Latest Odisha News

BREAKING NEWS

Browsing Category

ଖାଦ୍ୟ

ସ୍ୱାସ୍ଥ୍ୟ ପାଇଁ ହିତକର ସୁପ୍

ଭୁବନେଶ୍ୱର: ପାଟିକୁ ସୁଆଦିଆ ଲାଗୁଥିବା ସମସ୍ତ ଖାଦ୍ୟ ଦେହ ପାଇଁ ଖରାପ ତାହା ଭାବିବା ଭୁଲ । ସେହିଭଳି ପାଟି ସୁଆଦିଆ ଓ ଶରୀର ପାଇଁ ହିତକରକ ହେଉଛି ସୁପ୍ । ଲୋକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ବଜାରରେ ମଧ୍ୟ ବିଭିନ୍ନ ପ୍ରକାରର ସୁପ୍ ବିକ୍ରି ହୋଇଥାଏ। କିନ୍ତୁ ବଜାରରେ ବିକ୍ରି ହେଉଥିବା…

ଖାଲି ପେଟରେ ଖାଆନ୍ତୁ ଖଜୁରୀ, ମିଳିବ ଏହିସବୁ ଫାଇଦା…

ଭୁବନେଶ୍ୱର: ଖାଳି ପେଟରେ ଖଜୁରୀ ଖାଇବା ସ୍ୱାସ୍ଥ୍ୟ ପାଇଁ ବେଶ୍ ଉପକାରୀ ବୋଲି ଏକ ଗବେଷଣାରୁ ପ୍ରମାଣ ହୋଇଛି । ଖାଲି ପେଟରେ ନିୟମିତ ଖଜୁରୀ ଖାଇବା ଦ୍ୱାରା ଚମତ୍କାରୀ ଲାଭ ମିଳିଥାଏ । ଖଜୁରୀରେ ପର୍ଯ୍ୟାପ୍ତ ପରିମାଣରେ ପୋଟାସିୟମ ରହିଛି। ଏହା ଉଚ୍ଚ ରକ୍ତ ଚାପକୁ ନିୟନ୍ତ୍ରଣ କରି…

ଲେମ୍ବୁ ଚିପୁଡ଼ି ଫୋପାଡ଼ି ଦେଉଛନ୍ତି କି?; ଜାଣନ୍ତୁ କେଉଁ ଉପକାରରେ ଲାଗେ ଚୋପା !

ଭୁବନେଶ୍ୱର: ଆମ୍ଭେମାନେ ସାଧାରଣତଃ ଲେମ୍ବୁ ଖାଇବା ପରେ ତା’ର ଚୋପାକୁ ଫୋପାଡ଼ି ଦେଇଥାଆନ୍ତି। ହେଲେ ଲେମ୍ବୁ ଚୋପାରୁ ମିଳୁଥିବା ଉପକାରୀତା ବିଷୟରେ ଶୁଣିଲେ ନିଶ୍ଚିତ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଜାଣନ୍ତୁ ଲେମ୍ବୁ ଚୋପାର ବ୍ୟବହାର ସମ୍ପର୍କରେ- ଲେମ୍ବୁ ଚୋପାକୁ ପେଷ୍ଟ କରି ନଖରେ…

ଦୈନିକ କିଛି ପେଜ ପିଅନ୍ତୁ ଫିଟ୍ ରୁହନ୍ତୁ; କିପରି ପାଇପାରିବେ ଅଦ୍ଭୁତ ଉପକାର ଜାଣନ୍ତୁ…

ଭୁବନେଶ୍ୱର: ପେଜ ଆମ ଶରୀର ପାଇଁ ବହୁତ ଉପକାରୀ । ଏଥିରେ ଥିବା କାର୍ବୋହାଇଦ୍ରାଟେ ଶରୀରରେ ଶକ୍ତି ଵୃଦ୍ଧି କରିଥାଏ । ଏହାକୁ ସକାଳ ସମୟରେ ପିଇବା ଶରୀର ପକ୍ଷେ ଭଲ । ପେଜରେ ଫାଇବର ଭରପୁର ରହିଛି । ଏହା ମେଟାବୋଲିଜମି କୁ ବୃଦ୍ଧି କରାଇଥାଏ । ଏହା ପାଚନ ର ତନ୍ତ୍ର କୁ ସୁଦୃଢ କରିଥାଏ ।…

ପୁଷ୍ଟିବର୍ଦ୍ଧକ ମାଛ; ନିୟମିତ ଖାଇଲେ ମିଳିବ ଏହିସବୁ ଫାଇଦା !

ଭୁବନେଶ୍ୱର: ମାଛ ଏକ ପୁଷ୍ଟିକର ଖାଦ୍ୟ। ଏଥିରେ ଅନେକ ପୋଷକତତ୍ତ୍ୱ ଭରି ରହିଛି । ସୁସ୍ଥ ଶରୀର ପାଇଁ ଭୋଜନରେ ମାଛ ସାମିଲ କରିବାକୁ ଡାକ୍ତରମାନେ ପରାମର୍ଶ ଦିଅନ୍ତି। ମାଛରେ ପ୍ରୋଟିନ୍, ଓମେଗା-୩ ଫ୍ୟାଟି ଏସିଡ ରହିଥାଏ। ଯାହା ଅନେକ ରୋଗରୁ ଦୂରେଇ ରଖିବା ସହ ଶରୀର ପାଇଁ ଅତ୍ୟନ୍ତ…

