Latest Odisha News

BREAKING NEWS

Browsing Category

ଫିଚର

ବନ୍ୟା ଓ ପରବର୍ତ୍ତୀ ସ୍ଥିତି ନେଇ ଆଲର୍ଟ ରହିବାକୁ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର: ହୀରାକୁଦ ବନ୍ୟା ଜଳ ଛାଡ଼ିବା ପରେ ଅନେକ ଅଞ୍ଚଳ ଜଳମଗ୍ନ ହୋଇ ବନ୍ୟା ସ୍ଥିତି ସୃଷ୍ଟି ହୋଇପାରେ । ଏହି ସମୟରେ ଅନେକ ଜଳବାହିତ ରୋଗ ଦେଖା ଦେଇଥାଏ । ଯାହାକୁ ନେଇ କ୍ଷେତ୍ର ସ୍ତରୀୟ ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଆଲର୍ଟ କରିଛି ସ୍ୱାସ୍ଥ୍ୟ ବିଭାଗ । ଏନେଇ ଜନସ୍ୱାସ୍ଥ୍ୟ…

ଉଡାଣ ଭରିବାର ୩ ମିିନିଟ ପରେ ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ

ପାଟଣା : ପାଟଣା ବିମାନ ବନ୍ଦରରେ ଇଣ୍ଡିଗୋ ବିମାନର ଜରୁରୀ ଅବତରଣ । ବିହାରର  ପାଟଣାରୁ ଦିଲ୍ଲୀ ଯାଉଥିବା ଇଣ୍ଡିଗୋ ବିମାନ ହଠାତ ଜରୁରୀ ଅବତରଣ କଲା ।   ପାଟଣା ଏୟାରପୋର୍ଟ ନିର୍ଦ୍ଦେଶକ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି,  6E 2433 ଇଣ୍ଡିଗୋ ବିମାନଟି ଦିଲ୍ଲୀ ଅଭିମୁଖେ …

ଘରେ ରଖନ୍ତୁ ନାହିଁ ଏହି ଜିନିଷ, ନଚେତ ହୋଇଯିବେ କାଙ୍ଗାଳ…

ଓଡ଼ିଶା ସମ୍ବାଦ ବ୍ୟୁରୋ: ପ୍ରାୟତଃ ମଣିଷ ଜୀବନରେ ଭଲ ଆୟ କରିବା ପରେ ମଧ୍ୟ ଟଙ୍କାର ଅଭାବ ଦେଖାଯାଇଥାଏ। ଏପରି କିଛି ନକରାତ୍ମକ ଜିନିଷ ଅଛି ଯାହାକୁ ଘରେ ରଖିବା ଦ୍ଵାରା ମଣିଷ କାଙ୍ଗାଳ ହୋଇଯାଇଥାଏ। ଏହା ଦ୍ଵାରା କେବଳ ଆର୍ଥିକ ସମସ୍ୟା ନୁହେଁ ବରଂ ଘରର ସଦସ୍ୟଙ୍କ ଭିତରେ ଝଗଡା ମଧ୍ୟ ଲାଗି…

ରତ୍ନଭଣ୍ଡାର ଖୋଲିବାକୁ ରାଜ୍ୟ ସରକାରଙ୍କୁ ସୁପାରିସ୍

ପୁରୀ: ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର । ରତ୍ନଭଣ୍ଡାର ଖୋଲିବା ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ପରେ ରାଜ୍ୟ ସରକାରଙ୍କୁ ସୁପାରିସ୍ କରାଯାଇଛି । ଆଗାମୀ ରଥଯାତ୍ରା ସମୟରେ ରତ୍ନଭଣ୍ଡାର ଖୋଲିବାକୁ ଶ୍ରୀମନ୍ଦିର ପରିଚାଳନା କମିଟି ସୁପାରିସ୍ କରିଥିବା ବୈଠକ ପରେ…

ଉପବାଚସ୍ପତିଙ୍କ ଘରେ ସାପ; ଜାଲି କାଟି ବାହାର କଲା ସ୍ନେକ ହେଲ୍ପ ଲାଇନ

ଭୁବନେଶ୍ୱର: ଓଡ଼ିଶା ବିଧାନସଭା  ଉପ ବାଚସ୍ପତି ରଜନୀ କାନ୍ତ ସିଂହଙ୍କ ଭୁବନେଶ୍ୱର ୟୁନିଟ ୧  ସ୍ଥିତ ସରକାରୀ ବାସ ଭବନରେ ସାପ । ଉପବାଚସ୍ପତିଙ୍କ   VIIC 9 ର କାର୍ଯ୍ୟାଳୟ ଭିତରେ ଥିବା ଏକ ବାଥରୁମ ଭିତର ଜାଲିରେ ଏଇ କଉଡ଼ିଆ ସାପ (Common Wolf Snake) ଫସି ଯାଇଥିଲା । ସାପଟି ଜାଲିର କଣା…

