Latest Odisha News

BREAKING NEWS

Browsing Category

ଖାଦ୍ୟ

‘ମାଟିହାଣ୍ଡି ମଟନ’

ଘରେ ପ୍ରସ୍ତୁତ କରନ୍ତୁ 'ମାଟିହାଣ୍ଡି ମଟନ' । ଜାଣି ରଖନ୍ତୁ ଏହାକୁ ପ୍ରସ୍ତୁତ କରିବାର ବିଧି । ଆବଶ୍ୟକ ସାମଗ୍ରୀ: ଖାସି ମାଂସ-୨୫୦ ଗ୍ରାମ୍‌, ଆଳୁ-୧୦୦ ଗ୍ରାମ୍‌, ପିଆଜ-୧୫୦ ଗ୍ରାମ୍‌, ଅଦା/ରସୁଣ ପେଷ୍ଟ-୭୫ ଗ୍ରାମ୍‌,ସୋରିଷ ତେଲ-୧୫୦ ଗ୍ରାମ୍‌, ଆବଶ୍ୟକ ଅନୁସାରେ ଜିରା ଗୁଣ୍ଡ, ଧନିଆ…

‘କାଜୁ ପନିର’

ଘରେ ପ୍ରସ୍ତୁତ କରନ୍ତୁ ‘କାଜୁ ପନିର’ ଆବଶ୍ୟକ ସାମଗ୍ରୀ: ପନିର , କାଜୁ ପେଷ୍ଟ, ପିଆଜ ରସୁଣ ପେଷ୍ଟ, ଏକ ଛୋଟ ଚାମଚ ଅଦା ଓ କଞ୍ଚାଲଙ୍କା ପେଷ୍ଟ,ଏକ ବଡ଼ ଚାମଚ ଟମାଟୋ ପ୍ୟୁରି, ହଳଦୀ, ଧନିଆ ପାଉଡର, କାଶ୍ମୀରୀ ମିର୍ଚ୍ଚ ପାଉଡର, ଏକ ବଡ଼ ଚାମଚ କ୍ରିମ୍‌, ଜିରା, ଗରମମସଲା, ଲୁଣ ସ୍ୱାଦ…

ଚିକେନ୍ ଲଲିପପ୍

ଘରେ ପ୍ରସ୍ତୁତ କରନ୍ତୁ ଚିକେନ୍ ଲଲିପପ୍ । ଜାଣି ରଖନ୍ତୁ ଏହାକୁ ପ୍ରସ୍ତୁତ କରିବାର ବିଧି । ଆବଶ୍ୟକ ସାମଗ୍ରୀ ଲେଗ୍ ପିସ୍ ଚିକେନ ୪୦୦ ଗ୍ରାମ, ତେଲ ଆବଶ୍ୟକ ପରିମାଣରେ, ଅଦା ରସୁଣ ବଟା ୩ ଚାମଚ, ଲଙ୍କା ଗୁଣ୍ଡ ଆବଶ୍ୟକ ଅନୁଯାୟୀ, ଲୁଣ ଆବଶ୍ୟକ ଅନୁଯାୟୀ, ଗୋଲମରିଚ ଗୁଣ୍ଡ ୧ଚାମଚ, ସୋୟା…

ପିଆଜ ପରଟା

ଘରେ ତିଆରିରେ କରନ୍ତୁ 'ପିଆଜ ପରଟା' । ଜାଣି ରଖନ୍ତୁ ଏହାକୁ ପ୍ରସ୍ତୁତ କରିବାର ବିଧି । ଆବଶ୍ୟକୀୟ ସାମଗ୍ରୀ: ୨ ଛୋଟ କଟା ହୋଇଥିବା, ପିଆଜ, ବେସନ ୨ ବଡ ଚାମଚ, ଲାଲ ଲଙ୍କା ପାଉଡର ୧/୪ ଛୋଟ ଚାମଚ, ଲୁଣ ସ୍ବାଦାନୁସାରେ, କଞ୍ଚା ଲଙ୍କା ଛୋଟ କଟା ହୋଇଥିବା, ଧନିଆ ପତ୍ର ପ୍ରସ୍ତୁତି…

ଚିକେନ୍‌ ପଟିଆଲା

ଘରେ ତିଆରି କରନ୍ତୁ ଚିକେନ୍ ପଟିଆଲା । ଜାଣି ରଖନ୍ତୁ ଏହାକୁ ପ୍ରସ୍ତୁତ କରିବାର ବିଧି । ଆବଶ୍ୟକ ସାମଗ୍ରୀ: କଞ୍ଚା ଅଣ୍ଡା: ୨ଟା, ଚିକେନ-୬୦୦ଗ୍ରାମ, ପିଆଜ କାଜୁ ପେଷ୍ଟ(ୟେଲୋ ଗ୍ରେଭି), ଏକ ଚାମଚ(ବଡ ଚାମଚ), ମରିଚଗୁଣ୍ଡ: ଦେଢ ଚାମଚ(୧ ୧/୨ ଚାମଚ), ଧନିଆ ପାଉଡର: ୧/୨ ଚାମଚ, ଜିରା…