‘ଶାଗୁଦାନା’ର ଉପକାରୀ ଗୁଣ, ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଭୁବନେଶ୍ୱର: ଅନେକ ଲୋକ ବ୍ରତ ଉପବାସ ସମୟରେ ହିଁ କେବଳ ଶାଗୁଦାନା ଭିଜେଇ ଖାଇବାକୁ ପସନ୍ଦ କରନ୍ତି। ଖାଲି ଏହି ସମୟରେ ନୁହେଁ ଶାଗୁଦାନା ଅନ୍ୟସମୟରେ ବି ସ୍ବାସ୍ଥ୍ୟ ଲାଭକାରୀ ସାବ୍ୟସ୍ତ ହୋଇଥାଏ। ଧଳା ମୋତି ଭଳି ଦେଖାଯାଉଥିବା ଏହି ଛୋଟ ଛୋଟ ଦାନା ଭିତରେ ଲୁଚିରହିଛି ଅନେକ ଗୁଣକାରୀ…

ଓଡ଼ିଆ ଘରର ସୁଆଦିଆ କାକରା ପିଠାର ଇତିହାସ ଓ ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ ଜାଣନ୍ତୁ…

ଭୁବନେଶ୍ୱର: ଓଡ଼ିଆ ଘରର ପାରମ୍ପରିକ ଖାଦ୍ୟ ମଧ୍ୟରୁ କାକରା ପିଠା ଅନ୍ୟତମ । ଏହା ମଇଦା, ଗୁଡ଼ ଓ ନଡ଼ିଆରୁ ତିଆରି କରାଯାଇଥାଏ । ଏହା ପ୍ରତ୍ୟେକ ଓଡ଼ିଆ ଘରେ ନାନାଦି ପର୍ବପର୍ବାଣୀରେ ତିଆରି ପ୍ରସ୍ତୁତ ହୋଇଥାଏ । ଇତିହାସ: ୧୮୧୦ ମସିହାରେ ଖଣ୍ଡପଡ଼ା ଗଡ଼ଜାତର ଶାସନ ଭାର ରାଜା ପୁରୁଷୋତ୍ତମ…

କ’ଣ ଖାଇଲେ ମସ୍ତିଷ୍କ ରହିବ ସୁସ୍ଥ ଓ ସତେଜ, ଜାଣନ୍ତୁ…

ଆଜିକାଲି ବହୁତ ଲୋକ ସୁନ୍ଦର ଦେଖାଯିବା ସହ ନିଜ ମସ୍ତିଷ୍କକୁ ସୁସ୍ଥ ରଖିବା ପାଈଁ ଇଛା କରିଥାନ୍ତି । ସୁସ୍ଥ ମସ୍ତିଷ୍କ ସେମାନଙ୍କ ପାଖରେ ଥାଏ ଯିଏ ଭଲ ଆହାର ବା ଖାଦ୍ୟ ନେଇଥାଏ । ଆମକୁ ସବୁବେଳେ ପ୍ରତି କ୍ଷେତ୍ରରେ tension ଲାଗି ରହୁଛି । ଯାହା ଫଳରେ ଅନେକ କିଛି ଖାଦ୍ୟପେୟ ଭୁଲିଯାଉଚୁ ।…

ସୁସ୍ଥ ଶରୀର ଲାଗି ନିୟମିତ ଖାଆନ୍ତୁ ସାଲାଡ୍

ଭୁବନେଶ୍ୱର: ନିୟମିତ ଭାବେ କାକୁଡି, ଟମାଟୋ ସାଲାଡ଼ ଖାଇଲେ ତାହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇ ଥାଏ। ଯୁବ ପିଢ଼ି ପ୍ରତିଦିନ ସାଲାଡ଼ ଖାଇବା ଖୁବ ହିତକାରୀ । ରାତ୍ରୀ ଭୋଜନ ପରିବର୍ତ୍ତେ ଦିନ ଭୋଜନ ସମୟରେ ସାଲାଡ଼ ଖାଇବା ଦରକାର ! ବିଶେଷଜ୍ଞ ଙ୍କ ମତରେ ଦିନ ସମୟ ରେ ଅଧିକ ଖାଦ୍ୟ…

ବିଶ୍ୱ ଏଡ଼ସ୍ ଦିବସରେ ଜାଣନ୍ତୁ ଏଚ୍‌ଆଇଭି ରୋଗୀଙ୍କ ପାଇଁ ଡାଏଟ ପ୍ଲାନ

ଭୁବନେଶ୍ୱର: ଡିସେମ୍ବର ୧ କୁ ସାରା ବିଶ୍ୱରେ 'ଏଡସ୍ ଦିବସ' ଭାବେ ପାଳନ କରାଯାଉଛି। ଏହି ରୋଗର ଶିକାର ହୋଇଥିବା ବ୍ୟକ୍ତି ମାନଙ୍କୁ ବିଭିନ୍ନ ବିଷୟ ଉପରେ ଧ୍ୟାନ ରଖିବାକୁ ପଡ଼ିଥାଏ। ଏଚ୍‌ଆଇଭି ପୀଡ଼ିତ ବ୍ୟକ୍ତି ନିଜ ଡାଏଟ୍‌ରେ ଏହିସବୁ ଖାଦ୍ୟକୁ ସାମିଲ କଲେ ସେମାନଙ୍କ ଇମ୍ୟୁନିଟି ସିଷ୍ଟମ୍‌…