Latest Odisha News

BREAKING NEWS

Browsing Category

ଜୀବନଶୈଳୀ

ଏହି ରୋଗ ହେଲେ ଫୁଲିଯାଏ ଶରୀର, ଲକ୍ଷଣ ଚିହ୍ନି ହୋଇଯାଆନ୍ତୁ ସାବଧାନ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଶରୀରରେ କୌଣସି ପ୍ରକାର ରୋଗ ଥିଲେ ହାତ, ଗୋଡ଼ ବା ପାଦ ଫୁଲିଯିବା ଭଲ ଲକ୍ଷଣ ନୁହେଁ। ତେବେ କେଉଁ ରୋଗ କାରଣରୁ ହାତ, ଗୋଡ଼ ଫୁଲିଯାଏ ସେ ସମ୍ପର୍କରେ ଆମେ ଆଲୋଚନା କରିବା। ତେବେ ୪ ଟି ପରିସ୍ଥିତିରେ ହାତ ଏବଂ ପାଦ ଫୁଲିଥାଏ। ସର୍ବପ୍ରଥମେ ଯଦି କିଡନୀରେ କୌଣସି…

ଘୋଳ ଦହି ପେଟକୁ ରଖେ ସୁସ୍ଥ, ଜାଣନ୍ତୁ ସେବନର ସଠିକ ସମୟ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଗ୍ରୀଷ୍ମ ଋତୁ ଆସିବା ମାତ୍ରେ ଲୋକେ ଘୋଳ ଦହି ବା ବଟରମିଲ୍କ ପିଇବା ଆରମ୍ଭ କରନ୍ତି। ବାସ୍ତବରେ ଏହା ଏକ ଉତ୍ତମ ପାନୀୟ ଯାହା ଶରୀରକୁ ଥଣ୍ଡା ରଖିବା ସହିତ ଅନେକ ରୋଗ ଭଲ କରିଥାଏ। ଏହାର ବ୍ୟବହାର ଦ୍ୱାରା ଶରୀରରେ ଜଳର ଅଭାବ ଦେଖାଦିଏ ନାହିଁ। ଏହା ବ୍ୟତୀତ ଅନେକ ପୋଷକ…

ଓଜନ ହ୍ରାସ କରାଏ ଆମ୍ବ, ଜାଣନ୍ତୁ ଖାଇବାର ସଠିକ୍ ଉପାୟ

ଓଡ଼ିଶା ସମ୍ବାଦ ବ୍ୟୁରୋ: ବର୍ତ୍ତମାନ ବଜାରରେ ବିଭିନ୍ନ ପ୍ରକାରର ଆମ୍ବ ବିକ୍ରି ହେଉଛି। ଫଳଙ୍କ ରାଜା ହେଉଛି ଆମ୍ବ। କାରଣ ଆମ୍ବ ଖାଇବାକୁ ଯେତେ ସ୍ୱାଦ ଏହା ସ୍ୱାସ୍ଥ୍ୟ ପାଇଁ ସେତେ ଲାଭଦାୟକ। ପ୍ରାୟତଃ ଲୋକେ ଚିନ୍ତା କରନ୍ତି ଯେ ଆମ୍ବ ଖାଇବା ଦ୍ୱାରା ଶୀଘ୍ର ଓଜନ ବୃଦ୍ଧି ହୋଇଥାଏ, କିନ୍ତୁ…

ବିଶ୍ୱ ପରିବେଶ ଦିବସ: ସାବଧାନ ! ଲୁଣ ସାହାଯ୍ୟରେ ଆମ ଶରୀରରେ ପହଞ୍ଚୁଛି ମାଇକ୍ରୋପ୍ଲାଷ୍ଟିକ୍

ନୂଆଦିଲ୍ଲୀ: ଆଜି ବିଶ୍ୱ ପରିବେଶ ଦିବସ। ପ୍ରତିବର୍ଷ ଜୁନ ମାସ ୫ ତାରିଖରେ ଏହି ଦିବସ ପାଳନ ହୁଏ। ଏହି ଦିନ ପାଳନ କରିବାର ମୁଖ୍ୟ କାରଣ ହେଉଛି ଲୋକଙ୍କୁ ପରିବେଶ ବିଷୟରେ ଅବଗତ କରାଇବା। ପ୍ରତ୍ୟେକ ବ୍ୟକ୍ତିଙ୍କୁ ପରିବେଶ ବିଷୟରେ ସଚେତନ ହେବା ଆବଶ୍ୟକ। ପରିବେଶ ଦୂଷିତ ହେବାର ପ୍ରଥମ କାରଣ…

୩୦ ବର୍ଷ ପରେ ମହିଳାଙ୍କୁ କିଡନୀ ରୋଗର ଆଶଙ୍କା ଅଧିକ, ଜାଣନ୍ତୁ କାରଣ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଦୈନନ୍ଦିନ ଜୀବନରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ସଠିକ୍ ଜୀବନଶୈଳୀ ଆପଣେଇବା। ଯେଉଁମାନେ ବିଭିନ୍ନ ମାରାତ୍ମକ ରୋଗର ଶିକାର ହେଉଛନ୍ତି ତାହାର ଏକମାତ୍ର କାରଣ ହେଉଛି ଖରାପ ଜୀବନଶୈଳୀ। ମାରାତ୍ମକ ରୋଗ ମଧ୍ୟରୁ ଗୋଟିଏ ସମସ୍ୟା ହେଉଛି କିଡନୀ ସମ୍ବନ୍ଧୀୟ…

