Latest Odisha News

BREAKING NEWS

Browsing Category

ଜୀବନଶୈଳୀ

ହୃଦୟ ଏବଂ ମସ୍ତିଷ୍କ ପାଇଁ ଲାଭଦାୟକ ଶୁଖିଲା ନଡ଼ିଆ

ଭୁବନେଶ୍ଵର: ଆପଣ ପିଲାଦିନରୁ ଶୁଖିଲା ନଡ଼ିଆ ଖାଇଆସୁଥିବେ। ଶୁଖିଲା ନଡ଼ିଆରୁ ତିଆରି ଆଇସକ୍ରିମ୍ ହେଉ କିମ୍ବା ଘରେ ତିଆରି କୌଣସି ଖାଦ୍ୟ, ଶୁଖିଲା ନଡ଼ିଆକୁ ଏକ ଭଲ ସ୍ଵାଦ ପାଇଁ ବ୍ୟବହାର କରାଯାଇଛି। କିନ୍ତୁ ଆପଣ ଜାଣନ୍ତି କି, ଶୁଖିଲା ନଡ଼ିଆ ଖାଇବା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ଅଟେ ।…

ଟ୍ୟାନିଂ ଦୂର ପାଇଁ ସର୍ବୋତ୍ତମ କଫି , ଜାଣନ୍ତୁ ଏହାକୁ ପ୍ରସ୍ତୁତ କରିବା ପ୍ରଣାଳୀ…

ନୂଆଦିଲ୍ଲୀ : ସବୁବେଳେ ଖରାରେ ଯିବା ଆସିବା କରିବା ଯୋଗୁଁ ସୂର୍ଯ୍ୟକିରଣ ସଂସ୍ପର୍ଶରେ ଆସିବା କାରଣରୁ ଆମ ଚେହେରାରେ ଟ୍ୟାନିଂ ହୋଇଥାଏ । ଏହା ଆମ ତ୍ୱଚାର ବାହାର ପରସ୍ତକୁ କ୍ଷତି ପହଞ୍ଚାଇଥାଏ । ଏହା ଦ୍ୱାରା ତ୍ୱଚାର ରଙ୍ଗ ମଧ୍ୟ କମିଯାଏ । ତେବେ ସ୍କିନ ଟ୍ୟାନିଂ କମ୍‌ କରିବା ପାଇଁ…

ମଧୁମେହରେ କେଉଁ ଡାଲି ଖାଇବା ଲାଭଦାୟକ ? ଆସନ୍ତୁ ଜାଣିବା…

ନୂଆଦିଲ୍ଲୀ: ଖରାପ ଜୀବନଶୈଳୀ ଏବଂ ଖାଦ୍ୟାଭ୍ୟାସ କାରଣରୁ ଅଧିକାଂଶ ଲୋକ ଏବେ ମଧୁମେହରେ ପୀଡିତ। ଦିନକୁ ଦିନ ମଧୁମେହ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି  । ବର୍ତ୍ତମାନ ସମୟରେ ଘରେ ଘରେ ଡାଇବେଟିସ ରୋଗୀ।  ମଧୁମେହ ପ୍ରଭାବରୁ ମୁକ୍ତି ପାଇବା ପାଇଁ କୌଣସି ନିର୍ଦ୍ଦିଷ୍ଟ ଔଷଧ ନୁହେଁ, ବରଂ…

