Latest Odisha News
Browsing Category

ଗ୍ୟାଜେଟ୍ ଓ ଅଟୋମୋବାଇଲ

ଏହା ହେଉଛି ଭାରତର ପ୍ରଥମ ହାଇବ୍ରିଡ୍ ବାଇକ୍; ଜାଣନ୍ତୁ ପ୍ରାଇସ..

ଭୁବନେଶ୍ବର: ଭାରତରେ ସ୍ପୋର୍ଟ୍ସ ବାଇକ୍ ଦୁନିଆରେ ୟାମାହା ଏକ ବଡ ପଦକ୍ଷେପ ନେଇଛି । କମ୍ପାନୀ ଏହାର ପ୍ରଥମ ହାଇବ୍ରିଡ୍ ମୋଟରସାଇକେଲ୍, 2025 FZ-SFi ହାଇବ୍ରିଡ୍ ଲଞ୍ଚ କରିଛି  । ଏହାର ଏକ୍ସ-ସୋରୁମ୍ ମୂଲ୍ୟ ୧,୪୪,୮୦୦ ଲକ୍ଷ ଟଙ୍କା (ଦିଲ୍ଲୀ) ରହିଛି । ଏହି ବାଇକ୍ କେବଳ ଉତ୍ତମ…

ଆଜିଠୁ ଆରମ୍ଭ ହେଲା ସାମସଙ୍ଗ Galaxy F16 5Gର ସେଲ୍‌; ଜାଣନ୍ତୁ ଏହାର ଫିଚର ଓ ଦାମ୍…

ନୂଆଦିଲ୍ଲୀ:କିଛିଦିନ ପୂର୍ବରୁ ସାମସଙ୍ଗ ଭାରତୀୟ ବଜାରରେ ନିଜର ଗୋଟିଏ ସ୍ମାର୍ଟଫୋନ ଲଞ୍ଚ କରିଛି। ଏହି ସ୍ମାର୍ଟଫୋନ୍ ର ନାମ ହେଉଛି ସାମସଙ୍ଗ ଗାଲାକ୍ସି F16 5G( Samsung Galaxy F16 5G) । ଏହି ହ୍ୟାଣ୍ଡସେଟର ପ୍ରଥମ ବିକ୍ରି ଆଜି ଗୁରୁବାର ଠାରୁ ଆରମ୍ଭ ହୋଇଛି। ଏହି ବିକ୍ରୟ ଇ-କମର୍ସ…

ଲଞ୍ଚ ହେଲା ସାମସଙ୍ଗ AI ଫିଚର ବିଶିଷ୍ଟ ଗାଲାକ୍ସି ବୁକ୍ 5 ସିରିଜ ଲାପଟପ୍ , ଜାଣନ୍ତୁ ଦାମ୍ ..

ନୂଆଦିଲ୍ଲୀ:ସାମସଙ୍ଗ ଭାରତରେ AIଫିଚର ଥିବା ନୂଆ ଲାପଟପ୍‌ ସିରିଜ Samsung Galaxy Book5କୁ ଲଞ୍ଚ କରିଛି । ଏହି ସିରିଜରେ Galaxy Book5 360, Galaxy Book5 Pro, ଓ Galaxy Book5 Pro 360 ଲଞ୍ଚ ହୋଇଛି । କମ୍ପାନୀର କହିବାନୁସାରେ, ୟୁଜରମାନେ ଏହି ତିନୋଟି ଲାପଟପ୍ ରେ ମାଇକ୍ରୋସଫ୍ଟର…

କ୍ୟାମେରା ଥିବା AirPods ଆଣୁଛି ଆପଲ୍; ଜାଣନ୍ତୁ କେବେ ହେବ ଲଞ୍ଚ !

ନୂଆଦିଲ୍ଲୀ: ଲୋକପ୍ରିୟ ଆପଲ୍ ଗତ କିଛି ଦିନ ମଧ୍ୟରେ ଅନେକ ପ୍ରଡକ୍ଟ ଲଞ୍ଚ କରିଛି। ଏଥିରେ ଆଇଫୋନ୍ 16e ଠାରୁ ଆରମ୍ଭ କରି ଆଇପ୍ୟାଡ୍ ଏୟାର ପର୍ଯ୍ୟନ୍ତ ମଡେଲ ଅନ୍ତର୍ଭୁକ୍ତ । ବର୍ତ୍ତମାନ କମ୍ପାନୀ ନୂତନ ଇନୋଭେସନ ଆଡକୁ ଧ୍ୟାନ ଦେଉଛି । ମିଡିଆ ରିପୋର୍ଟ ଅନୁଯାୟୀ, AirPodsରେ କ୍ୟାମେରା…

ଭାରତରେ ଲଞ୍ଚ ହେଲା iQOO Neo 10R; ଗେମିଙ୍ଗ ପାଇଁ ରହିଛି ଖାସ୍ ଫିଚର

ନୂଆଦିଲ୍ଲୀ: ଯଦି ଆପଣଙ୍କୁ ଗେମିଙ୍ଗ  ପସନ୍ଦ ଏବଂ ଏକ ନୂଆ ପାଓ୍ବାରଫୁଲ ସ୍ମାର୍ଟଫୋନ୍ କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ବହୁତ ଭଲ ଖବର ଆସିଯାଇଛି । ଅଗ୍ରଣୀ ମୋବାଇଲ୍ ଫୋନ୍ କମ୍ପାନୀ iQOO ଏହାର ନୂତନ ସ୍ମାର୍ଟଫୋନ୍ iQOO Neo 10R ଭାରତରେ ଆଜି ଲଞ୍ଚ କରିଛି । ଏହାର…

BMW C400 GT: ଷ୍ଟାଇଲିସ୍ ଲୁକ୍, ସ୍ମାର୍ଟ ଫିଚର ଓ ବୁଲେଟ୍ ଅପେକ୍ଷା ଅଧିକ ପାଓ୍ବାରଫୁଲ!

