Latest Odisha News

BREAKING NEWS

Browsing Category

ଜୀବନଶୈଳୀ

ଶୀତ ଦିନେ ପ୍ରଚୁର ପରିମାଣରେ ଖାଆନ୍ତୁ ପିଆଜ ଷଣ୍ଢା, ମିଳିବ ଆଶ୍ଚର୍ଯ୍ୟ ଜନକ ଫାଇଦା

ଭୁବନେଶ୍ଵର: ପିଆଜ ଷଣ୍ଢା ସହିତ ଆମେ ପ୍ରାୟ ସମସ୍ତେ ପରିଚିତ l ଆମେ ତାକୁ ବଜାରରେ ପ୍ରାୟ ଅଧିକାଂଶ ସମୟ ଦେଖିବାକୁ ପାଇଥାଉ l ପିଆଜ ଷଣ୍ଢାକୁ ସାଲାଡ଼ ,ଭଜା ଓ ବିଭିନ୍ନ ପ୍ରକାରର ଖାଦ୍ୟ ସାମଗ୍ରୀରେ ବ୍ୟବହାର କରାଯାଇଥାଏ l ଏହା ପାଟିକୁ ମଧ୍ୟ ସୁସ୍ୱାଦୁ ଲାଗିଥାଏ । ଶୀତଦିନେ ପିଆଜ ଷଣ୍ଢା…

କୋଲ୍ଡଡ୍ରିଙ୍କ୍ସ ପିଉଛନ୍ତି କି ? ତେବେ ହୋଇଯାଆନ୍ତୁ ସାବଧାନ, ନଚେତ ହୋଇପାରେ ଏହି ଭୟଙ୍କର ରୋଗ…

ଭୁବନେଶ୍ଵର: କଣ ଆପଣ ସବୁଦିନ କୋଲ୍ଡଡ୍ରିଙ୍କ୍ସ ପିଉଛନ୍ତି କି ? ଯଦି ହଁ ତେବେ ଏହି ଖବର ଶୁଣି ଆପଣ ନିଶ୍ଚୟ ଚିନ୍ତାରେ ପଡିଯିବେ । ଯଦି ଆପଣ ସବୁଦିନ କୋଲ୍ଡଡ୍ରିଙ୍କ୍ସ ପିଇବାରେ ଅଭ୍ୟସ୍ତ ତେବେ ଭୟଙ୍କର ରୋଗର ଶିକାର ହୋଇପାରନ୍ତି ଆପଣ । ଯାହା ବିଷୟରେ ବୋଧ ହୁଏ ଆପଣ କେବେ ଭାବି ବି ନଥିବେ ।…

ଫାଇଦା ଜାଣି ଚମକି ପଡିବେ..

ନୂଆଦିଲ୍ଲୀ : ସାଧାରଣତଃ ଆମେ ଆମ ସ୍ବାସ୍ଥ୍ୟକୁ ନେଇ ବେଶ୍ ସଚେତନ ରହିଥାଉ  । ଏକ ସୁସ୍ଥ ଶରୀର ଲାଗି ଆମ ନିତିଦିନିଆ ଖାଦ୍ୟ ପ୍ରଣାଳୀ ସଠିକ୍ ରଖିବା ନିହାତି ଆବଶ୍ୟକ  । କିଛି ଲୋକ ସକାଳୁ ବାସି ରୁଟି ଖାଇଥାନ୍ତି । ରୁଟିରେ ସାଧାରଣତଃ ଭିଟାମିନ୍ସ , ମିନେରାଲ୍ସ , କ୍ୟାଲସିୟମ୍ , ଫସଫରସ୍ ,…

