Latest Odisha News

BREAKING NEWS

Browsing Category

ଖାଦ୍ୟ

ଉଚ୍ଚ ରକ୍ତଚାପରୁ ଦୂରେଇ ରଖେ ସପୁରୀ ରସ..

ନିଜ ଲୋଭନୀୟ ବାସ୍ନାରେ ପାଟିରୁ ଲାଳ ଗଡେଇ ଆଣୁଥିବା ଏକ ଫଳ ହେଉଛି ସପୁରୀ । ଜୁସ୍, ଖଟେଇ, ଟୁଟିଫ୍ରୁଟି, ଏପରିକି ବିଟଲୁଣ ଓ ଲଙ୍କାଗୁଣ୍ଡ ସହ ପାଚିଲା ସପୁରୀର ସ୍ୱାଦ ନିଆରା। ତେବେ ପାଟିସୁଆଦ ସହିତ ସପୁରୀର ରହିଛି ଅନେକ ଔଷଧୀୟ ଗୁଣ । ଏଥିରେ ଭିଟାମିନ ବି-୧, ବି-୨, ବି-୩, ବି-୫, ବି-୬,…

ଚଟ୍‌ପଟା ମକା ଚାଟ୍‌

ଘରେ ବନାନ୍ତୁ ଚଟପଟା ମକ୍କା ଚାଟ। ଜାଣି ରଖନ୍ତୁ ଏହାକୁ ତିଆରି କରିବାର ପ୍ରଣାଳୀ । ଆବଶ୍ୟକୀୟ ସାମଗ୍ରୀ: ମିଠା ମକା, ତେଲ, କର୍ଣ୍ଣଫ୍ଲୋର, ଲେମ୍ବୁ, ଧନିଆ ପତ୍ର, କଞ୍ଚା ଲଙ୍କା, ଲୁଣ, ଚାଟ୍‌ ମସଲା, ଲଙ୍କା ଗୁଣ୍ଡ,ଜିରା ପାଉଡ଼ର ଓ ଗୋଲମରିଚ ଗୁଣ୍ଡ। ପ୍ରସ୍ତୁତି ପ୍ରଣାଳୀ:…

ଭେଜିଟେବଲ୍‌ ଚିକେନ୍‌

ସାଧାରଣତଃ  ଘରେ ପନିପରିବାରେ ପ୍ରସ୍ତୁତ ହୋଇଥିବା ଅନେକ ଆଇଟମ୍‌ ଖାଇଥିବେ । କିନ୍ତୁ କେବେ କ’ଣ ପନିପରିବାରେ ଚିକେନ୍ ମିଶାଇ ପ୍ରସ୍ତୁତ ହୋଇଥିବା ଭେଜିଟେବଲ୍‌ ଚିକେନ୍‌  ଖାଇଛନ୍ତି। ଜାଣନ୍ତୁ କେମିତି ପ୍ରସ୍ତୁତ କରିବେ ଭେଜିଟେବଲ୍‌ ଚିକେନ୍‌ । ସାମଗ୍ରୀ: ଚିକେନ୍‌, କଟା ବିଟ୍‌,…

ରେଶମି ପନିର

ରେଶମୀ ଶାଢ଼ୀ ତ ଶୁଣିଥିବେ, ହେଲେ କେବେ ଶୁଣିଛନ୍ତିକି ରେଶମି ପନିର ?ଆଜି ଆସନ୍ତୁ ତିଆରି କରି ଶିଖିବା ରେଶମି ପନିର । ରେଶମି ପନିର ପ୍ରଣାଳୀ । ଆବଶ୍ୟକ ସାମଗ୍ରୀ: ପନିର - ୩୦୦ ଗ୍ରାମ, ପିଆଜ – ୧ଟି , ଟମାଟୋ- ୧ଟି , ଶିମଳା ଲଙ୍କା  - ୧ଟି, ଅଦା ରସୁଣ ପେଷ୍ଟ  - ୧ ଚାମଚ, ଧନିଆ…

ଆଚାରି ଚିକେନ୍

ଚଟ୍‌ପଟା ଖାଦ୍ୟ ଖାଇବାକୁ କିଏବା ଭଲ ନପାଏ । ଆଜି ଆମେ ପ୍ରସ୍ତୁତ କରିବା ଚଟପଟା ଆଚାରୀ ଚିକେନ । ଆବଶ୍ୟକ ସାମଗ୍ରୀ: ଚିକେନ୍‌, କଟା ପିଆଜ, ପିଆଜ- ଅଦା-ରସୁଣ ବଟା, ଟମାଟୋ, କାଜୁ ପେଷ୍ଟ୍‌, ତେଲ, ଲବଙ୍ଗ, ଗୁଜୁରାତି, ଡାଲଚିନି, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, ଜିରା ଗୁଣ୍ଡ,…