ଶୁଭେନ୍ଦୁ ଅଧିକାରୀଙ୍କୁ ଆଶ୍ୱସ୍ତି, ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ରଦ୍ଦ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଶୁଭେନ୍ଦୁ ଅଧିକାରୀଙ୍କୁ ଆଶ୍ୱସ୍ତି। ଶୁକ୍ରବାର କୋଲକତା ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ରଦ୍ଦ କରିଛନ୍ତି ସୁପ୍ରିମକୋର୍ଟ। ଏଥିରେ କୁହାଯାଇଛି ଯେ ପଶ୍ଚିମବଙ୍ଗ ପୋଲିସ ବିଜେପି ନେତା ସୁଭେନ୍ଦୁ ଅଧିକାରୀଙ୍କ ବିରୋଧରେ ଏଫଆଇଆର ଦାଖଲ କରିପାରିବ। ମୁଖ୍ୟ ବିଚାରପତି ଡି.ୱାଇ…

ଦୁର୍ବଳ ହେଉଛି ଲଘୁଚାପ, ୬ରୁ ଘଡ଼ଘଡ଼ି ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଉତ୍ତର ଛତିଶଗଡ଼ ଓ ସଂଲଗ୍ନ ଅଞ୍ଚଳରେ ସକ୍ରିୟ ସୁଦୃଶ ଲଘୁଚାପ ଦୁର୍ବଳ ହୋଇ ଲଘୁଚାପରେ ପରିଣତ ହୋଇଛି । ଅନ୍ୟପଟେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପୂର୍ବ-ଦକ୍ଷିଣପୂର୍ବ ଦିଗରେ ସକ୍ରିୟ ରହିଛି । ଆଜି ଓ ଆସନ୍ତକାଲି ଓଡ଼ିଶାରେ ବର୍ଷା ଘଡ଼ଘଡ଼ି ନେଇ କୌଣସି ଚେତାବନୀ ଦେଇ ନାହିଁ…

ସର୍ବସାଧାରଣଙ୍କ ପାଇଁ ଅଗଷ୍ଟ ୧୬ରୁ ପୁଣି ଖୋଲିବ ‘ଅମୃତ ଉଦ୍ୟାନ’

ନୂଆଦିଲ୍ଲୀ: ଅଗଷ୍ଟ ୧୬ରୁ ପୁଣି ଖୋଲିବ ରାଷ୍ଟ୍ରପତି ଭବନରେ ଅବସ୍ଥିତ ପ୍ରସିଦ୍ଧ ‘ଅମୃତ ଉଦ୍ୟାନ’। ବର୍ଷକ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଅମୃତ ଉଦ୍ୟାନ ପର୍ଯ୍ୟଟକଙ୍କ ପାଇଁ ଖୋଲାଯିବ। ରାଷ୍ଟ୍ରପତି ଭବନ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଉଦ୍ୟାନ ଉତ୍ସବ-୧ ଅଧୀନରେ ଚଳିତ ବର୍ଷ ଜାନୁୟାରୀ ୨୯ ରୁ…

ସୁପ୍ରିମକୋର୍ଟରେ ମିଳିଲା ରାହୁଲଙ୍କୁ ଆଶ୍ୱସ୍ତି: ସଜା ଉପରେ ଲାଗିଲା ରୋକ

ନୁଆଦିଲ୍ଲୀ: ସୁପ୍ରିମକୋର୍ଟରେ ରାହୁଲଙ୍କୁ ମିଳିଲା ଆଶ୍ୱସ୍ତି । ରାହୁଲଙ୍କ ସଜା ଉପରେ ରୋକ ଲଗାଇଲେ କୋର୍ଟ ।  ମୋଦି ସରନେମ ମାମଲାରେ ଶୁକ୍ରବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା । କୋର୍ଟ ରାହୁଲ ଗାନ୍ଧୀଙ୍କ ନିଲମ୍ବନ ମାମଲା ଉପରେ ଶୁଣାଣି କରିଥିଲେ ।  ସୁରତ ତଳ କୋର୍ଟ …