Latest Odisha News

BREAKING NEWS

Browsing Category

ଫିଚର

ଜ୍ଞାନବ୍ୟାପୀ ମସଜିଦ ମାମଲା: ହାଇକୋର୍ଟଙ୍କ ରାୟ ପରେ ଆରମ୍ଭ ହେଲା ASI ସର୍ଭେ

ନୂଆଦିଲ୍ଲୀ: ଆଜି ସକାଳ ୭ଟା ବେଳେ କଡ଼ା ସୁରକ୍ଷା ବ୍ୟବସ୍ଥାରେ ଉତ୍ତର ପ୍ରଦେଶର ବାରାଣସୀରେ ଥିବା ଜ୍ଞାନବାପି ମସ୍‌ଜିଦ୍‌ ପରିସରରେ ‘ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ’ ଟିମ୍‌ ବିଜ୍ଞାନଭିତ୍ତିକ ସର୍ଭେ ଆରମ୍ଭ କରିଛି। ୪୧ ସଦସ୍ୟ ଥିବା ଏଏସଆଇ ଟିମ୍ ଦ୍ୱାରା ସର୍ଭେ କରାଯାଉଛି । ଅନ୍ୟପଟେ…

ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନ: ଖସିଲା ପଥର, ୧୦ ଲୋକ ଚାପି ହୋଇଥିବା ଆଶଙ୍କା

ଡେରାଡୁନ: ଗତକାଲି ବିଳମ୍ବିତ ରାତିରୁ ଉତ୍ତରାଖଣ୍ଡ ରୁଦ୍ରପ୍ରୟାଗର ଗୌରୀକୁଣ୍ଡରେ ପ୍ରବଳ ବର୍ଷା ହେଉଛି। ପ୍ରବଳ ବର୍ଷା ଯୋଗୁଁ ଭୂସ୍ଖଳନରେ ଦୁଇଟି ଦୋକାନ କ୍ଷତିଗ୍ରସ୍ତ ହୋଇଛି। ଫଳରେ ୧୦ରୁ ଅଧିକ ଲୋକ ନିଖୋଜ ଥିବା କୁହାଯାଉଛି। ସୂଚନା ଅନୁଯାୟୀ, ଗୌରୀକୁଣ୍ଡରେ ପାହାଡରୁ ବଡ଼ ପଥର ଖସିପଡିଛି।…

ଦୁର୍ଘଟଣା ପରେ ଜଳିଗଲା ଟ୍ରକ୍, ଡ୍ରାଇଭର ଜୀବନ୍ତ ଦଗ୍ଧ

କେନ୍ଦୁଝର: କେନ୍ଦୁଝର ସଦର ଥାନା ୪୯ ନମ୍ବର ଜାତୀୟ ରାଜପଥର ମହୁଲଡ଼ିହା ଗାଁ ନିକଟରେ ଅଭାବନୀୟ ଘଟଣା । ଦୁର୍ଘଟଣାରେ ଗୋଟିଏ ଟ୍ରକ ଜଳିବା ସହ ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଛନ୍ତି । ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଡ୍ରାଇଭରର ମୃତ ଶରୀରକୁ ଉଦ୍ଧାର କରିବା ସହ ଘଟଣାର ତଦନ୍ତ…

ମେକ୍ସିକୋରେ ମର୍ମନ୍ତୁଦ ବସ୍ ଦୁର୍ଘଟଣା; ୧୭ ମୃତ, ୨୨ ଆହତ

ମେକ୍ସିକୋ: ଆମେରିକାର ପଡୋଶୀ ଦେଶ ମେକ୍ସିକୋରେ ଭୟଙ୍କର ବସ୍ ଦୁର୍ଘଟଣା ଘଟିଛି। ପଶ୍ଚିମ ମେକ୍ସିକୋର ରାଜପଥ ନିକଟରେ ଏକ ଯାତ୍ରୀବାହୀ ବସ ଖାଲରେ ପଡ଼ିଯାଇଛି। ଦୁର୍ଘଟଣାରେ ଅତି କମରେ ୧୭ ଜଣଙ୍କର ମୃତ୍ୟୁ ହୋଇଥିବା ୨୨ ଜଣ ଆହତ ହୋଇଛନ୍ତି। କୁହାଯାଉଛି ବସ୍‌ରେ ୬ ଭାରତୀୟଙ୍କ ସମେତ ୪୦ ଜଣ…

ଇଭିଏମ ହ୍ୟାକ୍ କରିବାକୁ ଚେଷ୍ଟା କରୁଛି ବିଜେପି: ମମତା ବାନାର୍ଜୀ

କୋଲକତା: ଆଗକୁ ଆସୁଛି ଲୋକସଭା ନିର୍ବାଚନ। ନିର୍ବାଚନ ଜିତିବା ଲକ୍ଷ୍ୟରେ ସମସ୍ତ ଦଳର ଚାଲିଛି ଜୋରଦାର ପ୍ରସ୍ତୁତ। ଲଗାତାର କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରୁଛନ୍ତି ବିରୋଧୀ ଦଳ। ଏହାରି ଭିତରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିରୋଧୀ ଦଳର ମିଳିତ ମଞ୍ଚ 'ଇଣ୍ଡିଆ' ୨୦୨୪ ଲୋକସଭା…

