Latest Odisha News
Browsing Category

ଫିଚର

‘ଅପମାନ’: ସଂସଦରେ କଂଗ୍ରେସ ସଭାପତି ଖଡ଼ଗେ କହୁଥିଲେ, ବନ୍ଦ ହୋଇଗଲା ମାଇକ୍

ନୂଆଦିଲ୍ଲୀ: ମୌସୁମୀ ଅଧିବେଶନରେ ମଣିପୁର ହିଂସା ପ୍ରସଙ୍ଗ ସରକାର ଏବଂ ବିରୋଧୀ ଦଳ ମଧ୍ୟରେ ବିବାଦର କାରଣ ପାଲଟିଛି। ଏହାର କାରଣ ହେଉଛି ଯେ ଅଧିବେଶନ ଆରମ୍ଭରୁ ଅଦ୍ୟାବଧି ଗୋଟିଏ ଦିନ ବି ହୋଇ ନାହିଁ ଯେତେବେଳେ ଗୃହର ପ୍ରକ୍ରିୟା ସ୍ଥଗିତ ରଖାଯାଇ ନାହିଁ। ବୁଧବାର ମଧ୍ୟ ମଣିପୁରରେ ହୋଇଥିବା…

ସବୁଠୁ ଛୋଟ ହନୁମାନ ଚାଳିିସା : ଏକ ସେଣ୍ଟିମିଟର ଏହି ପୁସ୍ତକରେ ରହିଛି ମୋଟ ୧୫ ପୃଷ୍ଠା

ହରିୟାଣା: ସନାତନ ଧର୍ମରେ ପ୍ରଭୁ ହନୁମାନ ଏବଂ ହନୁମାନ ଚାଳିସାର ଏକ ବିଶେଷ ସ୍ଥାନ ରହିଛି । ଯଦି ଆପଣ ସନାତନ ଧର୍ମକୁ ବିଶ୍ୱାସ କରୁଥିବେ , ତେବେ ଆପଣ ନିଶ୍ଚିତ ଭାବରେ ହନୁମାନ ଚାଳିସା ପଢିଥିବେ । କିନ୍ତୁ ଆପଣ କେବେ ଏକ ସେଣ୍ଟିମିଟର ଆକାରର ହନୁମାନ ଚାଳିସା ଦେଖିଛନ୍ତି? ହରିୟାଣାର ଜଣେ…

ସଂସଦରେ ରୁଲ୍ ୨୬୭ ଏବଂ ୧୭୬କୁ ନେଇ ଶାସକ-ବିରୋଧୀ ମୁହାଁମୁହିଁ, ଜାଣନ୍ତୁ କ’ଣ ଏହି ରୁଲ୍?

ନୂଆଦିଲ୍ଲୀ: ମଣିପୁର ହିଂସା ସଡକରୁ ଆସି ସଂସଦରେ ପହଁଚିଛି। କିନ୍ତୁ ଏହାକୁ ନେଇ ଆଲୋଚନା ହେଉ ବୋଲି ବିରୋଧୀ ଦାବି କରି ରାଜ୍ୟସଭାରେ ୨୬୭ ନିୟମ ଆଧାରରେ ନୋଟିସ୍ ଦେଇଛନ୍ତି। ୫୦ଟି ନୋଟିସ ଏହି ରୁଲରେ ଆସିଛି ବୋଲି ଉପରାଷ୍ଟ୍ରପତି ତଥା ରାଜ୍ୟସଭାର ଅଧ୍ୟକ୍ଷ ଜଗଦୀପ ଧନଖଡ କହିଛନ୍ତି।…

ଲଘୁଚାପ ସକ୍ରିୟ, ପ୍ରବଳ ବର୍ଷାରେ ୩୦ ତାରିଖ ଯାଏ ଭିଜିବ ଓଡ଼ିଶା

ଭୁବନେଶ୍ୱର: ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ସକ୍ରିୟ ରହିଛି । ପ୍ରଭାବରେ ରାଜ୍ୟରେ ଆଗାମୀ ୫ ଦିନ ଯାଏ ପ୍ରବଳ ବର୍ଷା ହେବ । ଏନେଇ ବିଭିନ୍ନ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆଜି…

ସତ ହେଲା ମୋଦୀଙ୍କ ଭବିଷ୍ୟବାଣୀ, ବିରୋଧୀଙ୍କ ଉପରେ ୨୦୧୯ରେ ଆକଳନ କରିଥିଲେ, ୨୦୨୩ରେ ସତ ହେଲା

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ଆସନ୍ତା ବର୍ଷ ହେବାକୁ ଯାଉଛି। ଏହା ପୂର୍ବରୁ ସଂସଦରେ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଛି । କଂଗ୍ରେସ ସାଂସଦ ଗୌରବ ଗୋଗୋଇଙ୍କ ଦ୍ୱାରା ଆଗତ ଅନାସ୍ଥା ପ୍ରସ୍ତାବକୁ ଗ୍ରହଣ କରିଛନ୍ତି ଲୋକସଭା ବାଚସ୍ପତି। କିନ୍ତୁ ଆଜି ସକାଳଠୁ ସୋଶିଆଲ ମିଡିଆ…