‘କ୍ରିମ୍ ଚିକେନ୍‌’

ଘରେ ପ୍ରସ୍ତୁତ କରନ୍ତୁ କ୍ରିମ ଚିକେନ୍ । ଜାଣନ୍ତୁ ଏହାକୁ ପ୍ରସ୍ତୁତ କଟିବାର ବିଧି ସାମଗ୍ରୀ: ଚିକେନ୍, ଡାଲଚିନି, ଲବଙ୍ଗ, ଅଳେଇଚ, ଗୋଲମରିଚ, ଅଦା ରସୁଣ ପେଷ୍ଟ, ଧନିଆ ପାଉଡର୍‌, ଜୀରା ଗୁଣ୍ଡ, କସ୍ତୁରୀ ମେଥି, ଧନିଆ ପତ୍ର, କାଜୁ ପେଷ୍ଟ, କ୍ରିମ୍‌, ପାଣି ଓ ସ୍ୱାଦ ଅନୁସାରେ ଲୁଣ।…

ଚିକେନ ମନଚୁରିଆନ୍‌

ଘରେ ତିଆରି କରନ୍ତୁ ଚିକେନ୍ ମନଚୁରିଆନ୍‌ । ଜାଣି ରଖନ୍ତୁ ପ୍ରସ୍ତୁତି ପ୍ରଣାଳୀ ଆବଶ୍ୟକୀୟ ସାମଗ୍ରୀ: ୧ କିଲୋ ବୋନଲେସ ଚିକେନ, ୧ ବଡ ଚାମଚ ରସୁଣ ପେଷ୍ଟ, ୫-୬ଟି ଲାଲ ଲଙ୍କା, ୧ ଛୋଟ ଚାମଚ କଳାମରୀଚ ପାଉଡର, ୨ ବଡ ଚାମଚ ଟମାଟୋ କ୍ୟାଚଅପ୍‌, ୪ ବଡ ଚାମଚ କର୍ଣ୍ଣଫ୍ଲୋର ପେଷ୍ଟ, ୧ କପ୍‌…

ଉଚ୍ଚ ରକ୍ତଚାପରୁ ଦୂରେଇ ରଖେ ସପୁରୀ ରସ..

ନିଜ ଲୋଭନୀୟ ବାସ୍ନାରେ ପାଟିରୁ ଲାଳ ଗଡେଇ ଆଣୁଥିବା ଏକ ଫଳ ହେଉଛି ସପୁରୀ । ଜୁସ୍, ଖଟେଇ, ଟୁଟିଫ୍ରୁଟି, ଏପରିକି ବିଟଲୁଣ ଓ ଲଙ୍କାଗୁଣ୍ଡ ସହ ପାଚିଲା ସପୁରୀର ସ୍ୱାଦ ନିଆରା। ତେବେ ପାଟିସୁଆଦ ସହିତ ସପୁରୀର ରହିଛି ଅନେକ ଔଷଧୀୟ ଗୁଣ । ଏଥିରେ ଭିଟାମିନ ବି-୧, ବି-୨, ବି-୩, ବି-୫, ବି-୬,…

ଚଟ୍‌ପଟା ମକା ଚାଟ୍‌

ଘରେ ବନାନ୍ତୁ ଚଟପଟା ମକ୍କା ଚାଟ। ଜାଣି ରଖନ୍ତୁ ଏହାକୁ ତିଆରି କରିବାର ପ୍ରଣାଳୀ । ଆବଶ୍ୟକୀୟ ସାମଗ୍ରୀ: ମିଠା ମକା, ତେଲ, କର୍ଣ୍ଣଫ୍ଲୋର, ଲେମ୍ବୁ, ଧନିଆ ପତ୍ର, କଞ୍ଚା ଲଙ୍କା, ଲୁଣ, ଚାଟ୍‌ ମସଲା, ଲଙ୍କା ଗୁଣ୍ଡ,ଜିରା ପାଉଡ଼ର ଓ ଗୋଲମରିଚ ଗୁଣ୍ଡ। ପ୍ରସ୍ତୁତି ପ୍ରଣାଳୀ:…

ଭେଜିଟେବଲ୍‌ ଚିକେନ୍‌

ସାଧାରଣତଃ  ଘରେ ପନିପରିବାରେ ପ୍ରସ୍ତୁତ ହୋଇଥିବା ଅନେକ ଆଇଟମ୍‌ ଖାଇଥିବେ । କିନ୍ତୁ କେବେ କ’ଣ ପନିପରିବାରେ ଚିକେନ୍ ମିଶାଇ ପ୍ରସ୍ତୁତ ହୋଇଥିବା ଭେଜିଟେବଲ୍‌ ଚିକେନ୍‌  ଖାଇଛନ୍ତି। ଜାଣନ୍ତୁ କେମିତି ପ୍ରସ୍ତୁତ କରିବେ ଭେଜିଟେବଲ୍‌ ଚିକେନ୍‌ । ସାମଗ୍ରୀ: ଚିକେନ୍‌, କଟା ବିଟ୍‌,…