Latest Odisha News

BREAKING NEWS

Browsing Category

ଫିଚର

ଏସିଆନ ଚାମ୍ପିୟନ୍ସ ଟ୍ରଫି ହକି: ଦକ୍ଷିଣ କୋରିଆକୁ ହରାଇଲା ଅପରାଜେୟ ଭାରତ

ମାଡ୍ରାସ: ଚଳିତ ଏସିଆନ ଚାମ୍ପିୟନ୍ସ ଟ୍ରଫି ହକିରେ ସୋମବାର ଭାରତ ଚମତ୍କାର ପ୍ରଦର୍ଶନ ଜାରୀ ରଖି ଦକ୍ଷିଣ କୋରିଆକୁ ୩-୨ ଗୋଲରେ ପରାସ୍ତ କରିଛି । ଭାରତ ଏଥିସହ ଶୀର୍ଷ ସ୍ଥାନ ବଜାୟ ରଖିଛି । ମେୟର ରାଧାକ୍ରିଷ୍ଣନ ଷ୍ଟାଡିୟମରେ ଅନୁଷ୍ଠିତ ରୋମାଂଚକର ମୁକାବିଲାରେ ଭାରତ ପକ୍ଷରୁ ନୀଳକାନ୍ତ…

ବିଜେଡି ସମର୍ଥନରେ ରାଜ୍ୟସଭାରେ ପାରିତ ହେଲା ଦିଲ୍ଲୀ ସେବା ବିଲ୍

ନୂଆଦିଲ୍ଲୀ: ଦିଲ୍ଲୀ ସେବା ବିଲ ୨୦୨୩ ଲୋକସଭା ପରେ ଆଜି ରାଜ୍ଯସଭାରେ ପାରିତ ହୋଇଛି। ବିଜୁ ଜନତା ଦଳ ଏବଂ ଆନ୍ଧ୍ରପ୍ରଦେଶର ଶାସକ ଦଳ ଓ୍ୱାଇଏସଆର କଂଗ୍ରେସର ସମର୍ଥନରେ ୧୩୧ରୁ ୧୦୨ ଭୋଟରେ ରାଜ୍ୟସଭାରେ ପାରିତ ହୋଇଛି। ଏହାପରେ ଆମ୍ ଆଦମୀ ପାର୍ଟିର ସାଂସଦ ରାଘବ ଚଢା ବିଜେପିକୁ ଦିଲ୍ଲୀକୁ…

ବନ୍ୟାରେ ଭାସିଗଲା ପୁରା ମନ୍ଦିର, ହେଲେ ଦେବତାଙ୍କ ମୂର୍ତ୍ତି ଅକ୍ଷୂର୍ଣ୍ଣ

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ଦାମୋହରେ ନିକଟରେ ପ୍ରବଳ ବର୍ଷା ହେତୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଫଳରେ ବିଭିନ୍ନ ଗାଁରେ ବନ୍ୟା ପାଣି ପଶିବାରୁ ବ୍ୟାପକ କ୍ଷୟକ୍ଷତି ହୋଇଛି । ଅନେକ ଘର ପାଣିରେ ଧୋଇ ଯାଇଛି । ଫଳରେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କିନ୍ତୁ ଏସବୁ…

ରହସ୍ୟମୟ ଢ଼ଙ୍ଗରେ ବନ୍ଦ ହୋଇଗଲା ବିଶ୍ୱର ବୃହତମ ଫେରିସ ହ୍ୱିଲ

ଦୁବାଇ: ଦୁବାଇରେ ୨ ବର୍ଷ ତଳେ ନିର୍ମିତ ହୋଇଥିବା ବିଶ୍ୱର ସବୁଠାରୁ ବୃହତମ ଫେରିସ ହ୍ୱିଲ ରହସ୍ୟମୟ ଢ଼ଙ୍ଗରେ ବନ୍ଦ ହୋଇଯାଇଛି । ୟୁଏଇର ବଡ ବଡ ଅଟ୍ଟାଳିକା ପାଇଁ ବିଖ୍ୟାତ ଏନ ଦୁବାଇ ଅଂଚଳରେ ଏହି ବିଶାଳକାୟ ଫେରିସ ହ୍ୱିଲ ସେ ସମୟରେ ଚର୍ଚ୍ଚାର କାରଣ ସାଜିଥିଲା । ଏହାକୁ ଦୁବାଇର ଆଖି ଭାବେ…

ଦୀପାଳି ହୋଟେଲରେ ଯୁବତୀଙ୍କ ରହସ୍ୟଜନକ ମୃତ୍ୟୁ, ବୟଫ୍ରେଣ୍ଡକୁ ପୋଲିସର ଜେରା

ଭୁବନେଶ୍ୱର: ରାଜଧାନୀସ୍ଥିତ ଲକ୍ଷ୍ମୀସାଗରରେ ଥିବା ଏକ ହୋଟେଲରେ ଯୁବତୀ ଶୁଭଲକ୍ଷ୍ମୀଙ୍କ ରହସ୍ୟମୟ ମୃତ୍ୟୁ ଘଟଣାରେ ପୋଲିସ ତାଙ୍କ ପୁରୁଷ ବନ୍ଧୁ ତଥା ବୟଫ୍ରେଣ୍ଡକୁ ପଚରାଉଚରା କରିଛି। ପ୍ରେମ ସମ୍ପର୍କରେ ତିକ୍ତତା ଆସିବାରୁ ଯୁବତୀ ଜଣଙ୍କ ଆତ୍ମହତ୍ୟା କରିଥାଇପାରନ୍ତି ସନ୍ଦେହ କରି ତଦନ୍ତ…

