Latest Odisha News

BREAKING NEWS

Browsing Category

ଜୀବନଶୈଳୀ

ଚିକେନ ମନଚୁରିଆନ୍‌

ଘରେ ତିଆରି କରନ୍ତୁ ଚିକେନ୍ ମନଚୁରିଆନ୍‌ । ଜାଣି ରଖନ୍ତୁ ପ୍ରସ୍ତୁତି ପ୍ରଣାଳୀ ଆବଶ୍ୟକୀୟ ସାମଗ୍ରୀ: ୧ କିଲୋ ବୋନଲେସ ଚିକେନ, ୧ ବଡ ଚାମଚ ରସୁଣ ପେଷ୍ଟ, ୫-୬ଟି ଲାଲ ଲଙ୍କା, ୧ ଛୋଟ ଚାମଚ କଳାମରୀଚ ପାଉଡର, ୨ ବଡ ଚାମଚ ଟମାଟୋ କ୍ୟାଚଅପ୍‌, ୪ ବଡ ଚାମଚ କର୍ଣ୍ଣଫ୍ଲୋର ପେଷ୍ଟ, ୧ କପ୍‌…

ଅନେକ ରୋଗରୁ ରକ୍ଷାକରେ ‘ଲେମ୍ବୁପାଣି’

ଲେମ୍ବୁପାଣିର ନିୟମିତ ବ୍ୟବହାର ଦ୍ୱାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହେବା ସହ ହଜମ ପକ୍ରିୟା ମଧ୍ୟ ଠିକ୍ ରହିଥାଏ । ଲେମ୍ବୁପାଣି ମଧ୍ୟ ଶରୀରର ପି.ଏଚର ସ୍ତରକୁ ସନ୍ତୁଳିତ ରଖେ। ସାଇଟ୍ରସ ଫଳମାନଙ୍କରେ ଭିଟାମିନ-ସି ପ୍ରଚୁର ପରିମାଣରେ ଭରି ରହିଥାଏ । ଏହାଦ୍ୱାରା ଶରୀରରେ…

ଉଚ୍ଚ ରକ୍ତଚାପରୁ ଦୂରେଇ ରଖେ ସପୁରୀ ରସ..

ନିଜ ଲୋଭନୀୟ ବାସ୍ନାରେ ପାଟିରୁ ଲାଳ ଗଡେଇ ଆଣୁଥିବା ଏକ ଫଳ ହେଉଛି ସପୁରୀ । ଜୁସ୍, ଖଟେଇ, ଟୁଟିଫ୍ରୁଟି, ଏପରିକି ବିଟଲୁଣ ଓ ଲଙ୍କାଗୁଣ୍ଡ ସହ ପାଚିଲା ସପୁରୀର ସ୍ୱାଦ ନିଆରା। ତେବେ ପାଟିସୁଆଦ ସହିତ ସପୁରୀର ରହିଛି ଅନେକ ଔଷଧୀୟ ଗୁଣ । ଏଥିରେ ଭିଟାମିନ ବି-୧, ବି-୨, ବି-୩, ବି-୫, ବି-୬,…

କେଶ ପାଇଁ ଦେଶୀ ଘିଅ . . .

ସାଧାରଣତଃ ଘିଅ ଖାଦ୍ୟର ସ୍ୱାଦକୁ ବୃଦ୍ଧି କରିଥାଏ । ପ୍ରାୟ ସମସ୍ତେ ଘିଅକୁ ଖାଦ୍ୟ ଓ ପୂଜା ସାମଗ୍ରୀରେ ବ୍ୟବହାର କରିଥିବେ! କିନ୍ତୁ ଏହାକୁ କେହି କେଶରେ ବ୍ୟବହାର କରିବା କଥା ଜାଣି ନଥିବେ । ଦେଶୀ ଘିଅ ମାଲିସ କଲେ କେଶ ଶୀଘ୍ର ବଢିଥାଏ ଓ ମଜବୁତ ହୋଇଥାଏ । ସ୍ୱାସ୍ଥ୍ୟ ଓ ସୌନ୍ଦର୍ଯ୍ୟ…

ପ୍ରଫେସନାଲ୍ ଲୁକ୍ସ ପାଇଁ ଷ୍ଟାଇଲିସ୍ ଫୁଟ୍ ୱେୟାର୍…

ଭୁବନେଶ୍ୱର: ଉଭୟ ମହିଳା ଓ ପୁରୁଷ ସବୁବେଳେ ସବୁ ସମୟରେ ଷ୍ଟାଇଲିସ୍ ଦେଖାଯିବାକୁ ଚାହିଁଥାନ୍ତି । ଖାସ୍ କରି ୱାର୍କିଙ୍ଗ ଓମ୍ୟାନ ମାନେ ଅଫିସ୍ ବାହାରିଲା ବେଳେ ନିଜ ଗେଟଅପକୁ ନେଇ କନଫ୍ୟୁଜରେ ଥାନ୍ତି, ସେ ପୋଷାକ ହେଉ ବା ଫୁଟ୍ ୱେୟାର୍ ବାଛିବା ହେଉ । ଜାଣନ୍ତୁ କେଉଁ ଭଳି ଫୁଟ୍ ୱେୟାର୍…

