Latest Odisha News

BREAKING NEWS

Browsing Category

ଜୀବନଶୈଳୀ

ହେୟାର କଲର କରୁଥିଲେ ହୋଇଯାଆନ୍ତୁ ସାବଧାନ, ନଚେତ ହୋଇପାରେ ଏହି ସମସ୍ୟା

ଭୁବନେଶ୍ଵର: କେଶ ଝଡ଼ିବା ସମସ୍ୟା ଦିନକୁ ଦିନ ବ୍ୟତିବ୍ୟସ୍ତ କରାଉଛି । ସମସ୍ତେ କେଶକୁ ନେଇ ଟିକିଏ ଅଧିକ ଚିନ୍ତିତ । ବର୍ତ୍ତମାନ ସମୟରେ ଅଧିକାଂଶ ଲୋକଙ୍କର କେଶ ଧଳା ପଡ଼ୁଥିବାର ଦେଖିବାକୁ ମିଳୁଛି । ତେବେ ଏହି ଧଳା କେଶକୁ ଲୁଚାଇବାକୁ ଯାଇ କେଶରେ ବିଭିନ୍ନ ପ୍ରକାର କେମିକାଲ ରଙ୍ଗ…

ରିଲ୍ସ ଦେଖୁଥିଲେ ହୋଇଯାଆନ୍ତୁ ସାବଧାନ

ଭୁବନେଶ୍ବର: ଆଜିକାଲି ପ୍ରାୟ ସମସ୍ତେ ଦୈନଦିନ ଜୀବନରେ ଫୋନକୁ ଏକ ନିତ୍ୟ ବ୍ୟବହାର୍ଯ୍ୟ ବସ୍ତୁ ରୂପେ ଆପଣାଇ ସାରିଲେଣି । ଛୋଟରୁ ବଡ ପର୍ଯ୍ୟନ୍ତ ସମସ୍ତେ ଫୋନ ପାଇଁ ପାଗଳ । ଫୋନରେ ରିଲ୍ସ  ଦେଖିବା ପାଇଁ ନିଜର ଗୁରୁତ୍ୱପୂର୍ଣ୍ଣ କାମ ମଧ୍ୟ ଭୁଲିଯାଉଛନ୍ତି। କିନ୍ତୁ  ଏହା ଦ୍ୱାରା…

ଖାଲି ପେଟରେ କଫି ପିଇଲେ ହୋଇପାରେ ଏହିସବୁ ଭୟଙ୍କର ରୋଗ

ଭୁବନେଶ୍ବର: ଖାଲି ପେଟରେ କଫି ପିଉଛନ୍ତି କି ତାହାଲେ ହୋଇଯାଆନ୍ତୁ ସାବଧାନ । ନହେଲେ ଆପଣ ବି ଏହି ଭୟଙ୍କର ରୋଗର ଶିକାର ହେବେ। ପ୍ରାୟ ସମସ୍ତେ  ସକାଳ ହେଉ ବା ସନ୍ଧ୍ୟା ରେ କଫି ପିଇଥାଆନ୍ତି ।କିନ୍ତୁ ଖାଲି ପେଟରେ କଫି ପିଇଲେ ଆମ କୁ ଅନେକ ରୋଗ ହେବାର ସମ୍ଭାବନା ଥାଏ । ଖାଲି ପେଟରେ କଫି…

ଲିପଷ୍ଟିକ ଲଗାଉଥିଲେ ହୋଇଯାଆନ୍ତୁ ସାବଧାନ, ନଚେତ…

ଭୁବନେଶ୍ବର: ପ୍ରତ୍ୟେକ ମହିଳା ସୁନ୍ଦର ଦେଖା ଯିବା ପାଇଁ  ନିଜକୁ ସଜାଇ ଥାଆନ୍ତି, ଏଥିପାଇଁ ବିଭିନ୍ନ ପ୍ରକାର ରାସାୟନିକ ସାମଗ୍ରୀ ର ବ୍ୟବହାର କରିଥାନ୍ତି । ସେହିସବୁ ମଧ୍ୟରୁ ଲିପଷ୍ଟିକ ସମସ୍ତଙ୍କର ପ୍ରିୟ ସାମଗ୍ରୀ । ମେକଅପ ହୋଇଥିବା ମୁହଁର ସୌନ୍ଦର୍ଯ୍ୟକୁ ଲିପଷ୍ଟିକ ଦ୍ବିଗୁଣିତ କରିଥାଏ…

ଏମ୍ସ ଭୁବନେଶ୍ୱର ସଫଳତାର ଆଉ ଏକ ପାହାଚ ଚଢ଼ିଛି

ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱର ସଫଳତାର ଆଉ ଏକ ପାହାଚ ଚଢିଛି । ପ୍ରଥମ କରି ରାଜ୍ୟରେ ଜଣେ ବ୍ୟକ୍ତିଙ୍କ ଶରୀରରେ କୃତ୍ରିମ ମୂତ୍ରାଶୟ ସ୍ପିଙ୍କ୍ଟର(ଏୟୁଏସ) ପ୍ରତିରୋପଣ କରାଯାଇଛି। ଏମ୍ସ ର ୟୁରୋଲୋଜି ବିଭାଗ ଦ୍ବାରା କରାଯାଇଥିବା ଏହି ପ୍ରତିରୋପଣ ଓଡ଼ିଶାରେ ପ୍ରଥମ। ଏକ ସୁଦକ୍ଷ ଡାକ୍ତରୀ ଦଳ…