ଭୁବନେଶ୍ବର: ବିଳାସପୂର୍ଣ୍ଣ ମୋଟରସାଇକେଲ ନିର୍ମାତା BMW Motorrad India ନିଜର ମ୍ୟାକ୍ସି ସ୍କୁଟର BMW C400 GT ର 2025 ମଡେଲ ଲଞ୍ଚ କରିଛି । ଏହାର ମୂଲ୍ୟ ୧୧.୫୦ ଲକ୍ଷ ଟଙ୍କା (ଏକ୍ସ ଶୋ’ରୁମ୍) ରହିଛି, ଯାହା ବର୍ତ୍ତମାନର ମଡେଲ ତୁଳନାରେ ମାତ୍ର ୨୫,୦୦୦ ଟଙ୍କା ମହଙ୍ଗା । ଏହାର…

iPhone 14,15 ଓ 16ରେ ମିଳୁଛି ୧୦ହଜାର ଟଙ୍କାର ଡିସକାଉଣ୍ଟ, ଶୀଘ୍ର ଉଠାନ୍ତୁ ଅଫରର୍‌ ଲାଭ

ଯଦି ଆପଣ ବହୁତ ଦିନ ଧରି ଆପଲର ଆଇଫୋନ କିଣିବା ପାଇଁ ଚିନ୍ତା କରୁଛନ୍ତି, ତେବେ ଏହା ଏକ ବଡ଼ ସୁଯୋଗ। ଇ-କମର୍ସ ପ୍ଲାଟଫର୍ମ ଫ୍ଲିପକାର୍ଟରେ ଏହି ସେଲ ଆରମ୍ଭ ହୋଇଛି। ଯେଉଁଥିରେ ଆପଣ କେବଳ ଆପଲ ସ୍ମାର୍ଟଫୋନ ନୁହେଁ ବରଂ ଅନ୍ୟ ବ୍ରାଣ୍ଡର ସ୍ମାର୍ଟଫୋନ ଉପରେ ମଧ୍ୟ ବିପୁଳ ରିହାତି ପାଇବେ। ଏହି…

୧୦ହଜାରରୁ କମ୍ ମୂଲ୍ୟରେ ଭାରତରେ ଲଞ୍ଚ ହେଲା POCO M7 5G

ନୂଆଦିଲ୍ଲୀ: POCO ନିଜର M ସିରିଜ ସ୍ମାର୍ଟଫୋନ୍ M7 5G ଲଞ୍ଚ କରିଛି । କମ୍ ମୂଲ୍ୟରେ ଏକ ଭଲ ଫୋନ୍ ଖୋଜୁଥିବା ୟୁଜୁରଙ୍କୁ ଏହି ଫୋନ ଆକର୍ଷିତ କରିବ । ଏହି ଫୋନଟି ସ୍ନାପଡ୍ରାଗନ 4 ଜେନ୍‌ 2 ଚିପସେଟ୍‌, 5ଜି ନେଟୱର୍କ ସପୋର୍ଟ, 5160mAh ବ୍ୟାଟେରୀ, 50MP ପ୍ରାଇମେରି କ୍ୟାମେରା ସହ ଆସିଛି ।…

Tecno Spark Slim: ଦୁନିଆର ସବୁଠୁ ପତଳା ଫୋନ, ଜାଣନ୍ତୁ ଫିଚର

ଭୁବନେଶ୍ବର: ବର୍ତ୍ତମାନ, ଟେକ୍ନୋ ସ୍ପାର୍କ ସ୍ଲିମ୍ (Tecno Spark Slim) ସ୍ମାର୍ଟଫୋନ୍ ଚର୍ଚ୍ଚାରେ ରହିଛି । ଏହା ଦୁନିଆର ସବୁଠାରୁ ପତଳା ଫୋନ୍ ହେବାକୁ ଯାଉଛି । କମ୍ପାନୀ ଏହି ଆଗାମୀ ଫୋନକୁ ମୋବାଇଲ ୱାର୍ଲ୍ଡ କଂଗ୍ରେସ MWC 2025 (୩-୬ମାର୍ଚ୍ଚ) ରେ ପ୍ରଦର୍ଶିତ କରିବାକୁ ଯାଉଛି । ଏହି…

ଖୁବ୍ ଶୀଘ୍ର ବଜାରକୁ ଆସିବ ବଜେଟ୍ ଫ୍ରେଣ୍ଡେଲି ଜିଓ ଇ-ସାଇକେଲ୍

ନୂଆଦିଲ୍ଲୀ: ଭାରତର ସର୍ବବୃହତ ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ଇଲେକ୍ଟ୍ରିକ୍ ଯାନ (ଇଭି) ବଜାରରେ ପ୍ରବେଶ କରିବାକୁ ଯାଉଛି। ଜିଓ ନିକଟରେ ଏକ ଇଲେକ୍ଟ୍ରିକ୍ ସାଇକେଲ୍ ମଡେଲ୍ ଆଣିଛି । ଯାହା ଥରେ ଚାର୍ଜିଂ କଲେ ୮୦ ରୁ ୧୦୦ କିଲୋମିଟର ଦୂରତା ଅତିକ୍ରମ କରିବାରେ ସହାୟକ ହୋଇଥାଏ । ଜିଓ…