କ୍ରିକେଟ ନିଶା..ଅକ୍ସିଜେନ ସିଲିଣ୍ଡର ପିଠିରେ ବାନ୍ଧି ଖେଳିଲେ

ନୂଆଦିଲ୍ଲୀ: କ୍ରିକେଟ ପ୍ରତି ଯାହାର ଭଲ ପାଇବା ଅଛି ସେ ସବୁ କିଛି ବାଧା ଅତିକ୍ରମ କରିଯିବ । ଜଣେ ୮୩ ବର୍ଷୀୟ କ୍ରିକେଟରଙ୍କ ପାଖରେ ଏହି ନିଶା ଦେଖିବାକୁ ମିଳିଛି । ଏକ ପ୍ରଦର୍ଶନୀ ମ୍ୟାଚରେ ସ୍କଟଲାଣ୍ଡର ଆଲେକ୍ସ ଷ୍ଟିଲେ ଗ୍ୟାସ ସିଲିଣ୍ଡର ପିଠିରେ ବାନ୍ଧି ପଡିଆକୁ ଓହ୍ଲାଇଥିଲେ । ୱିକେଟ…

ୟୁପିରେ ଅଖିଲେଶ ବାଣ, ସତ ‘ଯୋଗୀ’ ହୁଅନ୍ତୁ, ମଣିପୁର ପ୍ରସଙ୍ଗରେ କୁହନ୍ତୁ

ଭୁବନେଶ୍ୱର: ମଣିପୁରକୁ ନେଇ ଉତ୍ତରପ୍ରଦେଶରେ ଲଢେଇ ଦେଖିବାକୁ ମିଳିଛି। ଉତ୍ତରପ୍ରଦେଶ ବିଧାନସଭାର ବିରୋଧୀ ଦଳ ନେତା ଅଖିଲେଶ ଯାଦବ ବିଧାନସଭାରେ ମଣିପୁର ପ୍ରସଙ୍ଗରେ ଆଲୋଚନା ପାଇଁ ବାଚସ୍ପତିଙ୍କୁ ଅନୁରୋଧ କରିଥିଲେ। ଗୃହରେ ନିନ୍ଦା ପ୍ରସ୍ତାବ ଆଗତ ପାଇଁ ଦାବି କରିଥିଲେ। ସାରା ଦେଶରେ ଏ…

ଇଲେକ୍ଟ୍ରି ମିଟର ରିଡିଂ ପାଇଁ ଆସିଥିବା ଯୁବକ ହତ୍ୟାର ଶିକାର, ଘର ମାଲିକ ଫେରାର

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା କୁପଟି ଗାଁରେ ବିଦ୍ୟୁତ୍ ମିଟର ରିଡିଂଙ୍କୁ ନେଇ ଜଣେ ଯୁବକ ଅତି ନିର୍ମମ ଭାବେ ହତ୍ୟାର ଶିକାର ହୋଇଛି। ଏହି ଲୋମହର୍ଷଣକାରୀ ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ପ୍ରାଥମିକ ରିପୋର୍ଟରୁ ଜଣାପଡିଛି ଯେ, ମିଟର ରିଡିଂ କରିବାକୁ ଯବକ ଜଣଙ୍କ…

ଯୌନ ନିର୍ଯାତନା ମାମଲାରେ ମହିଳା ଥାନାରେ ହାଜର ସୌରିନ, କହିଲେ ଅଭିଯୋଗର ସତ୍ୟତା ନାହିଁ

କଟକ: ଯୌନ ନିର୍ଯାତନା ସହିତ ଠକେଇ କରିଥିବା ଅଭିଯୋଗର ସମ୍ମୁଖୀନ ହୋଇଥିବା କଣ୍ଠଶିଳ୍ପୀ ସୌରିନ ଭଟ୍ଟ ଶେଷରେ କଟକ ମହିଳା ଥାନାରେ ହାଜର ହୋଇଛନ୍ତି। ଏହି ପ୍ରସଙ୍ଗରେ ନିରବତା ବଜାୟ ରଖିଥିବା ସୌରିନ୍ ଭଟ୍ଟ ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି ଯେ ସମସ୍ତ ଅଭିଯୋଗ ମିଥ୍ୟା। ସଂପୃକ୍ତ…

ଡବ୍ଲ୍ୟୁଏଫଆଇ ନିର୍ବାଚନ: ପ୍ରକାଶିତ ହେଲା ଚୂଡାନ୍ତ ପ୍ରାର୍ଥୀ ତାଲିକା

ନୂଆଦିଲ୍ଲୀ: ଭାରତୀୟ କୁସ୍ତି ମହାସଂଘର ନିର୍ବାଚନ ଅଗଷ୍ଟ ୧୨ ତାରିଖରେ ହେବ । ଏଥିନେଇ ସୋମବାର ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି । ପୂର୍ବତନ ରେସଲର କର୍ତାର ସିଂଙ୍କ ସମେତ ୪ ଉପସଭାପତି ଓ ୫ ପ୍ରାର୍ଥୀଙ୍କ ନାମ ରହିଛି । କର୍ତାର ୧୯୭୮ ଓ ୧୯୮୬ ଏସିଆନ ଗେମ୍ସରେ ଭାରତ ପାଇଁ…