Latest Odisha News

BREAKING NEWS

Browsing Category

ଜୀବନଶୈଳୀ

ତ୍ୱଚା ତେଲିଆ ହେଉଥିଲେ କରନ୍ତୁ ଏହି ସବୁ ଉପଚାର

ଭୁବନେଶ୍ୱର: ବର୍ଷାଦିନେ ତେଲିଆ ତ୍ୱଚାର ବ୍ୟକ୍ତିମାନଙ୍କର ବହୁତ ସମସ୍ୟା ଦେଖା ଦେଇଥାଏ। ଆସନ୍ତୁ ଜାଣିବା କଣ କଲେ ଦୂରହୋଇ ପାରିବ ଏହି ସବୁ ସମସ୍ୟା ତ୍ୱଚାର ଲୋମଛିଦ୍ରକୁ ସର୍ବଦା ତୈଳମୁକ୍ତ ରଖିବାକୁ ଚେଷ୍ଟା କରନ୍ତୁ। ମୁହଁକୁ ସଫା କରିବା ପାଇଁ ଆଷ୍ଟ୍ରିଜେଣ୍ଟ୍ ଟୋନର ବ୍ୟବହାର…

ଗାଜର ବାଦାମ କ୍ଷୀରି

ପ୍ରସ୍ତୁତ କରନ୍ତୁ ଗାଜର ବାଦାମ କ୍ଷୀରି । ଜାଣି ରଖାନ୍ତୁ ଏହାକୁ ପ୍ରସ୍ତୁତ କରିବାର ପ୍ରଣାଳୀ । ଆବଶକୀୟ ସାମଗ୍ରୀ: ଗାଜର – ୩, ବାଦାମ୍ – ୧/୨ କପ୍, ଖଜୁରୀ – ୫, କ୍ଷୀର – ୧/୨ କିଲୋ, କେସର – ଏକ ଚିମୁଟା, କାଜୁ – ୧୦, ଘିଅ – ୧ ଚାମଚ ପ୍ରସ୍ତୁତି ପ୍ରଣାଳୀ : ବାଦମକୁ ଅଧଘଣ୍ଟା…

ନିୟମିତ ଖାଆନ୍ତୁ ଅଖରୋଟ, ନିୟନ୍ତ୍ରଣରେ ରହିବ ଏହିସବୁ ସମସ୍ୟା

ଭୁବନେଶ୍ବର: ନିୟମିତ ଅଖରୋଟ ଖାଇଲେ ଏହା ଆମ ଶରୀରରେ ଅନେକ ଉପକାର କରିଥାଏ । ଅଖରୋଟରେ ଏଭଳି ତତ୍ତ୍ୱ ରହିଛି, ଯାହା କୋଲେଷ୍ଟରଲକୁ ଅନେକାଂଶରେ ନିୟନ୍ତ୍ରଣରେ ରଖିଥାଏ ବୋଲି ଗବେଷଣାରୁ ଜଣାପଡ଼ିଛି। ଅଖରୋଟରେ ରହିଛି ଓମେଗା-୩ ଫ୍ୟାଟି ଏସିଡ୍‌। ଏହା ଖରାପ କୋଲେଷ୍ଟରଲକୁ ନଷ୍ଟ କରିବାରେ…

ଜ୍ୱର କମୁ ନାହିଁ କି, ଆପଣାନ୍ତୁ ଏହି ଘରୋଇ ଉପଚାର

ବର୍ଷା ଋତୁରେ ଜ୍ୱର, ଥଣ୍ଡା ଆଦି ରୋଗ ଅଧିକ ହେଉଥିବା ଦେଖିବାକୁ ମିଳିଥାଏ । ବିନା ଔଷଧରେ ଆପଣଙ୍କ ଜ୍ୱର ଭଲ କରିବା ପାଇଁ ଆପଣାନ୍ତୁ ଏହି ଘରୋଇ ଉପଚାର । ତୁଳସୀ ପତ୍ର: ତୁଳସୀ ପତ୍ରର ଅନେକ ଔଷଧୀୟ ଗୁଣ ରହିଛି। ଏଥିରେ ଆଣ୍ଟିବାୟୋଟିକ୍ ଗୁଣ ରହିଥାଏ। ଯାହାଫଳରେ ଏହା ବାକ୍ଟେରିଆ ଆଦିରୁ…

ରାଇସ କଟଲେଟ

ଭୁବନେଶ୍ୱର: ବଳି ଯାଇଥିବା ଭାତରୁ ପ୍ରସ୍ତୁତ ବକରନ୍ତୁ ରାଇସ କଟଲେଟ। ଜାଣି ରଖାନ୍ତୁ ଏହାକୁ ପ୍ରସ୍ତୁତ କରିବାର ପ୍ରଣାଳୀ । ଆବଶକୀୟ ସାମଗ୍ରୀ: ଭାତ : ୨୦୦ଗ୍ରାମ, ସିଝା ହୋଇଥିବା ଆଳୁ ୧୦୦ଗ୍ରାମ, ଅଦା- ୧୦ଗ୍ରାମ, ଦୁଇଟି କଞ୍ଚା ଲଙ୍କା, ଧନିଆ-୧୦ଗ୍ରାମ, ସ୍ବାଦ ଅନୁସାରେ ଲୁଣ, ୨ଗ୍ରାମ…

