Latest Odisha News

BREAKING NEWS

Browsing Category

ଫିଚର

ଚନ୍ଦନେଶ୍ବର ୟୁନିଅନ ବ୍ୟାଙ୍କ ଲୁଟ୍ ଘଟଣାର ମାଷ୍ଟର ମାଇଣ୍ଡ ଗିରଫ, ଜବତ ହେଲା ୪୯ ଲକ୍ଷ ଟଙ୍କାର ସୁନା

ବାଲେଶ୍ୱର: ଗତ ଏପ୍ରିଲ ୨୬ ତାରିଖରେ ଚନ୍ଦନେଶ୍ୱରସ୍ଥିତ ୟୁନିୟନ ବ୍ୟାଙ୍କରେ ଘଟିଥିବା ଡକାୟତି ଘଟଣାରେ ବାଲେଶ୍ୱର ପୁଲିସକୁ ସଫଳତା ମିଳିଛି। ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲ୍ଲାରୁ ମାଷ୍ଟର ମାଇଣ୍ଡକୁ ପୁଲିସ ଗିରଫ କରିଛି। ବାଲେଶ୍ୱର ଏସପି ସାଗରିକା ନାଥ କହିଛନ୍ତି ଯେ ବ୍ୟାଙ୍କ ଲୁଟରେ…

ଦିଲ୍ଲୀ ସେବା ବିଲକୁ ସମର୍ଥନ କରିବା ଅର୍ଥ ନୁହେଁ, ବିଜେପି ସହ ମେଣ୍ଟ ହେବ: ବିଜେଡି ସାଂସଦ

ଭୁବନେଶ୍ୱର: ରାଜ୍ୟସଭାରେ ଦିଲ୍ଲୀ ସର୍ଭିସ ବିଲ୍କୁ ସମର୍ଥନ କରିଛି ଓଡ଼ିଶାର ଶାସକ ବିଜୁ ଜନତା ଦଳ (ବିଜେଡି)। ଦଳ କହିଛି ଯେ ଏହି ବିଲ୍କୁ ସମର୍ଥନ କରିବା ଅର୍ଥ ବିଜେପି ସହ ମେଣ୍ଟ କରିବା ବୋଲି କହିବା ଉଚିତ ନୁହେଁ। ରାଜ୍ୟସଭାରେ ଏହି ବିଲ୍କୁ ସମର୍ଥନ କରି ବିଜେଡିର ରାଜ୍ୟସଭା ସଦସ୍ୟ…

ଜଷ୍ଟିସ ମୁରଲୀଧର ନେଲେ ଅବସର, ମଙ୍ଗଳବାର ଶପଥ ଗ୍ରହଣ କରିବେ ଜଷ୍ଟିସ ତାଳପତ୍ର

କଟକ: ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଏସ୍. ମୁରଲୀଧର ସୋମବାର ଅବସର ଗ୍ରହଣ କରିଛନ୍ତି। ତାଙ୍କ ସ୍ଥାନରେ  ହାଇକୋର୍ଟର ଅନ୍ୟତମ ବରିଷ୍ଠ ବିଚାରପତି ଶୁଭାଶିଷ ତାଳପାତ୍ର ଦାୟିତ୍ୱ ଗ୍ରହଣ କରିବାକୁ ଯାଉଛନ୍ତି। ଆସନ୍ତାକାଲି ସକାଳେ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ ଜଷ୍ଟିସ ତାଳପତ୍ରଙ୍କୁ ପଦ…

ଶ୍ରୀମନ୍ଦିର ରତ୍ନଭଣ୍ଡାର ଶୀଘ୍ର ମରାମତି ଆବଶ୍ୟକ କରୁଛି: ଏଏସଆଇ

କଟକ: ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଶୀଘ୍ର ମରାମତି ଆବଶ୍ୟକ। ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଏଏସ୍ଆଇ) ସୋମବାର ହାଇକୋର୍ଟରେ ଏହା କହିଛି। ଓଡ଼ିଶା ହାଇକୋର୍ଟରେ ସତ୍ୟପାଠ ଦାଖଲ କରିବା ପରେ ପୁରୀ ଏଏସ୍ଆଇର ପ୍ରତ୍ନତତ୍ତ୍ୱ ଅଧୀକ୍ଷକ ଦିବିଷାଦ ଗଡ଼ନାୟକ ସତ୍ୟପାଠ ବାବଦରେ ଉଲ୍ଲେଖ…

ନିଶା ଯୋଗୁ ବର୍ବାଦ ହୋଇଗଲା ଏହି କ୍ରିକେଟରଙ୍କ କ୍ୟାରିୟର

ନୂଆଦିଲ୍ଲୀ: ଧନ ଓ ସମ୍ମାନ ମିଳିଲେ ଅନେକଙ୍କ ମୁଣ୍ଡ ଖରାପ ହୋଇଯାଏ । ସେମାନେ ପଥଭ୍ରଷ୍ଟ ହୋଇଯାନ୍ତି । ଆଉ ଶେଷରେ ଯେଉଁଥିପାଇଁ ସେମାନେ ଚର୍ଚ୍ଚାକୁ ଆସିଥିଲେ ତାହା ବି ତାଙ୍କ ହାତରୁ ପଳେଇ ଯାଇଥାଏ । ଆନ୍ତର୍ଜାତୀୟ କ୍ରିକେଟରେ ଏ ଭଳି କେତେକ ଖେଳାଳି ଅଛନ୍ତି ଯେଉଁମାନଙ୍କ ପାଖରେ ଦକ୍ଷତାର…

