Latest Odisha News

BREAKING NEWS

Browsing Category

ଖାଦ୍ୟ

ଦୈନିକ କିଛି ପେଜ ପିଅନ୍ତୁ ଫିଟ୍ ରୁହନ୍ତୁ; କିପରି ପାଇପାରିବେ ଅଦ୍ଭୁତ ଉପକାର ଜାଣନ୍ତୁ…

ଭୁବନେଶ୍ୱର: ପେଜ ଆମ ଶରୀର ପାଇଁ ବହୁତ ଉପକାରୀ । ଏଥିରେ ଥିବା କାର୍ବୋହାଇଦ୍ରାଟେ ଶରୀରରେ ଶକ୍ତି ଵୃଦ୍ଧି କରିଥାଏ । ଏହାକୁ ସକାଳ ସମୟରେ ପିଇବା ଶରୀର ପକ୍ଷେ ଭଲ । ପେଜରେ ଫାଇବର ଭରପୁର ରହିଛି । ଏହା ମେଟାବୋଲିଜମି କୁ ବୃଦ୍ଧି କରାଇଥାଏ । ଏହା ପାଚନ ର ତନ୍ତ୍ର କୁ ସୁଦୃଢ କରିଥାଏ ।…

ପୁଷ୍ଟିବର୍ଦ୍ଧକ ମାଛ; ନିୟମିତ ଖାଇଲେ ମିଳିବ ଏହିସବୁ ଫାଇଦା !

ଭୁବନେଶ୍ୱର: ମାଛ ଏକ ପୁଷ୍ଟିକର ଖାଦ୍ୟ। ଏଥିରେ ଅନେକ ପୋଷକତତ୍ତ୍ୱ ଭରି ରହିଛି । ସୁସ୍ଥ ଶରୀର ପାଇଁ ଭୋଜନରେ ମାଛ ସାମିଲ କରିବାକୁ ଡାକ୍ତରମାନେ ପରାମର୍ଶ ଦିଅନ୍ତି। ମାଛରେ ପ୍ରୋଟିନ୍, ଓମେଗା-୩ ଫ୍ୟାଟି ଏସିଡ ରହିଥାଏ। ଯାହା ଅନେକ ରୋଗରୁ ଦୂରେଇ ରଖିବା ସହ ଶରୀର ପାଇଁ ଅତ୍ୟନ୍ତ…

‘ଶାଗୁଦାନା’ର ଉପକାରୀ ଗୁଣ, ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଭୁବନେଶ୍ୱର: ଅନେକ ଲୋକ ବ୍ରତ ଉପବାସ ସମୟରେ ହିଁ କେବଳ ଶାଗୁଦାନା ଭିଜେଇ ଖାଇବାକୁ ପସନ୍ଦ କରନ୍ତି। ଖାଲି ଏହି ସମୟରେ ନୁହେଁ ଶାଗୁଦାନା ଅନ୍ୟସମୟରେ ବି ସ୍ବାସ୍ଥ୍ୟ ଲାଭକାରୀ ସାବ୍ୟସ୍ତ ହୋଇଥାଏ। ଧଳା ମୋତି ଭଳି ଦେଖାଯାଉଥିବା ଏହି ଛୋଟ ଛୋଟ ଦାନା ଭିତରେ ଲୁଚିରହିଛି ଅନେକ ଗୁଣକାରୀ…

ଓଡ଼ିଆ ଘରର ସୁଆଦିଆ କାକରା ପିଠାର ଇତିହାସ ଓ ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ ଜାଣନ୍ତୁ…

ଭୁବନେଶ୍ୱର: ଓଡ଼ିଆ ଘରର ପାରମ୍ପରିକ ଖାଦ୍ୟ ମଧ୍ୟରୁ କାକରା ପିଠା ଅନ୍ୟତମ । ଏହା ମଇଦା, ଗୁଡ଼ ଓ ନଡ଼ିଆରୁ ତିଆରି କରାଯାଇଥାଏ । ଏହା ପ୍ରତ୍ୟେକ ଓଡ଼ିଆ ଘରେ ନାନାଦି ପର୍ବପର୍ବାଣୀରେ ତିଆରି ପ୍ରସ୍ତୁତ ହୋଇଥାଏ । ଇତିହାସ: ୧୮୧୦ ମସିହାରେ ଖଣ୍ଡପଡ଼ା ଗଡ଼ଜାତର ଶାସନ ଭାର ରାଜା ପୁରୁଷୋତ୍ତମ…

କ’ଣ ଖାଇଲେ ମସ୍ତିଷ୍କ ରହିବ ସୁସ୍ଥ ଓ ସତେଜ, ଜାଣନ୍ତୁ…

ଆଜିକାଲି ବହୁତ ଲୋକ ସୁନ୍ଦର ଦେଖାଯିବା ସହ ନିଜ ମସ୍ତିଷ୍କକୁ ସୁସ୍ଥ ରଖିବା ପାଈଁ ଇଛା କରିଥାନ୍ତି । ସୁସ୍ଥ ମସ୍ତିଷ୍କ ସେମାନଙ୍କ ପାଖରେ ଥାଏ ଯିଏ ଭଲ ଆହାର ବା ଖାଦ୍ୟ ନେଇଥାଏ । ଆମକୁ ସବୁବେଳେ ପ୍ରତି କ୍ଷେତ୍ରରେ tension ଲାଗି ରହୁଛି । ଯାହା ଫଳରେ ଅନେକ କିଛି ଖାଦ୍ୟପେୟ ଭୁଲିଯାଉଚୁ ।…