ଦୁନିଆର ସବୁଠୁ ଦାମୀ ନେଲପଲିସ୍ , ମୂଲ୍ୟ ଶୁଣିଲେ ଆପଣ ହୋଇଯିବେ ତାଜୁବ୍…

ନୂଆଦିଲ୍ଲୀ: ନେଲପଲିସର ଦାମ୍ କୋଟି କୋଟି ଟଙ୍କା  । କତାଟା ଶୁଣିବାକୁ ଟିକିଏ ଆଶ୍ଚର୍ଯ୍ୟ ଲାଗୁଥିବ, ହେଲେ ବି ସତ  । ଗୋଟିଏ ଛୋଟ ବୋତଲ ନେଲ ପଲିସି ଦାମରେ ଆପଣ ଅତି କମରେ ଚାରିଟି ଅଡି କାର କିଣି ପାରିବେ । ତେବେ ଆସନ୍ତୁ ଜାଣିବା କାହିଁକି ଏହି ନେଲ ପଲିସର ମୂଲ୍ୟ ଏତେ ଅଧିକ?  ତେବେ…

ଆଜି ବିଶ୍ୱ ଖାଦ୍ୟ ଦିବସ, ଖାଦ୍ୟ ନଷ୍ଟ ଉପରେ ରଖନ୍ତୁ ନିୟନ୍ତ୍ରଣ

ଭୁବନେଶ୍ଵର: ସାରା ବିଶ୍ୱରେ ଆଜି ପାଳନ ହେଉଛି ବିଶ୍ୱ ଖାଦ୍ୟ ଦିବସ। ବିଶ୍ୱ ଖାଦ୍ୟ ଦିବସ ୧୯୮୦ ପରଠାରୁ ପ୍ରତିବର୍ଷ ଅକ୍ଟୋବର ୧୬ ତାରିଖ ଦିନ ସାରା ବିଶ୍ୱରେ ପାଳିତ ହୁଏ । ମିଳିତ ଜାତିସଂଘଦ୍ୱାରା ୧୯୪୫ ମସିହାରେ ଖାଦ୍ୟ ଏବଂ କୃଷି ସଂଗଠନର ସ୍ଥାପନା ଦିବସକୁ ସମ୍ମାନ ଜଣାଇ ଏହି ଦିନକୁ ବିଶ୍ୱ…

ଆସିଛି ପାର୍ବଣ, ଦାଣ୍ଡିଆ ନାଚରେ ଦୁଲୁକିବ ମଣ୍ଡପ, ଜାଣନ୍ତୁ ଦାଣ୍ଡିଆ ନାଚର ସ୍ବାସ୍ଥ୍ୟଗତ ଫାଇଦା ବିଷୟରେ

ଭୁବନେଶ୍ଵର: ସାରା ଦେଶରେ ଗତ ରବିବାର ଠାରୁ ନବରାତ୍ରୀ ଉତ୍ସବ ଆରମ୍ଭ ହୋଇସାରିଛି । ଗୋଟେ ପଟେ ଭକ୍ତମାନେ ମା’ ଦୁର୍ଗାଙ୍କ ଆରାଧନା କରୁଥିବା ବେଳେ ଅନ୍ୟପଟେ ଅନେକ ସ୍ଥାନରେ ଦାଣ୍ଡିଆ ନାଚର ଆସର ଜମିଛି । ଦାଣ୍ଡିଆ ନାଚରେ ଭକ୍ତମାନେ ଦେବୀ ମା’ଙ୍କ ଆରାଧନା ପାଇଁ ହାତରେ ଦାଣ୍ଡିଆ(ନାଚରେ…

ହାଡକୁ ମଜବୁତ କରେ ସପୁରୀ ଜୁସ୍, ଜାଣନ୍ତୁ ଏହାର ଚମତ୍କାର ଫାଇଦା ବିଷୟରେ…

ଭୁବନେଶ୍ଵର: ସପୁରି ବିଭିନ୍ନ ପ୍ରକାର ପୌଷ୍ଟିକ ତତ୍ତ୍ୱରେ ଭରପୁର ଅଟେ l ଏହା ଏପରି ଗୋଟିଏ ଫଳ ଯାହାକୁ ଖାଇଲେ ଯେତିକି ସ୍ୱାଦିଷ୍ଟ ଲାଗେ ଦେହ ପାଇଁ ମଧ୍ୟ ସେତିକି ହିତକର l ଆମେ ଏହାକୁ କାଟି ଛୋଟ ଛୋଟ ଖଣ୍ଡ କରି ଖାଇ ପାରିବ ଓ ଜୁସ କରି ମଧ୍ୟ ପିଇ ପାରିବା l ସପୁରି ବ୍ରୋମିଲିସିୟା ପ୍ରଜାତିର…

