Latest Odisha News

BREAKING NEWS

Browsing Category

ଫିଚର

‘ଆମ ବସ୍‌ଷ୍ଟାଣ୍ଡ ଯୋଜନା’ରେ ୨୧ଟି ନୂଆ ବସ୍‌ଷ୍ଟାଣ୍ଡ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ‘ଆମ ବସ୍‌ଷ୍ଟାଣ୍ଡ ଯୋଜନା’ରେ ରାଜ୍ୟର ୧୩ଟି ଜିଲ୍ଲାରେ ୨୧ଟି ନୂଆ ବସ୍‌ଷ୍ଟାଣ୍ଟ ଉଦ୍‌ଘାଟନ କରିଛନ୍ତି। ଏହାସହିତ ୨୬ଟି ଜିଲ୍ଲାରେ ୧୨୪ଟି ବ୍ଲକ୍‌ସ୍ତରୀୟ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ଭିତ୍ତି ରଖିଛନ୍ତି। ଏହାକୁ ପରିବହନ କ୍ଷେତ୍ରରେ ଏକ ନୂଆ…

ଦିନ ମଜୁରିଆଙ୍କୁ ନେଇ ଯାଉଥିବା ମିନି ଟ୍ରକ ଦୁର୍ଘଟଣାର ଶିକାର

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଅଞ୍ଚଳରେ ବୁଧବାର ଏକ ମିନିଟ୍ରକ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ଗଛରେ ପିଟି ହେବାରୁ ଦୁର୍ଘଟଣା ଘଟିଛି। ଫଳରେ ପ୍ରାୟ ୩୦ ଜଣ ଶ୍ରମିକ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୭ ଜଣ ଗୁରୁତର ଆହତ ହୋଇଛନ୍ତି। ଗାଡିର ଡ୍ରାଇଭର ଭାରସାମ୍ୟ…

ଜାତୀୟ ପତାକାକୁ ସମ୍ମାନ: ବ୍ରିକ୍ସ ସମ୍ମିଳନୀରେ ତଳେ ପଡ଼ିଥିବା ତ୍ରିରଙ୍ଗାକୁ ଉଠାଇ ପକେଟରେ ରଖିଲେ ମୋଦୀ

ଜୋହାନ୍ସବର୍ଗ: ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗ ସହରରେ ଆୟୋଜିତ ୧୫ତମ ବ୍ରିକ୍ସ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପସ୍ଥିତ ଥିବା ବେଳେ ସମ୍ମିଳନୀର ପ୍ରଥମ ଅଧିବେଶନରେ ସେ ବ୍ରିକ୍ସ ଦେଶର ନେତାମାନଙ୍କୁ ସମ୍ବୋଧିତ କରିଛନ୍ତି। ସେମାନଙ୍କ ଆଗରେ ପାଞ୍ଚଟି ପ୍ରସ୍ତାବ ଉପସ୍ଥାପନ…

ସରକାରୀ ଜମିରେ ଘର, ଜବରଦଖଲ ଉଚ୍ଚେଦ କଲା ବିଡିଏ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ପୋଖରୀପୁଟ ଅଞ୍ଚଳରେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏକ ବେଆଈନ ଜାଗାକୁ ମାଡି ବସିଥିବାକୁ ଉଚ୍ଚେଦ କରିଛି। ବିମାନବନ୍ଦର ଥାନା ଅଧୀନ ଅନନ୍ତବିହାର ଫେଜ୍-୩ ବିଡିଏ ହାଉସିଂ ପ୍ରୋଜେକ୍ଟରେ ଥିବା ୫ ହଜାର ବର୍ଗଫୁଟ୍ ସରକାରୀ ଜମିକୁ ବୁଧବାର ବିଡିଏର…