ଚା’ ପତି ଫୋପାଡି ଦେଉଛନ୍ତି କି, ବ୍ୟବହାର ହୋଇପାରେ ଏହିସବୁ କାର୍ଯ୍ୟରେ

ଭୁବନେଶ୍ୱର: ପ୍ରାୟ ସମସ୍ତଙ୍କ ଘରେ ଚା' ପ୍ରସ୍ତୁତ ହେଉଥିବ । ଏହାକୁ ପ୍ରସ୍ତୁତ କରିବାକୁ ମୁଖ୍ୟ ଉପାଦାନ ହେଉଛି ଏହାର ପତି । ଯାହାକୁ ଚା' କରିବା ପରେ ଆମେ ସମସ୍ତେ ଫୋପାଡି ଦିଅନ୍ତି । ଆଜି ଆମେ ଆପଣଙ୍କୁ ଜଣାଇବୁ ବ୍ୟବହୃତ ହୋଇଥିବା ଏହି ଚା' ପତିରେ କଣ ରହିଛି ଔଷଧୀୟ ଗୁଣ ଆପଣ ଗ୍ରୀନ୍‌…

ଘରେ ପ୍ରସ୍ତୁତ କରନ୍ତୁ: ସ୍ୱାଦିଷ୍ଟ ପନିର୍ ଇଡ଼ଲି…

ଘରେ ପ୍ରସ୍ତୁତ କରନ୍ତୁ ସ୍ୱାଦିଷ୍ଟ ପନିର ଇଟିଲି, ଜାଣି ରଖନ୍ତୁ ଏହାକୁ ପ୍ରସ୍ତୁତ କରିବାର ପ୍ରଣାଳୀ । ଆବଶ୍ୟକ ସାମଗ୍ରୀ: ସୁଜି – ୨କପ ବେସନ – ୧କପ ଦହି – ୧କପ ଲୁଣ – ଆବଶ୍ୟକ ପରିମାଣରେ ଲଙ୍କା ଗୁଣ୍ଡ – ଅଳ୍ପ ପନିର – ଆବଶ୍ୟକ ପରିମାଣରେ ତେଲ – ଆବଶ୍ୟକ ପରିମାଣରେ କଟା…

ମୁହଁରୁ ଦୂର ହୋଇଯିବ ସବୁ ଦାଗ, ଜାଣନ୍ତୁ କେମିତି !

ଭୁବନେଶ୍ୱର: ପୁଦିନା ସୌନ୍ଦର୍ଯ୍ୟ ପାଇଁ ବେଶ ଲାଭକାରୀ ହୋଇଥାଏ। ପୁଦିନାରେ ଥିବା ଆଣ୍ଟି ବ୍ୟାକ୍ଟେରିଆ ଗୁଣ କାରଣରୁ ଏହା ତ୍ୱଚାରେ ଥିବା ଦାଗ ଦୂର କରିବାରେ ରାମବାଣ ସଦୃଶ କାମକରିଥାଏ। ସ୍କିନ୍‌ ନ୍ୟୁଟ୍ରିଶନ ପାଇଁ: ପୁଦିନା ତ୍ୱଚାକୁ ମଶ୍ଚରାଇଜ୍‌ କରିବାରେ ସାହାଯ୍ୟ କରେ। ପୁଦିନା ପତ୍ରର…

ବାଟରେ ଯାଉଥିବା ବେଳେ ଟଙ୍କା ପଡ଼ିଥିବାର ଦେଖିଲେ କ’ଣ କରିବେ !

ଭୁବନେଶ୍ୱର: ରାସ୍ତାରେ ଗଲାବେଳେ ବେଳେବେଳେ ଟଙ୍କା ପଡିଥିବାର ନଜରକୁ ଆସିଥାଏ । କିଛି ଲୋକ ଏହାକୁ ଉଠାଇ ନିଜେ ରଖିଦେଉଥିବା ବେଳେ, ଆଉ କୁଛି ଏହାକୁ ମନ୍ଦିର କିମ୍ବା ଭିକାରିଙ୍କୁ ଦାନ କରିଦେଇଥାନ୍ତି । ତେବେ ଏହା ପଛରେ କଣ ରହିଛି ସଂଙ୍କେତ ଆସନ୍ତୁ ଜାଣିବା... -ରାସ୍ତାରୁ ନୋଟ୍‌ ମିଳିବା…

କଲରା କଟ୍‌ଲେଟ୍‌

ଘରେ ପ୍ରସ୍ତୁତ କରନ୍ତୁ କଲରା କଟ୍‌ଲେଟ୍‌ । ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ ଆବଶ୍ୟକ ସାମଗ୍ରୀ: କଲରା-୩ଟି, ବଡ ପିଆଜ-୧ଟା, ବେସନ- ୧ କପ୍‌, ଆବଶ୍ୟକ ମୁତାବକ- ହଳଦି, ଲଙ୍କା, ଲୁଣ, ଜିରା, ଧନିଆ, ଗୋଟେ ଚାମଚ ପିଆଜ, ଅଦା, ରସୁଣ ପେଷ୍ଟ, ଆବଶ୍ୟକ ଅନୁଯାୟୀ ପାଣି ପ୍ରସ୍ତୁତି…