ନିଜ ବନ୍ଧୁକରୁ ଗୁଳି ଫଟାଇ ଆତ୍ମହତ୍ୟା ଉଦ୍ୟମ କଲେ ପୋଲିସ ଅଫିସର

କୋରାପୁଟ: ପୋଲିସ ଇନ୍ସପେକ୍ଟରଙ୍କ ଆତ୍ମହତ୍ୟା ଉଦ୍ୟମ । ନିଜ ବନ୍ଧୁକରୁ ଗୁଳିକଲେ ଇନ୍ସପେକ୍ଟର । ତାଙ୍କର ବେକ ଓ ମୁଣ୍ଡରେ ଗୁଳି ବାଜିଥିବା ଜଣାଯାଇଛ । ଏମିତି ଖବର ଆସିଛି କୋରାପୁଟ ଜିଲ୍ଲାରୁ । ଆଜି ସକାଳ ୧୧ଟା ୪୦ ମିନିଟରେ କୋରାପୁଟ ଏସପିଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିଲେ…

ଟି୨୦ରେ ବିଶ୍ୱ ରେକର୍ଡ ସ୍ଥାପନ କଲେ ମାଲେସିଆ ବୋଲର ସ୍ୟାଜରୁଲ ଇଦ୍ରୁସ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ ଏସିଆ ବି କ୍ୱାଲିଫାୟର ମୁକାବିଲାରେ ମାଲେସିଆର ସ୍ୟାଜରୁଲ ଇଦ୍ରୁସ ବିଶ୍ୱରେକର୍ଡ ସ୍ଥାପନ କରିଛନ୍ତି । ଟି୨୦ ଇତିହାସରେ ସେ ପ୍ରଥମ ବୋଲର ଭାବେ ୭ଟି ୱିକେଟ ହାସଲ କରିଛନ୍ତି । ଏହି ପେସ ବୋଲର ଜଣଙ୍କ ଚୀନର ସମସ୍ତ ବ୍ୟାଟ୍ସମ୍ୟାନଙ୍କୁ ବୋଲ୍ଡ କରିଥିଲେ ।…

ସଂସଦ ପରିସରରେ ଆପ ସାଂସଦ ରାଘବ ଚଢାଙ୍କୁ ଖୁମ୍ପିଲା କାଉ !

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ରାଘବ ଚଢାଙ୍କୁ ଖୁମ୍ପିଲା କାଉ। ମୌସୁମୀ ଅଧିବେଶନରେ ଯୋଗଦେବା ପାଇଁ ସେ ସଂସଦରେ ପହଞ୍ଚିଥିଲେ। ଏହି ସମୟରେ ଆକାଶରେ ଉଡୁଥିବା କାଉଟି ରାଘବଙ୍କ ମୁଣ୍ଡକୁ ଖୁମ୍ପିଥିବା ଦେଖିବାକୁ ମିଳିଛି। ଆଉ ସେହି ସମୟର ଘଟଣା କ୍ୟାମେରାରେ କଏଦ ହୋଇଛି।…

ହାଇକୋର୍ଟର ୭୫ ବର୍ଷ ପୂର୍ତ୍ତି ଉତ୍ସବରେ ତ୍ୱରିତ ନ୍ୟାୟ ଉପରେ ଗୁରୁତ୍ୱ ଦେଲେ ରାଷ୍ଟ୍ରପତି

କଟକ:ବିଳମ୍ବିତ ନ୍ୟାୟ ଯୋଗୁ ଅନେକ ଲୋକ ଅସୁବିଧାରେ ପଡୁଛନ୍ତି । ବିଳମ୍ବିତ ନ୍ୟାୟ ଯୋଗୁ ଅନେକ ନିର୍ଦ୍ଦୋଷ ଜେଲରେ ଜୀବନ କାଟୁଛନ୍ତି । ଏପରିକି ନ୍ୟାୟ ବିଳମ୍ବ ପାଇଁ ପୀଡିତ ମଧ୍ୟ ହତାଶ ହୋଇପଡୁଛନ୍ତି  । ତେଣୁ ତ୍ୱରିତ ନ୍ୟାୟ ବ୍ୟବସ୍ଥା ଉପରେ ଗୁରୁତ୍ୱାରୋପ କରିଥିଲେ ରାଷ୍ଟ୍ରପତି…

ଏଥର ବିଜୁଳି କଟିନି, କିନ୍ତୁ ଏହି କାରଣ ପାଇଁ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମକୁ ନେଇ ପ୍ରଶାସନ ସମାଲୋଚିତ

କଟକ: ଏଥର କଟକରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତ ବେଳେ କୌଣସି ବିଦ୍ୟୁତ ବିଭ୍ରାଟ ହୋଇନି କିନ୍ତୁ ଯେଉଁ ସ୍ଥାନରେ ମହାମହିମ ଅଭିଭାଷଣ ରଖୁଥିଲେ ତାର ଛାତକୁ ଜରି ପାଲରେ ଘୋଡାଇ ରଖିବାକୁ ନେଇ ଏବେ ବିବାଦ ଦେଖାଦେଇଛି। ଯାହା ପ୍ରଶାସନ ରାଷ୍ଚ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମ ପ୍ରତି…