ମହାକାଶରେ ଭାରତର ସଫଳତା ନ୍ୟୁୟର୍କ ଟାଇମ୍ସର ତାତ୍ସଲ୍ୟ ଭରା କାର୍ଟୁନର ଉପଯୁକ୍ତ ଜବାବ

ନୂଆଦିଲ୍ଲୀ: ଚନ୍ଦ୍ରଯାନ ୩ର ସଫଳତା ଯୋଗୁ ଆଜି ସାରା ବିଶ୍ୱ ଭାରତୀୟ ମହାକାଶ ବିଜ୍ଞାନୀଙ୍କ ଗୁଣ ଗାଉଛି । ତେବେ ଆମର ଇସ୍ରୋ ବୈଜ୍ଞାନିକଙ୍କୁ କି ଭଳି ସମାଲୋଚନା କରାଯାଇଥିଲା ତାହା ଭୁଲି ହେବନି । ୨୦୧୪ରେ ଭାରତ ଖୁବ କମ ବଜଟରେ ମଙ୍ଗଳଯାନ ମିଶନରେ ସଫଳତା ହାସଲ କରିଥିଲା । ତେବେ ଏହାକୁ…

ଚନ୍ଦ୍ରଯାନ-୩ ସଫଳ ଅବତରଣ: ଇସ୍ରୋ ବୈଜ୍ଞାନିକଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଭାରତର ଚନ୍ଦ୍ରଯାନ-୩ ଚନ୍ଦ୍ରର ସାଉଥ ପୋଲରେ ଅବତରଣ କରିଛି। ସଫଳ ଚନ୍ଦ୍ର ଅଭିଯାନ ପରେ ଇତିହାସ ରଚିଲା ଭାରତ। ଆଉ ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ବୈଜ୍ଞାନିକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।…

ବିରଳ ଜିରାଫ: ଯାହା ଦେହରେ ରହିଛି ଗୋଟିଏ ରଙ୍ଗ

ନ୍ୟୁୟର୍କ: ସାଧାରଣତଃ ଜିରାଫ କହିଲେ ଆମେ ଲମ୍ବା ବେକ ସହ ଦେହରେ ଛୋଟ ଛୋଟ ଦାଗ ଥିବା ପ୍ରାଣୀକୁ ବୁଝିଥାଉ । ହେଲେ ନିକଟରେ ଆମେରିକାର ଏକ ଚିଡ଼ିଆଖାନାରେ ଏପରି ଏକ ଜିରାଫ ଜନ୍ମ ହୋଇଛି, ଯାହା ଦୁନିଆର ସବୁଠୁ ବିରଳ ଜିରାଫ । ତା’ ଦେହରେ ଜିରାଫଙ୍କ ଭଳି କୌଣସି ଦାଗ ନାହିଁ । ଏହାର ଫଟୋ ଏବେ…

ଛତିଶଗଡରେ କଂଗ୍ରେସର ଜିତିବା ଚିନ୍ତା, ଉପମୁଖ୍ୟମନ୍ତ୍ରୀଙ୍କ ପାଦ ଛୁଇଁଲେ ମୁଖ୍ୟମନ୍ତ୍ରୀ ବଘେଲ

ଭୁବନେଶ୍ୱର: ଛତିଶଗଡରେ ରାଜନୈତିକ ପରିବେଶ ଦିନକୁ ଦିନ ଉଷ୍ମ ହେବାରେ ଲାଗିଛି। ନିର୍ବାଚନ ତାରିଖ କୌଣସି ମୁହୂର୍ତ୍ତରେ ଘୋଷଣା ହୋଇପାରେ। ଚଳିତ ବର୍ଷ ଶେଷ ଭାଗରେ ନିର୍ବାଚନ ହେବାକୁ ଥିବାବେଳେ ବିଜେପି ନିଜର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛି। ସେପଟେ ଇଣ୍ଡିଆ…

ଚନ୍ଦ୍ରଯାନ ୩ର ସଫଳତା ପଛରେ ରହିଛି ଏହି ସବୁ କାରଣ

ନୂଆଦିଲ୍ଲୀ: ଚନ୍ଦ୍ର ଅଭିଯାନରେ ଭାରତ ବିଶ୍ୱରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ଯାହା କେହି କରିପାରି ନ ଥିଲେ ଭାରତୀୟ ବୈଜ୍ଞାନିକମାନେ ତାହା କରି ଦେଖାଇଛନ୍ତି । ଦକ୍ଷିଣ ଧ୍ରୁବୀୟ କ୍ଷେତ୍ରରେ ପ୍ରଥମ ଦେଶ ଭାବେ ଭାରତ ସଫଳତା ହାସଲ କରିଛି । ତେବେ ଏହି ସଫଳତା ପଛରେ ଚନ୍ଦ୍ରାଯାନ…