ଗୋଇଠି ଫାଟିବା ସମସ୍ୟାରୁ କିଭଳି ପାଇବେ ଆରାମ

ଭୁବନେଶ୍ବର: ଥଣ୍ଡା ପାଗରେ ଗୋଇଠି ଫାଟିବା ସମସ୍ୟା ସମସ୍ତଙ୍କ ପାଖରେ ଦେଖାଯାଏ । କିନ୍ତୁ ପ୍ରବଳ ଖରା ଯୋଗୁ ମଧ୍ୟ କିଛି ଲୋକଙ୍କ ଗୋଇଠି ଫାଟିଥାଏ । ଏହି ସବୁ ସମସ୍ୟାରୁ  ମୁକ୍ତି ପାଇବା ପାଇଁ ଆମେ  ଆପଣଙ୍କୁ କିଛି ଘରୋଇ ଉପଚାର କହିବୁ। ଖରା ଦିନେ ଗୋଇଠି ଫାଟୁଥିଲେ ଆପଣ ଗୋଇଠିରେ ଆଲୋଭେରା…

ଜାଣନ୍ତୁ ବାସଙ୍ଗ ପତ୍ରର ଚମତ୍କାରିତା

ଭୁବନେଶ୍ବର: ଅନେକ ଔଷଧିୟ ଗଛ ଅଛି  ଯାହାକୁ ଆମେ ନିତିଦିନ ବ୍ୟବହାର କରୁ କିନ୍ତୁ ଆମେ ଆପଣଙ୍କୁ ଆଜି ଏଭଳି ଏକ ଔଷଧିୟ ଗଛ ବିଷୟରେ କହିବୁ ଯାହାର ଫୁଲ ,ପତ୍ର,ଛାଲ ଆଦି ଏଜ ରାମବାଣ ପରି କାମ କରେ । ତେବେ ଆସନ୍ତୁ ଜାଣିବା ସେହି ଗଛ ବିଷୟରେ । ବାସଙ୍ଗ ଗଛ ଯାହା ଆମ ଶରୀର ପାଇଁ ଖୁବ ଲାଭଦାୟକ ।…

ଉପାସ ରହିଲେ ହେବ ଏହିସବୁ ଭୟଙ୍କର ସମସ୍ୟା

ଭୁବନେଶ୍ବର: ଆଜି କାଲିର ବ୍ୟସ୍ତବହୁଳ ଜୀବନଶୈଳୀ ଏବଂ କର୍ମ ବ୍ୟସ୍ତତା ପାଇଁ ବ୍ୟକ୍ତି ନିଜ ପ୍ରତି ଧ୍ୟାନ ଦେଇପାରୁ ନାହିଁ। ଫଳରେ ଅନେକ ସମସ୍ୟାର ସମ୍ମୁଖୀନ ହେବା ସହ ସ୍ୱାସ୍ଥ୍ୟଗତ ସମସ୍ୟା ମଧ୍ୟ ଦେଇ ଗତି କରୁଛି । ଏପରି କି ଅନେକ ବ୍ୟକ୍ତି ନିଜର କାମବ୍ୟସ୍ତ ପାଇଁ ସଠିକ ସମୟରେ ଖାଦ୍ୟ…

ଖରାଦିନେ ଅଂଶୁଘାତରୁ ରକ୍ଷା ପାଇବା ପାଇଁ ପିଅନ୍ତୁ ଏହି ଜୁସ୍

ଭୁବନେଶ୍ବର: କଲ ବଲ କରୁଛି ତାତି । ସବୁଆଡେ଼ ଏବେ ଗ୍ରୀଷ୍ମ ପ୍ରକୋପ । ତେବେ ଏହି ଡହଡହ ତାତି ପାଇଁ ଅଂଶୁଘାତ ହେବାର ସମ୍ଭାବନା ରହିଛି। ଆସନ୍ତୁ ଜାଣିବା ଅଂଶୁଘାତ ରୁ ରକ୍ଷା ପାଇବେ କିପରି । ଖରାରେ ବାହାରକୁ ବାହାରନ୍ତୁ ନାହିଁ । ଆବଶ୍ୟକ ପଡିଲେ ସତର୍କତା ସହ ଯାଆନ୍ତୁ। ଖରାକୁ ବାହାରିଲେ…

ଏହି ଉପାୟ ଆପଣାନ୍ତୁ, ଅତି ସହଜରେ ମୂଷା ଠାରୁ ପାଆନ୍ତୁ ମୁକ୍ତି

ଭୁବନେଶ୍ବର: ମୂଷା ପାଇଁ ଚିନ୍ତାରେ ଅଛନ୍ତି କି। ମୂଷା ଘରେ ଥିବା ସବୁ ଜିନିଷକୁ ନଷ୍ଟ କରିଦେଉଛି କି। ତେବେ ଆଉ ଚିନ୍ତା କରନ୍ତୁନି ।ଆମେ ଆପଣଙ୍କୁ ଏମିତି କିଛି ଉପାୟ କହିବୁ ଯାହା ଦ୍ୱାରା ଅତି ସହଜରେ ଆପଣ ମୂଷା ଠାରୁ ପାଇବେ ମୁକ୍ତି। ପ୍ରଥମେ ପାଣି ସହ ଫିଟିକିରି ପାଉଡରକୁ ମିଶାଇ ମୂଷା…