ଆଜି ବିଶ୍ଵ ଅଣ୍ଡା ଦିବସ,ଏକ ସୁସ୍ଥ ଭବିଷ୍ୟତ ପାଇଁ ଅଣ୍ଡା

ଭୁବନେଶ୍ଵର: ଅଣ୍ଡା ମଣିଷ ଜୀବନରେ କେତେ ଦରକାରୀ, ତାକୁ ବୁଝାଇବା ପାଇଁ ପ୍ରତିବର୍ଷ ଅକ୍ଟୋବର ମାସର ଦ୍ୱିତୀୟ ଶୁକ୍ରବାରକୁ ବିଶ୍ୱ ଅଣ୍ଡା ଦିବସ ରୂପେ ପାଳନ କରାଯାଏ । ୧୯୯୬ ମସିହାରେ ରେ ଆନ୍ତର୍ଜାତୀୟ ଅଣ୍ଡା ଆୟୋଗର ଭିଏନା ସମ୍ମିଳନୀରେ ଏହି ଦିନକୁ ପ୍ରଥମ ଥର ପାଇଁ ପାଳନ କରାଯାଇଥିଲା ।…

ସ୍ବାସ୍ଥ୍ୟ ପାଇଁ କେତେ ଉପକାରୀ କଞ୍ଚା ଅମୃତଭଣ୍ଡା, ଆସନ୍ତୁ ଜାଣିବା…

ଭୁବନେଶ୍ୱର: କଞ୍ଚା ଅମୃତଭଣ୍ଡା ଆମ ଶରୀର ପାଇଁ ଖୁବ୍ ହିତକାରୀ। ଏଥିରେ ଭିଟାମିନ୍ ଏ,ସି ଓ ଇ ଭରପୂର ମାତ୍ରାରେ ଥାଏ। ଏହା ଆମ ଶରୀରର ରୋଗ ପ୍ରତିଷେଧକ ଶକ୍ତିକୁ ମଜଭୁତ୍ କରିଥାଏ। ଲିଭରକୁ ସୁସ୍ଥ ରଖିବାରେ କଞ୍ଚା ଅମୃତଭଣ୍ଡା ଭୂମିକା ଅତୀବ ଗୁରୁତ୍ୱପୂର୍ଣ୍ଣ। ଜଣ୍ଡିସ୍ ହେଲେ ଲିଭର୍ ଦୁର୍ବଳ…

Hair Care: ଆପଣଙ୍କ କେଶ ପାଇଁ ବିପଜ୍ଜନକ ହୋଇପାରେ ଏହି ହେୟାର ଟ୍ରିଟମେଣ୍ଟ ! ହୋଇଯାଆନ୍ତୁ ସାବଧାନ

ନୂଆଦିଲ୍ଲୀ: ଆଜିକାଲି ଶାରୀରିକ ସ୍ୱାସ୍ଥ୍ୟ ସହିତ କେଶର ଯତ୍ନ ନେବା ମଧ୍ୟ ବେଶ୍ ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି। କେଶକୁ କୋମଳ ଏବଂ ଚମକ କରିବା ପାଇଁ, ଆମେ ଅନେକ ପ୍ରକାରର ସୈନ୍ଦର୍ଯ୍ୟ ଚିକିତ୍ସା ଗ୍ରହଣ କରୁ। କିନ୍ତୁ ଅନେକ ଥର ଏହି ଚିକିତ୍ସା କେଶକୁ ଅଧିକ କ୍ଷତି ପହଞ୍ଚାଏ। ସମସ୍ତେ ଘନ,…