ଅଜବ ଚାକିରି: ଅଫିସରେ କେବଳ ଖେଳିବେ, ଏଥିଲାଗି ମିଳିବ ମୋଟା ଅଙ୍କର ଦରମା

ନ୍ୟୁୟର୍କ: ଯଦି ଆପଣ ଖେଳିବାକୁ ଭଲ ପାଆନ୍ତି, ତେବେ ଆପଣଙ୍କ ପାଇଁ ସର୍ବୋତ୍ତମ ଚାକିରି ରହିଛି । ଏମିତି ଏକ ଅଫିସ ଅଛି, ଯେଉଁଠିକି ଆସି ଆପଣ କେବଳ ଖେଳିବା ସହ ମୋଟା ଅଙ୍କର ସାଲାରି ବି ପାଇବେ । ତାହା ପୁଣି ସପ୍ତାହରେ ଚାରି ଦିନ । ଏପରିକି ଦିନସାରା ଖେଳି ନ ଥିଲେ, କେବଳ ୪ ଘଣ୍ଟା…

ମଣିପୁର ମାମଲାରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ: ଯାଞ୍ଚ ପାଇଁ ୩ ମହିଳା ଜଜଙ୍କୁ ନେଇ କମିଟି ଗଠନ

ନୂଆଦିଲ୍ଲୀ: ମଣିପୁର ମାମଲାରେ ସୁପ୍ରିମକୋର୍ଟଙ୍କ ବଡ ଧରଣର ହସ୍ତକ୍ଷେପ  । ମଣିପୁର ହିଂସାକାଣ୍ଡର ଯାଞ୍ଚ କରିବା ପାଇଁ ସୁପ୍ରିମ କୋର୍ଟ ୩ ଜଣ ପୂର୍ବ ବିଚାରପତିଙ୍କୁ ନେଇ ଏକ କମିଟି ଗଠନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ହିଂସା ପ୍ରଣୋଦିତ ମଣିପୁରରେ ରିଲିଫ, ଥଇଥାନ  ପ୍ରସଙ୍ଗକୁ ନେଇ…

ଅଜବ ରେଷ୍ଟୁରାଣ୍ଟ: ଯେଉଁଠି ନିଜ ପସନ୍ଦର ମାଛ ଧରନ୍ତି ଗ୍ରାହକ, ସେହି ମାଛ ତାଙ୍କୁ ପରଷା ଯାଏ

ଜାପାନ: ସାଧାରଣତଃ ଅଧିକାଂଶ ଲୋକ ଚିକେନ୍‌, ମଟନ ଅପେକ୍ଷା ମାଛ ଖାଇବାକୁ ଅଧିକ ପସନ୍ଦ କରିଥାନ୍ତି । ସେଥିଲାଗି ଦୁନିଆରେ ଅନେକ ରେଷ୍ଟୁରାଣ୍ଟଅଛି, ଯେଉଁଠାରେ ସୁସ୍ୱାଦୁ ମାଛ ଖାଇବାକୁ ମିଳିଥାଏ । କିନ୍ତୁ ଜାପାନରେ ଏମିତି ଏକ ରେଷ୍ଟୁରାଣ୍ଟ ଅଛି, ଯେଉଁଠାରେ ଗ୍ରାହକ ନିଜେ ମାଛ ଧରନ୍ତି ଓ…

ଭାରତରେ କୋଟିପତିଙ୍କ ସଂଖ୍ୟା ବଢୁଛି

ନୂଆଦିଲ୍ଲୀ: ଭାରତରେ କୋଟିପତିଙ୍କ ସଂଖ୍ୟା ଦ୍ରୁତ ବେଗରେ ବୃଦ୍ଧି ପାଇବାରେ ଲାଗିଛି । ଇନକମ ଟ୍ୟାକ୍ସ ରିଟର୍ଣ୍ଣ ଫାଇଲିଂ ଡାଟାରୁ ଏହି ତଥ୍ୟ ସମ୍ମୁଖକୁ ଆସିଛି । କରୋନା ମହାମାରୀ ସମୟରେ ଏହାର ହାର କମିଥିବା ବେଳେ ଏବେ ଏହା ପୁନର୍ବାର ବୃଦ୍ଧି ପାଇବାରେ ଲାଗିଛି । ୨୦୨୨-୨୩ ଆଇଟିଆର ଫାଇଲ…

ଆଗୁଆ ହେବ କି ବିଧାନସଭା ନିର୍ବାଚନ ? ମୁହଁ ଖୋଲିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର:କେବେ ହେବ ରାଜ୍ୟ ବିଧାନସଭା ନିର୍ବାଚନ ?  ଆଗୁଆ ହେବ ନା ଲୋକସଭା ନିର୍ବାଚନ ସହ ହେବ ? ୨୦୨୪ ନିର୍ବାଚନକୁ ନେଇ ଏମିତି ଅନେକ ପ୍ରଶ୍ନକୁ ନେଇ ଆଲୋଚନା ଜୋର ଧରିଥିବାବେଳେ  ମୁହଁ ଖୋଲିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏକ ଗଣମାଧ୍ୟମକୁ ସାକ୍ଷାତ ଦେଇ…