Latest Odisha News

BREAKING NEWS

Browsing Category

ଫିଚର

ହିନ୍ଦୁ ଧର୍ମ ପୁରୁଣା, ସବୁ ମୁସଲମାନ ଆରମ୍ଭରୁ ହିନ୍ଦୁ ଥିଲେ-ଗୁଲାମ ନବି ଆଜାଦ

ନୂଆଦିଲ୍ଲୀ: କଂଗ୍ରେସରୁ ଅଲଗା ହୋଇ ଡେମୋକ୍ରାଟିକ ପ୍ରୋଗ୍ରେସିଭ ଆଜାଦ ପାର୍ଟି ଗଢିଥିବା ଜମ୍ମୁକଶ୍ମୀର ପୂର୍ବ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦଙ୍କର ଏକ ଭିଡିଓ ଭାଇରାଲ ହୋଇଛି । ଏହି ଭିଡିଓରେ ଆଜାଦ ଜମ୍ମୁ କଶ୍ମୀର ଲୋକଙ୍କୁ କହୁଛନ୍ତି, ହିନ୍ଦୁ ଧର୍ମ ଇସଲାମ ଧର୍ମଠାରୁ ମଧ୍ୟ ପୁରୁଣା…

ଚାହୁଁ ଚାହୁଁ ଭୁଶୁଡି ଗଲା ୫୦ ଫୁଟ ଲମ୍ବ ବୈତରଣୀ ନଦୀବନ୍ଧ

ଯାଜପୁର:ପୁଣି ଧସିଲା ବୈତରଣୀ ନଦୀବନ୍ଧ। ଚାହୁଁ ଚାହୁଁ ଭୁଶୁଡିଗଲା ୫୦ ଫୁଟ ଲମ୍ବର ନଦୀ ବନ୍ଧ । ଏମିତି ଦୃଶ୍ୟ ଆଜି ସକାଳୁ ଦେଖିବାକୁ ମିଳିଥିଲା ଦଶରଥପୁର ବ୍ଳକ କମାରଡିହି ପଂଚାୟତ ବଳରାମପୁର ଠାରେ । ଆଜି ସକାଳୁ ଏହି ନଦୀ ବନ୍ଧ ଧସୁଥିବା ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇଯାଇଥିଲେ।…

ଉତ୍ତରାଖଣ୍ଡରେ ଓ ହିମାଚଳ ପ୍ରଦେଶରେ ବର୍ଷା ଓ ଭୂସ୍ଖଳନ ବିତ୍ପାତ: ମୃତ୍ୟୁ ସଂଖ୍ୟା ୮୧କୁ ବୃଦ୍ଧି

ନୂଆଦିଲ୍ଲୀ: ହିମାଚଳ ଓ ଉତ୍ତରାଖଣ୍ଡରେ ବର୍ଷା ବିତ୍ପାତ । ତାସ ଘର ପରି ଭୁଶୁଡ଼ୁଛି ଘର । ପାହାଡରୁ ଖସୁଛି ବଡ ବଡ ପଥର ଖଣ୍ଡ । ଯେଉଁ ଆଡ଼େ ଦେଖିବ କେବଳ ବିଧ୍ବଂସର ଚିତ୍ର। ଦୁଇଟି ରାଜ୍ୟର ବିଭିନ୍ନ ସ୍ଥାନରେ ଭୂସ୍ଖଳନ । ମାତ୍ର ୩ ଦିନ ମଧ୍ୟରେ ୮୧ ଜଣଙ୍କ ଜୀବନ ଗଲାଣି। ଲଗାଣ ବର୍ଷା ସାଙ୍ଗକୁ…

ମଣିପୁର ହିଂସାର ଯାଞ୍ଚ କରିବ ସିବିଆଇ; ୧୭ ଏଫଆଇଆରର ହେବ ଟିକିନିଖି ଛାନଭିନ୍

ନୂଆଦିଲ୍ଲୀ:ମଣିପୁର ହିଂସାର ଯାଞ୍ଚ କରିବ ସିବିଆଇ । ୧୭ ଏଫଆଇଆରର ଟିିକିନିଖି ତଦନ୍ତ କରିବେ । ଏଥିପାଇଁ ବୁଧବାର ବିଭିନ୍ନ ରାଙ୍କର ୫୩ ଜଣ ସିବିଆଇ ଅଧିକାରୀ ରାଜ୍ୟରେ ମୁତୟନ ଅଛନ୍ତି । ଏଥିରେ ୨୯ ମହିଳା ଅଧିକାରୀଙ୍କୁ ବି ସାମିଲ କରାଯାଇଛି । ଅଧିକାରୀ ସୂତ୍ରରୁ ମିଳିଥିବା ଖବର ଅନୁସାରେ,…

