ହେଲେ ବିହାରର ଦୁଇ ଭାଇ,…

ଭାରତ-ପାକିସ୍ତାନ ମ୍ୟାଚ୍‌ ଚାଲିଥିବା ସମୟରେ ସ୍ୱିଗିରୁ ଅର୍ଡର ହେଲା ୬୨ ୟୁନିଟ୍‌ ବିରିୟାନୀ

ଭୁବନେଶ୍ୱର: ଗତକାଲି ଭାରତ-ପାକିସ୍ତାନ ମ୍ୟାଚ୍‌ ଚାଲିଥିବା ସମୟରେ ସ୍ୱିଗିରୁ ୬୨ ୟୁନିଟ୍‌ ବିରିୟାନୀ ଅର୍ଡର କରାଯାଇଥିଲା । ଚଳିତ ଏସିଆ କପରେ ଭାରତ-ପାକିସ୍ତାନ ମ୍ୟାଚ୍‌ ରୋମାଞ୍ଚ ଭରା ହୋଇ ଆସୁଥିବା ବେଳେ ଘନ ଘନ ବର୍ଷା କ୍ରିକେଟ୍ ଫ୍ୟାନଙ୍କୁ ନିରାସ ମଧ୍ୟ କରିଥିଲା । କିନ୍ତୁ ଏହି…

ଅକ୍ଟୋବରରୁ ଜୟପୁର-ଭୁବନେଶ୍ୱର ରୁଟରେ ଦ୍ୱିତୀୟ ବିମାନ ସେବା

ଭୁବନେଶ୍ୱର: ଘରୋଇ ବିମାନ ସେବା ପ୍ରଦାନକାରୀ ସଂସ୍ଥା ଇଣ୍ଡିଆ ଓ୍ୱାନ ଏୟାର ପକ୍ଷରୁ ଚଳିତ ବର୍ଷ ଅକ୍ଟୋବରରୁ ଜୟପୁର-ଭୁବନେଶ୍ୱର ରୁଟରେ ଦ୍ୱିତୀୟ ବିମାନ ସେବା ଆରମ୍ଭ ହେବ। ଏ ନେଇ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଆବଶ୍ୟକ ଅନୁମତି ମିଳିସାରିଛି। ଜୟପୁର-ଭୁବନେଶ୍ୱର ମଧ୍ୟରେ ବିମାନ ଚଳାଚଳ ପାଇଁ…

ବର୍ଷା ଯୋଗୁ ଏସିଆ କପ ସୁପର ୪ ମ୍ୟାଚର ଭେନ୍ୟୁ ବଦଳିବା ସମ୍ଭାବନା ସୃଷ୍ଟି !

କଲମ୍ବୋ: ଚଳିତ ଏସିଆ କପ କ୍ରିକେଟରେ ଭାରତ-ପାକିସ୍ତାନ ହାଇ ଭୋଲଟେଜ ମୁକାବିଲା ବର୍ଷା ଯାଗୁ ବାତିଲ ହେବା ପରେ ଆୟୋଜକ କମିଟି ଚିନ୍ତାରେ ପଡିଛି । ଆଗକୁ ଏଠାରେ ବର୍ଷା ସମ୍ଭାବନା ରହିଛି । ଯଦି ବର୍ଷା ଲାଗି ରୁହେ ତେବେ ସୁପର ୪ ମ୍ୟାଚ ଭେନ୍ୟୁରେ ପରିବର୍ତନ କରାଯିବା ନେଇ ଆଲୋଚନା ଚାଲିଛି…

ବିଚିତ୍ର ବୁଡ଼ିଆଣୀ: ମୟୂର ପରି ପୁଚ୍ଛ ମେଲାଇ ନାଚୁଛି

ଯେତେବେଳେ ବର୍ଷା ଆସେ ମୟୂରମାନେ ସେମାନଙ୍କ ଡେଣା ଖୋଲି ନାଚିବା ଆରମ୍ଭ କରନ୍ତି । କିନ୍ତୁ ଆପଣ କେବେ ବୁଡ଼ିଆଣୀ ପୁଛ ମେଲାଇ ନାଚୁଥିବାର ଦେଖିଛନ୍ତି । ଏବେ ସେମିତି ଏକ ବୁଡ଼ିଆଣୀର ଭିଡ଼ିଓ ଭାଇରାଲ ହେବାରେ ଲାଗିଛି, ଯେଉଁଠି ଗୋଟେ ବୁଡ଼ିଆଣୀ ଠିକ୍ ମୟୂର ସଦୃଶ ପୁଚ୍ଛ ମେଲାଇ ନାଚୁଛି । ଲୋକ…

ଚୀନର ଡ୍ରିମ୍ ପ୍ରୋଜେକ୍ଟ ବିଆରଆଇକୁ ଇଟାଲିର ନା !

ନୂଆଦିଲ୍ଲୀ: ବେଲ୍ଟ ଆଣ୍ଡ ରୋଡ୍ ଇନିସିଏଟିଭ୍ (ବିଆରଆଇ)ରେ ସାମିଲ ହୋଇଥିବା ଏକମାତ୍ର ଜି-୭ ଦେଶ ଇଟାଲି ଚୁକ୍ତିରୁ ଓହରି ଯିବା ନେଇ ବିଚାର କରୁଛି। ଚୀନକୁ ଇଟାଲୀର ରପ୍ତାନୀ ଆଶାନୁରୂପ ହୋଇ ନ ଥିବାରୁ ଏବଂ ଦେଶର ନୂଆ ସରକାର ଚୀନର ଆର୍ଥିକ ଓ ରାଜନୈତିକ ପ୍ରଭାବ ପ୍ରତି ଅଧିକ ସତର୍କ ଥିବାରୁ…