ଭୁବନେଶ୍ୱର ରେଳ ଷ୍ଟେସନରେ ଖୋଲିଲା ଦ୍ଵିତୀୟ ଫୁଡ ପ୍ଲାଜା

ଭୁବନେଶ୍ୱର: ଭୁବନେଶ୍ୱର ରେଳ ଷ୍ଟେସନ ଠାରେ ଖୋଲିଲା ଦ୍ଵିତୀୟ ଫୁଡ ପ୍ଲାଜା । ରେଳ ଷ୍ଟେସନର ଛଅ ନମ୍ବର ପ୍ଲାଟଫର୍ମ ଠାରେ ଖେଲିିଥିବା ଏହି ଅତ୍ୟାଧୁନିକ ଫୁଡ ପ୍ଲାଜାକୁ ପୂର୍ବତଟ ରେଳପଥ ର ମହାପ୍ରବନ୍ଧକ ବିଦ୍ୟା ଭୂଷଣ, ପ୍ରମୁଖ ବାଣିଜ୍ୟିକ ପ୍ରବନ୍ଧକ ଅଜୟ କୁମାର ବେହେରା ଓ ପ୍ରମୁଖ ପରିଚାଳନା…

କାଙ୍କଡର ଫାଇଦା ବିଷୟରେ ଜାଣିଲେ ଆପଣବି ହୋଇଯିବେ ଆଶ୍ଚର୍ଯ୍ୟ

ସବୁଜ ପନିପରିବା ସବୁବେଳେ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ନିୟମିତ ସେବନ ଦ୍ୱାରା ଆପଣ ବହୁ ରୋଗରୁ ରକ୍ଷା ପାଇବା ପାରିବେ । କିନ୍ତୁ ଏପରି କିଛି ପରିବା ରହିଛି, ଯାହାକୁ ସେବନ କରିବା ଦ୍ୱାରା ଆପଣ ବହୁତ ଜଲଦି ପରିଣାମ ପାଇପାରିବେ । ସେହିପରି ଏକ ପରିବା ହେଉଛି କାଙ୍କଡ । କେତେକ ଜାଗାରେ…

ଆକାଶରେ ଲଙ୍କା ଚାଷ

ମହାକାଶରେ ଫଳିବ ଲଙ୍କା । ଯଦି ସବୁ କିଛି ଯୋଜନା ମୁତାବକ ହୁଏ ତେବେ ଆସନ୍ତା ନଭେମ୍ବର ବେଳକୁ ଅନ୍ତର୍ଜାତୀୟ ସ୍ପେସ୍ ସେଂଟରରେ ଆମେରିକା ମହାକାଶଚାରୀମାନେ ଲଙ୍କା ପଳାଇବାରେ ସଫଳ ହେବେ । ଏନେଇ ଆମେରିକାର ମହାକାଶ ଗବେଷଣା ସଂସ୍ଥା ନାସା ଘୋଷଣା କରିଛି । ଯେଉଁ ଲଙ୍କାଗଛ ବେଶୀ ଉଚ୍ଚ ବଢୁନଥିବ…

କାଜୁ ପିସ୍ତାବାଦାମ କୁଲଫି

ପ୍ରାୟ ସମସ୍ତେ ଆଇସକ୍ରିମ୍ ଖାଇବାକୁ ବେଶ୍ ପସନ୍ଦ କରନ୍ତି । ତେବେ ଜାଣନ୍ତୁ ଘରେ ଅତି ସହଜରେ କିପରି ପ୍ରସ୍ତୁତ କରିବେ କାଜୁ ପିସ୍ତାବାଦାମ କୁଲଫି ଆବଶ୍ୟକୀୟ ସାମଗ୍ରୀ : ପିସ୍ତା ବାଦାମ : ୫୦ଗ୍ରାମ ଚିନି : ମିଠା ଅନୁସାରେ କ୍ଷୀର : ୧/୨କପ କଣ୍ଡେନସଡ଼ ମିଲ୍କ: ୩ଚାମଚ ଅଳେଇଚ : ୩ଟି…

କିଡ୍‌ନୀକୁ ସୁସ୍ଥ ରଖିବାକୁ ଚାହୁଁଥିଲେ ଖାଅନ୍ତୁ ଏହି ସବୁ ଖାଦ୍ୟ

ମଣିଷ ଶରୀରର ଏକ ମୁଖ୍ୟ ଅଙ୍ଗ ହେଉଛି କିଡ୍‌ନୀ । ଏହା ଶରୀରରେ ରକ୍ତକୁ ସଫା କରିବାରେ ସାହାଯ୍ୟ କରିଥାଏ । ଏଠି ସହିତ ଶରୀରରେ ରକ୍ତଚାପକୁ ନିୟନ୍ତ୍ରଣ କରିବା, ସୋଡିୟମ ଏବଂ ପୋଟାସିୟମକୁ ନିୟନ୍ତ୍ରଣ କରିବା ତଥା ରକ୍ତରେ ଏସିଡ୍‌ର ମାତ୍ରାକୁ କମ କରିବାରେ ଏହା ସାହାଯ୍ୟ କରିଥାଏ । କିନ୍ତୁ…