ଜମ୍ମୁ କାଶ୍ମୀରରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତିବ୍ରତା ୩.୬

ଜମ୍ମୁ କାଶ୍ମୀର: ଜମ୍ମୁ କାଶ୍ମୀରରେ ଭୂକମ୍ପ ଝଟକା । ଜମ୍ମୁ କାଶ୍ମୀରର ରଜୌରୀରେ ଆଜି ସକାଳ ସମୟରେ ଭୂକମ୍ପ ହୋଇଥିବା ସୂଚନା ମିଳିଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୩.୬ ରେକର୍ଡ କରାଯାଇଛି । ଜାତୀୟ ଭୂବିଜ୍ଞାନ କେନ୍ଦ୍ର ପକ୍ଷରୁ ଏନେଇ ସୂଚନା ମିଳିଛି । NCS ସୂଚନା ଅନୁଯାୟୀ,…

ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ବଜ୍ରପାତ; ୯ ମୃତ, ଅନେକ ଗୁରୁତର

ଭୁବନେଶ୍ୱର: ରାଜ୍ୟରେ ବୁଧବାର ବିଭିନ୍ନ ଜିଲ୍ଲାରେ ବର୍ଷା ସାଙ୍ଗକୁ ବଜ୍ରପାତ ହୋଇଛି। ଗତକାଲି ଅପରାହ୍ଣରେ ବଜ୍ରପାତ ଘଟି ବାଲେଶ୍ବର ଓ ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ୯ ଜଣଙ୍କ ମୃତ୍ୟୁ ଘଟିଛି। ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଅଞ୍ଚଳରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ରେମୁଣା ବ୍ଲକ…

ବ୍ଲୁ ଫ୍ଲାଗ୍‌ ବିଚ୍‌ରେ ଅର୍ଥ ମନ୍ତ୍ରୀ; ‘ମୋ ମାଟି ମୋ ଦେଶ’ ଥିମ୍‌ ଉପରେ ପ୍ରସ୍ତୁତ ବାଲୁକା କଳା ଦେଖିଲେ ସୀତାରମଣ

ପୁରୀ: ବ୍ଲୁ ଫ୍ଲାଗ୍‌ ବିଚ୍‌ରେ ବାଲୁକା କଳା ବୁଲି ଦେଖିଲେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ। ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା ପ୍ରସ୍ତୁତ ‘ମୋ ମାଟି ମୋ ଦେଶ’ ଥିମ୍‌ ଉପରେ ପ୍ରସ୍ତୁତ ବାଲୁକା କଳା ଦେଖିଲେ ଅର୍ଥମନ୍ତ୍ରୀ। ସୀତାରମଣଙ୍କ ସହ ଶିକ୍ଷା ମନ୍ତ୍ରୀ…

ବିଦେଶ ମାଟିରେ ଉତ୍କଳ କାରୁକାର୍ଯ୍ୟ: ନ୍ୟୁୟର୍କର ଐତିହାସିକ ଟାଇମ୍ସ ସ୍କୋୟାରରେ ଶୋଭା ପାଇଲା ସୂର୍ଯ୍ୟ ମନ୍ଦିର ଚକ୍ର

ୱାଶିଂଟନ: ବିଦେଶ ମାଟିରେ ଉତ୍କଳ କାରୁକାର୍ଯ୍ୟର ଝଲକ । ନ୍ୟୁୟର୍କର ଐତିହାସିକ ଟାଇମ୍ସ ସ୍କୋୟାରରେ କୋଣାର୍କ ସୂର୍ଯ୍ୟ ମନ୍ଦିର ଚକ୍ରର ଏକ ପ୍ରତିରୂପ ଉନ୍ମୋଚନ କରାଯାଇଛି । ଦେଶର ୭୭ତମ ସ୍ବାଧୀନତା ଦିବସ ଅବସରରେ ଭାରତର ଷ୍ଟାର ସେଫ୍ ବିକାଶ ଖନ୍ନା ଏହି ବିଶାଳର ମୂର୍ତ୍ତିର ଉନ୍ମୋଚନ…

ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ଦାବିରେ ୧୨ ଘଣ୍ଟିଆ ଟିଟିଲାଗଡ଼ ବନ୍ଦ

ଟିଟିଲାଗଡ଼: କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୧୨ ଘଣ୍ଟିଆ ଟିଟିଲାଗଡ଼ ବନ୍ଦ ଡାକରା ଦିଆଯାଇଛି। ଟିଟିଲାଗଡ଼କୁ ସ୍ୱତନ୍ତ୍ର ଜିଲ୍ଲା ମାନ୍ୟତା ଦାବିରେ ବନ୍ଦ ପାଳନ କରାଯାଉଛି। ଆଜି ସକାଳ ୬ରୁ ଟିଟିଲାଗଡ଼ ବନ୍ଦ ରହିଛି ଏବଂ ଏହି ବନ୍ଦକୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ପାଳନ କରାଯିବ। ବନ୍ଦ ଯୋଗୁଁ…

ପୁରୀରେ ଶ୍ରୀଜିଉଙ୍କ ଦର୍ଶନ କଲେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ

ପୁରୀ: ଆଜି ଶ୍ରୀଜିଉଙ୍କ ଦର୍ଶନ କଲେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ। ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ସୀତାରମଣଙ୍କ ସହ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର, ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଓ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର…