Latest Odisha News

BREAKING NEWS

Browsing Category

ଫିଚର

‘ମା’ ମୋତେ ବହୁତ ଡର ଲାଗୁଛି..ଶୀଘ୍ର ଆସ…’ଶେଷ ଫୋନ କଲରେ ଏମିତି ନିବେଦନ କରି ଛାତରୁ ଖସି ପଡିଲେ ମେଧାବୀ ଛାତ୍ର

କୋଲକାତା: ମା’ ମୋତେ କିଛି ଭଲ ଲାଗୁନି । ବହୁତ ଡର ଲାଗୁଛି । ତୁମେ ଜଲଦି ଆସ ମା’ । ତୁମକୁ ବହୁତ କିଛି କହିବାକୁ ଅଛି । ଶୀଘ୍ର ଆସ ମା‘ । ଏ ଥିଲା ଜଣେ ମେଧାବୀ ଛାତ୍ରର ଶେଷ ନିବେଦନ । ମା’ଙ୍କୁ ଫୋନ କରି   ଏମିତି ଅନୁନୟ କରି କହୁଥିଲା । ହେଲେ ମା’ ଆସିଲା ବେଳକୁ କିଛି କହିବାକୁ ପୁଅ…

ବରିଷ୍ଠ ନାଗରିକମାନଙ୍କ ପାଇଁ ଭତ୍ତାର ପରିମାଣ ବଢ଼ିବ କେବେ?: ତେଜେଶ୍ୱର ପରିଡା

ଭୁବନେଶ୍ୱର: ରାଜ୍ୟ ସରକାର ବଡବର୍ଗ ତଥା ବରିଷ୍ଠ ନାଗରିକଙ୍କୁ ବାରମ୍ବାର ଠକି ଚାଲିଛନ୍ତି । ଆଜି ସେମାନଙ୍କ ଅବସ୍ଥା ଅତ୍ୟନ୍ତ ଦୟନୀୟ । କେଉଁଠି ବୟସ ୬୦ ଅତିକ୍ରମ କରିବାର ଅନେକ ବର୍ଷ ପରେ ମଧ୍ୟ ୫୦୦ଟଙ୍କା ଭତ୍ତା ମିଳୁନି ତ କେଉଁଠି ୮୦ବର୍ଷ ଅତିକ୍ରମର ଅନେକ ବର୍ଷ ପରେ ମଧ୍ୟ ୭ଶହ ଟଙ୍କା…

ଚାକିରି ପାଇଁ ନକଲି ସାର୍ଟିଫିକେଟ, ଥାନାରେ ମାମଲା ପରେ ତିନି ଶିକ୍ଷକ ଫେରାର

ବଲାଙ୍ଗୀର: ଶିକ୍ଷକ ଚାକିରିରେ ନିଯୁକ୍ତି ପାଇବାକୁ ଜାଲ ସାର୍ଟିଫିକେଟ୍ ଦେଇଥିବା ଅଭିଯୋଗରେ ୩ ଜଣ ସ୍କୁଲ୍ ଶିକ୍ଷକ ଏବେ ଫେରାର୍ ହୋଇଯାଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ବଲାଙ୍ଗୀର ଜିଲ୍ଲା ଶିକ୍ଷାଧିକାରୀ ୪ ଜଣ ଶିକ୍ଷକଙ୍କ ବିରୋଧରେ ନକଲି ସାର୍ଟିଫିକେଟ୍ ଦାଖଲ ନେଇ ଥାନାରେ ଅଭିଯୋଗ…

ଖୋର୍ଦ୍ଧା ରେଲଓ୍ବେ ଷ୍ଟେସନରେ ରେଳ ବିଭାଗ ଖୋଲିବ ଜନୌଷଧି କେନ୍ଦ୍ର

ଭୁବନେଶ୍ୱର: ଯାତ୍ରୀଙ୍କ ସ୍ୱାର୍ଥକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ରେଳ ମନ୍ତ୍ରାଳୟ ଦେଶର କେତେକ ରେଳ ଷ୍ଟେସନରେ ପ୍ରଧାନମନ୍ତ୍ରୀ ଭାରତୀୟ ଜନୌଷଧି କେନ୍ଦ୍ର (PMBJKs) ପ୍ରତିଷ୍ଠା କରିବା ପାଇଁ ପ୍ରସ୍ତୁତି ଚଳାଇଛି। ଏହି ପଦକ୍ଷେପର ଉଦ୍ଦେଶ୍ୟ ସମସ୍ତଙ୍କୁ ସୁଲଭ ମୂଲ୍ୟରେ ଉନ୍ନତମାନର ଔଷଧ…

ବିବାହ ଭୋଜିକୁ ପଶି ଆସିଲା ଭାଲୁ: ଖାଇଗଲା ମିଠା

ନ୍ୟୁୟର୍କ: ସାଧାରଣତଃ କିଛି ଲୋକ ଖାଦ୍ୟ ଲୋଭରେ ବିବାହ ଭୋଜିରେ ସାମିଲ ହୋଇଥାନ୍ତି । ଏବେ ସୋସିଆଲ ମିଡ଼ିଆରେ ଏମିତି ଏକ ଭିଡ଼ିଓ ଭାଇରାଲ ହେଉଛି, ଯେଉଁଥିରେ ଗୋଟେ ଭାଲୁ ବିବାହ ଭୋଜିକୁ ଆସି ସବୁ ମିଠା ଖାଇଗଲା । ନିକଟରେ ଆମେରିକାରେ ରହୁଥିବା ବ୍ରେଣ୍ଡନ ମାର୍ଟିନେଜ ଏବଂ କେଲିନ…

ଇଂଲିଶ ମିଡିୟମ ସ୍କୁଲରେ ଓଡ଼ିଆ ଏବଂ ଏନସିଇଆରଟି ବହି ମାଗଣାରେ ଯୋଗାଇବାକୁ ଦାବି

ଭୁବନେଶ୍ୱର: ରାଜ୍ୟର ସମସ୍ତ ଘରୋଇ ଓ ଅଣଅନୁଦାନପ୍ରାପ୍ତ ଓଡ଼ିଆ ମାଧ୍ୟମ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ପାଠ୍ୟପୁସ୍ତକ ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରସ୍ତାବକୁ ଅନୁମୋଦନ କରିବାର ଗୋଟିଏ ଦିନ ପରେ ଓଡ଼ିଶା ଅଭିଭାବକ ମହାସଙ୍ଘ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ପାଇଁ ଅନୁରୂପ ସୁବିଧା…

ଛାତ ଉପରେ ୮୫ ଫୁଟର ବିମାନ, ପାଲଟିଛି ପଞ୍ଜାବର ପ୍ରତୀକ

ପଞ୍ଜାବ: ସାଧାରଣତଃ ସମସ୍ତଙ୍କର ରୁଚି ଭିନ୍ନ ଭିନ୍ନ ହୋଇଥାଏ । ଏମିତି ଜଣେ ବ୍ୟକ୍ତି ଅଛନ୍ତି, ଯିଏ କି ବିମାନରେ ରହିବା ଓ ବୁଲିବାକୁ ପସନ୍ଦ କରିଥାନ୍ତି । ସେଥିଲାଗି ସେ ତାଙ୍କ ଘରର ଛାତ ଉପରେ ଏୟାର ଇଣ୍ଡିଆର ଏକ ବଡ଼ ବିମାନ ଠିଆ କରିଛନ୍ତି । ଅବିକଳ ଯାତ୍ରୀବାହୀ ବିମାନ ଭଳି ମନେ ହେଉଥିବା…

ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି: ଭାରତ-ମାଲେସିଆ ଫାଇନାଲ

ମାଡ୍ରାସ: ସ୍ଥାନୀୟ ମେୟର ରାଧାକ୍ରିଷ୍ଣ ଷ୍ଟାଡିୟମରେ ଅନୁଷ୍ଠିତ ଏସିଆନ ଚାମ୍ପିୟନ୍ସ ଟ୍ରଫି ହକିରେ ଭାରତ ତାର ଅପରାଜେୟ ଧାରା ବଜାୟ ରଖି ଫାଇନାଲରେ ପ୍ରବେଶ କରିଛି । ଟାଇଟଲ ମୁକାବିଲାରେ ଭାରତ ଓ ମାଲେସିଆ ପରସ୍ପରକୁ ଭେଟିବେ । ଶୁକ୍ରବାର ଅନୁଷ୍ଠିତ ସେମିଫାଇନାଲରେ ଭାରତ ୫-୦ ଗୋଲରେ…

ବ୍ରହ୍ମପୁର: ବାଇକ ଓ ମୋବାଇଲ ଲୁଟେରାଙ୍କୁ ବାନ୍ଧିଲା ପୋଲିସ

ବ୍ରହ୍ମପୁର: ବ୍ରହ୍ମପୁର ସହରରେ ବାଇକ୍ ଓ ମୋବାଇଲ୍ ଚୋରି ରାକେଟ ଚଳାଉଥିବା ଏକ ଗ୍ୟାଙ୍ଗର ପର୍ଦ୍ଦାଫାସ କରି ୬ ଜଣଙ୍କୁ ଗିରଫ କରିଛି ପୋଲିସ। ଶୁକ୍ରବାର ଗଣମାଧ୍ୟମକୁ ସୂଚନା ଦେଇ ବ୍ରହ୍ମପୁର ଏସପି କହିଛନ୍ତି ଯେ, ଗତ ୩ ତାରିଖରେ ବ୍ରହ୍ମପୁରର ୪ର୍ଥ ଲେନ, ଆଙ୍କୁଲିସ୍ଥିତ ନିଗମ ନଗରର ନାରାୟଣ…

ଲକ୍ଷ୍ନୌରୁ ଉଦ୍ଧାର ହେଲା ଓଡିଆ ଯୁବତୀଙ୍କ ମୃତ ଦେହ

ଭୁବନେଶ୍ୱର: ଲକ୍ଷ୍ନୌର ବୃନ୍ଦାବନ କଲୋନୀ ଅଞ୍ଚଳରୁ ଗୁରୁବାର ଏକ କାର ପଛ ସିଟ୍ରୁ ଓଡ଼ିଶାର ଜଣେ ୨୭ ବର୍ଷୀୟା ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରୁ ଜବତ ହୋଇଥିବା ଦୁଇଟି ଫୋନ ମଧ୍ୟରୁ ଗୋଟିଏକୁ ପୁଲିସ ଖୋଲିବା ପରେ ତାଙ୍କର ପରିଚୟ ଜାଣିପାରିଥିଲେ। ସେ ଭୁବନେଶ୍ୱରର ବାସିନ୍ଦା।…