ଖଣ୍ଡିଆ ଦାଗ ଶରୀରରୁ ଯାଉନଥିଲେ ଆପଣାନ୍ତୁ ଏହି ଘରୋଇ ଉପଚାର

ଭୁବନେଶ୍ୱର: ଛୋଟବେଳେ ଖେଳିଲା ବେଳେ ପଡ଼ିଯାଇ ଖଣ୍ଡିଆ ହୋଇଥିବେ ନିଶ୍ଚୟ । ତେବେ ଖଣ୍ଡିଆ ଶରୀରରେ ରହିଲେ ବହୁତ ଅସୁନ୍ଦର ଦେଖାଯାଇଥାଏ । ଆମେ ବିଭିନ୍ନ ଉପାୟ କରି ଦାଗ ଲିଭାଇବା ପାଇଁ ଚେଷ୍ଟା କରିଥାଉ। କିଛି ଲୋକ ଏହି ଖଣ୍ଡିଆ ପାଇଁ ସର୍ଜରୀ କରାଇବା ସହ ଆହୁରି ଅନେକ ଚିକିତ୍ସା ମଧ୍ୟ…

ଚଟ୍‌ପଟା ମକା ଚାଟ୍‌

ଘରେ ବନାନ୍ତୁ ଚଟପଟା ମକ୍କା ଚାଟ। ଜାଣି ରଖନ୍ତୁ ଏହାକୁ ତିଆରି କରିବାର ପ୍ରଣାଳୀ । ଆବଶ୍ୟକୀୟ ସାମଗ୍ରୀ: ମିଠା ମକା, ତେଲ, କର୍ଣ୍ଣଫ୍ଲୋର, ଲେମ୍ବୁ, ଧନିଆ ପତ୍ର, କଞ୍ଚା ଲଙ୍କା, ଲୁଣ, ଚାଟ୍‌ ମସଲା, ଲଙ୍କା ଗୁଣ୍ଡ,ଜିରା ପାଉଡ଼ର ଓ ଗୋଲମରିଚ ଗୁଣ୍ଡ। ପ୍ରସ୍ତୁତି ପ୍ରଣାଳୀ:…

ଭେଜିଟେବଲ୍‌ ଚିକେନ୍‌

ସାଧାରଣତଃ  ଘରେ ପନିପରିବାରେ ପ୍ରସ୍ତୁତ ହୋଇଥିବା ଅନେକ ଆଇଟମ୍‌ ଖାଇଥିବେ । କିନ୍ତୁ କେବେ କ’ଣ ପନିପରିବାରେ ଚିକେନ୍ ମିଶାଇ ପ୍ରସ୍ତୁତ ହୋଇଥିବା ଭେଜିଟେବଲ୍‌ ଚିକେନ୍‌  ଖାଇଛନ୍ତି। ଜାଣନ୍ତୁ କେମିତି ପ୍ରସ୍ତୁତ କରିବେ ଭେଜିଟେବଲ୍‌ ଚିକେନ୍‌ । ସାମଗ୍ରୀ: ଚିକେନ୍‌, କଟା ବିଟ୍‌,…

ଫ୍ୟାଶନରେ ଧଳା ଡେନିମ୍…

ଭୁବନେଶ୍ୱର: ଆଜିକାର ସମୟରେ ଯୁବପିଢିଙ୍କ ମଧ୍ୟରେ ପ୍ରାୟ ସମସ୍ତେ ଧଳା ଡେନିମ୍ ପିନ୍ଧିବାକୁ ପସନ୍ଦ କରିଥାନ୍ତି, ଏହି ଡେନିମ୍ ପୂରା ୟୁନିକ୍ ଓ କୁଲ୍ ଲାଗିଥାଏ । ଏହା ସହିତ ସବୁ ମହିଳାଙ୍କ ବୋର୍ଡରୋବରେ ଧଳା ଜିନ୍ସ ନିଶ୍ଚୟ ଥାଏ । ଜାଣନ୍ତୁ, ଧଳା ଡେନିମ୍ ସହ କେଉଁ ରଙ୍ଗର ଡ୍ରେସ୍…

ମଧୁମେହକୁ ଭଲ କରିବ ମେଥି

ସାଧାରଣତଃ ଆମେମାନେ ମେଥିକୁ ରୋଷେଇ ଘରେ ବ୍ୟବହାର କରୁ । କିନ୍ତୁ ଏହା ବ୍ୟତୀତ ମେଥିରେ ଭରି ରହିଛି ଔଷଧୀୟ ଗୁଣ । ଏଥିରେ ମ୍ୟାଗ୍ନେସିୟମ୍, ଫସ୍‌ଫରସ୍‌ ଓ ଭିଟାମିନ୍‌ ବି-୬ ପରି ତତ୍ତ୍ୱ ପ୍ରଚୁର ପରିମାଣରେ ରହିଛି । ଏହାକୁ ରାତିରେ ଭିଜାଇ ଚୋବାଇ ଚୋବାଇ ଖାଇବା ଦ୍ୱାରା ଏବଂ ଏହାର ପାଣି…