ଶୀତଦିନିଆ ମେକଅପ୍ ଟିପ୍ସ

ନୂଆଦିଲ୍ଲୀ : ଶୀତ ଋତୁରେ ସାଧାରଣତଃ ଆମେ ତ୍ବଚାକୁ ନେଇ ବେଶି ସଚେତନ ରହିଥାଉ  । କାହିଁକି ନା ଏହି ଋତୁରେ ଆମ ତ୍ବଚା ଅଧିକ ଶୁଷ୍କ ଦେଖାଯାଏ  । ଯେଉଁଥିପାଇଁ ଆମେ ବିଭିନ୍ନ ପ୍ରକାର ବଡି ଲୋସନ୍, ଭେସଲିନ୍ ଇତ୍ୟାଦି ବ୍ୟବହାର କରିଥାଉ  । ଆଜି ଆମେ କିଛି ଶୀତଦିନିଆ ମେକଅପ ଟିପ୍ସ ବିଷୟରେ…

ଏହି କାରଣରୁ ଶୀତ ଦିନେ ବଢେ ଆଣ୍ଠୁ, ଗଣ୍ଠି ଯନ୍ତ୍ରଣା, କିପରି ପାଇବେ ଏଥିରୁ ମୁକ୍ତି, ଜାଣନ୍ତୁ କିଛି ଘରୋଇ ଉପଚାର…

ଭୁବନେଶ୍ଵର: ଶିତ ଋତୁରେ ଆଣ୍ଠୁ, ଗଣ୍ଠି ଯନ୍ତ୍ରଣା କାରଣରୁ ବହୁ ଲୋକ ଅନେକ ଅସୁବିଧାର ସମ୍ମୁଖିନ ହୋଇଥାନ୍ତି । ଏହି ଋତୁରେ ଏହି ଯନ୍ତ୍ରଣା ବହୁ ପରିମାଣରେ ବଢିଯାଇଥାଏ । ଉଠିବା ବସିବା ସତେ ଯେପରି କାଠିକର ପାଠ ହୋଇପଡେ । ୨୦୧୫ରେ ହୋଇଥିବା ଜର୍ନାଲ ଅଫ୍ ଋମେଟୋଲୋଜି ଅଧ୍ୟୟନରୁ ଜଣା ପଡିଛି ଯେ…

ଶୀତ ଋତୁରେ ଷ୍ଟାଇଲିସ୍ ଦେଖାଯିବାକୁ ଚାହୁଁଛନ୍ତି କି ? ତେବେ ଫଲୋ କରନ୍ତୁ ଏହି ଫ୍ୟାସନ ଟିପ୍ସ…

ଭୁବନେଶ୍ଵର: ଚାଲିଛି ଶୀତଋତୁ । ଏହି ଋତୁରେ ସାଧାରଣତଃ ଲୋକେ ବୁଝିପାରନ୍ତିନି ଯେ କି ସେମାନେ କଣ ପିନ୍ଧିବା ଉଚିତ୍ ଯଦ୍ଵାରା ସେମାନଙ୍କୁ ଥଣ୍ଡା ଲାଗିବନି ଓ ଷ୍ଟାଇଲିସ ମଧ୍ୟ ଦେଖାଯିବେ । ଆମେ ଆପଣଙ୍କ ସହ ଏପରି କିଛି ଫ୍ୟାସନ ଟିପ୍ସ ସେୟାର କରିବାକୁ ଯାଉଛୁ ଯାହାକୁ ଆପଣେଇ ଆପଣ ଶୀତଋତୁରେ…

ସକାଳେ ପିଅନ୍ତୁ ଅଧାଗ୍ଲାସ, ଦୂର ହେବ ଏହି ସମସ୍ୟା….