ସୁସ୍ଥ ଶରୀର ଲାଗି ନିୟମିତ ଖାଆନ୍ତୁ ସାଲାଡ୍

ଭୁବନେଶ୍ୱର: ନିୟମିତ ଭାବେ କାକୁଡି, ଟମାଟୋ ସାଲାଡ଼ ଖାଇଲେ ତାହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇ ଥାଏ। ଯୁବ ପିଢ଼ି ପ୍ରତିଦିନ ସାଲାଡ଼ ଖାଇବା ଖୁବ ହିତକାରୀ । ରାତ୍ରୀ ଭୋଜନ ପରିବର୍ତ୍ତେ ଦିନ ଭୋଜନ ସମୟରେ ସାଲାଡ଼ ଖାଇବା ଦରକାର ! ବିଶେଷଜ୍ଞ ଙ୍କ ମତରେ ଦିନ ସମୟ ରେ ଅଧିକ ଖାଦ୍ୟ…

ବିଶ୍ୱ ଏଡ଼ସ୍ ଦିବସରେ ଜାଣନ୍ତୁ ଏଚ୍‌ଆଇଭି ରୋଗୀଙ୍କ ପାଇଁ ଡାଏଟ ପ୍ଲାନ

ଭୁବନେଶ୍ୱର: ଡିସେମ୍ବର ୧ କୁ ସାରା ବିଶ୍ୱରେ 'ଏଡସ୍ ଦିବସ' ଭାବେ ପାଳନ କରାଯାଉଛି। ଏହି ରୋଗର ଶିକାର ହୋଇଥିବା ବ୍ୟକ୍ତି ମାନଙ୍କୁ ବିଭିନ୍ନ ବିଷୟ ଉପରେ ଧ୍ୟାନ ରଖିବାକୁ ପଡ଼ିଥାଏ। ଏଚ୍‌ଆଇଭି ପୀଡ଼ିତ ବ୍ୟକ୍ତି ନିଜ ଡାଏଟ୍‌ରେ ଏହିସବୁ ଖାଦ୍ୟକୁ ସାମିଲ କଲେ ସେମାନଙ୍କ ଇମ୍ୟୁନିଟି ସିଷ୍ଟମ୍‌…

ନିୟମିତ ଖାଆନ୍ତୁ ଏହିଫଳ, ନିୟନ୍ତ୍ରଣରେ ରହିବ ମଧୁମେହ

ଭୁବନେଶ୍ୱର: ଏକ ସର୍ଭେରୁ ଜଣାପଡିଛି ଯେ, ସାରା ବିଶ୍ୱରେ ଡାଇବେଟିସ ରୋଗୀଙ୍କ ସଂଖ୍ୟା ଭାରତରେ ସର୍ବାଧିକ । ତେବେ ଅଧିକାଂଶ ଲୋକ ଡାଇବେଟିସ ନିୟନ୍ତ୍ରଣ ପାଇଁ ମେଡିସିନ ଉପରେ ସମ୍ପୂର୍ଣ୍ଣ ନିର୍ଭର କରିଥାନ୍ତି । ଡାଇବେଟିସ ମଣିଷକୁ ଦୁର୍ବଳ କରିଦେବା ସହ ଶରୀରରେ ରୋଗପ୍ରତିରୋଧକ ଶକ୍ତି…

ଜଗନ୍ନାଥଙ୍କ ମହାପ୍ରସାଦ ‘କାନିକା’ର ପ୍ରସ୍ତୁତି ବିଧି, ଜାଣନ୍ତୁ

ଭୁବନେଶ୍ୱର: ଶ୍ରୀମନ୍ଦିରରେ ତିନିଠାକୁରଙ୍କ ପାଖରେ ପ୍ରତିଦିନ ଲାଗି ହୁଏ ୫୬ ପ୍ରକାର ପ୍ରସାଦ । ଏହି ୫୬ ଭୋଗ ମଧ୍ୟରୁ କାନିକା ଅନ୍ୟତମ । ଏହାକୁ ମିଠା ଅବଢ଼ା ମଧ୍ୟ କୁହାଯାଏ । ଏହା ପ‌ହିଲି ଭୋଗବେଳେ ଏବଂ ଅନ୍ୟ ଦିନେ ମଧ୍ୟ ତିଆରି ହୁଏ । ୧୯୧୦ ମସିହା ପରେ ଏହା ଗୋପାଳ ବଲ୍ଲଭ ଭୋଗର ଅଂଶ ଭାବେ…

ମାଣବସା ଗୁରୁବାରର ପ୍ରମୁଖ ଭୋଗ ମଣ୍ଡା ପିଠାର ପ୍ରସ୍ତୁତି ପ୍ରଣାଳୀ ଜାଣନ୍ତୁ

ଭୁବନେଶ୍ୱର: ଆଜି ମାର୍ଗଶିର ମାସର ପ୍ରଥମ ଗୁରୁବାର । ଏହିଦିନଟି ମହାଲକ୍ଷ୍ମୀଙ୍କର ଅତ୍ୟନ୍ତ ପ୍ରିୟ ଅଟେ । ନାନାଦି ଫଳମୂଳ ପିଠାପଣା ଦେଇ ଓଡ଼ିଆ ଘରର ଗୃହିଣୀ ମାନେ ମାର୍ଗଶିର ମାସ ଗୁରୁବାର ଦିନ ମହାଲକ୍ଷ୍ମୀଙ୍କୁ ଆରାଧନା କରନ୍ତି । ତେବେ ଯେତେ ଫଳମୂଳ ଲାଗି ହେଲେ ସୁଦ୍ଧା ମାଆଙ୍କ ପ୍ରିୟ…