ନଖ ହଳଦିଆ ପଡ଼ୁଛି କି ? ତେବେ ଆପଣଙ୍କ ଭୋଜନରେ ସାମିଲ କରନ୍ତୁ ଏହି ଖାଦ୍ୟ

ନଖ ହାତର ସୌନ୍ଦର୍ଯ୍ୟ ବୃଦ୍ଧି କରିଥାଏ । ସ୍ୱାସ୍ଥ୍ୟର ଅନେକ ରହସ୍ୟ ନଖ ପାଖରେ ହିଁ ରହିଛି । ବେଳେ ବେଳେ ନଖ ଗୁଡ଼ିକ ଦୁର୍ବଳ ହେବା ସଙ୍ଗେ ସଙ୍ଗେ ହଳଦିଆ ହୋଇ ସହଜରେ ଭାଙ୍ଗିଯାଏ । ତେଣୁ ନଖକୁ ଦୃଢ ଏବଂ ସୁସ୍ଥ ରଖିବା ପାଇଁ ଆପଣ ନିଜ ଖାଦ୍ୟରେ ଏହି ସବୁ ଜିନିଷ ଅନ୍ତର୍ଭୁକ୍ତ କରିପାରିବେ ।…

ପୁରୁଷ ମାନଙ୍କ ପାଇଁ ସ୍କିନ୍‌ ଟ୍ରିଟ୍‌ମେଣ୍ଟ, ବୟସ ବୃଦ୍ଧି ହେଲେବି ଚମକିବ ତ୍ୱଚା

ବ୍ୟସ୍ତ ବହୁଳ ଜୀବନରେ ଆମ ଶରୀରର ଯତ୍ନ ନେବା ନିତାନ୍ତ ଆବଶ୍ୟକ । ଏହି ବ୍ୟସ୍ତତା ଭିତରେ ଆମେ ଆମ ଶରୀର ପ୍ରତି ଯତ୍ନ ନେଇ ପାରୁନାହାଁନ୍ତି । ଏଥିସହ ଆମ ଶରୀର ପାଇଁ ସଠିକ୍‌ ସମୟରେ ଖାଦ୍ୟପେୟ ମଧ୍ୟ ନିହାତି ଜରୁରୀ । ବୟସ ବୃଦ୍ଧି ସାଙ୍ଗକୁ ଆମ ତ୍ୱଚାରେ ପରିବର୍ତ୍ତନ ଦେଖାଯାଇଥାଏ । ବିଶେଷକରି…

ଏହି ସମସ୍ତ ଖାଦ୍ୟ କରନ୍ତୁ ସେବନ, କମିବ ଆପଣଙ୍କ ଓଜନ….

ମୋଟାପଣ ଚିନ୍ତାର ମୁଖ୍ୟ କାରଣ । ଓଜନ ହ୍ରାସ ନିମନ୍ତେ ସମସ୍ତେ ବହୁ ଚେଷ୍ଟା କରିବା ସତ୍ତ୍ୱେ ବିଫଳ ହୋଇଥାଆନ୍ତି । ତେବେ ଓଜନ ହ୍ରାସ ନିମନ୍ତେ ଖରାଦିନକୁ ସବୁଠାରୁ ଉତ୍ତମ ଦିନ ବୋଲି କୁହାଯାଏ। ଏହି ଋତୁରେ ମୋଟାପଣ ହ୍ରାସ ପାଇଁ ବିଭିନ୍ନ ଉପାୟ ଆପଣାଇ ପାରିବେ। ଖରାଦିନେ କିଛି ସ୍ୱତନ୍ତ୍ର…

ରାଗ ଖାଇଲେ ଆଖିରେ ଲୁହ ଆସେ କାହିଁକି ! ଜାଣନ୍ତୁ ଏହା ପଛର କାରଣ କ’ଣ ?

ଲୋକମାନେ ମସଲାଯୁକ୍ତ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି । କିଛି ଲୋକଙ୍କୁ ସାଧା ଖାଦ୍ୟ ପସନ୍ଦ ଥାଏ ତ କିଛି ଲୋକଙ୍କୁ ଚଟପଟା ଖାଦ୍ୟ ପସନ୍ଦ ଥାଏ । ବିଶେଷ କରି ରାଗ ଖାଇବାକୁ କିଛି ଲୋକ ପସନ୍ଦ କରୁଥିବା ବେଳେ କିଛି ଲୋକ ନାପସନ୍ଦ କରିଥାଆନ୍ତି । ଲଙ୍କା ଖାଦ୍ୟର ସ୍ୱାଦ ବଢ଼ାଇଥାଏ । କିନ୍ତୁ…

ବିଶ୍ୱରେ ୨୪ ନିୟୁତ ଲୋକ ସିଜୋଫ୍ରେନିଆ ରୋଗରେ ପୀଡ଼ିତ: ବିଶେଷଜ୍ଞ

ଭୁବନେଶ୍ୱର: ସିଜୋଫ୍ରେନିଆ ଏକ ମାନସିକ ସମସ୍ୟା ଯାହାକି ମଣିଷକୁ ଅନେକ ମାତ୍ରାରେ କ୍ଷତିଗ୍ରସ୍ତ କରିଥାଏ । ବିଶ୍ୱରେ ପ୍ରାୟ ୨୪ ନିୟୁତ ଲୋକ ଏହି ରୋଗରେ ପୀଡ଼ିତ । ପ୍ରତ୍ୟେକ ୩୦୦ ଜଣଙ୍କ ମଧ୍ୟରୁ ଜଣେ ଏହି ସମସ୍ୟା ସହ ଲଢ଼ୁଥିବା ତଥ୍ୟ ସାମ୍ନାକୁ ଆସିଛି । ବିଶ୍ୱ ସିଜୋଫ୍ରେନିଆ ଦିବସ ଅବସରରେ…