ନୂଆଦିଲ୍ଲୀ: ସାଧାରଣତଃ ଲୋକମାନେ ନିଜ ସ୍ବାସ୍ଥ୍ୟକୁ ନେଇ ବହୁ ସଚେତନ ରହିଥାନ୍ତି  । କେହି କେହି ସକାଳୁ ଉଠି ବ୍ୟାୟାମ କରନ୍ତି ତ , ଆଉ କିଏ ଜିମ୍ ଯାଇ ଏକ୍ସସାଇଜ୍ କରନ୍ତି । ସାଧାରଣତଃ କିଛି ଲୋକ ସକାଳୁ ଉଠି ଲେମ୍ବୁ ପାଣି ପିଇଥାନ୍ତି । ତେବେ ଆସନ୍ତୁ ଜାଣିବା ଲେମ୍ବୁ ପାଣି ଆମ ଶରୀର…

ଶୀତ ଦିନେ ଫିଟ ରହିବାକୁ କଣ କରିବେ, ଜାଣନ୍ତୁ…

ଭୁବନେଶ୍ଵର: ଶୀତ ଦିନେ ସମସ୍ତେ ନିଜ ଶରୀରକୁ ମେଣ୍ଟେନ କରିବା ଏବଂ ସୁସ୍ଥ ରଖିବା ପାଇଁ ଚାହାନ୍ତି । କିନ୍ତୁ ଥଣ୍ଡା ଯୋଗୁଁ ଖାଦ୍ୟପେୟରେ ଧ୍ୟାନ ନଦେଇ କେବଳ ବ୍ୟାୟମ କରନ୍ତି । ଶୀତ ଦିନେ ଗରମା ଗରମ ଖାଦ୍ୟ ତଥା ତେଲଛଣା ଖାଦ୍ୟ ଖାଇଥାନ୍ତି । ଯାହାଦ୍ଵାରା ସେମାନଙ୍କର ଓଜନ ବଢିଥାଏ । ତେବେ…

ସ୍ବାସ୍ଥ୍ୟ ପାଇଁ କାହିଁକି ଉପକାରୀ ଗ୍ରୀନ୍ ମଟର ?

ନୂଆଦିଲ୍ଲୀ : ଶୀତଦିନେ ଆମେ ଆମ ଶରୀରକୁ ସୁସ୍ଥ ରଖିବାକୁ ବିଭିନ୍ନ ପ୍ରକାର ଉପାୟ ଅବଲମ୍ବନ କରିଥାଉ । କିଏ ଫଳମୂଳ ଖାଆନ୍ତି ତ ଆଉ କେହି କେହି ସତେଜ ପନିପରିବା ଖାଆନ୍ତି । ସାଧାରଣତଃ ଶୀତଦିନେ ବହୁ ଲୋକ ଗ୍ରୀନ୍ ମଟର ଖାଇବାକୁ ଭଲ ପାଆନ୍ତି । ଏହାକୁ ଉପମା କୁହନ୍ତୁ ବା ବିଭିନ୍ନ ସବଜିରେ ଆମେ…

ଗରମ ଚା’ ପିଇଲେ ନିଦ ଭାଙ୍ଗି ଯାଏ, କିନ୍ତୁ ଥଣ୍ଡା ଚା’ରେ ନୁହେଁ… ଜାଣନ୍ତୁ ଏହାର କାରଣ କ’ଣ

ଭୁବନେଶ୍ଵର: ଆମ ଦେଶରେ ଅନେକ ଲୋକଙ୍କ ଦିନ ଆରମ୍ଭ ହୋଇଥାଏ ଏକ କପ୍ ଚା’ରୁ | ଦିନର ଆରମ୍ଭ ଏକ କପ୍ ଚା’ ରୁ ଆରମ୍ଭ ହୋଇ ଦିନର ଶେଷ ମଧ୍ୟ ସେହି ଚା’ରେ ହୋଇଥାଏ । ପୁରା ଦିନ କୁ ମିଶାଇଲେ ଅନେକ ଥର ଚା’ ପିଅନ୍ତି ସେହି ଚା’ ପ୍ରେମୀ ମାନେ । ଅଧିକାଂଶ ଘରେ ଅତିଥିମାନଙ୍କୁ ଚା ’ସହିତ ସ୍ୱାଗତ…