ବନ୍ୟା ସ୍ଥିତି ପାଇଁ ଜଗତସିଂହପୁରର ୩ଟି ଓ ଭଦ୍ରକର ୪ଟି ବ୍ଲକର ସବୁ ସ୍କୁଲ ଛୁଟି

ଭଦ୍ରକ: ଲଗାଣ ବର୍ଷା ଓ ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ଜଗତସିଂହପୁରର ୩ଟି ଓ ଭଦ୍ରକର ୪ଟି ବ୍ଲକର ସମସ୍ତ ସ୍କୁଲ୍‌ ଛୁଟି ଘୋଷଣା କରାଯାଇଛି । ଭଦ୍ରକର ଭଣ୍ଡାରିପୋଖରୀ, ତିହିଡ଼ି, ଧାମନଗର, ଚାନ୍ଦବାଲି ବ୍ଲକରେ ସ୍କୁଲ୍‌ ଛୁଟି ଘୋଷଣା ହୋଇଥିବା ବେଳେ ଜଗତସିଂହପୁରର ରଘୁନାଥପୁର, ତିର୍ତ୍ତୋଲ ଓ…

ମହାନଦୀରେ ୨୦ ଫୁଟର ଘାଇ, ଚାଲିଛି ମରାମତି ପାଇଁ ଉଦ୍ୟମ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ତେରମାଣପୁରରେ ମହାନଦୀରେ ବଡ଼ ଘାଇ । କୁଜଙ୍ଗ ବ୍ଲକ ରାହାମା ତେରମାଣପୁରଠାରେ ୨୦ ଫୁଟର ଘାଇ ସୃଷ୍ଟି ହୋଇଛି । ଫଳରେ ସ୍ଥାନୀୟ ଅଞ୍ଚଳ ଜଳବନ୍ଦୀ ହୋଇଛି । ଜିଲ୍ଲାର ତେରମାଣପୁର, ପୋଟସାହି ଓ ମଠ ସାହି ଭିତରେ ଘାଇ ସୃଷ୍ଟି ହୋଇ ବନ୍ୟାଜଳ ପ୍ରବେଶ କରିଛି ।…

ପୁଣି ଜଳିଲା ମଣିପୁର; ସୁରକ୍ଷା କର୍ମୀଙ୍କ ଉପରେ ଆକ୍ରମଣ, ଲୁଟିନେଲେ ଗୁଳି ବାରୁଦ

ଇମ୍ଫାଲ: ପୁଣି ଥରେ ଜଳିଲା ମଣିପୁର। ଗୁରୁବାର ରାଜ୍ୟର ବିଷ୍ଣୁପୁର ସମେତ ବହୁ ଅଞ୍ଚଳରେ ଉତ୍ତ୍ୟକ୍ତ ଲୋକେ ଓ ସୁରକ୍ଷା କର୍ମୀ ମୁହାଁମୁହିଁ ହୋଇଥିବା ବେଳେ ଫୁଟିଛି ଗୁଳି। ମଣିପୁରର ସ୍ୱଦେଶୀ ଆଦିବାସୀ ନେତା ଫୋରମ୍ (ଆଇଟିଏଲଏଫ୍) କୁକି-ଜୋମି ସମ୍ପ୍ରଦାୟର ସମୁଦାୟ ୩୫ଟି ମୃତଦେହକୁ ଏକାସହ…

ଆଜି ଓଡ଼ିଶା ଆସିବେ ଅମିତ ଶାହା, ଗୋଟିଏ ମଞ୍ଚରେ ବସିବେ ନବୀନ-ଶାହା

ଭୁବନେଶ୍ଵର: ଆଜି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଆଜି ରାତି ୧୦ଟା ୪୦ରେ ସେ ଭୁବନେଶ୍ୱରରେ ପହଞ୍ଚିବେ। ତାଙ୍କ ସହ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଆସିବେ। ଶନିବାର ପୂର୍ବାହ୍ନ ୧୧ଟାରେ ଲୋକସେବା ଭବନରେ ଭର୍ଚୁଆଲ ମାଧ୍ୟମରେ ଦୁଇଟି…

ସୀମା ହାଇଦର ଭାରତ ପ୍ରବେଶ ଉପରେ ଏସଏସବିର କାର୍ଯ୍ୟାନୁଷ୍ଠାନ, ସୀମାରେ ବସ୍ ଯାଞ୍ଚ କରୁଥିବା ୨ ଯବାନ ନିଲମ୍ବିତ

ନୂଆଦିଲ୍ଲୀ: ଦୁଇମାସ ପୂର୍ବେ ପାକିସ୍ତାନରୁ ଭାରତ ପ୍ରବେଶ କରିଥିବା ସୀମା ହାଇଦର ଯୋଗୁଁ ନିଲମ୍ବିତ ହେଲେ ୨ ଯବାନ। ଏହି ୨ ଯବାନ ନେପାଳ-ଭାରତ ସୀମାରେ ଗାଡି ଯାଞ୍ଚ ପାଇଁ ନିୟୋଜିତ ହୋଇଥିଲେ। ନିଲମ୍ବିତଙ୍କ ମଧ୍ୟରୁ ଜଣେ ଇନ୍ସପେକ୍ଟର ପଦବୀ ଏବଂ ଅନ୍ୟ ଜଣେ ସୁରକ୍ଷାକର୍ମୀରେ ନିୟୋଜିତ…